ସେପ୍ଟେମ୍ବର ୨୦୧୪ ମସିହାରେ ଭାରତ ନବଜାତକ ଆକ୍ସନ ପ୍ଲାନକୁ ସାର୍ବଜନୀନ କରାଯାଇଥିଲା । ନବଜାତକ, ମୃତ ଶିଶୁ ଜନ୍ମକୁ କମ କରିବା ପାଇଁ ଏହି ଆକ୍ସନ ପ୍ଲାନର ଉଦ୍ଦେଶ୍ୟ । ଏହି ଯୋଜନା ଅନ୍ତର୍ଗତରେ ୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁର ହାର ଏକକ ସଂଖ୍ୟା ବିଶିଷ୍ଟଏବଂ ୨୦୩୦ ସୁଦ୍ଧା ମୃତ ଜାତର ହାର ଏକକ ସଂଖ୍ୟାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ବର୍ଷକୁ ୭.୪୭ ନବଜାତ ଶିଶୁଙ୍କର ମୃତ୍ୟୁ ହେଉଛି । ଏହାକୁ କମାଇ ୨.୨୮ ଲକ୍ଷରେ ପହଞ୍ଚାଇବାକୁ ସ୍ଥିର କରାଯାଇଛି ।
୬୭ ୱାର୍ଲ୍ଡ ହେଲଥ ଆସେମ୍ଲିରେ ଜୁନ ୨୦୧୪ରେ ENAP ( Every Newborn Actionplan)ର ଶୁଭାରମ୍ଭ ହୋଇଥିଲା ।
ଲକ୍ଷ୍ୟ
- ୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁ ସଂଖ୍ୟାକୁ ଏକକ ନମ୍ବରରେ ପହଞ୍ଚାଇବା । ୨୦୩୫ ସୁଦ୍ଧା ଭାରତରେ ଏହା ପ୍ରତ୍ୟେକ ରାଜ୍ୟରେ କରାଯିବ ।
- ୨୦୩୦ ସୁଦ୍ଧା ମୃତଜାତ ଶିଶୁ ସଂଖ୍ୟାକୁ ଏକକ ନମ୍ବରରେ ପହଞ୍ଚାଇବା ଏବଂ ୨୦୩୫ ସୁଦ୍ଧା ଭାରତର ପ୍ରତ୍ୟେକ ରାଜ୍ୟରେ ଏହି ଲକ୍ଷ୍ୟ ସମ୍ପୂର୍ଣ୍ଣ କରାଯିବ ।
ଭାରତ ନବଜାତକ ଆକ୍ସନ ପ୍ଲାନର ନିର୍ଦ୍ଧିଷ୍ଟ ଯୋଜନା
- ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧିନରେ ଶିଶୁ ବଞ୍ଚାଇବା ଏବଂ ବିକାଶ କରିବା ଚୁକ୍ତିକୁ ପାଳନ କରିବା ।
- ଆନ୍ତର୍ଜାତୀୟ ନବଜାତ ଆକ୍ସନପ୍ଲାନରେ ଥିବା ଚୁକ୍ତି ଗୁଡିକ ଦେଶ ମାନେ ତାଙ୍କର ଆବଶ୍ୟକ ଅନୁଯାୟୀ ଗ୍ରହଣ କରିବେ ।
- ଆନ୍ତର୍ଜାତୀୟ ଯୋଜନାରେ ନବଜାତକ ମୃତ୍ୟୁକୁ ଏକକ ସଂଖ୍ୟାକୁ ୨୦୩୦ ଆଣିବା ।
