অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ରିନିକ ବୃକକ୍ ରୋଗ

କ୍ରିନିକ ବୃକକ୍ ରୋଗ

ଉପକ୍ରମ

କ୍ରନିକ ବୃକକ ରୋଗରେ ବୃକକର କ୍ଷତିକୁ କମ କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ବହୁତ ଦିନ ଅଥବା ମାସ ଲାଗିଥାଏ । ସେଥୁପାଇଁ ଶରୀର କ୍ରନିକ ବୃକକ ରୋଗରେ ସମସ୍ତ ଖରାପ ଅବସ୍ନାକୁ ସହିଯାଏ ଏବଂ କାର୍ଯ୍ୟ କରିଚାଲିଥାଏ । ଏହି କାରଣରୁ କ୍ରନିକ ବ୍ଲକକ ରୋଗୀଙ୍କ କ୍ଷେତ୍ରରେ ବୃକକର ବହୁତ ଖରାପ ହେବା ପର୍ଯ୍ୟ' କୌଣସି ଲକ୍ଷଣ ଦେଖାଯାଇ ନଥାଏ ।

ବୃକକ ବିଭିନ୍ନ ପ୍ରକାର କାର୍ଯ୍ୟ ସଂପାଦନ କରେ । ବୃକକର କାର୍ଯ୍ୟ ଗୁଡିକ ହେଉଛି ଶରୀରରୁ ବର୍ଜବସ୍ତୁର ଅପସାରଣା, ମାତ୍ରାଧୁକ ତରଳର ନିଷ୍କାସନ, ରକ୍ତଚାପର ନିୟନ୍ତ୍ରଣା, ରାସାୟନିକ ଦ୍ରବ୍ୟର ସମତା ରକ୍ଷା, ଲୋହିତ ରକ୍ତକଣିକାର ଉତ୍ପାଦନ ଇତ୍ୟାଦି । ସେଥପାଇଁ ସିକେଡି ରୋଗରେ ଜଣେ ରୋଗୀଠାରୁ ଅନ୍ୟଜଣଙ୍କର ବୃକକର କାର୍ଯ୍ୟ କରିବାରେ ଭିନ୍ନତା ଦେଖାଦିଏ ଅଥବା ଚିକିସ୍ବାଗତ ଅସୁବିଧା ମଧ୍ୟ ଦେଖାଦିଏ ।

କ୍ରନିକ ବ୍ଲକକ ରୋଗର ଲକ୍ଷଣ କ'ଣ ? ରୋଗର ମାତ୍ରାଧକତା ଅନୁସାରେ କ୍ରନିକ ବ୍ଲକକ ରୋଗର ଲକ୍ଷଣରେ ଭିନ୍ନତା ପ୍ରକାଶ ଥାଏ । ଠିକ ଭାବରେ ବୁଝିବା ପାଇଁ ଏବଂ ଉନ୍ନତ ପରିଚାଳନାଗତ କୌଶଳ ଅବଲମ୍ବନ କରିବାପାଇଁ ଗ୍ଲୋମେରୁଲାରର ଛାଣିବା ଅନୁପାତକୁ ଆଧାର କରି ସିକେଡିକୁ ପାOଟି ସ୍ତରରେ ବିଭାଜିତ କରାଯାଇଛି । ଗ୍ଲୋମେରୁଲାର (ଜିଏଫଆର୬ ରକ୍ତରେ ଅବା ବର୍ଜ୍ୟ ବସ୍ତୁକୁ ବୃକକ କେତେ ପରିମାଣରେ ଛାଣି ପାରୁଛି ତାକୁ ଦର୍ଶାଇ ଥାଏ, ଏବଂ ରକ୍ତରେ କ୍ରିଏଟିନିନର ମାତ୍ରା କେତେ ରହୁଛି ତାହା ମଧ୍ୟ ସ୍ଥିର କରିଥାଏ । ‘କିଏଫଆର' ନିର୍ଭୁଲ ମାପକ ଏବଂ ଏହାର ସାଧାରଣ ମାତ୍ରା ୯୦ ମି:ଲି ପ୍ରତି ମିନିଟ ଠାରୁ ଅଧକ ।

ସ୍ତର

ସ୍ତର-୧

ସ୍ତର-୨

ସ୍ତର-୩

ସ୍ତର-୪

ସ୍ତର-୫

 

ସାଧାରଣ ଜିଏଫଆର

ସ୍ୱଳ୍ପ ମାତ୍ରା ସିକେଡି

ନିମ୍ନମାତ୍ରା ସିକେଡି

ମାତ୍ରାଧିକ ସିକେଡି

ଶେଷଥର ସିକେଡି

ଜିଏଫଆର

>୯୦ ମିଲି/ମିନିଟକୁ

୬୦-୯୦ ମିଲି/ମିନିଟକୁ

୩୦-୫୯ ମିଲି/ମିନିଟକୁ

୧୫-୨୯ ମିଲି/ମିନିଟକୁ

<୧୫ ମିଲି/ମିନିଟକୁ

 

 

 

 

ସିକେଡି

ସିକେଡି ସ୍ତର - ୧ (ବ୍ଲକକ ୯୦-୧୦ ୦% କାର୍ଯ୍ୟକ୍ଷମ) ପ୍ରାଥମିକ ପର୍ଯ୍ୟାୟରେ ଲକ୍ଷଣ ବିହୀନ ସିକେଡି ସ୍ତରରେ କୌଣସି ବୃକକ କ୍ଷତିଗ୍ରସ୍ତ ହୋଇନଥାଏ । (ସେରମ କ୍ରିଏଟିନିନ ସାଧାରଣ ସ୍ତରରେ ଥାଏ) ନିୟମିତ ଲାରେବାରେଟୋରି ଟେଷ୍ଟ ବା ପରୀକ୍ଷା ସମୟରେ ଅଥବା ଅନ୍ୟ କୌଣସି ରୋଗ ପାଇଁ କରାଯାଉଥବା ପରୀକ୍ଷା ନିରୀକ୍ଷା ସମୟରେ ସ୍ତର-୧ ସିକେଡି ସମ୍ବନ୍ଧରେ ଜଣାପଡିଥାଏ । ପରିଶ୍ରାରେ ପ୍ରୋଟିନର ଉପସ୍ଥିତିରୁ, ସ୍ତର-୧ ସିକେଡିର ସୂତ୍ର ଜଣାପଡେ । ଏକ୍ସ-ରେ ମାଧମରେ ବୃକକର ଗଠନଗତ କ୍ଷତିର ଆକଳନ କରାଯାଏ, ଅଲଟ୍ରାସାଉଣ୍ଡ, BO ©Ꭶlly !

ସିକେଡି ସ୍ତର - ୨ (ବ୍ଲକକ୍ ୬୦-୮୯% କାର୍ଯ୍ୟକ୍ଷମ) ସ୍ଵଳ୍ପ ମାତ୍ରାର ସିକେଡିରେ ରୋଗୀର କୌଣସି ଲକ୍ଷଣ ଦେଖାଯାଏ ନାହିଁ । କି, ଏହା ଦ୍ବିତୀୟ ସ୍ତରର ସିକେଡିକୁ ସୂଚିତ କରିଥାଏ । ହୋଇପାରେ ନକ୍ଟୋରିଆ ଯୋଗୁଁ ରକ୍ତଚାପରେ ବଢିଯିବା, ପରିଶ୍ରାରେ ବ୍ୟତୀକ୍ରମ ଦେଖାଦେବା ଏବଂ ସାଧାରଣଠାରୁ ସ୍ଵଳ୍ପମାତ୍ରାରେ ସେରମ କ୍ରିଏଟିନିନର ମାତ୍ରା ଅଧୁକ ରହିବା ଯୋଗୁଁ ବୃକକ୍ ଅକାମୀ ହେବାର ଲକ୍ଷଣ ସିକେଡିର ଦ୍ବିତୀୟ ସ୍ତରକୁ ସୂଚାଇଥାଏ ।

ସିକେଡି ସ୍ତର -୩ (ବ୍ଲକକ୍ ୩୦-୫୯% କାର୍ଯ୍ୟକ୍ଷମ) ସ୍ଵଳ୍ପ ମାତ୍ରାରୁ ଟିକେ ଅଧୁକ ମାତ୍ରାର ସିକେଡି ରୋଗୀର ତୃତୀୟ ସ୍ତରରେ ସ୍ଵଳ୍ପ ଲକ୍ଷଣ ଦେଖାଯାଇଥାଏ ଅଥବା ଲକ୍ଷଣ ବିହୀନ ହୋଇପାରେ । ହୁଏତ ଏହା ଦୀର୍ଘଦିନ ଧରି ପରିଶ୍ରାରେ ବ୍ୟତିକ୍ରମ ଯୋଗୁଁ, ସେରମ କ୍ରିଏଟିନିନ ର ବୃଦ୍ଧି ଯୋଗୁଁ ସିକେଡିର ତୃତୀୟ ସ୍ତରର ଲକ୍ଷଣ ଦେଖାଇଥାଏ ।

ସିକେଡି ସ୍ତର - ୪ (ବ୍ଲକକ୍ ୧୫-୩୦% କାର୍ଯ୍ୟକ୍ଷମ) O BBMS O O O OS BB BB BB BB

 

ହୋଇନଥବା ଲକ୍ଷଣ ଠାରୁ ମାତ୍ରାଧକ ଲକ୍ଷଣ କାର୍ଯ୍ୟ, ଯଦିଓ ତାହା ବୃକକ ଅଚଳ ଏବଂ ଅସୁସୁତା ସହ ଜଡିତ ହେବା ଉପରେ ନିର୍ଭର କରେ । ସିକେଡି ସ୍ତର - ୫ (ବୃକକ୍ ୧୫% କିମା ତାଠାରୁ କମ୍ କାର୍ଯ୍ୟକ୍ଷମ) ଅତିମାତ୍ରାରେ ଅଚଳ ହୋଇଯିବା ବା ବୃକକ ଅକାମୀ ହେବାର ଶେଷ ଅବସୁ । ସିକେଡିର ପ0ମ ସ୍ତରରେ ବିଭିନ୍ନ ପ୍ରକାରର ବିଭିନ୍ନ ମାତ୍ରାର, ସାଧାରଣ ସ୍ତରରୁ ଆରମ୍ଭ କରି ଅତିମାତ୍ରାରେ ଖରାପ ଲକ୍ଷଣ ଯାହାକି ଜୀବନ ପ୍ରତି ବିପଦ ଅବା ପରି ଲକ୍ଷଣମାନ ପ୍ରକାଶ ପାଇଥାଏ । ଏହି ସ୍ତରରେ ବିଭିନ୍ନ ପ୍ରକାରର ଔଷଧ ଚିକିତ୍ସା ଦ୍ବାରା ବୃକକ କାର୍ଯ୍ୟହୀନ ହେବାର ମାତ୍ରା ବୃଦ୍ଧିପାଏ ତେଣୁ ଅଧୁକାଶ ରୋଗୀଙ୍କର ଡାୟଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ କରିବା ଆବଶ୍ୟକ ପଡିଥାଏ ।

କ୍ରନିକ ବ୍ଲକକ ରୋଗ: ଲକ୍ଷଣ ଏବଂ ରୋଗ ନିର୍ଣ୍ଣୟ ୪୫.

ବ୍ଲକକ୍ ରେ ଗର ସାଧାରଣ ଲକ୍ଷଣ ହେଉଛି :

D

D D D

D

ଭୋକ ନ ଲାଗିବା, ଅରୁଚିହେବା, ବୀ’ ଲାଗିବା । ଦୂର୍ବଳ ଲାଗିବା, କୃ’ ଅନୁଭବ କରିବା ଏବଂ ଓଜନ କମିଯିବା । ଝାଳବାହାରିବା, ପାଦଫୁଲିବା, ହାତ କିମ୍ବା ଆଖ୍ତଳ ଓ ମୁହଁ ଫୁଲିଯିବା ।

ଉଚ୍ଚ ରକ୍ତଚାପ, ବିଶେଷକରି ଯୁବାବସୁରେ କିସା ମାତ୍ରାଧକ ଅନିୟନ୍ଧିତ ରକ୍ତଚାପ ଦେଖାଯିବା ।

ବୃକକ ଦ୍ବାରା ଉତ୍ପାଦିତ ଏରିଥ୍ରୋପ୍ରୋଟିନ୍ ମାତ୍ରା ହ୍ରାସ ପାଇବାଯୋଗୁଁ ରକ୍ତହୀନତା ହେବା ଯଦି ପାଲୋରର କାରଣା ଦୋଇଥାଏ ।

ଅନିଦ୍ରା, ଦୃଚ୍ଚ ମନୋବଳର ଅଭାବ ଏବଂ ଅଳସୁଆମି ।

କୂଣ୍ଡେଇ ହେବା, ମାଂସପେଶୀର ଝଲ ମାରିବା, ବ୍ୟସ୍ତ ଲାଗିବା ଏବଂ ଦୃଢ ମନୋବଳର ଅଭାବ ଦେଖାଯିବା ।

ପଛପାଖରେ ଅବା ରିବା ହାଡ ତଳେ ଯନ୍ତ୍ରଣା ହେବା ।

ସାଧାରଣ ଠାରୁ ଅଧୁକ ମାତ୍ରାରେ ପରିଶ୍ରାରେ ବ୍ୟତିକ୍ରମ ଦେଖାଯିବା ବିଶେଷ କରି ରାତ୍ରିରେ (ନକ୍ଟୋରିଆ> । ହାଡରେ କଷ୍ଟ ହେବା ଏପରିକି ପ୍ରାପ୍ତ ବୟଷ୍କଙ୍କ କ୍ଷେତ୍ରରେ ହାଡ ଭାଙ୍ଗିବା ଏବଂ ପିଲାମାନଙ୍କ କ୍ଷେତ୍ରରେ ହାଡ ବୃଦ୍ଧି ବାଧାପ୍ରାପ୍ତ ହେବା ଏସବୁର କାରଣ ହେଉଛି ବୃକକ ଦ୍ବାରା ଉତ୍ପାଦିତ ହେଉଥୁବା ଆକ୍ତିଭ ଫର୍ମର ଭିଟାମିନ-ଡି ର ଅଭାବ । ଯୌନ ଆବେଗ କମିଯିବା ଏବଂ ପୁରୁଷ ମାନଙ୍କ କ୍ଷେତ୍ରରେ ଇଲେକ୍ଟାଇଲ ଡାଇଫଙ୍କସନ୍ ଏବଂ ମହିଳାଙ୍କ କ୍ଷେତ୍ରରେ ମାସିକ ଋତୁରେ ଅନିୟମିତତା ।

ବୃକକ ରୋଗ ପୁରାପୁରି ଭାବରେ କାର୍ଡିଓଭାସ୍କୁଲାର ଜନିତ ମୃତ୍ୟୁକୁ ଆମନ୍ତ୍ରଣ କରେ ।

ଉଚ୍ଚ ରକ୍ତଚାପରେ ଆକ୍ରା’ ବ୍ୟକ୍ତିଙ୍କର କେତେବେଳେ ସିକେଡିର ଅନୁମାନ କରାଯିବ ? ଉଚ୍ଚ ରକ୍ତଚାପରେ ଆକ୍ରା’ ବ୍ୟକ୍ତିଙ୍କର ସିକେଡି ହେବାର ଅନୁମାନ କରାଯାଇପାରେ ଯଦି :

D

D

ତିନିବର୍ଷ ରୁ କମ୍ କିମା ୫୦ ବର୍ଷରୁ ଅଧୂକ ହୋଇଥବା ବ୍ୟକ୍ତି ଯଦି ଉଚ୍ଚ ରକ୍ତଚାପରେ ଆକ୍ରା' ହୋଇଥୁବାର ଜଣାପଡେ । ରୋଗ ଚିହ୍ନିତ ହେବା ସମୟରେ ଯଦି ରକ୍ତଚାପ ବହୁତ ଅଧୁକ ଥାଏ (ଉଦାହରଣ:- ୨୦୦/ 39이 . G G) &K 666G||

o ନିୟମିତ ଚିକିତ୍ସା ପରେ ମଧ୍ୟ ରକ୍ତଚାପ ନିୟନ୍ଧିତ ନ ହୋଇ ମାତ୍ରାଧୁକ ରହେ । o ଉଚ୍ଚ ରକ୍ତଚାପ ଯୋଗୁଁ ଯଦି ଦୃଷ୍ଟି ଶକ୍ତିରେ ଅସୁବିଧା ହୁଏ । o ପରିଶ୍ରାରେ ପ୍ରୋଟିନ ନିଷ୍କାସିତ ହେଉଥଲେ ।

o ଉଚ୍ଚ ରକ୍ତଚାପଗ୍ରସ୍ତ ବ୍ୟକ୍ତି ସିକେଡିରେ ଆକ୍ରା' ହେବାର ଲକ୍ଷଣ ଗୁଡିକ ହେଲା :- ଫୁଲିଯିବା, ଭୋକ ନ ଲାଗିବା, ଦୂର୍ବଳ ଲାଗିବା ଏବଂ ଅନ୍ୟାନ୍ୟ ।

ମାତ୍ରାଧୁକ କ୍ରନିକ ବୃକକ ରୋଗରେ କେଉଁ ପ୍ରକାର ଅସୁବିଧା ଦେଖାଦିଏ ? କ୍ରନିକ ବ୍ଲକକ ରୋଗର ନିର୍ଣ୍ଣୟ :କ୍ରନିକ ବୃକକ ରୋଗର ପ୍ରାରମ୍ଭରୁ କୌଣସି ଲକ୍ଷଣ ଦେଖାଯାଏ ନାହିଁ । କେବଳ ପରୀକ୍ଷାଗରରରେ ପରୀକ୍ଷା କରାଯାଇ କୌଣସି ବଢୁଥବା ସମସ୍ୟା ବିୟୋରେ ଜାଣିହୁଏ । ଯଦି କ୍ରନିକ ବ୍ଲକକ ରୋଗର ସଯୋହ ହୁଏ, ତେବେ କ୍ରନିକାଲ ଷ୍ଟାଟସ୍ କିମ୍ବା ନିୟମିତ ମୂଲ୍ୟ ନିରୂପଣର ଆଧାରରେ କ୍ରନିକ ବ୍ଲକକ୍ ରୋଗ ସନ୍ଦେହ କରାଯାଇଥୁବା ବ୍ୟକ୍ତିଙ୍କୁ ଲ୍ୟାବ ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଏ । କ୍ରନିକ ବୃକକ ରୋଗ ନିର୍ଣ୍ଣୟ କରିବା ପାଇଁ ତିନୋଟି ପରୀକ୍ଷା ଗୁଡିକ ହେଲା - ଉଚ୍ଚ ରକ୍ତଚାପ, ପରିଶ୍ର। ପରୀକ୍ଷା କରି ପରିଶ୍ରାରେ କେତେ ପରିମାଣ ଆଲବୁମିନ ନିଷ୍କାସିତ ହେଉଛି ତାହା ଜାଣିବା ଏବଂ ରକ୍ତ ପରୀକ୍ଷା ଦ୍ବାରା ସେରମ୍ କ୍ରିଏଟିନିନର ମାତ୍ରାରୁ କ୍ରନିକ୍ ବୃକକ ରୋଗ ସମ୍ବନ୍ଧରେ ସଠିକ ତଥ୍ୟ ଜାଣିହୁଏ ।

୧. ହିମୋଗ୍ଲୋବିନ୍ ସିକେଡି ରେ ଆକ୍ରା’ ବ୍ୟକ୍ତିଙ୍କର ରକ୍ତ ପରୀକ୍ଷା କଲେ ହିମୋଗ୍ଲୋବିନ ମାତ୍ରା ସାଧାରଣ ଠାରୁ କମ। ଅବାର ଜଣାଯାଏ । ବୃକକରେ ଏରିଥ୍ରୋ ପ୍ରୋଟିନ ର ଉତ୍ପାଦନ କମ୍ ହେବାଯୋଗୁଁ (ରକ୍ତହୀନତା) ହିମୋଗ୍ଲୋବିନ କମ୍ ହେବାର ଦେଖାଯାଏ ।

୨. ପରିଶ୍ରା ପରୀକ୍ଷା :

ପରିଶ୍ରାରେ ଆଲବୁମିନ କିସା ପ୍ରୋଟିନ ନିଷ୍କାସିତ ହେଲେ ତାକୁ (ଆଲବୁମିନ ଖୁରିଆ) କିମା ପ୍ରୋଟେନରିଆ କୁହାଯାଏ) ଏବଂ ଏହା କ୍ରନିକ ବ୍ଲକକ ରୋଗର ସୂଚନା ପ୍ରଦାନ କରେ । ଏପରିକି ପରିଶ୍ରାରେ ଅତି କମ୍ ମାତ୍ରାର ଆଲବୁମିନ ନିଷ୍କାସିତ ହେଲେ ତାକୁ ମାଇକ୍ରୋ ଆଲଚୁଲିନକ୍ୟୁରିଆ ଜୁହାଯାଏ । ଏହା ମଧ ମଧୁମେହରେ ଆକ୍ରା’ ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ରନିକ ବୃକକ ରୋଗର ଆଗୁଆ ସୂଚନା ପ୍ରଦାନ କରେ । ଜୁର ହେବା କାରଣରୁ କିମା ମାତ୍ରାଧୁକ ବ୍ୟାୟାମ କରିବା ଯୋଗୁଁ ମଧ୍ୟ ପରିଶ୍ରାରେ ପ୍ରୋଟିନ୍ ନିଷ୍କାସିତ ହୋଇପାରେ । ସେଥୁପାଇଁ ଏକ ନିର୍ଦିଷ୍ଟ ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ଅନ୍ୟାନ୍ୟ ସନ୍ଧୁ କାରଣକୁ ଅଣଦେଖା କରାଯାଇପାରେ ।

୩. ସେରମ କ୍ରିଏଟିନିନ୍, ରକ୍ତରେ ୟୁରିଆ ନାଇଟ୍ରୋଜେନ୍ ଏବଂ ଇଜି ଏଫ ଆର :

