অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)

ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ବନ୍ଧରେ

ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ଅଂଶ ଭାବରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ କ୍ୟାବିନେଟରେ  ୨୦୧୩, ୧ ତାରିଖରେ ସ୍ଵୀକୃତି ଦିଆଗଲା । ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ । ଗରିବ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖିରେ ରଖି ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ବସ୍ତି ଅଞ୍ଚଳରେ ରହୁଥିବା ଲୋକ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଯୋଜନା ଯେପରି ପାନୀୟ ଜଳ, ପରିଷ୍କାର ପରିଚ୍ଛନ୍ନ, ସ୍କୁଲ ଶିକ୍ଷା ଇତ୍ୟାଦି । ଏହା ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା  କାର୍ଯ୍ୟ କରେ । NHM ସମସ୍ତ ରାଜ୍ୟ ରାଜଧାନୀରେ କାର୍ଯ୍ୟ କରେ । ୫୦,୦୦ରୁ ଅଧିକ ଲୋକସଂଖ୍ୟା ଥିବା ସହରରେ ଏହା କାର୍ଯ୍ୟ କରେ ।

NHM ଲକ୍ଷ୍ୟ

  • ଦରକାର ଥିବା ସହରରେ ଗରିବ, ଅବହେଳିତ ଲୋକ ମାନଙ୍କ ପାଇଁ ଏହା କାର୍ଯ୍ୟ କରେ ।
  • ଦ୍ରୁତଗତିରେ ବଢୁଥିବା ସହରାଞ୍ଚଳ ଜନସଂଖ୍ୟାଙ୍କର ସଂଖ୍ୟା ପାଇଁ NHM ଗଠନ ଓ ପରିଚାଳନା କରାଇବା ।
  • ଗୋଷ୍ଠୀର ସହଭାଗିତା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଯୋଜନା, ତଦାରଖ ଇତ୍ୟାଦି କରିବା ।
  • ସହରାଞ୍ଚଳ ଗରିବ ଲୋକଙ୍କୁ ଦରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇବା ।
  • NGOଙ୍କ ସହ ସହଭାଗିତା କରି ସ୍ୱାସ୍ଥ୍ୟ ସେବା ଯୋଗାଇବା ।

କାର୍ଯ୍ୟକ୍ରମ ପାଇଁ NHMର ଫ୍ରେମୱାର୍କ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ସହରାଞ୍ଚଳ ଗରିବ  ଲୋକଙ୍କ ପାଇଁ NHM, NHM ଅଧିନରେ ଗଠନ କରାଗଲା । ମୁନିସିପାଲଟି କର୍ପୋରେସନ, ମୁନିସପାଲଟି ବିଜ୍ଞପତି ଅଞ୍ଚଳ, କମିଟି ଏବଂ ସହର ପଞ୍ଚାୟତ ଇତ୍ୟାଦି ମିଳିମିଶି ସହରାଞ୍ଚଳ ସ୍ୱାସ୍ଥ୍ୟ  ପାଇଁ ଯୋଜନା ତିଆରି କରନ୍ତି ।

NHM ଅଞ୍ଚଳ

NHM ସମସ୍ତ ରାଜ୍ୟ ରାଜଧାନୀ ଜିଲ୍ଲା ମୁଖ୍ୟାଳୟ ଏବଂ ସହର/ଟାଉନ ଯାହାର ଲୋକ ସଂଖ୍ୟା ୫୦,୦୦୦ରୁ ଅଧିକ । ପ୍ରାଥମିକ ସ୍ତରରେ ଏହା ବସ୍ତି ଅଞ୍ଚଳ ଏବଂ ଅବହେଳିତ ଗୋଷ୍ଠୀ ଯେପରି ରିକ୍ସା ଚାଳକ, ଫୁଟପାଥ ବିକାଳି, ରେଲୱେ, ବସ କୁଲି, ଘରନଥିବା ଲୋକ, ରାସ୍ତାକଡ଼ର ଶିଶୁ, ନିର୍ମାଣ ଯାଗାର କର୍ମଚାରୀ ।

ରାଶି ବଣ୍ଟନ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଶି  ୭୫ : ୨୫ ହିସାବରେ ଖର୍ଚ୍ଚ କରାଯାଏ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସିକିମ, ଜାମ୍ମୁ କାଶ୍ମୀର, ହିମାଞ୍ଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ମାନଙ୍କରେ କେନ୍ଦ୍ର ଓ ରାଜ୍ୟ ରାଶି  ୯୦ : ୧୦ ହିସାବରେ ଖର୍ଚ୍ଚ କରାଯାଏ ।

ସମ୍ବନ୍ଧିତ ସମ୍ବଳ

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate