ଅନେକ ସମୟରେ ଆମ ଶରୀରର ଭିତରୁ ଖରାପ ରହିଥାଏ ହେଲେ ଏହା ବାହାରକୁ ସ୍ପଷ୍ଟ ଭାବରେ ଜଣା ପଡିନଥାଏ ।
ଅଧିକ ବସି ରହିବା ବେଶ ମାରାତ୍ମକ
ଅମ୍ଳଜାନ ସଙ୍କଟ ର ସୂଚନା
ଆଘାତ ଓ ନିବାରଣ ର ସୂଚନା
ସ୍ୱାସ୍ଥ୍ୟରକ୍ଷାର ପ୍ରଥମ ଆୟୁଧ ହେଉଛି ଆହାର ।
ଶରୀର ଆବଶ୍ୟକ କରୁଥିବା ଅତିକ୍ଷୁଦ୍ର ପୋଷାକ ତତ୍ଵ( ମାଇକ୍ରୋ ନ୍ୟୁଟିୟେଣ୍ଟ) ମାନଙ୍କ ମଧ୍ୟରୁ ଆୟୋଡିନ୍ ପ୍ରମୂଖ ଅଟେ । ସେ ବିଷୟରେ ସୂଚନା ।
ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି ।
ଆପଣ ଜାଣିଛନ୍ତି ଏପରି କିଛି ପରିବା ଅଛି ଯାହାର ଚୋପା ମଧ୍ୟରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ ।
ଆଣ୍ଠୁ ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ସାରା ଶରୀରର ଭାର ଏହାରି ଉପରେ ପଡିଥାଏ । ଥରେ ଏହି ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହେଲେ ସାଧାରଣ ଜୀବନ ଅତିବାହିତ କରିବା ଭାରି କଷ୍ଟକର ହୋଇପଡେ ।
ଔଷଧୀୟ ଗୁଣରେ ଭରପୂର ବୃକ୍ଷ
କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଖାଦ୍ୟର ଭୂମିକା ର ସୂଚନା
କାଶ , ଥଣ୍ଡା ଓ ଗୁରୁତର ଅସୁସ୍ଥତା ବିଷୟ ର ସୂଚନା
ଲିଭର ବା ଯକୃତ୍ ହେଉଛି ଶରୀରର ସବୁଠାରୁ ବଡ଼ ଅଙ୍ଗ, ଏହା ଶରୀରର ୫ ହଜାର ପ୍ରକାରର ଭିନ୍ନ କାମ କରିଥାଏ ।
କିଶୋରୀଙ୍କ ଶାରୀରିକ ବିକାଶ / ପରିବର୍ତ୍ତନ
ଆଧୁନିକ ଲାଇଫଷ୍ଟାଇଲ ଓ ଅଧିକ ଚିନ୍ତା କରିବା ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି ।
ଗର୍ଭାବସ୍ଥା ଓ ପ୍ରସବ ପାଇଁ ସୁରକ୍ଷା ଦେବା ବିଷୟରେ କେତେକ ଅତ୍ୟନ୍ତ ଜରୁରୀ କଥା ବର୍ଣ୍ଣନା କରାଯାଇଛି ।
କୈଶୋର ସମୟରେ ମାନସିକ ବିକାଶ ର ସୁଚନା
କ୍ରିଡା ସମ୍ବନ୍ଧୀୟ ଆଘାତ ଗୁଡିକ ସାଧାରଣ ଇନ୍ ଡୋର କିମ୍ବା ଆଉଟ୍ ଡୋର ଖେଳ ଗୁଡିକରେ ଦେଖାଯାଏ ।
କ୍ଷତ ଓ ଘା’ର ପାରମ୍ପରିକ ଚିକିତ୍ସା ର ସୂଚନା
କ୍ଷତରୁ ରକ୍ଷା ପାଇଁ ସାବଧାନତା ସୂଚନା ।
ଖାଦ୍ୟ ଓ ବୃଦ୍ଧିର ସୂଚନା
ଜୀବନଧାରଣ ଲାଗି ପ୍ରତ୍ୟେକେ ଖାଦ୍ୟ: ଆବଶ୍ୟକ କରନ୍ତି । ତେବେ ସୁସ୍ଥ ଶରୀର : ଲାଗି ପୃଷ୍ଟିକର ଏବଂ ଉଚ୍ଚ ଗୁଣମାନର ଖାଦ୍ୟ ଆବଶ୍ୟକ ହୋଇଥାଏ ।
ଗଳା ସଂକ୍ରମଣ ଷ୍ଟ୍ରେପ୍ ଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ; ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ ।
ଘୁଙ୍ଗୁଡ଼ିର ସମସ୍ୟା
ଟ୍ରାଇଫୋଲିଆଟା ର ପରିବର୍ତ୍ତନ
ଜିକା ଜ୍ୱର, ଅନ୍ୟ ନାମ ଜିକା ଭୁତାଣୁ ରୋଗ, ଏକ ରୋଗ
ମୃତ ବ୍ୟକ୍ତି ଅଙ୍ଗକୁ ଜୀବତ ଲୋକଙ୍କ ଦେହରେ ଲାଗାଯିବା ।
ଜୀବନ ତଥ୍ୟର ଲକ୍ଷ ଓ ରୂପଲେଖ ବିଷୟରେ ସୂଚନା ।
ସମ୍ପ୍ରତି ଅନେକ ରୋଗୀ ଦୋକାନରେ ଜେନେରିକ୍ ଔଷଧ ମିଳୁ ନଥିବା ଦର୍ଶାଇଛନ୍ତି । ଜେନେରିକ୍ ଔଷଧର ପ୍ରସ୍ତୁତି ସମ୍ବନ୍ଧରେ ।
ଟ୍ୟୁମର ପାଇଁ ହୋଇପାରେ ମସ୍ତିଷ୍କ ଅଚଳ ବିଷୟରେ ତଥ୍ୟ