ଆଶାକର୍ମୀ ଗୋଷ୍ଠୀ ଦ୍ଵାରା ନିଯୁକ୍ତି ପାଆନ୍ତି ଏବଂ ଗୋଷ୍ଠୀ ପାଖରେ ଉତ୍ତରଦାୟୀ ହୁଅନ୍ତି ।
କରୋନା ମୁକାବିଲା କ୍ଷେତ୍ରରେ ଆଦିବାସୀ ମନ୍ତ୍ରଣାଳୟର ବିଭିନ୍ନ ପଦକ୍ଷେପ ।
ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାରେ ଯୋଜନାର ହେବ ଶୁଭାରମ୍ଭ
କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକ ଏବଂ ଜୀବନରେଖା ଉଡାଣ ବିମାନ ମାର୍ଗଦର୍ଶିକା ସୂଚନା ।
କୋଭିଡ଼ – 19 ଡାକ୍ତର, ମେଡିକାଲ କର୍ମଚାରୀ ଓ ଆଗଧାଡିର କର୍ମୀଙ୍କ ସୁରକ୍ଷା ବିଷୟରେ ସୂଚନା ।
ରୋଗୀଙ୍କ ଅଧିକାର ସମ୍ବନ୍ଧୀୟ ସୂଚନା
ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ଵ ପାଇଁ ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ସମ୍ବନ୍ଧୀୟ ସୂଚନା ।
ଏହି ଯୋଜନା ୨୦୦୫ ମସିହା ଏପ୍ରିଲ ମାସ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରଯାଇଥିଲା । ଗରିବ ଗର୍ଭବତୀ ମା’ମାନଙ୍କୁ ସାହାଯ୍ୟ ଯୋଗାଇ ଦେଇ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ଗର୍ଭବତୀ ମହିଳାମାନଙ୍କ ପାଇଁ ଗର୍ଭାବସ୍ଥାରେ ପ୍ରାରମ୍ଭିକ ପର୍ଯ୍ୟାୟରେ (୧୬ ସପ୍ତାହ)- ଟି.ଟି, ପ୍ରଥମ ମାତ୍ରା ଟି.ଟି. ୨ୟ ମାତ୍ରା
ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦ୍ଵାଦଶ ଯୋଜନା ଅନ୍ତର୍ଗତରେ ଭାରତ ସରକାରଙ୍କ ଆୟୁଷ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଆୟୁଷ ମିଶନ ଗଠନ କରାଗଲା ।
ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ର ବିଭିନ୍ନ ଯୋଜନା ଏଠାରେ ଅଛି
ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଉଦ୍ଦେଶ୍ୟ ସାମର୍ଥ୍ୟ ଏବଂ ଗୁଣବାର୍ତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ।
ପରିବାରମାନଙ୍କର ଉପାର୍ଜନଶୀଳ ବ୍ୟକ୍ତିଙ୍କର ଦୁର୍ଘଟଣାବଶତଃ ଦେହାନ୍ତ ହୋଇଗଲେ ସେମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ପାଇଁ ଏକ ଯୋଜନା ଭାରତ ସରକାର ପ୍ରବର୍ତ୍ତନ କରିଛନ୍ତି ।
ସ୍ୱାସ୍ଥ୍ୟର ମୁଖ୍ୟ ମାନଦଣ୍ଡ ହେଉଛି ମାତୃ ଓ ଶିଶୁ ମୃତ୍ୟୁ ହାର
‘ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ’ ଏକ ନିର୍ଦିଷ୍ଟ-ଦିବସ କାର୍ଯ୍ୟଶୈଳୀ, ଯାହା ମାଧ୍ୟମରେ ପ୍ରତିମାସ ଦେଶବ୍ୟାପି ବିଭିନ୍ନ ମାତୃ-ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ପ୍ରଦାନ କରାଯାଇଥାଏ ।
ଦେଶରେ ସ୍ୱାସ୍ଥ୍ୟ ସେବାରେ ଦେଖାଦେଉଥିବା ଅସମାନତାକୁ ସଜାଡିବା ହେଉଛି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଲକ୍ଷ୍ୟ ।
ମା’ ଓ ଶିଶୁ ପୁଷ୍ଟିହୀନତା ସମସ୍ୟାକୁ ଦୂର କରିବା ପାଇଁ ମମତା ଯୋଜନା ପ୍ରଣୟନ କରାଯାଇଛି ।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ର ସୂଚନା
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (RSBY) ର ମୁଖ୍ୟ ବୈଶିଷ୍ଟ୍ୟତା, ବୀମା କମ୍ପାନୀ ଏବଂ ପ୍ୟାନେଲଭୁକ୍ତ ଚିକିତ୍ସାଳୟ ବିଷୟରେ ସୂଚନା ମିଳିବ
ଏହା ଏକ ସାମୂହିକ ଯୋଜନା ଚିକିତ୍ସାଳୟଗୁଡିକର ପରିଷ୍କାର ପରିଛନ୍ନତାକୁ ସୁନିଶ୍ଚିତ କରିବା । ସ୍ୱାସ୍ଥ୍ୟ ସେବାର ଗୁଣାତ୍ଜକ ମାନ ବଢାଇବା ।
ସରକାରଙ୍କ ସ୍ୱାସ୍ଥ୍ୟ ଓ ବୀମା ସହାୟତା ସମ୍ବନ୍ଧରେ ସୂଚନା ଏଠାରେ ମିଳିବ
ସହରାଞ୍ଚଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା – ଏକ ପ୍ରୟାସ
ଗର୍ଭବତୀ / ଶିଶୁ / ନବଜାତ ତଥା ଅନ୍ୟାନ୍ୟଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା ମାନ ନିମ୍ନରେ ପ୍ରଦାନ କରାଯାଇଛି ।
ସ୍ୱାସ୍ଥ୍ୟ ସୁବିଧା ଯୋଗାଉଥିବା ବ୍ୟକ୍ତିଙ୍କର ଦକ୍ଷତା ବୃଦ୍ଧି କିପରି ହୁଏ ସେ ସମ୍ବନ୍ଧିତ ତଥ୍ୟ ।
ସ୍ୱାସ୍ଥ୍ୟ ସେବା ପାଇବାରେ ରୋଗୀମାନଙ୍କର ଅଧିକାର ସମ୍ବନ୍ଧରେ ସୂଚନା ଏଠାରେ ପ୍ରଦାନ କରାଯାଇଛି