অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକତ୍ସା

ପ୍ରାଥମିକ ଚିକତ୍ସା

  • ଅଂଶୁଘାତର ପ୍ରତିକାର
  • ଅଂଶୁଘାତର ପ୍ରାଥମିକ ଚିକିତ୍ସା ବିଷୟରେ ଜାଣି ରଖନ୍ତୁ

  • ଅସ୍ଥି ଭଗ୍ନ
  • ହାଡ଼ ଭାଙ୍ଗିଯିବା, ଫାଟିଯିବା କିମ୍ବା ଦବିଯିବାକୁ ଅସ୍ଥିଭଙ୍ଗ କୁହାଯାଏ ।

  • ଆହତ ବ୍ୟକ୍ତିର ସ୍ଥାନାନ୍ତରୀକରଣ
  • ଆହତ ବ୍ୟକ୍ତିର ସ୍ଥାନାନ୍ତରୀକରଣ ର ସୁଚନା

  • ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ଘରେ କରନ୍ତୁ ଚିକିତ୍ସା
  • ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ଘରେ କରନ୍ତୁ ଚିକିତ୍ସା

  • କ୍ଷତ ଓ ରକ୍ତସ୍ରାବ
  • କ୍ଷତ ପାଇଁ ମୁଖ୍ୟ ବିପଦ ଓ ତାହାର ଉପଚାର

  • ଚର୍ମରେ ବାହ୍ୟବସ୍ତୁର ପ୍ରବେଶ
  • ଚର୍ମରେ କିଛି ବାହାର ଜିନ୍ସ ପଶି ଗଲେ ତାର ଚିକିତ୍ସା ବିଶୟରେ ଜାଣନ୍ତୁ ।

  • ଜଣ୍ଡିସ୍ ର ଘରୋଇ ଚିକିତ୍ସା
  • ବର୍ତ୍ତମାନ ଜଣ୍ଡିସ୍ ଏକ ପ୍ରମୁଖ ରୋଗ ଭାବରେ ମୁଣ୍ଡ ଟେକିଛି । ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ । ଏହାକୁ ଏକ ଭୂତାଣୁଜନିତ ସଂକ୍ରମିତ ରୋଗ କୁହାଯାଉଥିଲେ ହେଁ ଏ ରୋଗର ଆହୁରି ଅନେକ କରାଣ ରହିଛି । ଶରୀରରେ ଥିବା ଲୋହିତ ରକ୍ତକଣିକା ବିଶେଷମାତ୍ରାରେ ନଷ୍ଟ ହେଲେ ଏ ରୋଗ ହୋଇଥାଏ ।

  • ଜୀବନରକ୍ଷାକାରୀ ପ୍ରଣାଳୀ
  • ଦୁର୍ଘଟଣାରେ ଆହତ କିମ୍ବା ହଠାତ୍ ଅସୁସ୍ଥା ହୋଇ ପଡିଥିବା ବ୍ୟକ୍ତିଙ୍କର ଅବସ୍ଥା ଅତ୍ୟନ୍ତ ସଙ୍ଗଟାପନ୍ନ ହୋଇଥିଲେ, ପ୍ରଥମେ ତାଙ୍କର ଜୀବନରକ୍ଷା ଜରୁରୀ ହୋଇଥାଏ ।

  • ଜ୍ଵର
  • ଜ୍ଵର ଶରୀରର ଉତ୍ତାପ କମାଇଦିଏ, ଶରୀର ଥଣ୍ଡା ପଡିଯାଏ ଏବଂ କମ୍ପ ଅନୁଭୂତ ହୁଏ ଏବଂ ପରେ ଶରୀରର ଉତ୍ତାପ ବୃଦ୍ଧିପାଏ ।

  • ଡେଙ୍ଗୁଜ୍ଵର
  • ଡ଼େଙ୍ଗୁଜ୍ଵର ଏକ ପ୍ରକାର ଭୂତାଣୁ ଜନିତ ରୋଗ ଏହି ଜ୍ଵର ସାଧାରଣତଃ ମଶା ଦ୍ଵାରା ଆହତ ବ୍ୟକ୍ତିରୁ ଭଲ ଲୋକ ଦେହକୁ ବ୍ୟାପେ ।

  • ଡ୍ରେସିଂ ଓ ପଟି
  • ଡ୍ରେସିଂ ଓ ପଟି କରିବାର ପ୍ରଣାଳୀ

  • ନିମୋନିଆ
  • ଥଣ୍ଡା କାଶ କିଛି ପିଲାଙ୍କ ଶରୀରରେ ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏହିଭଳି ଅବସ୍ଥା ବେଶୀ ଦିନ ଲାଗି ରହିଲେ ଆମେ ତାଙ୍କୁ ନିମୋନିଆ କହିଥାଉ ।

  • ପୋଡା ଘା
  • ଯେକୌଣସି କାରଣରୁ ପୋଡିଗଲେ ତା'ର ଉପଚାର କିପରି କରାଯିବ ସେ ସମ୍ବନ୍ଧରେ ସୂଚନା ଏଠାରେ ଉପଲବ୍ଧ ।

  • ପ୍ରାଥମିକ ଚିକିତ୍ସା ପରାମର୍ଶ
  • ବିଭିନ୍ନ ପ୍ରାଥମିକ ଚିକିତ୍ସା ଉପାୟ ବିଶେଷ ସୂଚନା ।

  • ପ୍ରାଥମିକ ଚିକିତ୍ସା ପ୍ରଣାଳୀ
  • ପ୍ରାଥମିକ ଚିକିତ୍ସା ବା ସହାୟତା ପ୍ରଦାନର ଉଦ୍ଦେଶ୍ୟ ।

  • ଫାଷ୍ଟଏଡ୍ ଜୀବନ ରକ୍ଷାର ପ୍ରମୁଖ ମାଧ୍ୟମ
  • ଫାଷ୍ଟଏଡ୍ ବା ପ୍ରାଥମିକ ଚିକିତ୍ସା ବିଭିନ୍ନ କ୍ଷେତ୍ରରେ ଆହତଙ୍କ ଜୀବନ ରକ୍ଷା କରିପାରିବ ।

  • ବିଷକ୍ରିୟା
  • ଯେଉଁ ପଦାର୍ଥ କିଞ୍ଚିତ ମାତ୍ରାରେ ଶରୀରରେ ପ୍ରବେଶ କରି ଅସୁସ୍ଥତା ସୃଷ୍ଟି କରେ ଏବଂ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ, ତାହାକୁ ‘ବିଷ’ କୁହାଯାଏ ।

  • ମନୁଷ୍ୟ ଶରୀର ଗଠନ ଓ ତାହାର କାର୍ଯ୍ୟ
  • ମନୁଷ୍ୟ ଶରୀରରେ ୨୦୬ ଖଣ୍ଡ ହାଡ, ଉପାସ୍ଥି, ଅସ୍ଥି ବନ୍ଧନୀ ର ମାଂସପେଶୀ ଦ୍ଵାରା ବାନ୍ଧି ହୋଇ କଙ୍କାଳ ର ଆକୃତି ପ୍ରଦାନ କରିଥାଏ ।

  • ମାଂସପେଶୀ ଓ ଖଞ୍ଜାର ଆଘାତ
  • କୌଣସି ଅଧିକ ଓଜନ ଥିବା ବସ୍ତୁକୁ ଅସାବଧାନତାରେ ଉଠାଇବା ଦ୍ଵାରା ସେଥିପାଇଁ କାର୍ଯ୍ୟକରୁଥିବା ମାଂସପେଶୀ କ୍ଷତିଗ୍ରସ୍ଥ ହୋଇଯାଏ ।

  • ମ୍ୟାଲେରିଆ
  • ମ୍ୟାଲେରିଆ ଏକପ୍ରକାର ରୋଗ ଯାହା ସାଧାରଣତଃ ମଶା ଦ୍ଵାରା ହୋଇଥାଏ । ଛୋଟ ପିଲା ଏବଂ ଗର୍ଭାବତୀ ମହିଳମାନଙ୍କ ଦେହରେ ଏହାର ପ୍ରାଦୁର୍ଭାବ ଅଧିକ ।

  • ଶ୍ଵାସରୁଦ୍ଧ
  • ବେଳେ ବେଳେ କୌଣସି କାରଣ ରୁ ମନୁଷ୍ୟ ନିଃଶ୍ଵାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରେ ଯାହାକୁ ଆମେ ଶ୍ଵାସରୁଦ୍ଧ ବୋଲି କହୁ ।

  • ସମୂହ ଆହତ ବ୍ୟକ୍ତିଙ୍କର ଉପଚାର
  • ସମୂହ ଆହତ ବ୍ୟକ୍ତିଙ୍କର ଉପଚାର ର ସୁଚନା

  • ସାପକାମୁଡା
  • ସାପ କାମୁଡିବା ଏକ ଗୁରୁତର ଦୁର୍ଘଟଣା । ଏହା ଦ୍ଵାରା ବ୍ୟକ୍ତି ମୃତ୍ୟୁମୁଖରେ ପଡିବାର ଆଶଙ୍କା ରହିଥାଏ ।

  • ସ୍ନାୟବିକ ପ୍ରଣାଳୀ ଓ ଚେତନାହାନୀ
  • ସ୍ନାୟୁବିକ ପ୍ରଣାଳୀ କେତେ ପ୍ରକାର, ଲକ୍ଷଣ ଓ ତାର ଉପଚାର ବିଷୟରେ ବର୍ଣ୍ଣନା କରାଯାଇଛି ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate