ଅଣ୍ଟା ବିନ୍ଧା ହେଉଥିଲେ ଯୋଗ କରିବାକୁ ଭୁଲନ୍ତୁ ନାହିଁ
କୋଷ୍ଠକାଠିନ୍ୟ ପାଇଁ କରନ୍ତୁ ଉତ୍ତାନପାଦ ଆସନ
ଯେତେ ସମ୍ଭବ ଜୀବନକୁ ସହଜ ଓ ସରଲ କରିବା ଆବଶ୍ୟକତା ରହିଛି । ଏଥିପାଇଁ କେତୋଟି ଉପାୟ ନିହାତି ଅପନାଇବାକୁ ପଡିବ ।
ଯୋଗ ଏବଂ ପ୍ରାକୃତିକ ଚିକିତ୍ସାର ମୂଳଲକ୍ଷ୍ୟ ବ୍ୟକ୍ତିକୁ ସୁସ୍ଥ ରଖିବା ସହିତ ମନ ଓ ଶରୀରକୁ ନୀରୋଗ ରଖିବା ।
ପେଟର ଚର୍ବି କମାଇବା ପାଇଁ ନୌକାସନ
ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି । ଯାହାଦ୍ୱାରା ଶରୀର, ମନ,ଆତ୍ମା ଏକ ସହ କାମ କରେ ।
ଫିଟ ରହିବା ପାଇଁ ଉପଚାର
ବଡିବିଲଡିଂ କରିବା ପାଇଁ ହେଲେ କଠିନ ବ୍ୟାୟାମ ସହ ଶରୀରକୁ ଉପଯୁକ୍ତ ପରିମାଣର ଡାଏଟ୍ର ମଧ୍ୟ ଆବଶ୍ୟକତା ରହିଛି।
ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ ।
ସୃଜନଶୀଳତାକୁ ବଢାଇବାରେ, ଚିନ୍ତାକୁ କମାଇ ମନର ଶାନ୍ତିଆଣିବାରେ, ଦିନର ଶେଷରେ ବ୍ୟକ୍ତିର ଉତ୍ପାଦନକ୍ଷମତା କୁ ବଢାଇବାରେ ଏବଂ ଏକସୁସ୍ଥ ଓ ବଳିଷ୍ଠ ମାନସିକତା ତିଆରି କରିବାରେ ଯୋଗ ସାହାଯ୍ୟ କରିଥାଏ ।
ଯୋଗ ପ୍ରାଚୀନ ଭାରତରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି ।
ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ।
ଯୋଗ ଓ ଆକ୍ୟୁପଙ୍କଚର ଭଳି କେତେକ ଲୋକପ୍ରିୟ ଅଣ- ଔଷଧୀୟ ଚିକିତ୍ସା ପଦ୍ଧତି ଦ୍ଵାରା ପିଠି ଓ ବେକ ଯନ୍ତ୍ରଣା ଅଷ୍ଚିଓଆର୍ଥ୍ରିଟିସ୍ ଏବଂ ମାଇଗ୍ରେନ୍ ଭଳି ସ୍ଥାୟୀ ରୋଗ ଦୂର ହୋଇପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି ।
ଯୋଗ' ଶବ୍ଦଟି କାନରେ ପଡ଼ିବା ମାତ୍ରେ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାରର ନିୟନ୍ତ୍ରିତ ଶାରୀରିକ ଭଙ୍ଗୀ ତଥା ଅଙ୍ଗଚାଳନା କରୁଥବାର ଚିତ୍ର ଆମ ମାନସପଟରେ ଭାସିଉଠେ ।
ଯୋଗର ଇତିହାସ ବିଷୟରେ ସୂଚନା ।
ଯୋଗାସନ ଓ ସ୍ଵାସ୍ଥ୍ୟ - ଯୋଗ ଏକ ମାର୍ଗ ଅନେକ ର ସୂଚନା
ଯୋଗ କ’ଣ ଏବଂ କାହିଁକି ଜରୁରୀ ର ସୂଚନା
ଯୋଗର ବୈଜ୍ଞାନିକ ଆଧାର ର ସୂଚନା
ରାଜ ଯୋଗ ର ସୂଚନା
ରାଜଯୋଗ ଅଭ୍ୟାସର ବିଧି ଓ ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ।
ପ୍ରତିଦିନ ଅନୁଲୋମ ବିଲୋମ ପ୍ରାଣାୟାମର ଅଭ୍ୟାସ କରନ୍ତୁ ।
ମୁଦ୍ରା ଚିକିତ୍ସାସ ଦ୍ଵାରା ଲୋକ ବିନା ଖର୍ଚ୍ଚରେ ନିଜକୁ ସୁସ୍ଥ ରଖିପାରିବେ ।
ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ କିମ୍ବା ଶ୍ୱାସ ରୋଗ ସମସ୍ୟା ଥିଲେ ଧନୁରାସନ ପ୍ରତିଦିନ ସକାଳେ କିଛି ସମୟ କରନ୍ତୁ।
ସୁସ୍ଥତାର ଚାବିକାଠି ଯୋଗ ର ସୂଚନା