অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ରୋଗର ପୁର୍ବ ସୁରକ୍ଷା

ବୃକକ୍ ରୋଗର ପ୍ରତିଷେଧକ ବ୍ୟବସ୍ଥା

ବୃକକ୍ ରୋଗ ହେଉଛି ନୀରବ ଘାତକ । ଯଦି ଆମେ ବୃକକ ରୋଗ ପ୍ରତି ସତର୍କ ନରହୁ । ତେବେ ତାହା ବୃକକ୍ ର ଅତ୍ୟ' କ୍ଷତି କରିଥାଏ, ବୃକକ୍ ତା’ର କାର୍ଯ୍ୟ କରିବାର କ୍ଷମତା ହରାଏ ଏବଂ ବୃକକ୍ ଅଚଳ ଅବସ୍ଥାରେ ଆସି ପହଞ୍ଚେ0 ସେତେବେଳେ ସୁସ୍ଥ ଏବଂ ନିରାମୟ ଜୀବନ ବିତାଇବା ପାଇଁ ହେଲେ ତୃୟଲିସିସ୍ ଚିକିତ୍ସା କିମ୍ବା ବୃକକ ପ୍ରତିରୋପଣ କରିବା ଅପରିହାର୍ଯ୍ୟ ହୋଇପଡେ । ବହୁତ ଖର୍ଜ ଏବଂ କମ୍ ଉପଲବ୍‌ଧତା ଯୋଗୁଁ ବିକାଶଶୀଳ ରାଷ୍ଟ୍ରରେ, ମାତ୍ର ୫ ରୁ ୧୦% ପ୍ରତିଶତ ରୋଗୀ ଡ଼ାୟଲିସିସ୍ ଚିକିତ୍ସା ଏବଂ ବୃକକ୍ ପ୍ରତିରୋପଣ ସୁବିଧା ପାଇ ଥାଆଁ । ଏବଂ ବଳକା ରୋଗୀମାନେ ଚିକିୟା ଅଭାବରୁ ମୃତ୍ୟୁ ବରଣ କରିଥାଆଁ କ୍ରନିକ୍ ଚୁକକ ରୋଗ ଏକ ସାର୍ବଜନିନ ରୋଗ, ଯାହା ପୁରା ସୁସ୍ଥ ବା ଭଲ ହୋଇପାରେ ନାହିଁ । ତେଣୁ କରି ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଏକମାତ୍ର ଉପାୟ । ଆରମ୍ଭ ଅବସ୍ଥାରେ ରୋଗ ଚିହ୍ନଟ ହେବା ଏବଂ ଚିକିତ୍ସା କରିବା ଦ୍ଵାରା ଖରାପ ପରିସ୍ଥିତିକୁ ଏଡାଇ ଦିଆଯାଇପାରେ ଏବଂ ଡାୟାଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ କରିବା ପ୍ରକ୍ରିୟାକୁ ବିଳମ୍ବିତ କରାଯାଇପାରେ । ଅଥବା ଏହାର ଆବଶ୍ୟକତା ମଧ୍ୟ 'ପତି ନପାରେ ।

ବୃକକ୍ ରୋଗର ପ୍ରତିଷେଧ କିପରି ଜାଣିବା ?

ବୃକକ୍ କୁ କେବେ ଅଣଦେଖା କରିବା ଅନୁଚିତ ।

ପ୍ରତିଷେଧ କରିବାର ଦୁଇଟି ମୂଖ୍ୟ ଦିଗ ଲବଂ ବୃଜଜ୍ ରୋଗର ଯନ୍ ନେବାର ଦିଗକୁ ଦୁଇ ପ୍ରକାରରେ ବର୍ଣ୍ଣନା କରାଯାଉଛି । ୧) ସୁସ୍ଥ ଲୋକ ପାଇଁ ପ୍ରତିଷେଧକ ବ୍ଳବସ୍ଥା ।

୨) ବୃକକ ରୋଗୀର ପ୍ରତିଷେଧକ ବ୍ୟବସ୍ଥା ।

ସୁସ୍ଥ ଲୋକ ପାଇଁ ପ୍ରିତିଷେଧକ ବ୍ୟବସ୍ଥା : ବୃକକ୍ କୁ ସୁସ୍ଥ ରଖୁବାର ସାତଟି ପ୍ରଭାବଶାଳୀ ଦିଗ ଗୁଡିକ ହେଉଛି : ୧) ସୁସ୍ଥ ଏବଂ ଚଳଚା0ଳ ରହିବା :

