ଏଭଳି ଏକ ଭାଇରସ ଜନିତ ରୋଗର ପ୍ରମୁଖ ବାହକ ବାଦୁଡ଼ି ବୋଲି ଡାକ୍ତର ଓ ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି।
ଅଧକପାଳି ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମଧ୍ୟମ ବା ତୀବ୍ର ମୁଣ୍ଡବଥା ହୁଏ
ଅଷ୍ଟିଓଆର୍ଥ୍ରାଇଟିସ୍ର ପ୍ରଭାବରେ ଶରୀରର ସମସ୍ତ ଗଣ୍ଠିସ୍ଥାନ
ଅସ୍ଥି ଭଗ୍ନ ଶବ୍ଦଟିକୁ କଥିତ ଓଡ଼ିଆରେ ହାଡ ଭଙ୍ଗା କୁହାଯାଏ ।
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକ ପ୍ରକାର ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ଯାହାକି ମେରୁଦଣ୍ଡ ହାଡ ଓ ଏହାର ପାଖାପାଖି ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ ।
ଆଜମା ରୋଗ ଶ୍ଵାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ଵାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ ।
ଆନ୍ଥ୍ରାକ୍ସ ରୋଗ ବ୍ୟାସିଲସ୍ ଅନନ୍ଥ୍ରାସିସ୍ (Bacillus anthracis) ନାମକ ଏକ ଜୀବାଣୁଦ୍ୱାରା ହୁଏ ।
ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ‘ଆପେଣ୍ଡିକ୍ସ’ର ପ୍ରଦାହ ରୋଗକୁ ବୁଝାଏ ।
ଆର୍ଥୋଇଟିସ ରୋଗ ବିଷୟରେ ସୂଚନା
ଉଚ୍ଚ ରକ୍ତ ଚାପ ଏକ ପ୍ରାଣଘାତି ରୋଗ ଏଥି ପାଇଁ ପ୍ରତିକାର ବ୍ୟବସ୍ଥା ସହ ସାବଧାନତା ଅବଲମ୍ବନ ନକଲେ ବ୍ୟକ୍ତି ମୃତ୍ୟ ମୁଖରେ ପଡିବାର ଆଶଙ୍କା ଥାଏ।
ଆଧୁନିକ ସମାଜରେ ବହୁ ନୂଆ ରୋଗ ଏବଂ ସଂକ୍ରମଣ ମଧ୍ୟରୁ ପ୍ରଥମଥର ପାଇଁ ଏଚଆଇଭି/ ଏଡସ ସଂକ୍ରମଣ ପ୍ରତି ସାମାଜିକ ସଚେତନାତା ଜରୁରୀ ।
କମ୍ପବାତର ଲକ୍ଷଣ ଓ ଚିକିତ୍ସା ବିଷୟରେ ସୂଚନା
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ ରୋଗ ଯେଉଁଥିରେ କୋଷ ମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ, ଏଥିପାଇଁ ସଚେତନତା ଆବଶ୍ୟକ ।
କର୍କଟ ରୋଗ ସମ୍ବନ୍ଧୀତ ସୂଚନା ।
କାଛୁ ବା ସାତ ବର୍ଷିଆ ଗଲୁ ଏକ ଚର୍ମ ସଂକ୍ରମଣ ଯାହା ସାର୍କୋପ୍ଟେସ ସ୍କାବି ନାମକ ଉକୁଣି ଜାତୀୟ ଜୀବର ସଂକ୍ରମଣ ଯୋଗୁ ହୁଏ ।
ବୟସ୍କ ଲୋକଙ୍କ ମଧ୍ୟରୁ ଶହେରେ ଦଶ ଜଣଙ୍କ କାନକୁ ଭଲ ଶୁଭେ ନାହିଁ।
ଫୁସ୍ଫୁସ୍ ଜନିତ ରୋଗ ସମ୍ବନ୍ଧରେ ସୂଚନା ।
କିଡନି ଷ୍ଟୋନ୍ ବହୁ ପୁରାତନ କାଳରୁ ମଣିଷକୁ ଜାଣିଥିବା ଏକ ରୋଗ ।
କିଡନୀ ଖରାପ ହେବାର କାରଣ ବିଷୟରେ ପ୍ରଶ୍ନ ଓ ଉତ୍ତର
କୁଷ୍ଠ ରୋଗ ଏକ ସଂକ୍ରମିତ ରୋଗ ଅଟେ । ସେ ସମ୍ବନ୍ଧରେ ସୂଚନା ।
ପେଟରେ ଥିବା ଆମାଶୟ ଏବଂ ଅନେକ ଦୋଷରେ କୃମିର ଭୂମିକା ରହିଥାଏ ।
କୋମା ସମ୍ବନ୍ଧୀୟ ସୂଚନା
ଆଧୁନିକ ଜୀବନ ଶୈଳୀ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଛି । ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ ।
ଶରୀରର କୌଣସି ଅଂଶକୁ ବଧିରା କରିବା ପାଇଁ ପ୍ରାୟତଃ କ୍ଷେତ୍ରୀୟ ନିଶ୍ଚେତକର ଉପଯୋଗ କରାଯାଏ।
ଖାଦ୍ୟନଳୀ ରକ୍ତସ୍ରାବ ପାଟିରୁ ଆରମ୍ଭ କରି ମଳାଶୟ ପର୍ଯ୍ୟନ୍ତ ଖାଦ୍ୟନଳୀର ଯେ କୌଣସି ସ୍ଥାନରୁ ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ ।
ଆଣ୍ଠୁଗଣ୍ଠି ବା ଅଣ୍ଟାରେ ଯନ୍ତ୍ରଣା ଏବେ ବହୁଳ ଭାବେ ଦେଖାଯାଉଛି । ଏହାକୁ ସାଧାରଣରେ ଗଣ୍ଠିବାତ ବୋଲି କୁହାଯାଏ
ଶରୀର ରୋଗର ଘର । ମୁଣ୍ଡରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ସର୍ବଦା ଯତ୍ନ ନିଆଯିବ ଦରକାର । ତେବେ ନିହାତି ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବେ ଗଳଗ୍ରନ୍ଥୀକୁ ନିଆଯାଇପାରେ ।
ଗାଲୁଆ ଏକ ଭୂତାଣୁ ଜନିତ ରୋଗ ଯାହା ମମ୍ପ୍ସ ଭୁତାଣୁ ଯୋଗୁ ହୁଏ ।
ଜଣ୍ଡିସ୍ ରୋଗର କାରଣ ଲକ୍ଷଣ ଏବଂ ନିରାକରଣ ସମ୍ବନ୍ଧରେ ସୂଚନା।
ଜାପାନିଜ୍ ଜ୍ଵର/ ଜାପାନିଜ୍ ଏନସେଫାଲାଇଟିସ୍ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ ।