অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନିଆ ରୋଗ

ଖରାଦିନିଆ ରୋଗ

  • ଅଂଶୁଘାତ
  • ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢିଗଲେବ୍ୟକ୍ତି ଅଂଶୁଘାତର ଶିକାର ହୁଏ ।

  • କିଡନୀ ସମସ୍ୟା
  • ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ କିଡନୀ ସମସ୍ୟ ବୃଦ୍ଧି ହୁଏ ।

  • ଖରା ଦିନରେ ସ୍ୱାସ୍ଥ୍ୟ ସମସ୍ୟା ! ଜାଣନ୍ତୁ କେମିତି ହେବା ସଚେତନ
  • ଖରାଦିନ ଆସୁଆସୁ ଏକାଧିକ ସୃଷ୍ଟି ହୋଇଥାଏ । ଜ୍ୱର ତ ସାଧାରଣ କଥା । ତେବେ ଗରମ ହେଉଥିବା ବେଳେ ଅସୁସ୍ଥତା ଅବସ୍ଥା ଖରାପ କରିଦିଏ ।

  • ଖରାଦିନର ଅସୁସ୍ଥତା
  • ଖରାଦିନର ଅସୁସ୍ଥତା ବିଷୟରେ ସୂଚନା

  • ଖରାଦିନର ସମସ୍ୟା
  • ଖରା ଦିନେ ସୂର୍ଯ୍ୟଙ୍କର ତାପ ଅତ୍ୟନ୍ତ ପ୍ରଖର ଥିବାରୁ ଅଂଶୁଘାତ ପରି ବିଭିନ୍ନ ସମସ୍ୟା ଦେଖାଯାଏ ।

  • ଖରାଦିନେ କାନର ଯତ୍ନ
  • ଶରୀରର ପଞ୍ଚ ଇନ୍ଦ୍ରିୟ ମଧ୍ୟରୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆଉ ମୂଲ୍ୟବାନ ହେଉଛି କାନ । ତେବେ ଆମ ଅଗୋଚରରେ କାନ ଯେଉଁପରି ଭାବରେ ବାହ୍ୟ ତାପମାତ୍ରା ବା ଧୂଳିକଣାର ସଂସ୍ପର୍ଶ ଆସିଥାଏ, ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

  • ଗର୍ଭବତୀ ସତର୍କ ରହିବା ଆବଶ୍ୟକ
  • ଖରାଦିନେ ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀଙ୍କ ଶରୀରର ତାପମାତ୍ରା ଅଧିକ ରହେ । ଏଥିଯୋଗୁ ଶରୀରରୁ ଅଧିକ ଝାଳ ବାହାରେ, ଥକା ଲାଗେ ଓ ବାନ୍ତି ହୁଏ । ଏ ସମୟରେ ଗର୍ଭବତୀ ନିଜକୁ ଯେତେ କୁଲ୍ ରଖିବେ ସେତେ ଭଲ ।

  • ଗ୍ରୀଷ୍ମରେ ଆଖିର ଯତ୍ନ
  • ଆଖି ଭଳି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅତି ଖରାରୁ ବାଦ ପଡିନଥାଏ । ସମ୍ବେଦନଶୀଳ ଅଙ୍ଗ ଆଖିକୁ ଅସହ୍ୟ ଗରମର ପ୍ରଭାବରୁ ରକ୍ଷା କରିବା ଦରକାର ।

  • ଘିମିରି ଓ ଯାଦୁ
  • ଘିମିରି ଓ ଯାଦୁ ବହୁତ ଛୋଟ ରୋଗ ହୋଇଥିଲେ ବି ଭାରି ଯନ୍ତ୍ରଣା ଦାୟକ ।

  • ଜାମୁକୋଳୀ”ରେ ରହିଛି ଅନେକ ରୋଗ ଦୂର କରିବାର ସାମର୍ଥ୍ୟ
  • ଜାମୁକୋଳୀ”ରେ ରହିଛି ଅନେକ ରୋଗ ଦୂର କରିବାର ସାମର୍ଥ୍ୟ

  • ଡିହାଇଡ୍ରେଶନରୁ ଦୂରେଇ ରହିବା ପାଇଁ
  • ଡିହାଇଡ୍ରେଶନରୁ ଦୂରେଇ ରହିବା ପାଇଁ ସୁଚନା

  • ବାୟୁ ପ୍ରଦୂଷଣ ଜନିତ ରୋଗ
  • ବାୟୁ ପ୍ରଦୂଷଣ ମୁଖ୍ୟତଃ କଳକାରଖାନାର ଚିମିନୀ ନିର୍ଗତ ଧୂଆଁ , ଜନବାହନରୁ ନିର୍ଗତ ଦୂଷିତ ବାଷ୍ପ ଓ ଅନ୍ୟାନ୍ୟ ନିଷ୍କାସତ ଦୂଷିତପଦାର୍ଥ ଦ୍ଵାରା ହୋଇଥାଏ ।

  • ମହିଳା ଓ ଅଂଶୁଘାତ
  • ଅତ୍ୟଧିକ ତାପମାତ୍ରା ବୃଦ୍ଧି ଜଳର ଅଭାବ ଓ ଶରୀରର ତାପମାତ୍ରା ବଢିବା ହେତୁ କେତେକେ ଅଂଶୁଘାତରେ ମୃତ୍ୟୁବରଣ କରୁଛନ୍ତି ।

  • ହାଡଫୁଟି
  • ଭାରିସେଲ ଯୁଷ୍ଟର ନାମକ ଭୂତାଣୁ ଦ୍ଵାରା ହାଡଫୁଟି ବ୍ୟାପିଥାଏ ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate