ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢିଗଲେବ୍ୟକ୍ତି ଅଂଶୁଘାତର ଶିକାର ହୁଏ ।
ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ କିଡନୀ ସମସ୍ୟ ବୃଦ୍ଧି ହୁଏ ।
ଖରାଦିନ ଆସୁଆସୁ ଏକାଧିକ ସୃଷ୍ଟି ହୋଇଥାଏ । ଜ୍ୱର ତ ସାଧାରଣ କଥା । ତେବେ ଗରମ ହେଉଥିବା ବେଳେ ଅସୁସ୍ଥତା ଅବସ୍ଥା ଖରାପ କରିଦିଏ ।
ଖରାଦିନର ଅସୁସ୍ଥତା ବିଷୟରେ ସୂଚନା
ଖରା ଦିନେ ସୂର୍ଯ୍ୟଙ୍କର ତାପ ଅତ୍ୟନ୍ତ ପ୍ରଖର ଥିବାରୁ ଅଂଶୁଘାତ ପରି ବିଭିନ୍ନ ସମସ୍ୟା ଦେଖାଯାଏ ।
ଶରୀରର ପଞ୍ଚ ଇନ୍ଦ୍ରିୟ ମଧ୍ୟରୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆଉ ମୂଲ୍ୟବାନ ହେଉଛି କାନ । ତେବେ ଆମ ଅଗୋଚରରେ କାନ ଯେଉଁପରି ଭାବରେ ବାହ୍ୟ ତାପମାତ୍ରା ବା ଧୂଳିକଣାର ସଂସ୍ପର୍ଶ ଆସିଥାଏ, ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଘିମିରି ଏକ ଚର୍ମଜନିତ ରୋଗ
ଖରାଦିନେ ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀଙ୍କ ଶରୀରର ତାପମାତ୍ରା ଅଧିକ ରହେ । ଏଥିଯୋଗୁ ଶରୀରରୁ ଅଧିକ ଝାଳ ବାହାରେ, ଥକା ଲାଗେ ଓ ବାନ୍ତି ହୁଏ । ଏ ସମୟରେ ଗର୍ଭବତୀ ନିଜକୁ ଯେତେ କୁଲ୍ ରଖିବେ ସେତେ ଭଲ ।
ଆଖି ଭଳି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅତି ଖରାରୁ ବାଦ ପଡିନଥାଏ । ସମ୍ବେଦନଶୀଳ ଅଙ୍ଗ ଆଖିକୁ ଅସହ୍ୟ ଗରମର ପ୍ରଭାବରୁ ରକ୍ଷା କରିବା ଦରକାର ।
ଘିମିରି ଓ ଯାଦୁ ବହୁତ ଛୋଟ ରୋଗ ହୋଇଥିଲେ ବି ଭାରି ଯନ୍ତ୍ରଣା ଦାୟକ ।
ଜାମୁକୋଳୀ”ରେ ରହିଛି ଅନେକ ରୋଗ ଦୂର କରିବାର ସାମର୍ଥ୍ୟ
ଡିହାଇଡ୍ରେଶନରୁ ଦୂରେଇ ରହିବା ପାଇଁ ସୁଚନା
ବାୟୁ ପ୍ରଦୂଷଣ ମୁଖ୍ୟତଃ କଳକାରଖାନାର ଚିମିନୀ ନିର୍ଗତ ଧୂଆଁ , ଜନବାହନରୁ ନିର୍ଗତ ଦୂଷିତ ବାଷ୍ପ ଓ ଅନ୍ୟାନ୍ୟ ନିଷ୍କାସତ ଦୂଷିତପଦାର୍ଥ ଦ୍ଵାରା ହୋଇଥାଏ ।
ଅତ୍ୟଧିକ ତାପମାତ୍ରା ବୃଦ୍ଧି ଜଳର ଅଭାବ ଓ ଶରୀରର ତାପମାତ୍ରା ବଢିବା ହେତୁ କେତେକେ ଅଂଶୁଘାତରେ ମୃତ୍ୟୁବରଣ କରୁଛନ୍ତି ।
ଭାରିସେଲ ଯୁଷ୍ଟର ନାମକ ଭୂତାଣୁ ଦ୍ଵାରା ହାଡଫୁଟି ବ୍ୟାପିଥାଏ ।