ବୃକକ ଅଚଳ ହେବାର ସଂକେତ ଉପରୋକ୍ତ ରକ୍ତ ପରୀକ୍ଷାରୁ ନିର୍ଣ୍ଣୟ କରାଯାଏ । ବୃକକ ଅଚଳ ହୋଇ ଖରାପ ସ୍ଥିତିକୁ ଗତିକଲେ ରକ୍ତର କ୍ରିଏଟିନିନ ଏବଂ ୟୁରିଆ ମାତ୍ରା ବଢିଯାଇଥାଏ । କ୍ରମାଗତ କ୍ରିଏଟିନିନର ମାତ୍ରା ଅନୁଧାନ କରିବା ଫଳରେ ସିକେଡିକୁ ଦୂର କରିବାପାଇଁ କରାଯାଉଥବା ଚିକିତ୍ସାର ସୁଫଳତାକୁ ଗ୍ରହଣ କରାଯାଇପାରେ । ବୃକକ କାର୍ଯ୍ୟ କ୍ଷମତାକୁ ଜାଣିବାପାଇଁ ରକ୍ତରେ କ୍ରିଏଟିନିନ ର ମାତ୍ରାକୁ ଅନୁଧାନ କରିବା ଉଚିତ କି. OBBO BB BO ହୋଇଥାଏ । ବୟସ, ଲିଙ୍ଗ ଏବଂ ରକ୍ତ କ୍ରିଏଟିନିନ ମାତ୍ରାରୁ ଇଜି ଏଫ ଆର ନିର୍ଣ୍ଣୟ କରାଯାଏ । ସିକେଡିର କ୍ରମୋନ୍ନତି ଏବଂ ଗମ୍ଭୀରକୁ ଇଜି ଏଫ ଆର (ଇଜିଏଫଆର) ପରୀକ୍ଷା ମାଧମରେ ଜାଣିହୁଏ । ଇଜିଏଫ ଆର ଆଧାରରେ ସିକେଡି ପାoଟି ସ୍ତରରେ ବିଭାଜିତ । ଏହି ସ୍ତରରେ ଅନ୍ୟାନ୍ୟ ବହୁତ ଦରକାରୀ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା କୁ ପ୍ରବDଇ ଉପଯୁକ୍ତ ପରିଚାଳନା ପାଇଁ ଅନୁମୋଦନ ବା ©y5©Ꭶl 5❍a5ía !

୪. ବ୍ଲକକର ଅଲଟ୍ରାସାଉଣ୍ଡ :

କ୍ରନିକ୍ ବୃକକ ରୋଗର ନିର୍ଣ୍ଣୟ କରିବା ପାଇଁ ଅଲଟ୍ରାସାଉଣ୍ଡ ହେଉଛି ଏକ ସରଳ ଏବଂ ଅଧୁକ ପ୍ରଭାବଶାଳୀ ପରୀକ୍ଷା । ଶୁନକୋନ ବୃକକ ହେଉଛି କ୍ରନିକ ବୃକକ ରୋଗର ଏକ ନିର୍ଣ୍ଣୟକାରୀ ପଥ । ବୟସ୍କ ପଲିସିଷ୍ଟିକ ବ୍ଲକକ୍, ଡାଇବେଟିକ୍ ନେଫ୍ଲୋପାଥ ଏବଂ ଆମାଇଲୋଇଡୋସିସ୍ ଯୋଗୁଁ ଯଦି ସିକୋଡି ନିର୍ଣ୍ଣୟ ହୁଏ ସେତେବେଳେ ଯାହାହେଉ; ସାଧାରଣ କିମ୍ବା ବଡ ବୃକକର ଆକାର ଦେଖାଯାଇଥାଏ । ୟୁରିନାରୀ ଅବଷ୍ଟାକସନ୍ କିମ୍ବା ବୃକକ ପଥୁରୀ ଯୋଗୁଁ ହେଉଥବା ସିକେଡି ରୋଗର ନିର୍ଣ୍ଣୟ ପାଇଁ ଅଲଟ୍ରାସାଉଣ୍ଡ ପଦ୍ଧତି ବ୍ୟବହାର କରାଯାଏ ।

8. 2lԲկլԲկ Clo\1Ջ| :

ସିକେଡି, ବୃକକର ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି କରେ । ଏସବୁ ବିଭ୍ରାଟକୁ ମୂଲ୍ୟାୟନ କରିବାପାଇଁ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ନିରୀକ୍ଷା କରାଯାଏ । କ୍ରମାଗତ ଭାବରେ ସିକେଡି ରୋଗୀଙ୍କର ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା କରାଯାଏ । ଯଥା :- ଇଲେକଟ୍ରାଲାଇଟ୍ ଏବଂ ଏସିଡ-ବେସ ସମତା (ସୋଡିୟମ ପୋଟାସିୟମ୍, ମ୍ୟାଗ୍ନେସିୟମ, ବାଇକାର୍ବୋନେଟ୍) ଇତ୍ୟାଦି । ରକ୍ତହୀନତା ପାଇଁ (ହେମାଟୋକ୍ରିଟ, ଫେରିଟିନ, ଟ୍ରାନସଫେରିନ, ସାଚୁରେସନ୍ ପେରିଫେରାଲ ସୁୟର) ଇତ୍ୟାଦି ପରୀକ୍ଷା କରାଯାଏ । ହାଡରୋଗ ପାଇଁ (କ୍ୟାଲସିୟମ, ଫସଫରସ୍ ଆଲକାଲାଇନ ଫସଫେଟ୍ ପାରା ଥାଇରଏଡ ହରମୋନ ପରୀକ୍ଷା କରାଯାଏ । ଅନ୍ୟାନ୍ୟ ସାଧାରଣ ପରୀକ୍ଷା (ସେରମ ଆଲବୁମିନ, କୋଲେଷ୍ଟେରଲ, ଟ୍ରାଇଗ୍ଲିସେରାଇଡ଼, ରକ୍ତ ଗ୍ଲୁକୋଜ ଏବଂ ହିମୋଗ୍ଲୋବିନ ଏସି, ଇସିଳି ଏବଂ ଇକୋ କୋର୍ଡିଓଗ୍ରାଫି ପରୀକ୍ଷା କରାଯାଏ । ସିକେଡିରେ ଆକ୍ରା’ ହୋଇଥୁବା ବ୍ୟକ୍ତି କେତେବେଳେ ଡ଼ାକ୍ତରଙ୍କ ସହ ପରାମର୍ଶ କରିବ ?

ସିକେଡିରେ ଆକ୍ରା’ ପୁରୁଷ ବା ମହିଳା ଯଥାଶିଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ᏮᏯ5©ᎦaᏋᏑm :

o ଅବର୍ଣନୀୟ ବା ଅତିମାତ୍ରାର ଓଜନ ଅତିଶିଘ୍ର ବୃଦ୍ଧି ପାଉଥୁବ, ପରିଶ୍ରାର ମାତ୍ରା ବହୁତ କମିଯିବ, ଫୁଲିଯିବ, ନିଶ୍ବାସ ନେବାରେ କଷ୍ଟ, ଶୋଇଲାବେଳେ ବେଶୀ ଅନୁଭବ ହେବ ।

o ଛାତିରେ ଯନ୍ତ୍ରଣା ହେବା, ଅତି ଧୂର କିସା ଅତି ପ୍ରଖର ନିଶ୍ଵାସ ଏବଂ ଛାତିରେ କମ୍ପନ ଅନୁଭବ 5iah |

O 0OS O O 0OS 0O OS OM O 0O O OM ପଡିଲେ ଏବଂ ଆଶାତୀତ ଭାବେ ଓଜନ କମିଥୁଲେ ।

ମାତ୍ରାଧକ ମାଂସପେଶୀ ଜନିତ ଦୁର୍ବଳତା ହଠାତ୍ ଦେଖାଦେଲେ । ଅସ୍ଥିରତା ବୃଦ୍ଧି ପାଇଲେ, ଅଳସୁଆ ଲାଗିଲେ କିମା ବାତ ମାରିଲେ । ଠିକ ଭାବରେ ନିୟନ୍ତ୍ରଣାଧୂନ ଅବା ରକ୍ତଚାପ ହଠାତ ଅନିୟନ୍ଧିତ ହୋଇଗଲେ । ପରିଶ୍ରାରେ ରକ୍ତ ପଡିଲେ କିମ୍ବା ଅତିମାତ୍ରାରେ ରକ୍ତ ପରିଶ୍ରାରେ ନିର୍ଗତ ହେଲେ ।


ଆଧାର : Kidney Education Foundation

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate