ଅଂଶୁଘାତର ପ୍ରାଥମିକ ଚିକିତ୍ସା ବିଷୟରେ ଜାଣି ରଖନ୍ତୁ
ହାଡ଼ ଭାଙ୍ଗିଯିବା, ଫାଟିଯିବା କିମ୍ବା ଦବିଯିବାକୁ ଅସ୍ଥିଭଙ୍ଗ କୁହାଯାଏ ।
ଆହତ ବ୍ୟକ୍ତିର ସ୍ଥାନାନ୍ତରୀକରଣ ର ସୁଚନା
ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ଘରେ କରନ୍ତୁ ଚିକିତ୍ସା
କ୍ଷତ ପାଇଁ ମୁଖ୍ୟ ବିପଦ ଓ ତାହାର ଉପଚାର
ଚର୍ମରେ କିଛି ବାହାର ଜିନ୍ସ ପଶି ଗଲେ ତାର ଚିକିତ୍ସା ବିଶୟରେ ଜାଣନ୍ତୁ ।
ବର୍ତ୍ତମାନ ଜଣ୍ଡିସ୍ ଏକ ପ୍ରମୁଖ ରୋଗ ଭାବରେ ମୁଣ୍ଡ ଟେକିଛି । ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ । ଏହାକୁ ଏକ ଭୂତାଣୁଜନିତ ସଂକ୍ରମିତ ରୋଗ କୁହାଯାଉଥିଲେ ହେଁ ଏ ରୋଗର ଆହୁରି ଅନେକ କରାଣ ରହିଛି । ଶରୀରରେ ଥିବା ଲୋହିତ ରକ୍ତକଣିକା ବିଶେଷମାତ୍ରାରେ ନଷ୍ଟ ହେଲେ ଏ ରୋଗ ହୋଇଥାଏ ।
ଦୁର୍ଘଟଣାରେ ଆହତ କିମ୍ବା ହଠାତ୍ ଅସୁସ୍ଥା ହୋଇ ପଡିଥିବା ବ୍ୟକ୍ତିଙ୍କର ଅବସ୍ଥା ଅତ୍ୟନ୍ତ ସଙ୍ଗଟାପନ୍ନ ହୋଇଥିଲେ, ପ୍ରଥମେ ତାଙ୍କର ଜୀବନରକ୍ଷା ଜରୁରୀ ହୋଇଥାଏ ।
ଜ୍ଵର ଶରୀରର ଉତ୍ତାପ କମାଇଦିଏ, ଶରୀର ଥଣ୍ଡା ପଡିଯାଏ ଏବଂ କମ୍ପ ଅନୁଭୂତ ହୁଏ ଏବଂ ପରେ ଶରୀରର ଉତ୍ତାପ ବୃଦ୍ଧିପାଏ ।
ଡ଼େଙ୍ଗୁଜ୍ଵର ଏକ ପ୍ରକାର ଭୂତାଣୁ ଜନିତ ରୋଗ ଏହି ଜ୍ଵର ସାଧାରଣତଃ ମଶା ଦ୍ଵାରା ଆହତ ବ୍ୟକ୍ତିରୁ ଭଲ ଲୋକ ଦେହକୁ ବ୍ୟାପେ ।
ଡ୍ରେସିଂ ଓ ପଟି କରିବାର ପ୍ରଣାଳୀ
ଥଣ୍ଡା କାଶ କିଛି ପିଲାଙ୍କ ଶରୀରରେ ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏହିଭଳି ଅବସ୍ଥା ବେଶୀ ଦିନ ଲାଗି ରହିଲେ ଆମେ ତାଙ୍କୁ ନିମୋନିଆ କହିଥାଉ ।
ଯେକୌଣସି କାରଣରୁ ପୋଡିଗଲେ ତା'ର ଉପଚାର କିପରି କରାଯିବ ସେ ସମ୍ବନ୍ଧରେ ସୂଚନା ଏଠାରେ ଉପଲବ୍ଧ ।
ବିଭିନ୍ନ ପ୍ରାଥମିକ ଚିକିତ୍ସା ଉପାୟ ବିଶେଷ ସୂଚନା ।
ପ୍ରାଥମିକ ଚିକିତ୍ସା ବା ସହାୟତା ପ୍ରଦାନର ଉଦ୍ଦେଶ୍ୟ ।
ଫାଷ୍ଟଏଡ୍ ବା ପ୍ରାଥମିକ ଚିକିତ୍ସା ବିଭିନ୍ନ କ୍ଷେତ୍ରରେ ଆହତଙ୍କ ଜୀବନ ରକ୍ଷା କରିପାରିବ ।
ଯେଉଁ ପଦାର୍ଥ କିଞ୍ଚିତ ମାତ୍ରାରେ ଶରୀରରେ ପ୍ରବେଶ କରି ଅସୁସ୍ଥତା ସୃଷ୍ଟି କରେ ଏବଂ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ, ତାହାକୁ ‘ବିଷ’ କୁହାଯାଏ ।
ମନୁଷ୍ୟ ଶରୀରରେ ୨୦୬ ଖଣ୍ଡ ହାଡ, ଉପାସ୍ଥି, ଅସ୍ଥି ବନ୍ଧନୀ ର ମାଂସପେଶୀ ଦ୍ଵାରା ବାନ୍ଧି ହୋଇ କଙ୍କାଳ ର ଆକୃତି ପ୍ରଦାନ କରିଥାଏ ।
କୌଣସି ଅଧିକ ଓଜନ ଥିବା ବସ୍ତୁକୁ ଅସାବଧାନତାରେ ଉଠାଇବା ଦ୍ଵାରା ସେଥିପାଇଁ କାର୍ଯ୍ୟକରୁଥିବା ମାଂସପେଶୀ କ୍ଷତିଗ୍ରସ୍ଥ ହୋଇଯାଏ ।
ମ୍ୟାଲେରିଆ ଏକପ୍ରକାର ରୋଗ ଯାହା ସାଧାରଣତଃ ମଶା ଦ୍ଵାରା ହୋଇଥାଏ । ଛୋଟ ପିଲା ଏବଂ ଗର୍ଭାବତୀ ମହିଳମାନଙ୍କ ଦେହରେ ଏହାର ପ୍ରାଦୁର୍ଭାବ ଅଧିକ ।
ବେଳେ ବେଳେ କୌଣସି କାରଣ ରୁ ମନୁଷ୍ୟ ନିଃଶ୍ଵାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରେ ଯାହାକୁ ଆମେ ଶ୍ଵାସରୁଦ୍ଧ ବୋଲି କହୁ ।
ସମୂହ ଆହତ ବ୍ୟକ୍ତିଙ୍କର ଉପଚାର ର ସୁଚନା
ସାପ କାମୁଡିବା ଏକ ଗୁରୁତର ଦୁର୍ଘଟଣା । ଏହା ଦ୍ଵାରା ବ୍ୟକ୍ତି ମୃତ୍ୟୁମୁଖରେ ପଡିବାର ଆଶଙ୍କା ରହିଥାଏ ।
ସ୍ନାୟୁବିକ ପ୍ରଣାଳୀ କେତେ ପ୍ରକାର, ଲକ୍ଷଣ ଓ ତାର ଉପଚାର ବିଷୟରେ ବର୍ଣ୍ଣନା କରାଯାଇଛି ।