- ମୃତଜାତକକୁ ସର୍ଭେ ପାଇଁ ଥିବା ତଦାରଖ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ।
- ନବଜାତକ ମୃତ୍ୟୁକୁ ରୋକିବା ଏବଂ ଯତ୍ନର ଗୁଣବର୍ତ୍ତାର ଉନ୍ନତି ।
- ଯେଉଁ ଶିଶୁ ମାନେ ସମୟ ପୂର୍ବରୁ ଜନ୍ମ ନେଇଥିବେ । ଓଜନ କମ ଥିବ କିମ୍ବା ରୋଗିଣା ଥିବେ ସେମାନଙ୍କର ଅଗ୍ରାଧିକାର ଭିତ୍ତିରେ ଯତ୍ନ ନିଆଯିବା ଆବଶ୍ୟକ, କାରଣ ନବଜାତକ ମୃତ୍ୟୁ ପାଇଁ ଏହି ସବୁ କାରଣ ମୁଖ୍ୟତଃ ଦାୟୀ ।
- ଝିଅ କିମ୍ବା ପୁଅ, ଗାଁ କିମ୍ବା ସହର, ଧନୀ କିମ୍ବା ଗରିବ ଜିଲ୍ଲା କିମ୍ବା ରାଜ୍ୟ ଯାହାବି ହେଉ ସମସ୍ତଙ୍କୁ ନିରପେକ୍ଷ ଭାବରେ ସମସ୍ତ ସୁବିଧା ମିଳିବା ।
- ବ୍ୟାଘାତର ଥିବା ୬ଟି ସ୍ତମ୍ଭ – ଗର୍ଭବସ୍ଥା ପୂର୍ବ ଯତ୍ନ ଓ ଗର୍ଭସମୟ ରେ ଯତ୍ନ, ପ୍ରସବ ସମୟର ଯତ୍ନ, ଜନ୍ମ ସାଙ୍ଗେ ସାଙ୍ଗେ ନବଜାତକ ଯତ୍ନ, ନବଜାତକର ସ୍ୱାସ୍ଥ୍ୟର ଯତ୍ନ, ଛୋଟ ଏବଂ ରୋଗୀଣା ନବଜାତକ ଯତ୍ନ ।
ଟାର୍ଗେଟ
|
ବର୍ତ୍ତମାନ
|
୨୦୧୭
|
୨୦୨୦
|
୨୦୨୫
|
୨୦୩୦
|
ଇମପ୍ୟାକ୍ଟ ଟାର୍ଗେଟ
|
NMR (୧୦୦୦ ନବଜାତ ଜନ୍ମ)
|
୨୯
|
୨୪
|
୨୧
|
୧୫
|
<୧୦
|
SBR ( ୧୦୦୦ ନବଜାତ ଜନ୍ମ)
|
୨୨
|
୧୯
|
୧୭
|
୧୩
|
<୧୦
|
କଭରେଜ ଟାର୍ଗେଟ
|
ସୁରକ୍ଷିତ ପ୍ରସବ ( ଅନୁଷ୍ଠାନ + ଘର+SBA ଦ୍ଵାରା ପ୍ରସବ (%))
|
୭୬
|
୯୦
|
୯୫
|
୯୫
|
୯୫
|
ନବଜାତ ଶିଶୁର ୧ ଘଣ୍ଟା ଭିତରେ ମା’ର କସ କ୍ଷୀର ପାନ (%)
|
-
|
୭୫
|
୯୦
|
୯୦
|
୯୦
|
ମହିଳା ଯିଏ ପ୍ରସବ ବେଦନ ସମୟରେ ଅନ୍ତତ ଥରେ ଆଣ୍ଟିନେଟାଲ ଚେକଅପ ହୋଇଥିବ (%)
|
-
|
୭୫
|
୯୦
|
୯୫
|
୯୫
|
ସ୍ୱାସ୍ଥ୍ୟ ସୁବିଧା ସହ ଶିଶୁ ଜନ୍ମ
|
-
|
୭୫
|
୯୦
|
୯୫
|
୯୫
|
ଶିଶୁ ସମସ୍ତ ପ୍ରକାର ସୂଚନା HBNC ଗୃହ ପରିଦର୍ଶନ ସମୟରେ ଆଶା ଠାରୁ ପାଇଥିବ
|
-
|
୫୦
|
୭୫
|
୯୫
|
୯୫
|
ଗୋଷ୍ଠୀରେ ANMଙ୍କ ଠାରୁ ଜେଣ୍ଟାମାଇସିନ ପାଇଥିବ
|
-
|
୫୦
|
୭୫
|
୭୫
|
୭୫
|
SNCU ରୁ ଡିସଚାର୍ଜ ପରେ ଶିଶୁର ଯତ୍ନ
|
-
|
୩୫
|
୫୦
|
୭୫
|
୭୫
|
କମ ଓଜନର ଶିଶୁଙ୍କ ଯତ୍ନ KMC ସୁବିଧା ଦ୍ଵାରା ହୋଇଥିବା (%)
|
-
|
୩୫
|
୫୦
|
୭୫
|
୯୦
|
ନବଜାତ ଶିଶୁର ମୃତ୍ୟୁର ଆଶଙ୍କା ରୋକିବା ପାଇଁ ଯତ୍ନ
- ପ୍ୟାକେଜ ୧ – ପ୍ରସବ ଏବଂ ଶିଶୁ ଜନ୍ମ ସମୟରେ ଯତ୍ନ
- ପ୍ୟାକେଜ ୨ – ଛୋଟ ଏବଂ ରୋଗିଣା ଶିଶୁର ଯତ୍ନ
- ପ୍ୟାକେଜ ୩ – ସୁସ୍ଥ ନବଜାତର ଯତ୍ନ
- ପ୍ୟାକେଜ ୪ – ଜନ୍ମ ସାଙ୍ଗେ ସାଙ୍ଗେ ଯତ୍ନ
- ପ୍ୟାକେଜ ୫ – ଗର୍ଭ ପୂର୍ବରୁ ଏବଂ ଗର୍ଭ ସମୟରେ ଯତ୍ନ
ମୃତ ଶିଶୁ ଜନ୍ମର ପ୍ରଭାବ
- ପ୍ୟାକେଜ ୧- ପ୍ରସବ ଏବଂ ଶିଶୁ ଜନ୍ମ ସମୟର ଯତ୍ନ
- ପ୍ୟାକେଜ ୨ - ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥା ସମୟର ଯତ୍ନ
ପ୍ୟାକେଜ ୧ - ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥା ସମୟର ଯତ୍ନ
ପରିବାର ଓ ଗୋଷ୍ଠୀ
|
ସବ ସେଣ୍ଟର
|
ସ୍ୱାସ୍ଥ୍ୟ ସୁବିଧା
|
ପ୍ରଜନନ ସ୍ୱାସ୍ଥ୍ୟ ଏବଂ ପରିବାର
- ଯୋଜନା (E)
- କିଶୋରୀ ପ୍ରଜନନ ସ୍ୱାସ୍ଥ୍ୟ
- ବିଳମ୍ବ ବିବାହ ଏବଂ ପ୍ରଥମ ଗର୍ଭ ଢେରିରେ
- ଜନ୍ମ ମଧ୍ୟରେ ବ୍ୟବଧାନ
- ପୋଷଣ
- ସମତୁଲ ପ୍ରୋଟିନ ଏବଂ ଶକ୍ତି
- ଗର୍ଭସମୟରେ ଫୋଲିକ ଏସିଡ
- କ୍ୟାଲସିୟମ
- ବିଭିନ୍ନ ମାଇକ୍ରୋନିଭଟ୍ରେନ, ଖାରକ ଫୋଲିକ ଏସିଡ ଆୟୋଡିନ