କ୍ରମାଗତ ବ୍ୟାୟାମ ଏବଂ ଦୈନନ୍ଦିନ ଶାରୀରିକ ଜାର୍ଯ୍ୟ ସାଧାରଣତଃ ରକ୍ତଚାପ ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ । ଏହି ଶାରୀରିକ କାର୍ଯ୍ୟ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ ଚୁଜଜ୍ ରୋଗର ଭୟକୁ ଜମାଇ ଦେଇପାରେ ।

୨) ସମ୍ୱିଳିତ ଆହାର :

ସୁଷମ ଓ ସଂଳିତ ଆହାର ବା ଖାଦ୍ୟ ଖାଇବା ଉଚିତ । ସତେଜ ଫଳ, ସବୁଜ ପନିପରିବା ଖାଇବା ଉଚିତ । ବିଶୋଧୁତ ଖାଦ୍ୟ, ଚିନି, ଚର୍ବି ଜାତୀୟ ଖାଦ୍ୟ ଏବଂ ମାଂସ ଜମ ଖାଇବା ଉଚିତ । ୪୦ ବର୍ଷ ବୟସ ହେବାପରେ ଖାଦ୍ୟରେ ଲୁଣର ମାତ୍ରା କମାଇ ଦେଲେ ତାହା ଉଚ୍ଚ ରକ୍ତଚାପ ଓ ବୃକକ ପଥର ରୋଗର ପ୍ରତିଷେଧକ ରୂପେ କାମ କରିଥାଏ ।

୩) ଶରୀରର ଓଜନ ଯା0 କର,;

ସୁସ୍ଥ ଖାଦ୍ୟ ଏବଂ ଉଚିତ ବ୍ୟାୟାମ ସହିତ ଶରୀର ଓଜନକୁ ନିୟନ୍ତ୍ରଣ କରି ଆବଶ୍ୟକ ଅନୁପାତରେ

ରଖୁବା ଦରକାର । ଏହା ମଧ୍ୟ ମଧୁମେହ ହୃଦରୋଗ ଏବଂ ଅନ୍ୟାନ୍ୟ କ୍ରନିକ ବୃକକ୍ ରୋଗର ପ୍ରତିଷେଧକ ଭାବରେ କାର୍ଯ୍ୟଜରେ ଏବଂ ରୋଗକୁ ନିୟନ୍ଧିତ କରିବାରେ ସହାୟକ ହୁଏ ।

୪) ଧୂମପାନ ଏବଂ ତମାଖୁ ବର୍ଜନ କର...';

ଧୂମପାନ, ଆଥେଓକ୍ଲୋରୋସିସ୍ ସହିତ ସଂପୃକ୍ତ ଯାହାକି ଚୂଜକ କୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରେ । ତେଣୁ ଅଭ୍ୟାସରେ ପରିବା0ନ କଲେ ବୃକକର କାର୍ଯ୍ୟ। ଭଲରେ ଚାଲେ ।

୫) ବ୍ୟଥା ନିବାରଣ ଔଷଧ ପ୍ରତି ସତର୍କ ଗୁଳ୍ମ,:

କ୍ରମାଗତ ଭାବେ କୌଣସି ବ୍ୟଥା ନିବାରକ ଔଷଧ ଯଥା ଆ[]ଇନପୁଂମେଟାରି ବଟିକା, ଆଇବୁପେନ୍ ପରି ଔଷଧ ବୃକକ୍ ର କ୍ଷତି ସାଧନ କରେ । ଷ୍ଟିରଏଡ଼ ଥବା ଔଷଧ ବ୍ୟତୀତ ଅନ୍ୟାନ୍ୟ ବ୍ୟଥା ନିବାରକ ଔଷଧ ବ୍ୟବାହାର କରିବା ଦ୍ବାରା ବ୍ଳଜକ ଅକାମୀ ହୋଇଯାଏ । ତେଣୁ କ୍ରମାଗତ ଭାବେ ବ୍ୟଥା ନିବାରଣ ଔଷଧ ସେବନ କରିବା ହାନିକାର ରକ । ତେଣୁ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଉଚିତ ।

୬) ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ :

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବାଦ୍ବାରା (ଦିନକୁ ୩ ଲିଟର) ପରିଶ୍ରାରେ ସମ୍ମିଶ୍ରଣ ହୋଇ ଶରୀରର

ସମସ୍ତ ବିଜାତୀୟ ଅଦରକାରୀ ଉତ୍ପାଦ ବାହାରିଥାଏ । ଯାହାକି ବୃକକରେ ପଥର ହେବାରୁ ରକ୍ଷଣାବାଟର ।

୭) ବାର୍ଷିକ ବ୍ଳକ୍ ପରୀକ୍ଷା :

ଯେପର୍ଯ୍ୟ ବୃକକ୍ ରୋଗ ବହୁତ ଅଗ୍ରଗତି କରି ଶେଷ ପର୍ଯ୍ୟାୟରେ ନ ପହଞ୍ଚେ0। ପ୍ରାୟତଃ ସେ ପର୍ଯ୍ୟ ଭୌଣସି ଲକ୍ଷଣ ଦେଖାଯାଏ ନାହିଁ; ତେଣୁ ଏହା ଏକ ନୀରବ ରୋଗ କି.. ଏହା ଅତ୍ୟ ଶକ୍ତିଶାଳୀ ଓ ପ୍ରଭାବଶାଳୀ । ଜି ବୃକକ ରୋଗକୁ ଆରମ୍ଭରୁ ଜାଣିବାର ନିରାକରଣ କରିବା ହେଉଛି ନିୟମିତ ବୃକକ୍

ପରୀକ୍ଷା । ଯେଉଁମାନଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣା, କିମ୍ବା ପରିବାରର ବୃକକ ରୋଗର ଇତିହାସ ଥାଏ ସେମାନଙ୍କ ନିୟମିତ ବାର୍ଷିକ ବୃକକ୍ ପରୀକ୍ଷା ଜରୁରୀ ହୋଇଥାଏ । ଯଦି ତୁମେ ତୁମ ଚୁଜଜ୍ କୁ ବହୁତ ଭଲପାଆ (ନିଜକୁ ନିଜେ ବହୁତ ଗୁରୁତ୍ବ ଦିଆ) ତେବେ ୪୦ ବର୍ଷ ପରେ ନିୟମିତ ବୃକକ୍ ର ପରୀକ୍ଷା କରିବାକୁ ଭୁଲିଯାଅ ନାହିଁ । ବାର୍ଷିକ ରକ୍ତଚାପ ମାପିବା, ପରିଶ୍ରା ପରୀକ୍ଷା କରିବା, ରକ୍ତରେ କ୍ରିଏଟିନିନ ର ପରୀକ୍ଷା କରିବା ଇତ୍ୟାଦି ହେଉଛି ପ୍ରାଥମିକ ବୃକକ ରୋଗ ନିରୂପଣ କରିବାର ସାଧାରଣା ଉପାୟ ।

ଚୂଜଜ୍ ରୋଗୀଙ୍କ ନିମନ୍ତେ ପୂର୍ବ ସତର୍କତା

୧. ବୃକକ୍ ରୋଗ ବିଷୟରେ ସଚେତନତା ଏବଂ ଶିଘ୍ର ନିରୂପଣ :

ସଚେତନ ରହି ବୃକକ୍ ରୋଗର ଲକ୍ଷଣକୁ ଲକ୍ଷ୍ୟ ରଖୁବା ଉଚିତ । ସାଧାରଣ ଲକ୍ଷଣ ଗୁଡିକ ହେଲା, ମୁଁହ ଫୁଲିଯିବା, ପାଦ ଫୁଲିଯିବା, ଭୋକ ନ ଲାଗିବା, ଅରୁଚି ହେବା, ବୀ ହେବା, ପାଲୋର ହେବା, ଦୁର୍ବଳ ଲାଗିବା, ବାରମ୍ବାର ପରିଶ୍ରା ଲାଗିବା, ପରିଶ୍ରାରେ ରକ୍ତ ପଢିବା, ପରିଶ୍ରାରେ ପ୍ରୋଟିନ ଯିବା ଇତ୍ୟାଦି ଲକ୍ଷଣମାନ ଦେଖାଦେଲେ ତୁରୀ ଚିକିତ୍ସକଙ୍କ ପରାମର୍ଶ ରି ବୃକକ୍ ର ପରୀକ୍ଷା କରାଇବା ଉଚିତ ।

୨. ମଧୁମେହ ରୋଗୀଙ୍କ ପାଇଁ ପୂର୍ବ ସତର୍କତା : ପ୍ରତ୍ୟେକ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବ୍ଳଜଜ୍ ରୋଗର ପ୍ରତିଷେଧକ ରୂପେ ପୂର୍ବ ସତର୍କତା ବହୁତ ଦରକାର କାରଣ ମଧୁମେହ କ୍ରନିକ ବୃକକ୍ ରୋଗର ମୁଖ୍ୟ କାରଣ ଏବଂ ପ୍ରାୟତଃ ୪୫% ନୂଆ ରୋଗୀଙ୍କର ଶେଷ ଅବସ୍ଥା ପାଇଁ ଦାୟୀ ହେଉଛି ମଧୁମେହ ଜନିତ ବୃକକ ରୋଗ । ଆରମ୍ଭରୁ ମଧୁମେହ ଜନିତ ବୃକକ୍ ରୋଗକୁ ନିରୂପଣ କରିବାପାଇଁ ଏକ ସାଧାରଣ ଏବଂ ପ୍ରଭାବଶାଳୀ ମାଧ୍ୟମ ହେଉଛି ତିନି ମାସକୁ ଥରେ ନିୟମିତ ରକ୍ତଚାପ ମାପିବା ଏବଂ ପରିଶ୍ରା ପରୀକ୍ଷା କରି ପରିଶ୍ରାରେ ପ୍ରୋଟିନର ଉପସ୍ଥିତିକୁ ବନ୍ଦ କରିବା । ଏହି ପରୀକ୍ଷା ଡ଼ିପଷ୍ଟିକ ଓ ମାକ୍ରୋ-ଆଲୁଚୁମିନୁରିଆ) ଦ୍ଵାରା କରାଯାଇପାରେ । ଏହା ସବୁଠାରୁ ଉ0ମ ଏବଂ ନିର୍ଦେଷ ଏବଂ ନିଖୁଣ ପରୀକ୍ଷା । ଡ଼ାଇବେଟିକ ନେଫ୍ରେପାଥୁକୁ ଶିଘ୍ର ନିରୂପଣ କରିବା ପାଇଁ ମାଇକ୍ରୋ ଆଲବୁମିନ୍ରିଆର ଉପସ୍ଥିତି ପରିଶ୍ରାରେ କେତେ ପରିମାଣରେ ଅଛି ତାହା ଜାଣିବା ଜରୁରୀ । ଏବଂ ଏହା ପ୍ରତ୍ୟେକ ବର୍ଷ କରିବା ଉଚିତ । ଏହାସହିତ ରକ୍ତରେ କ୍ରିଏଟିନିନ୍ ର ମାତ୍ରା ଏବଂ (ଇଜିଏଫଆର) ଇତ୍ୟାଦି ପରୀକ୍ଷା ବର୍ଷକୁ ଥରେ ନିତ୍ଯା" ଭାବେ କରିବା ଉଚିତ । ବୃକକ୍ କାର୍ଯ୍ୟ ଜାଣିବାପାଇଁ ଏହି ପରୀକ୍ଷା କରିବା ଉଚିତ ।

ଉଚ୍ଚ ରକ୍ତଚାପ, ପରିଶ୍ରାରେ ପ୍ରୋଟିନ ର ଉପସ୍ଥିତି, ଫୁଲିଯିବା, କ୍ରମାଗତ ଭାବେ ରକ୍ତ ଶର୍କରା କମିବା, ଇନସୁଲିନର ଆବଶ୍ୟକତା ଏବଂ ଡାଇବେଟିକ, ଆଖୁରୋଗ, (ଡାଇବେଟିକ୍ ରେଟିନୋପାଥୁ)

ଇତ୍ୟାଦିରେ ବୃକକ ସଂପୃକ୍ତ ଥୁବାର ସୂଚନା ଦିଏ । ଡାଇବେଟିକ ବ୍ଳଜଜ୍ ରୋଗକୁ ପ୍ରତିରୋଧ କରିବାପାଇଁ ପୂର୍ବ ସତର୍କତା ସ୍ଵରୂପ ମଧୁମେହ ରୋଗୀ ସେମାନଙ୍କ ରକ୍ତ ଶର୍କରାକୁ କମାଇବାକୁ ପଡିବ, ରକ୍ତଚାପ କୁ ୧୩୦/୮୦ ମିମି/ଏଚଜି ରୁ ନିମ୍ନରେ ରଖୁବାକୁ ପଡିବ (ଏସିଙ୍ଗ ଇନହିବେଟର କିମ୍ବା ଏଆରବି କୁ ହାଇପର ସେନ୍ସିଟିଭ ଔଷଧ ରୂପେ ଗ୍ରହଣ କରାଯାଇପାରେ) ।

୩. ହାଇପରଟେନସିଭ ରୋଗୀଙ୍କ ପାଇଁ ପୂର୍ବ ସତର୍କତା :

