ଅବସାଦ ଏକ ମାନସିକ ସମସ୍ୟା । ଯାହାକୁ ପ୍ରଥମରୁ ଚିକିତ୍ସା କରାନଗଲେ ରୋଗୀର ଅଧିକ କ୍ଷତି ହେବାର ଆଶଙ୍କା ଥାଏ ।
ବ୍ୟକ୍ତିମାନଙ୍କ ଉପରେ ମାନସିକ ଚାପ ପଡିଲେ, ଆତ୍ମହତ୍ୟା ଇଚ୍ଛା ତ୍ୱରାନ୍ୱିତ ହୋଇଥାଏ । ତାଙ୍କ ପ୍ରତି କିପରି ବ୍ୟବହାର ଓ ଚିକିତ୍ସା କରିବେ ସେ ବିଷୟରେ ସୂଚନା ।
ଆଲାଝିମର ରୋଗ ବିଷୟରେ ସୂଚନା ।
ଏଙ୍ଗଜାଇଟି ରୋଗ ବିଷୟରେ ସୂଚନା ।
ମନ, ଶରୀରର ସମନ୍ଵୟର ସେତୁ ବିଷୟରେ ସୂଚନା ।
ମନକୁ ଜୟ କରିବା ନିମନ୍ତେ ୫ଟି ମୁଖ୍ୟ ପ୍ରୟୋଗ କରାଯାଇଥାଏ ।
ମାନସିକ ଅନଗ୍ରସର ବ୍ୟକ୍ତି ଆମ ସମାଜର ଅନ୍ତର୍ଭୁକ୍ତ ସେମାନଙ୍କର ସାମାଜିକ, ନୈତିକ ଅଧିକାର ରହିଛି ।
ମାନସିକ ଚାପର ମୁକାବିଲା ନିମନ୍ତେ ପ୍ରତ୍ୟକ ବ୍ୟକ୍ତି କେତେକ ନିର୍ଦ୍ଧିଷ୍ଟ ଉପାୟ ଅନୁସରଣ କରିବା ଉଚିତ୍ ।
ମାନସିକ ରୋଗ ମଧରେ ଡିପ୍ରେସନ୍ ବା ବିଷାଦ ରୋଗ ସଦ୍ୟତମ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି
ମାନସିକ ରିଟାର୍ଡେସନ କଣ ସେ ବିଷୟରେ ସୂଚନା ।
ସୋମାଟୋଫର୍ମ ରୋଗ ସାଧାରଣତଃ ଯୁବାବସ୍ଥାରୁ ଆରମ୍ଭ ହୋଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ୧୦ ଗୁଣ ଅଧିକ ଦେଖାଯାଏ ।
ମେଣ୍ଟାଲ ହେଲଥ୍ କେୟାର ବିଲ୍ ବା ମାନସିକ ସ୍ୱାସ୍ଥ୍ୟସେବା ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହୋଇ ସଂଖ୍ୟାଗରିଷ୍ଟ ଭୋଟରେ ଗୃହିତ ହୋଇଛି ।
ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ।
ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ।
ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ରୋଗ ବିଷୟରେ ସୂଚନା ।