ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ
ସେଆର କରନ୍ତୁ

ଜୀବନର ସନ୍ଦେଶ

ଜୀବନର ସତ୍ୟତାରେ କିଛି ଗୁରୁତ୍ଵପୂର୍ଣ ବାର୍ତା ରହିଛି। ସୁଅଭ୍ୟାସ କୁ ଆପଣାଇ ଗର୍ଭବତୀ ମା , ଶିଶୁ , ବୟସ୍କ ନାଗରିକ, ଓ ଅନ୍ୟାନ୍ୟ ମଣିଷ ମାନେ କିପରି ସୁସ୍ଥ ରହିବେ ସେ ସମ୍ପର୍କରେ ଦିଆଯାଇଛି ।

ଏଚ୍ଆଇଭି ନିୟନ୍ତ୍ରଣର ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା
ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି ।
ମଧୁମେହ ରୋଗୀ କିଭଳି କରିବେ ଉପବାସ
ଓଷା ଓ ବ୍ରତ ଆଦି ଦୃଷ୍ଟିରୁ ଅନେକ ଲୋକ ଉପବାସ କରିଥାନ୍ତି ।ଆଠ ଘଣ୍ଟା ଉପବାସ ପରେ ଆମ ଶରୀର ଗଚ୍ଛିତ ଶର୍କରାକୁ ବ୍ୟବହାର କରି ରକ୍ତର ଶର୍କରା ସ୍ତରକୁ ସ୍ଥିର ରଖିଥାଏ ।
ହୃଦୟ ପାଇଁ କ୍ଷତିକାରକ
ଆଧୁନିକ ଜୀବନ ଯାପନ ହିଁ ହୃଦ୍ ଘାତକୁ ନିମନ୍ତ୍ରଣ କରୁଛି ବୋଲି ବହୁ ସମୟରେ ପ୍ରମାଣ ମିଳିଛି । ତେବେ ଏଥିପାଇଁ ପ୍ରତିଥର ହେଉଥିବା ରିସର୍ଚ୍ଚରେ ନୂଆ ନୂଆ ତଥ୍ୟ ପ୍ରକାଶ କରାଯାଇଥାଏ ।
ସୂର୍ଯ୍ୟ କିରଣର ଉପକାରିତା
ସୂର୍ଯ୍ୟ କିରଣର ଉପକାରିତା ବିଷୟ ରେ ସୂଚନା ।
ବଜ୍ରପାତ
ବଜ୍ରପାତ ସମ୍ବନ୍ଧୀୟ ସୂଚନା ।
ଜୀବନ ଉପହାର
ମୃତ ବ୍ୟକ୍ତି ଅଙ୍ଗକୁ ଜୀବତ ଲୋକଙ୍କ ଦେହରେ ଲାଗାଯିବା ।
କ୍ରୀଡା ସମ୍ବନ୍ଧୀୟ ଆଘାତ ଓ ଏହାର ନିରାକରଣ
କ୍ରିଡା ସମ୍ବନ୍ଧୀୟ ଆଘାତ ଗୁଡିକ ସାଧାରଣ ଇନ୍ ଡୋର କିମ୍ବା ଆଉଟ୍ ଡୋର ଖେଳ ଗୁଡିକରେ ଦେଖାଯାଏ ।
ରୋଗ ପ୍ରତିରୋଧ ପାଇଁ ଘରୋଇ ଉପଚାର
ଅଁଳା, ନଡ଼ିଆ ପାଣି, ଅମୃତଭଣ୍ଡା ଦ୍ଵାରା ରୋଗ ପ୍ରତିରୋଧ କରିପାରିବେ ।
ହରମୋନ୍ଥେରାପି, କେମୋଥେରାପି ଓ ରେଡିଓଥେରାପି
ହରମୋନ୍ଥେରାପି, କେମୋଥେରାପି ଓ ରେଡିଓଥେରାପି ସମ୍ବନ୍ଧୀୟ ସୂଚନା ।
ଡାଇରିଆ (ତରଳଝାଡା) ପ୍ରତି ସତର୍କ ଓ ସଚେତନ ହୁଅନ୍ତୁ
ଡାଇରିଆ ପ୍ରତି ସତର୍କ
ନେବିଗତିଓଂ
Back to top