- ପ୍ରସାବ ସମୟ ପାଇଁ ପ୍ରସ୍ତୁତି
- ମ୍ୟାଲେରିଆରୁ ସୁରକ୍ଷା
|
- ଗର୍ଭ ସମୟରେ ରକ୍ତହୀନତା ଉଚ୍ଚ ରକ୍ତଚାପ
- ମ୍ୟାଲେରିଆ ପରୀକ୍ଷା
- ମ୍ୟାଲେରିଆ ପ୍ରତିରୋଧ ଏବଂ ପରିଚାଳନା
- ମା’ର ୨ଟି ଟିଟାନସ
- କିଶୋରୀ ପୋଷଣ ଏବଂ ସ୍ୱାସ୍ଥ୍ୟ ସେବା
- IUCD
|
- ଗର୍ଭ ସମୟରେ ପରୀକ୍ଷା, ପରିଚାଳନା
- ଗର୍ଭ ସମୟରେ ଉଚ୍ଚ ରକ୍ତଚାପ, ହେପାଟାଇସ ବି, HIV, ମ୍ୟାଲେରିଆ
- କିଶୋରୀ ପାଇଁ ସ୍ୱାସ୍ଥ୍ୟ କ୍ଲିନିକ (RKSK ଗାଇଡଲାଇନ)
- ପ୍ରସବ ପରେ ପରିବାର ନିୟୋଜିତ
- Rh ରୋଗ ଆଣ୍ଟି D ଇମୁନୋଗ୍ଲୋବୁନି
|
ପ୍ୟାକେଜ ୨ – ପ୍ରସବ ସମୟରେ ଏବଂ ଶିଶୁ ଜନ୍ମ ପରର ଯତ୍ନ
ପରିବାର ଏବଂ ଗୋଷ୍ଠୀ
|
ସବସେଣ୍ଟର
|
ସ୍ୱାସ୍ଥ୍ୟ ସୁବିଧା
|
- ତାଲିମ ପ୍ରାପ୍ତ ବ୍ୟକ୍ତି
- ଜନ୍ମ ସମୟରେ ଓ ପରେ ପରିଷ୍କାର ପରିଚ୍ଛନ୍ନ ଅଭ୍ୟାସ
|
- ଗର୍ଭାବସ୍ଥାରେ ଥିବା ଜଟିଳତାକୁ ତୁରନ୍ତ ଚିହ୍ନଟ କରି ଡାକ୍ତରଖାନାକୁ ପ୍ରେରଣ
- ଡାକ୍ତରଖାନାକୁ ପ୍ରେରଣ ପରେ ANMଙ୍କ ଦ୍ଵାରା ଯତ୍ନ
|
- ଆପତକାଳିନ ଯତ୍ନ
- ପ୍ରସବ ବେଦନା ସମୟର ପରିଚାଳନା
|
ପ୍ୟାକେଜ ୩ – ନବଜାତକର ତୁରନ୍ତ ଯତ୍ନ
ପରିବାର ଏବଂ ଗୋଷ୍ଠୀ
|
ସବ ସେଣ୍ଟର
|
ସ୍ୱାସ୍ଥ୍ୟ ସୁବିଧା
|
- ଡେରିରେ ମାଲିସ
- ଶିଶୁ ଓଦା ହେଲେ ଶୀଘ୍ର ଶୁଖାନ୍ତୁ
- ମୁଣ୍ଡ ଢାଙ୍କିକି ରଖନ୍ତୁ ।
- ଦେହରେ ଲଗାଇ ରଖି ସ୍କିନ ରୁ ସ୍କିନ ଯତ୍ନ ନିଅନ୍ତୁ ।
- ଡେରିରେ ଗାଧୋଇବା
- ଯଥା ଶୀଘ୍ର ଏବଂ କେବଳ ସ୍ତନ୍ୟପାନ ।
- ସଂକ୍ରମଣରୁ ରକ୍ଷା ପାଇଁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।
|
- ଜନ୍ମ ସମୟରେ ଭିଟାମିନ K
- ନବଜାତଙ୍କର ରକ୍ଷା
|
- ଅତ୍ୟାଧୁନିକ ନବଜାତକ ଯତ୍ନ
|
ପ୍ୟାକେଜ ୪ – ନବଜାତକ ସ୍ୱାସ୍ଥ୍ୟର ଯତ୍ନ
ପରିବାର ଏବଂ ଗୋଷ୍ଠୀ
|
ସବସେଣ୍ଟର
|
ସ୍ୱାସ୍ଥ୍ୟ ସୁବିଧା
|
- ଛଅ ସପ୍ତାହ ପର୍ଯ୍ୟନ୍ତ ତାଲିମ ଆଶାର ଗୃହ ପରିଦର୍ଶନ
- ପରାମର୍ଶ
- ବିପଦ ପୂର୍ଣ୍ଣ ଚିହ୍ନକୁ ଶୀଘ୍ର ଚିହ୍ନଟି କରଣ
- ଠିକଣା ସମୟରେ ସେବା
- କେବଳ ସ୍ତନ୍ୟପାନ
- ପ୍ରସବ ପରେ ପରିଷ୍କାର ପରିଚ୍ଛନ୍ନ
|
- ଟୀକାକରଣ
|
- ସମସ୍ତ ସେବା ( କେବଳ ଗୃହ ପରିଦର୍ଶନକୁ ଛାଡି )
|
ପ୍ୟାକେଜ ୫ – ଛୋଟ ଏବଂ ରୋଗିଣା ଶିଶୁଙ୍କର ଯତ୍ନ
ପରିବାର ଏବଂ ଗୋଷ୍ଠୀ
|
ସବସେଣ୍ଟର
|
ସ୍ୱାସ୍ଥ୍ୟ ସୁବିଧା
|
- ଶିଶୁର ଯତ୍ନ ଏବଂ ସ୍ତନ୍ୟପାନ ସହାୟତା
|
- IMNCI
- ଜେଣ୍ଟାମାଇସିନ ଇଞ୍ଜେକସନ ANMଙ୍କ ଦ୍ଵାରା
|
- କଙ୍ଗାରୁ ମଦର କେୟାର
- ଜିଲ୍ଲା ଏବଂ ବ୍ଲକ ସ୍ତରରେ ପୂର୍ଣ୍ଣ ସହାୟତା
- ଇଣ୍ଟେନସି ଭକେୟାର ସେବା
|
ପ୍ୟାକେଜ ୬ – ଜୀବିତ ନବଜାତକର ଯତ୍ନ
ପରିବାର ଏବଂ ଗୋଷ୍ଠୀ
|
ସବସେଣ୍ଟର
|
ସ୍ୱାସ୍ଥ୍ୟ ସୁବିଧା
|
- ଜନ୍ମଗତ ଅସୁବିଧା ଚିହ୍ନଟି କରଣ
- ଗୃହ ପରିଦର୍ଶନ ଏକ ବର୍ଷ ପର୍ଯ୍ୟନ୍ତ
- କମ ଓଜନ ଶିଶୁର ଗୃହକୁ ୨ ବର୍ଷ ପର୍ଯ୍ୟନ୍ତ ପରିଦର୍ଶନ
|
- IMNCI
- ଜେଣ୍ଟାମାଇସିନ ଇଞ୍ଜେକସନ ANMଙ୍କ ଦ୍ଵାରା
|
- ନବଜାତକର ପରୀକ୍ଷା
- ଜନ୍ମଗତ ଅସୁବିଧାର ପରିଚାଳନା
- ଅତ୍ୟଧିକ ସମସ୍ୟା ଶିଶୁକୁ ବାରମ୍ବାର ଦେଖିବା
|
ଅଧିକ ଜାଣିବା ପାଇଁ ଗାଇଡଲାଇନ "କ୍ଲିକ କରନ୍ତୁ"
ଆଧାର -"ଜାତୀୟ ସ୍ୱାସ୍ଥ୍ୟ ମିଶନ"
Last Modified : 7/15/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.