ଉପକ୍ରମ ଗର୍ଭବତୀ / ଶିଶୁ / ନବଜାତ ତଥା ଅନ୍ୟାନ୍ୟଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା ମାନ ନିମ୍ନରେ ପ୍ରଦାନ କରାଯାଇଛି । ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ଯୋଜନାର ନାମ ମିଳୁଥିବା ସୁବିଧା କିଏ ପାଇବ କ’ଣ ଦରକାର କାହାକୁ କହିବେ ମମତା ଯୋଜନା ଗର୍ଭବତୀ ଓ ପ୍ରସୂତିମାନଙ୍କୁ ଦୁଇ କିସ୍ତିରେ ୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଗର୍ଭବତୀ ମହିଳା ଅଙ୍ଗନବାଡି ରେଜିଷ୍ଟ୍ରେସନ ସି.ଡି.ପି.ଓ. / ଡି.ଏସ୍.ଡବ୍ଲୁ.ଓ. ସି.ଡି.ପି.ଓ. / ଡି.ଏସ୍.ଡବ୍ଲୁ.ଓ. ଜନନୀ ଏକ୍ସପ୍ରେସ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ମାଗଣା ପରିବହନ ବ୍ୟବସ୍ଥା ଗର୍ଭବତୀ ମହିଳା ଓ ୧ବର୍ଷ ପର୍ଯ୍ୟନ୍ତ ଶିଶୁ ଗର୍ଭବତୀ ବୋଲି ଅଙ୍ଗନବାଡି ରେଜିଷ୍ଟ୍ରେସନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଟୀକାକରଣ ମାଗଣା ଟୀକାକରଣ ବ୍ୟବସ୍ଥା ଗର୍ଭବତୀ ମହିଳା (୨ବର୍ଷରୁ କମ୍ ଶିଶୁ) ଗର୍ଭବତୀ ବୋଲି ଅଙ୍ଗନବାଡି ରେଜିଷ୍ଟ୍ରେସନ ଆଶା ଦିଦି / ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କମ୍ପ୍ଲାୟାନ କାର୍ଡ କିଶୋରୀ ବାଳିକାମାନଙ୍କର ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଶିକ୍ଷା କିଶୋରୀ ବାଳିକା (୧୦ – ୧୯ ବର୍ଷ) ଅଙ୍ଗନବାଡି ରେଜିଷ୍ଟ୍ରେସନ ଅଙ୍ଗନବାଡି ଦିଦି / ଆଶା ଦିଦି ଅନ୍ନପ୍ରସାଦ ୬ ମାସର ଶିଶୁକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ମାଗଣାରେ ଅନ୍ନପ୍ରସାଦର ଆନୁଷ୍ଠାନିକ ଉତ୍ସବ ୬ ମାସର ଶିଶୁ ଗର୍ଭବତୀ ବୋଲି ଅଙ୍ଗନବାଡି ରେଜିଷ୍ଟ୍ରେସନ ଅଙ୍ଗନବାଡି ଦିଦି / ସି.ଡି.ପି.ଓ. ଜନନୀ ସୁରକ୍ଷା ଯୋଜନା ମେଡିକାଲରେ ଡେଲିଭରୀ ହେଲେ ଗାଁ ମହିଳାମାନଙ୍କୁ ୧୪୦୦ଟଙ୍କା / ସହରର ମହିଳାମାନଙ୍କୁ ୧୦୦୦ ଟଙ୍କା ଆର୍ଥିକ ସହାୟତା ଗର୍ଭବତୀ ମହିଳା ଗର୍ଭବତୀ ବୋଲି ଅଙ୍ଗନବାଡି ରେଜିଷ୍ଟ୍ରେସନ ଆଶା ଦିଦି / ସ୍ଥାନୀୟ ଡାକ୍ତରଖାନା ଅଧିକାରୀ ଜନନୀ ଶିଶୁ ସୁରକ୍ଷା ଯୋଜନା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା / ଔଷଧ ବଣ୍ଟନ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାଗଣା ପରିବହନ ସୁବିଧା ଜନ୍ମ ଶିଶୁ ୧ ମାସ ପର୍ଯ୍ୟନ୍ତ ଏମ୍.ସି.ପି. କାର୍ଡ, ୨୪ ଘଣ୍ଟା ହସ୍ପିଟାଲ ଆଡମିସନ ଆଶା ଦିଦି / ସ୍ଥାନୀୟ ଡାକ୍ତରଖାନା ଅଧିକାରୀ ଏସ.ନ.ପି. ଖାଦ୍ୟ ଯୋଜନା ଦୁଇବେଳା ମାଗଣା ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା (ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ ) ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ଅଙ୍ଗନବାଡି ରେଜିଷ୍ଟ୍ରେସନ ଅଙ୍ଗନବାଡି ଦିଦି / ସୁପରଭାଇଜର ସି.ଡି.ପି.ଓ. / ଡି.ଏସ.ଡବ୍ଲୁ.ଓ. ଟି.ଏଚ.ଆର (ଟେକ ହୋମ ରାସନ) ମାସିକ ମାଗଣା ପୁଷ୍ଟିକର ଛତୁଆ ଓ ଅଣ୍ଡା ବଣ୍ଟନ ଗର୍ଭବତୀ ଓ ପ୍ରସୂତି ମହିଳା, ୭ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ସର୍ତ୍ତରେ ଗର୍ଭବତୀ ଭାବେ ତାଲିକାଭୁକ୍ତ ଅଙ୍ଗନବାଡି ଦିଦି / ସୁପରଭାଇଜର ସି.ଡି.ପି.ଓ. / ଡି.ଏସ.ଡବ୍ଲୁ.ଓ ନିରାମୟ ଯୋଜନା ରାଜ୍ୟ ଔଷଧ ନିଗମ ଦ୍ଵାରା ସବୁ ରୋଗର ଔଷଧ କିଣାଯାଇ ପ୍ରାୟ ୫୦୦ଟି ଔଷଧ ବିତରଣ କେନ୍ଦ୍ର ଜରିଆରେ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ୩୭୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଯୋଗାଇ ଦିଆଯାଉଛି । ବି.ପି.ଏଲ କାର୍ଡ ଧାରୀ ବି.ପି.ଏଲ କାର୍ଡ, ମେଡିକାଲ ପ୍ରେସକ୍ରିପସନ ପ୍ରାଥମିକ ସ୍ୱାସ୍ଥ୍ୟ / ସ୍ଥାନୀୟ କେନ୍ଦ୍ରର ମେଡିକାଲ ଅଫିସର / ସି.ଡି.ଏମ୍.ଓ. ମାତୃ ଓ ଶିଶୁ ଚିକିତ୍ସା ଅନୁଷ୍ଠାନ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟର ୪୪ଟି ସ୍ଥାନରେ ମାତୃ ଓ ଶିଶୁ ଚିକିତ୍ସା ଅନୁଷ୍ଠାନ ଖୋଲିଛି ମା ଓ ଶିଶୁ ଆଶା ଦିଦି ରିପୋର୍ଟ ଆଶା ଦିଦି / ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର / ସି.ଡି.ଏମ୍.ଓ. ଆର.ସି.ବି.ୱାଇ / ବି.କେ.କେ.ୱାଇ ଜରିଆରେ ସରକାରୀ / ବେସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ପାଇପାରିବେ ବି.ପି.ଏଲ କାର୍ଡଧାରୀ ବି.ପି.ଏଲ କାର୍ଡ, ସ୍ଥାନୀୟ ମେଡିକାଲ ଅଫିସର ରିପୋର୍ଟ ସ୍ଥାନୀୟ ମେଡିକାଲ ଅଫିସର ରିପୋର୍ଟ / ସି.ଡି.ଏମ୍ର.ଓ. ଓଡିଶା ସରକାରଙ୍କ ଚିକିତ୍ସା ପାଣ୍ଠି ଯେକୌଣସି ଡାକ୍ତରଖାନାରେ ଚିକିତ୍ସାରତ ରୋଗୀଙ୍କ ପାଇଁ ମାଗଣା ସେବା ବି.ପି.ଏଲ କାର୍ଡଧାରୀ ବି.ପି.ଏଲ କାର୍ଡ, ଆୟ ପ୍ରମାଣ ପତ୍ର ଜେରକ୍ସ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ / ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଦୁର୍ବିପାକରେ କ୍ଷତିଗ୍ରସ୍ତ ଗୁରୁତର ବ୍ୟାଧିରେ ପୀଡିତ ତଥା ନିସହାୟ ବ୍ୟକ୍ତିଙ୍କୁ ସର୍ବାଧିକ ୧୦୦୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ବାର୍ଷିକ ଆୟ ୫୦୦୦୦ ରୁ କମ୍ ବି.ପି.ଏଲ କାର୍ଡ / ଆୟ ପ୍ରମାଣ ଜେରକ୍ସ ସମସ୍ତ ଚିକିତ୍ସା ଦସ୍ତାବିଜର ଜେରକ୍ସ, ଭୋଟର/ ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ ଉପ – ଜିଲ୍ଲାପାଳ / ଜିଲ୍ଲାପାଳ / ସାଧାରଣ ପ୍ରଶାସନ ବିଭାଗ, ଓଡିଶା ସରକାର, ବିଜୁ କୃଶକ କଲ୍ୟାଣ ଯୋଜନା ୧% ସୁଧହାରରେ ଋଣ / ରାଜ୍ୟର ସବୁ କୃଶକ ପରିବାରକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା କୃଷିଜୀବି ମହିଳା ଜମିପଟ୍ଟା ବ୍ଲକ କୃଷି ଅଧିକାରୀ ଅଫିସର / ଜିଲ୍ଲା କୃଷି ଅଧିକାରୀ ଅଫିସର ଇ.ଏସ୍.ଆଇ. ଅସୀମିତ ମାଗଣା ଚିକିତ୍ସା ଇ.ଏସ୍.ଆଇ. ପଞ୍ଜିକୃତ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଇ.ଏସ୍.ଆଇ ପଞ୍ଜିକୃତ କାର୍ଡ ସ୍ଥାନୀୟ ଇ.ଏସ୍.ଆଇ. ହସ୍ପିଟାଲ ଆଧାର – ରାଜ୍ୟ ସାମାଜ ମଙ୍ଗଳ ବୋର୍ଡ଼, ଓଡ଼ିଶା