ପିତାମାତାଙ୍କ ଠାରୁ ଖବର ପାଇ ଅଙ୍ଗନୱାଡି କର୍ମୀ ଅସୁସ୍ଥ ଶିଶୁଙ୍କର ସମ୍ପର୍କରେ ଆସିଥାନ୍ତି ।
ଡାଇରିଆ ସଂକ୍ରମଣ ରୋଟାଭାଇରସ ଦ୍ଵାରା ସଂକ୍ରମିତ ହୋଇଥାଏ ।
ଶିଶୁମୃତ୍ୟୁ ହାର ହ୍ରାସ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି କଙ୍ଗାରୁ ମଦର କେୟାର ସେଣ୍ଟର ବା କଙ୍ଗାରୁ ମା’ ଯତ୍ନ କେନ୍ଦ୍ର।
କରୋନା ଭୂତାଣୁ ଜନିତ ସଂକ୍ରମଣ ଏବଂ ନବଜାତ ତଥା ଛୋଟ ଶିଶୁ ମାନଙ୍କର ଖାଦ୍ୟାଭ୍ୟାସ ବିଷୟରେ ସୂଚନା ।
କୁପୋଷଣ ଏବଂ ସଂକ୍ରମଣ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ଖାଦ୍ୟ ଓ ପୋଷଣ ବିଷୟରେ ସୂଚନା ।
ଗର୍ଭାବସ୍ଥାରେ ଶିଶୁର ବିକାଶ ସମ୍ପର୍କରେ ସୂଚନା ଏଠାରେ ଉପଲବ୍ଧ ।
ଗ୍ରୀଷ୍ମଋତୁରେ ନବଜାତ ଶିଶୁର ଯତ୍ନ କିପରି ନେବେ ସୂଚନା ।
ଟିକା ଏକ ଜୈବିକ ତିଆରି ପଦାର୍ଥ ଯାହା ଏକ ନିର୍ଦ୍ଦିଷ୍ଟ ରୋଗ ନିମନ୍ତେ ପ୍ରତିରୋଧ ଶକ୍ତି ବଢାଏ ।
ତରଳ ଝାଡା ହେଳେ କଣ କରିବେ ସେ ସମ୍ବନ୍ଧରେ ସୂଚନା ।
ନବଜାତ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଜନ୍ମ ପରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ବର୍ଷାଦିନେ ଶିଶୁଙ୍କ ଯତ୍ନ ସମ୍ବନ୍ଧରେ ସୂଚନା ।
ମା’ କ୍ଷୀରରୁ ବିଭିନ୍ନ ରୋଗରୁ ରକ୍ଷା ସମ୍ବନ୍ଧରେ ସୂଚନା ।
ସାତଟି ଟିକା ଦ୍ଵାରା ନିବାରଣୀୟ ଶିଶୁରୋଗ ଡିପଥେରିଆ, ପୋଲିଓ, ଟିବି, ହୁପିଂ କାଶ, ଟିଟାନସ, ହେପାଟାଇଟିସ -ବି ଏବଂ ମିଳିମିଳାରୁ ସମସ୍ତ ପିଲାଙ୍କୁ ରକ୍ଷା କରିବା ପାଇଁ ଏକ ସମ୍ପୁର୍ଣ୍ଣ ଟିକାକରଣ ଅଭିଯାନ ।
ରକ୍ତହୀନତା (ଆନିମିୟା) ସମ୍ବନ୍ଧୀୟ ସୂଚନା ।
ଟୀକାକରଣର ତାଲିକା ସମ୍ବନ୍ଧରେ ସୂଚନା ।
ଶିଶୁଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ପ୍ରତିକାର ସମ୍ବନ୍ଧରେ ସୂଚନା ।
ନବଜାତ ଶିଶୁର ଯତ୍ନ କିପରି ନେବେ ସେ ସମ୍ବନ୍ଧରେ ସୂଚନା ।
କୁପୋଷଣ ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ଯଥେଷ୍ଟ ପୋଷକ ନ ଥିବା କିମ୍ବା ମାତ୍ରାଧିକ ପୋଷକ ଥିବା ଖାଦ୍ୟ ଖାଇବା ଫଳରେ ସୃଷ୍ଟି ହୁଏ ।
ଶିଶୁର ବିକାଶ ଏବଂ ଶୈଶବରେ ଶିକ୍ଷା ସମ୍ବନ୍ଧରେ ସୂଚନା ।
ପିଲା ମାନେ ସଠିକ୍ ଖାଦ୍ୟ ଖାଇବାର ସୂଚନା ।
ପୋଲିଓ ଏକ ଭୂତାଣୁ ଜନିତ ରୋଗ । ଏହା ୫ ବର୍ଷ ରୁ କମ୍ ଶିଶୁମାନଙ୍କୁ ଅଧିକ ସଂକ୍ରମଣ କରେ ।
ଏକ ସୁସ୍ଥ ମା’ ହିଁ ସୁସ୍ଥ ଶିଶୁକୁ ଜନ୍ମ ଦିଏ ।
ମା’ କ୍ଷୀର ଶିଶୁକୁ ସୁସ୍ଥ ସବଳ କରେ । ସ୍ତନ୍ୟପାନ ସମ୍ବନ୍ଧରେ ସୂଚନା ।