କ୍ରନିକ୍ ବୃକକ୍ ରୋଗରେ ହାଇପରଟେନସନ୍ ହେଉଛି ଦ୍ବିତୀୟ ଏବଂ ଅତ୍ୟ ସାଧାରଣ କାରଣ ଯାହାକି ପ୍ରତିଷେଧକ ବ୍ୟବସ୍ଥା ଦ୍ଵାରା ନିୟବିତ ହୋଇପାରେ। ବନ୍ଦୁ ହାଇପରଟେନସିଭ ଲୋକ ଚିକିତ୍ସା କରିବାରେ ଅବହେଳା କର୍ଗ , ଏବଂ ଉଚ୍ଚ ରକ୍ତଚାପର ଶିକାର ହୁଅଁ । ଅଧୁକା’ଶ ଉଚ୍ଚ ରକ୍ତଚାପ ରୋଗୀଙ୍କ କୌଣସି ଲକ୍ଷଣ ଦେଖାଯାଇନଥାଏ । କେତେକ ରୋଗୀ ଚିକିତ୍ସା ରେ ଅବହେଳା ଜରି ନିୟମିତ ଔଷଧ ସେବନ ଜରିବା ପରିବର୍ତ0 ଔଷଧ ସେବନ ବନ୍ଦ କରିଦେଲେ, ସେମାନେ ଅଧ୍ବଜ ସୁସ୍ଥ ଅନୁଭବ କରିଥାଆଁ ଜି: ଏହା ଅଧୁକ ମାରାମୁଜ ହୋଇପାରେ । ଅଣାୟତ ବି" । ଦୀର୍ଘଦିନ ଧରି ରହିଲେ । ଏହା ଅତ୍ୟ ଖରାପ ଅବସ୍ଥା ସୃଷ୍ଟି କରିପାରେ  ଏପରିକି କ୍ରନିକ୍ ବୃକକ୍ ରୋଗ, ହୃଦଘାତ, ଚେଷ୍ଟାକ୍ ପରି ମାରାମୁକ ରୋଗ ସୃଷ୍ଟି କରିପାରେ ।

୪ . ବୃକକ୍ ରୋଗୀଙ୍କ କ୍ଷେତ୍ରରେ ପୂର୍ବ ସତର୍କତା

କ୍ରନିକ୍ ବୃକକ୍ ରୋଗ ପୁରାପୁରି ଭଲ ହୋଇନଥାଏ । କି: ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ ହେବା ଦ୍ଵାରା ବୃକକ ରୋଗ ବଢିବାର ସମ୍ଭାବନା ନଥାଏ। ତେଣୁ ଏହା ଏକ ପ୍ରଭାବଶାଳୀ ଉପାୟ । ରକ୍ତଚାପ ୧୩୦) ୮୦ ମିମି କିମ୍ବା ତା'ଠାରୁ କମ୍ ରଖୁବାପାଇଁ ସର୍ବଦା ପରାମର୍ଶ ଦିଆଯାଏ । ନିୟମିତ ରକ୍ତଚାପ ଜାଣିବାକୁ ହେଲେ ଘରେ ପ୍ରତିଦିନ ରକ୍ତଚାପ ମାପି ତାର ଏକ ସାରଣୀ ପୁସ୍ତକ କରି ରଖୁବା । ଯଦ୍ବାରା ଡାକ୍ତରଙ୍କୁ ଔଷଧ ଲେଖୁଲାବେଳେ ସାରଣୀ ଏକ ନିର୍ଣ୍ଣାୟକ ଭୂମିକା ହୋଇପାରିବ ।

କ୍ରନିକ ବୃକକ ରୋଗୀଙ୍କ କ୍ଷେତ୍ରରେ ପ୍ରକୃତ କାରଣ କ’ଣ ତାହା ଚିହ୍ନିବା ଉଚିତ । କାରଣ ଗୁଡିକ ହେଲା, ହାଇପୋଟେନ୍‌ସନ୍ ଡିହାଇଡ୍ରେସନ, ୟୁରିନାରୀ ଟ୍ରାକ୍ ଅବଷ୍ଟ୍ରକସନ, ସେପ୍ସିସ୍, ମେନଫ୍ରେଟିକ୍ ତ୍ରଗ ଏବଂ ଅନ୍ୟାନ୍ୟ । ପ୍ରକୃତ ପରିଚାଳନା, ଉପରୋକ୍ତ କାରଣ ଥବା ବୃକକ୍ ର ସ୍ଥିତି ଏବଂ ସିକେଡିର ମଧ୍ୟ ଉନ୍ନତି କରାଏ ।

୫. ପଲିସିଷ୍ଟିକ ବୃକକ୍ ରୋଗ ଶିଘ୍ର ଚିକିତ୍ସା ବା ସଅଳ ନିଦାନ ପ୍ରକ୍ରିୟା :

ଅକ୍ଟୋସୋମାଲ ଡୋମିନା0 ପଲିସିଷ୍ଟିକ ବୃକକ ରୋଗ (ଏତିପିକେତି) ହେଉଛି ବୃକକ ରୋଗର ମାରାମୁକୀ ବଂଶାନୁଗତ ଶାରିରୀକ ଅବ୍ୟବସ୍ଥା, ସଂଖ୍ୟାଗତ ଭାବେ ୬-୮% ରୋଗୀ ଡାୟାଲିସିସ୍

ନେଇଥାଆଁ । ପଲିସିଷ୍ଟିକ୍ ବୃକକ୍ ରୋଗର ଇତିହାସ ଥୁବା ପରିବାରର ଜଣେ ପ୍ରାପ୍ତ ବୟଷ୍କ ବ୍ୟକ୍ତି କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ କରିବାପାଇଁ ଅଲଟ୍ରାସାଉଣ୍ଡ ପଦ୍ଧତି ଅତି ଆବଶ୍ୟକ । ପିକେତି ପୁରାପୁରି ଆରୋପ ହୋଇନପାରେ ଜି. ଉଚ୍ଚ ରକ୍ତଚାପକୁ ମାପିବା ଏବଂ ନିୟନ୍ତ୍ରଣରେ ରଖୁବା, ୟୁରିନାରି ଟ୍ରାଜ ଇନଫେକ୍ସନ ହେଲେ ଉଚିତ। ଚିକିତ୍ସା କରିବା ଦ୍ଵାରା ଏହାର ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ । ବୃକକ୍ ଅକାମୀ ହେବାପୁ ଡେରି ହେବ ।

୬. ପିଲାମାନଙ୍କ କ୍ଷେତ୍ରରେ ୟୁରିନାରି ଟ୍ରାକ୍ ଇନ୍‌ଫେକସନ୍ ହେଲେ ଶିଘ୍ର ରୋଗ ନିର୍ଣ୍ଣୟ କରି ଚିକିତ୍ସା କରାଇବା ।

ୟୁରିନାରୀ ଟ୍ରାକ୍ ଇନଫେକସନ (ୟୁନିଆର) । ଯେତେବେଳେ ଏକ ଶିଶୁକୁ ହଠାତ କାରଣ ନଥାଇ ଜୁର ହେବ, ଭୋକ ନ ଲାଗିବା, ବୟସ ଅନୁପାତରେ ଓଜନ ନ ବଢିବ ତେବେ ତା’ର ୟୁରୀନାରି ଟ୍ରାଜ୍ ଇନଫେକସନ୍ ହୋଇଥାଇପାରେ ଦେବାଲି ସନ୍ଦେହ କରାଯିବ ।

ଏହା ଅତ୍ୟ ଗୁରୁତ୍ବପୂର୍ଣ୍ଣ ଯେ ପ୍ରତ୍ୟେକ ୟୁଟିଆଇ, ବିଶେଷଭାବରେ ଯଦି ଜ୍ଵର ଉତ୍ପନ୍ନ ହୁଏ ବା ଜ୍ବର ଲାଗିରହେ। ତେବେ ବୃକକ୍ ର କ୍ଷତି ହେବାର ଆଶଙ୍କା ବଢିଯାଏ । ଏପରି ଅବସ୍ଥା ଲାଗିରହିଲେ ଭବିଷ୍ୟତରେ ବୃକକ୍ ବୃଦ୍ଧି ପାଇବାରେ ବାଧା ସୃଷ୍ଟି ହୁଏ, ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ସହିତ ବୃକକ୍ ଅକାମୀ ହେବାର ସମ୍ଭାବନା ବଢିଯାଏ । ଏହି କାରଣ ଯୋଗୁଁ ୟୁରିନାରୀ ଟ୍ରାକ୍ ଇନଫେକସନ, ରେ ପୀଡିତ ପିଲାମାନଙ୍କର ପ୍ରାଥମିକ ଅବସ୍ମାରେ ରୋଗ ନିର୍ଣ୍ଣୟ କରି ଚିକିତ୍ସା କରିବା ଉଚିତ । ଏତତ୍ ବ୍ୟତୀତ ବୃକକ୍ ର ଯଦି କୌଣସି ପୂର୍ବରୁ ଅସ୍[ଳନ କିମ୍ବା କ୍ଷତି ହୋଇଥାଏ ତେବେ ତାର କାରଣ ଗୁଡିକୁ ଅନୁଧାନ କରିବା ଉଚିତ । ଭେସିକୋରେଟେରାଲ ରିଫ୍ଲକ୍ସ (ଭିୟୁଆର) ହେଉଛି ଅତ୍ୟ' ପ୍ରତିସ୍ପୋସିଙ୍ଗ କାରଣ ଯାହାକି ୫୦% ପିଲାଙ୍କର ୟୁରିନାରୀ ଟ୍ରାଜ୍ ଇନଫେକସନରେ ପୀଡିତ ପିଲାଙ୍କ କ୍ଷେତ୍ରରେ ଏହିଂ ଦିଗକୁ ଅନୁସରଣ କରିବା ଅନିର୍ବାଯ୍ୟ ।

୭. ବୟଷ୍କମାନଙ୍କର ରିଜରେ0 ୟୁରିନାରୀ ଟ୍ରାଜ୍ ଇନଫେକ୍ସନ

ୟୁରିନାରୀ ଟ୍ରାକ୍ ଇନଫେକସନରେ ପୀଡିତ ସମସ୍ତ ରୋଗୀ ଯଦି ଚିକିୟାକୁ ଗ୍ରହଣ ନକଲା କିମ୍ବା ବାରମ୍ବାରା ରୋଗର ପୁନଃ ଆବିର୍ଭାବ ହେଲା। ତେବେ ଏହାର ତଥ୍ୟଗତ କାରଣ ଅନୁଶୀଳନ କରି ଚିହ୍ନିବା ଆବଶ୍ୟକ । କେତେକ ଅଜଣା ଜାରଣ ଗୁଡିକ ହେଲା : - (ୟୁରିନାରୀ ଟ୍ରାକ୍ ଅବଷ୍ଟ୍ରକସନ, ପଥର ରୋଗ ଇତ୍ଯାଦି) । ଯାହାକି ବୃକକ୍ ଖରାପ କରିଥାଏ । ତେଣୁ ଶିଘ୍ର ରୋଗ ଚିହ୍ନିବା ଏବଂ ରୋଗ ପଛରେ ଅବା ଲୁକ୍କାୟିତ କାରଣକୁ ଚିକିତ୍ସା କରିବା ଅତ୍ୟ ଜରୁରୀ ।

ରୋଗ ଜାଣି ପାଇଁ ନାହିଁ ଓ ଚିକିତ୍ସା କରାଇନଥା' । ପଦ୍ମ ପ୍ରାପ୍ତ ବୟଷ୍କ ଲୋକ (ପୁରୁଷ। ) ଯାହାର ପ୍ରୋଟେଷ୍ଟବିକ ହାଇପରଟୋଫି (ବିପିଏଚ୍.) ଆରମ୍ଭ ହୋଇଥାଏ। ସେମାନେ ଲକ୍ଷଣକୁ ଅଣଦେଖା କରି ଦୀର୍ଘଦିନ ବିଜାଇ ଦିଆଁ । ଚିକିତ୍ସାହୀନ ପଥୁରୀ ରୋଗ ଏବଂ ବିପିଏଚ୍. ଏସବୁ ବୃକକ୍ ଅଚଳ କରାଇବା ପାଇଁ ମୁଖ୍ୟତଃ ଦାୟୀ । ଉଚିତ୍ର ଅନୁଗମନ ଏବଂ ସମୟାହନୁବ0। ଚିକିୟା ବୃକକ୍ ରକ୍ଷା କରିବାରେ ସହାୟକ ଛୋଇଥାଏ ।

୯, ଯୁବା ବୟସରଙ୍କ ଚାପଗ୍ରସ୍ତତାକୁ ଅଣଦେଖା କରିବା ଅନୁଚିତ :

ଯୁବା ବୟସର ଚାପଗ୍ରସ୍ତ ହେବା ଅସ୍ଵାଭାବିକ ଏବଂ ଏହାର ଆରାଳରେ ରହିଥୁବା କାରଣ ଖୋଜିବା ଉଚିତ । ଯୁବା ବୟସରଙ୍କ ବୃକକ୍ ରୋଗ କେବଳ ମାତ୍ରାଧୁକ ଚାପଗ୍ରସ୍ତ ହେବାରୁ ହୋଇଥାଏ । ସମସ୍ତ ଉଚ୍ଚ ରକ୍ତଚାପଗ୍ରସ୍ତ ଯୁବରୋଗୀ ସେମାନଙ୍କ ବ୍ଲକକ୍ ର ସୁରକ୍ଷା ପାଇଁ ପ୍ରକୃତ କାରଣ ନିର୍ଣ୍ଣୟ କରି ଯଥାଶିଘ୍ର ଉଚିତ। ଚିକିତ୍ସା କରିବା ଆବଶ୍ୟକ ଏବଂ ବାଧ୍ୟତାମୂଳକ ।

୧୦. ଆକମ୍ପ୍ୟୁଟ ବ୍ଳକ୍ ଅଚଳ ରୋଗୀଙ୍କ ପାଇଁ ଅତିଶିଘ୍ର ଚିକିତ୍ସା:

ଆକମ୍ପ୍ୟୁଟ ବ୍ଳଜଜ୍ ଅଚଳ ହେବାର ଗୁରୁତ୍ବପୂର୍ଣ୍ଣ କାରଣ ଗୁଡିକ (ହଠାତ ବୃକକ୍ କାର୍ଯ୍ୟ ଜାରିବା କ୍ଷମତା ହରାଇଲେ ) ହେଲା ବୀ’, ପାଲସିପାରମ ମ୍ୟାଲେରିଆ, ହାଇପୋଟେନସନ, ସେପ୍ସିସ୍ ଏବଂ କେତେକ ଔଷଧ (ଏସିଇ ଇନହିବିଟର, ଏନ.ଏସ୍ଏଆଇତି) ଇତ୍ୟାଦି । ପ୍ରାଥମିକ ସ୍ତରରେ ଶିଘ୍ର ଚିକିତ୍ସା କରିବା ଦ୍ଵାରା ବୃକକ୍ ଖରାପ ହେବାରୁ ରକ୍ଷା କରାଯାଇପାରିବ ।

୧୧. ଔଷଧ ପ୍ରତି ସତର୍କତା :

ଭିଜିଲା0 ହୁଅ । ବିଭିନ୍ନ ଔଷଧ (ବିଶେଷକରି ଆନାଲଜେସିକ ଏବଂ ପେନ୍ କିଲରସ୍) ପରି ଔଷଧ ଚୁଜଜ୍ ଖରାପ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ସେସବୁ ଔଷଧର ବହୁଳ ପ୍ରଚାର ହେଉଛି କି. ଏହାର କ୍ଷତି ଜାଗର ଦିବା ବିଷୟରେ କିଛି ଜଣାଶଇ ଦିଆଯାଏନାହିଁ । ଦେହ ବିନ୍ଧା ମୁଣ୍ଡବିନ୍ଧା ସମୟରେ ସବୁବେଳେ ଆନାଲଜେସିକ ବା ପେନ କିଲର ନଖାଇବା ଉଚିତ । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଉ0ମ । ଏପରି ଏକ ଅନ୍ଧବିଶ୍ବାସ ରହିଆସିଛି ଯେ ଆୟୁର୍ବେଦିକ୍ ମେଡିସିନ୍, ଚାଇନିଜ୍ ହର୍ବସ୍ ଏବଂ ଡାଏଟରୀ ସପ୍ତିମେ0 ଗୁଡିକ କ୍ଷତି ଜର୍ଗ’ ନାହିଁ । ଆୟୁର୍ବେଦିକ ଔଷଧରେ ମାତ୍ରାଧକ ଧାତୁ ବୃକକ୍ ଖରାପ ହେବାର କାରଣ ହୋଇପାରେ ।

୧୨. ସଲିସିଟାରୀ ଏକକ ବ୍ଳକର ପୂର୍ବ ସତର୍କତା :

ଗୋଟିଏ ବୃକକ୍ ଅବା ଲୋକ ମଧ୍ୟ ସୁସ୍ଥ ଏବଂ ସାଧାରଣ ଜୀବନ ଅତିବାହିତ କରିପାରେ । ଯେହେତୁ

ତାଙ୍କର ଦ୍ବିତୀୟ ବୃକକ ନଥାଏ ତେ

ରୋଗୀ ସର୍ବଦା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣରେ ରଖୁବା ଉଚିତ । ଲୁଣୀ କମ୍ ଖାଇବା ଏବଂ ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ କମ୍ ଖାଇବା ଦ୍ଵାରା ଏକମାତ୍ର ବୃକକ୍ କ୍ଷତିଗ୍ରସ୍ତ ହେବନାହିଁ । ନିୟମିତ ଡାକ୍ତରୀ ପରୀକ୍ଷା କରାଇବା ହେଉଛି ବୃକକ୍ ଠିକ୍ ରଖୁବାପାଇଁ ମୁଖ୍ୟ ଏବଂ ଗୁରୁତ୍ବପୂର୍ଣ୍ଣ ପୂର୍ବସତର୍କତା । ଜଣେ ଅତ୫ ବର୍ଷକୁ ଥରେ ଡାକ୍ତର ପରାମର୍ଶ କରି, ବ୍ଳଜଜ୍ କାର୍ଯ୍ୟକ୍ଷମ ସଂକ୍ରା’ରେ ଜାଣିବା, ଉଚ୍ଚ ରକ୍ତଚାପ ମାପିବା, ପରିଶ୍ରୀ ପରୀକ୍ଷା ଏବଂ ରକ୍ତ ପରୀକ୍ଷା କରିବା ଏବଂ ଆବଶ୍ୟକ ସ୍ଥଳରେ ଅଲଟ୍ରାସୋନୋଗ୍ରାଫି ପରୀକ୍ଷା ଜଗାଇବା ଉଚିତ ।





ଆଧାର : "ବୃକକ୍ ଶିକ୍ଷା ପ୍ରତିଷ୍ଠାନ"

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate