অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତୀବ୍ର ବୃକକ୍ ହାନି

ତୀବ୍ର ବା ମାତ୍ରାଧିକ ବୃକକ କାର୍ଯ୍ୟହୀନତା

ତୀବ୍ର କାର୍ଯ୍ୟହୀନତା କ୍ଷେତ୍ରରେ ଗୋଟିଏ ବୃକକ ଖୁବ୍ କମ୍ ସମୟ ମଧ୍ୟରେ ପ୍ରାୟତଃ କିଛିଦିନ, କିଛି ସପ୍ତାହ ବା କିଛି ମାସ ମଧ୍ୟରେ ନିଜର କାର୍ଯ୍ୟକ୍ଷମତା ହରାଇଥାଏ । ତେବେ ଅସ୍ନାୟୀ ଏବଂ ସାଧାରଣତଃ ଚିକିସ୍ଥା ମାଧମରେ ପୂର୍ବାବସ୍ଥାକୁ ଫେରିଆସିଥାଏ ।

ଆକମ୍ପ୍ୟୁଟ ବ୍ଲକକ ଅକାମୀ ହେବାର କାରଣ କ’ଣ

ଆକ୍ୟୁଟ ବୃକକ ଅକାମୀ ହେବାର ଅନେକଗୁଡିଏ କାରଣ ରହିଛି, ସେଗୁଡିକ ମଧ୍ୟରେ ମୂଖ୍ୟ କାରଣ ଗୁଡିକ ହେଲା –

୧) ବୃକକ୍ କୁ ରକ୍ତପ୍ରବାହ ମନ୍ଦୂର ହେବା - ସାଧାରଣତଃ ଝାଡା ବା ଡ଼ାଇରିଆ ଯୋଗୁ ଶରୀରରୁ ମାତ୍ରାଧକ, କୌଣସି କାରଣରୁ ରକ୍ତକ୍ଷୟ ହେଲେ, ପୋଡିଗଲେ କିମ୍ବା କୌଣସି କାରଣରୁ ରକ୍ତଚାପ କମିଗଲେ ବୃକକକୁ ରକ୍ତପ୍ରବାହ ମନୁର ହୋଇଥାଏ ।

୨) ଅତ୍ୟଧୂକ ସଂକ୍ରମଣରେ ଆକ୍ରା’ ହେବା, ଅତ୍ୟଧକ ଅସୁସ୍ଥ ବା ଦୂର୍ବଳ ହେବା କିମ୍ବା ଗୁରୁତ୍ବପୂର୍ଣ ଅସ୍ତ୍ରୋପଚାର ହେବାଦ୍ବାରା ବୃକକ ଅକାମୀ ହୋଇଥାଏ ।

୩) ବୃକକ ପଥୁରୀ ହେଉଛି ମୂତ୍ରନଳୀରେ ବାଧା ସୃଷ୍ଟି କରିବାରେ ମୂଖ୍ୟ କାରଣ ଏବଂ ମୂତ୍ରନଳୀରେ ବାଧା ସୃଷ୍ଟି ହେବାଦ୍ବାରା ବୃକକ ଧୀରେ ଧୀରେ ଅକାମୀ ହୋଇଥାଏ ।

୪) ଫାଲସିଫାରମ ମେଲେରିଆ, ଲେଫେରେଟାସିରୋସିସ୍, ସାପକାମୁଡିବା ପ୍ରସୂତିଜନିତ ଜଟିଳତା, କୋତେକ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଏବଂ ଅନ୍ୟ କେତେଗୁଡିଏ ବୃକକ ରୋଗ ଯୋଗୁ ବୃକକ ଅକାମୀ ଘୋହାଇଥାଏ ।

ଆକ୍ୟୁଟ୍ ବୃକକ ଅକ୍ଷମ ହେବାର ଲକ୍ଷଣ

ଆକ୍ୟୁଟ ବୃକକ ଅକ୍ଷମତା କ୍ଷେତ୍ରରେ ଶରୀରରୁ ମାତ୍ରାଧକ ବର୍ଜାବସ୍ତୁର ଇମମଙ୍କ ଜ୍ଞଙ୍କକ୍ଷବଳ୍ପସଳ୍ପଭ ଏବଂ ଇଲେକ୍ନୋଲାଇଟର ଅସ୍ଳନତା ଯୋଗୁ ଅଳ୍ପ ସମୟ ମଧ୍ୟରେ ଅତିଶିଘ୍ର ବୃକକ ତାହାର କାର୍ଯ୍ୟକରିବା ବନ୍ଦ କରିଦିଏ । ତେବେ ବୃକକ କାର୍ଯ୍ୟକରିବାରେ ବିଭିନ୍ନ ବାଧା ଉପୁଜିବାରୁ ରୋଗୀ କ୍ଷେତ୍ରରେ ଖୁବଶିଘ୍ର କେତେଗୁଡିଏ ନିର୍ଦିଷ୍ଟ ଲକ୍ଷଣ ଦେଖାଦେଇଥାଏ ।

ବିଭିନ୍ନ ରୋଗୀଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଦେଇଥାଏ

୧. ରକ୍ତକ୍ଷୟ, କ୍ଲର ସନ୍ନିପାତ, ଡାଇରିଆ ଇତ୍ୟାଦି କେତେକ ତ୍ଵରିତ ଲକ୍ଷଣ ଯୋଗୁ ବୃକକ ଅଚଳ ହୋଇଥାଏ ।

୨. ପରିଶ୍ରାର ମାତ୍ରା କମିବା, ଗଣ୍ଡିପାଦ ଫୁଲିବା ଓ ଓଜନ ବଢିବା କାରଣ ମଧ୍ୟ ବୃକକ ଅଚଳର ଲକ୍ଷଣ ହୋଇଥାଏ ।

୩. ଭୋକ ନ ଲାଗିବା, ଦେହ ବୁଲାଇବା, ବ’ ଲାଗିବା, ହିକା ଦେବା, ରବସ୍ତସଶଙ୍କର, ଅଳସୁଆ ଲାଗିବା ଏବଂ ଦ୍ଵିଧା ଉତ୍ପନ୍ନ ହେବା ମଧ୍ୟ ବୃକକ୍ ର ଲକ୍ଷଣ ହୋଇଥାଏ ।

୪. ମାତ୍ରାଧକ ଏବଂ ଜୀବନ ପ୍ରତି ବିପଦ ଅବା ଲକ୍ଷଣ ଗୁଡିକ ହେଲା – ଅଣନିଶ୍ବାସୀ ହେବା, କଷ୍ଟ ଲାଗିବା, ବାତମାରିବା ଓ ଧରିବା ଏବଂ ହଠାତ ଅଚେତନ ଅବସୁକୁ ଚାଲିଯିବା, ରକ୍ତବୀ ହେବା, ହୁତସ୍କଳନରେ ବିଭ୍ରାଟ ଦେବା ଆଦି ମାତ୍ରାଧକ ପୋଟାସିୟମ ଯୋଗୁ ହୋଇଥାଏ ।

୫. ଆକ୍ୟୁଟ୍ ବୃକକ ଅଚଳାବସ୍ଥାର ପ୍ରଥମାବସ୍ନାରେ କେତେଜଣଙ୍କର କୌଣସି ଲକ୍ଷଣ ଦେଖାଯାଏନାହିଁ ଏବଂ ଯେତେବେଳେ ଅନ୍ୟକୌଣସି କାରଣ ପାଇଁ ରକ୍ତ ପରୀକ୍ଷା କରାଯାଏ ସେତେବେଳେ ହଠାତ ଏପରି ରୋଗ ହୋଇଥୁବାର ଜଣାପଡିଥାଏ ।

ଆକମ୍ପ୍ୟୁଟ୍ ବୃକକ୍ ଅଚଳାବସୁର ନିର୍ଣ୍ଣୟ

ଆକ୍ୟୁଟ ବ୍ଲକକ ଅଚଳାବସୁରେ କେତେକ ରୋଗୀଙ୍କ କ୍ଷେତ୍ରରେ କୌଣସି ନିର୍ଦିଷ୍ଟ ଲକ୍ଷଣ ଦେଖାଯାଏନାହିଁ । ତେଣୁ ରୋଗୀର କୌଣସି ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ, ଆକ୍ୟୁଟ୍ ବୃକକ ଅଚଳ ହେଲେ ଯେଉଁସବୁ ପରୀକ୍ଷା କରିବା କଥା ଠିକ ସେହିସବୁ ପରୀକ୍ଷା ଯଥାଶିଘ୍ର କରାଇନେବା ଉଚିତ । ରକ୍ତ ପରୀକ୍ଷାରେ କ୍ରିଏଟିନିନ ଏବଂ ରକ୍ତରେ ୟୁରିଆର ମାତ୍ରା ବୃଦ୍ଧି, ପରିଶ୍ରାର ମାତ୍ରା ଓ ପରିଶ୍ରାର ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ଇତ୍ୟାଦି ପରୀକ୍ଷା କରାଇବା ଦ୍ବାରା ବୃକକ ଅଚଳ ହେବାର ସୁତି ସଂପର୍କରେ ଜଣାପଡିଥାଏ । ଆକ୍ୟୁଟ୍ ବୃକକ ଅଚଳ ହୋଇଥବା ରୋଗୀର ସଂପୂର୍ଣ୍ଣ ଇତିହାସ, ବିଭିନ୍ନ ଡାକ୍ତରୀ ପରୀକ୍ଷା ଏବଂ ବିଭିନ୍ନ ପରୀକ୍ଷା ନିରୀକ୍ଷା ମାଧମରେ ଏହାର କାରଣ, ଜଟିଳତା ଏବଂ ରୋଗର ସ୍ଥିତି ସଂପର୍କରେ ଜାଣି ହୋଇଥାଏ ।

ଆକମ୍ପ୍ୟୁଟ୍ ବୃକକ ଅଚଳାବସୁର ଚିକିତ୍ସା

ଠିକ୍ ସମୟରେ ଠିକ୍ ଚିକିତ୍ସା କରିବାଦ୍ବାରା ବୃକକ ଅଚଳାବସ୍ଥାକୁ ସଂପୂର୍ଣ୍ଣ ନିରାକରଣ କରାଯାଇପାରେ । କି, ବିଳମିତ ଚିକିତ୍ସା କିମ୍ବା ଉଚିତ ଚିକିତ୍ସା ନହୋଇପାରିଲେ ଆକ୍ୟୁ ବୃକକ ଅଚଳାବସ୍ଥା ଜୀବନ ପ୍ରତି ବିପଦ ଆଣିଥାଏ ।

ଆକ୍ୟୁଟ୍ ବୃକକ ଅଚଳ ରୋଗୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଏବଂ ଉଚିତ ପରିଚାଳନା

୧. ବୃକକ ଅଚଳ ହେବାର କାରଣ ଜାଣିବା ଏବଂ ସେଥପ୍ରତି ସତର୍କ ହୋଇ ତ୍ରୁଟି ସୁଧାରିବା ଏବଂ ଉଚିତ ଚିକିତ୍ସା କରିବା ।

୨. ଔଷଧ ମାଧ୍ୟମରେ ଚିକିସ୍ ଓ ଆନୁସଂଗିକ ଚିକିତ୍ସା କରିବା ।

୩. ଖାଦ୍ୟରେ ସଳନ ଓ ସତର୍କତା ଅବଲମ୍ବନ କରିବା ।

୪. ଡାୟଲିସିସ୍ ପଦ୍ଧତି ।

ବୃକକ ଅଚଳର କାରଣ ଜାଣି ତୃଟି ସୁଧାରିବା ଓ ନିରାକାରଣ ପାଇଁ ପଦକ୍ଷେପ ନେଇ ଉଚିତ ଚିକିତ୍ସା  ଗ୍ରହଣ କରିବା ।

  • ରୋଗ ଚିହ୍ନିବା ଓ ବିକିସ୍ କରି ବୃକକ ଅଚଳାବସ୍ମାର କାରଣକୁ ଦୂର କରିବା ହେଉଛି ଖୁବ ଗୁରୁତ୍ବପୂର୍ଣ୍ଣ ।
  • ହାଇପରଟେନସନ, ଇନଫେକସନ, ୟୁରିନାରୀ ଟ୍ରାକ ଅବଷ୍ଟ୍ରକସନ ଗୁଡିକର ଚିକିତ୍ସା ବୃକକ, ଅଚଳାବସୁରୁ ମୁକ୍ତି ପାଇବାପାଇଁ ନିହାତି ଆବଶ୍ୟକ ହୋଇଥାଏ । ଏହି ଚିକିସ୍ତା ଗୁଡିକ ବ୍ଲକକକୁ ସମୟକ୍ରମେ ସୁସ୍ଥ ଓ ସଚଳ କରାଇଥାଏ ।

ଔଷଧୂୟ ଚିକିତ୍ସା ଓ ଆନୁସଂଗିକ ଚିକିତ୍ସା

  • ଏହି ଚିକିତ୍ସାର ମୂଖ୍ୟ ଲକ୍ଷ୍ୟ ହେଲା ବୃକକ ର ସହାୟତା କରି ବୃକକ କୁ ରୋଗମୁକ୍ତ କରିବା ।
  • п && qalacraasiqaата фаа 96 боо && &qдә басқа аса поକ୍ଷତି କରୁଥବା ପଦାର୍ଥରୁ ସୁରକ୍ଷା ପ୍ରଦାନ କରିବା ହେଉଛି ଔଷଧୂୟ ଚିକିତ୍ସାର ମୂଖ୍ୟ ଲକ୍ଷ୍ୟ ।
  • п ба6әфдә әнәсә әбә за да се од 38ы обакаяє осоо або. ଅଣନିଶ୍ବାସୀ ହେବାରୁ ରକ୍ଷାକରି ଶରୀରରୁ ଫୁଲା ଅଂଶକୁ କମାଇଥାଏ ।
  • ଆନୁସଂଗିକ ଆଧାର ଚିକିସ୍ଥା :- କମ୍ କିସା ଉଚ୍ଚ ରକ୍ତଚାପ କୁ ନିୟନ୍ଧିତ କରିବାପାଇଁ, ବୀ’ ଓ ଦେହ ବୁଲାକୁ ବନ୍ଦ କରିବା ପାଇଁ, ଥରାବାତକୁ ନିୟନ୍ଧିତ କରିବା ପାଇଁ ଓ ଅଣନିଶ୍ବାସୀ କୁ କମ୍ କରିବାପାଇଁ ଔଷଧ ଦିଆଯାଇଥାଏ ।

୩. ଖାଦ୍ୟଜନିତ ପରାମର୍ଶ

ଆକ୍ୟୁ ବୃକକ କ୍ଷେତ୍ରରେ ଖାଦ୍ୟର ନିୟନ୍ତ୍ରଣ ସୁରକ୍ଷା ପ୍ରଦାନ କରେ, ତରଳ ଖାଦ୍ୟ ଗ୍ରହଣର ମାପ ଯୋଜନାବଦ୍ଧ ଭାବରେ ହେବା ଉଚିତ । ପରିଶ୍ରାର ମାତ୍ରା ଏବଂ ଶରୀରରେ ଜଳୀୟ ଅଂଶର ମାତ୍ରାର ସୁତି ସଂପର୍କରେ ସଚେତନ ରହିବା ଉଚିତ । ସାଧାରଣତଃ ତରଳଖାଦ୍ୟର ବାରଣ ଶରୀରରୁ ଫୁଲା ଏବଂ ଅନ୍ୟାନ୍ୟ ଅସୁବିଧା ଯଥା ଅଣନିଶ୍ଵାସୀ ହେବା ଅବସ୍ନାରୁ ରକ୍ଷାକରେ ।

ox. ପୋଟାସିୟମଯୁକ୍ତ ଖାଦ୍ୟ ଗ୍ରହଣରେ ବାରଣ

ପୋଟାସିୟମ ଭରପୁର ଖାଦ୍ୟ ଯଥା ଫଳ, ଫଳରସ, ଶୁକ୍ୟୁଲାଫଳ ଇତ୍ୟାଦି ଖାଇବାରୁ ଦୂରେଇ ରହିବା ଉଚିତ । ରକ୍ତରେ ପୋଟାସିୟମର ମାତ୍ରାକୁ ହାଇପର କାଲେସିଆଁ ଜୁହାଯାଏ । ହାଇପରକାଲେମିଆଁ ଆକ୍ୟୁ ବୃକକ ଅଚଳ କ୍ଷେତ୍ରରେ ଜୀବନପ୍ରତି ବିପଦ ସୃଷ୍ଟି କରିଥାଏ ।

ଲୁଣ ଖାଇବାରେ ବାରଣ

ଲୁଣର ବାରଣ ଶୋଷ ଓ ଫୁଲା କମକରିବାରେ ସାହାଯ୍ୟ କରିବା ସହିତ ଉଚ୍ଚ ରକ୍ତଚାପ ଓ ଅଣନିଶ୍ବାସୀ ହେବାରୁ ମୁକ୍ତି ଦେଇଥାଏ । ତେଣୁ ସୁଷମ, କମ ଲୁଣଯୁକ୍ତ ଓ ସ୍ଵଳିତ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥାଏ ।

୫. ଡାୟଲିସିସ୍

ଆକ୍ୟୁଟ୍ ବୃକକ ଖରାପ ହୋଇଥବା ରୋଗୀଙ୍କର ଯଦି ସ୍ଵଳ୍ପ ସମୟ ପାଇଁ କୃତ୍ରିମ ବୃକକ ମାଧ୍ୟମରେ ବୃକକ ର କାର୍ଯ୍ୟ ତୁଲାଇ ଦିଆଯାଏ ତେବେ ଖରାପ ହୋଇଥବା ବୃକକ ପୁଣିଥରେ କାର୍ଯ୍ୟକ୍ଷମ ହୁଏ, ଏହାକୁ ଡାୟାଲିସିସ୍ କୁହାଯାଏ ।

ଡାୟଲିସିସ୍ କାହାକୁ କୁହାଯାଏ

ଡାୟାଲିସିସ୍ ଏକ କୃତ୍ରିମ ଧାରା ଯାହାକି ଅଚଳ ହୋଇଯାଇଥବା ବୃକକକୁ ପୁଣିଥରେ କାର୍ଯ୍ୟକ୍ଷମ କରାଏ । ଡାୟଲିସିସ୍ ମାଧମରେ ମାତ୍ରାଧୁକ ଚୂଳକ ଅକ୍ଷମ ରୋଗୀ ମଧ୍ୟ କିଛିଦିନ ବାOଯାଇପାରେ । ଡାୟାଲିସିସ୍ ମାଧ୍ୟମରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଲା ଶରୀରର ଅନାବଶ୍ୟକ ଓ ଇଲେକ୍ନୋଲାଇଟ ବିଷମତାକୁ ଦୂରକରି ସମତା ରକ୍ଷା କରିବା ।

ଡାୟଲିସିସ୍ ସାଧାରଣତଃ ୨ ପ୍ରକାରର ଯଥା :

୧. ହେମୋଡାୟଲିସିସ୍

୨. ପେରିଟୋନିୟଲ ଡାୟଲିସିସ୍

ଆକ୍ୟୁଟ୍ ବୃକକ ଅକ୍ଷମ କ୍ଷେତ୍ରରେ କେବେ ଡାୟଲିସିସ୍ ଦରକାର ହୁଏ

କେତେକ ମାତ୍ରାଧକ ଆକ୍ୟୁ ବୃକକ ଅକ୍ଷମ ରୋଗୀଙ୍କ କ୍ଷେତ୍ରରେ ଡାୟଲିସିସ୍ ଦରକାର ହୋଇଥାଏ । ଯେଉଁ ରୋଗୀର ଲକ୍ଷଣ ଓ ଜଟିଳତା ବୃଦ୍ଧିପାଏ ସେଠାରେ ଡାୟଲିସିସ୍ ର ଆବଶ୍ୟକତା ବଢିଯାଏ । ଡାୟଲିସିସ୍ କରିବାପାଇଁ କୋତେକ ଲକ୍ଷଣ ଦରକାର । ସେଗୁଡିକ ମଧ୍ୟରେ ମାତ୍ରାଧକ ତରଳଦ୍ରବ୍ଯ ର ପରିପୂର୍ଣ୍ଣତା, ଅନିୟନ୍ଧିତ ହାଇପରକାଲେମିଆଁ ଓ ମାତ୍ରାଧକ ଅମ୍ଳ ଇତ୍ୟାଦି ପ୍ରଧାନ । ଡାୟାଲିସିସ୍ କରିବାଦ୍ବାରା ଜଣେ ରୋଗୀର ସାସୁ ନିଶ୍ଚିତ ଭାବରେ କିଛି ସମୟ ପାଇଁ ଭଲ ରହେ ତେବେ ଯଥା ସମୟରେ ଏବଂ ଉଚିତ ମାତ୍ରାରେ ସଠିକ ଔଷଧ ସେବନଦ୍ବାରା ମଧ୍ୟ ବିନା ଡାୟଲିସିସ୍ରେ ଆକ୍ୟୁଙ୍ଗ୍ ବୃକକ ଅକ୍ଷମ ରୋଗୀ ମଧ୍ୟ ଭଲ ହୋଇପାରେ ।

ଆକ୍ୟୁଟ୍ ବୃକକ୍ ଅକ୍ଷମ ହେଲେ କେତେଦିନ ପର୍ଯ୍ୟ" ଡାୟଲିସିସ୍ ଚିକିତ୍ସା କରାଯୁବପାରିବ

  • କେତେକ ଆକ୍ୟୁଟ୍ ବୃକକ୍ ଅକ୍ଷମ ରୋଗୀଙ୍କ କ୍ଷେତ୍ରରେ ସ୍ଵଳ୍ପ ସମୟ ପାଇଁ ବୃକକ କାର୍ଯ୍ୟକ୍ଷମତା ଠିକ ହେବା ପର୍ଯ୍ୟ' ୨ ଟି ମଧ୍ୟରୁ ଯେକୌଣସି ଗୋଟିଏ ଡାୟଲିସିସ୍ ଦରକାର ହୋଇଥାଏ ।
  • ଆକ୍ୟୁ ବୃକକ ଅକ୍ଷମରୋଗୀ ସାଧାରଣତଃ ୧ ରୁ ୪ ସପ୍ତାହ ମଧ୍ୟରେ ଡାୟଲିସିସ୍ ସହାୟତାରେ ସୁସ୍ଥ ହେବାର ସମ୍ଭାବନା ଥାଏ ।
  • ରେନାଲ ଅକ୍ଷମ ରୋଗୀଙ୍କ କ୍ଷେତ୍ରରେ ଡାୟଲିସିସ୍ ଥରେ ମାତ୍ର କରାଯାଇଥାଏ । ଆକମ୍ପ୍ୟୁଟ୍ ବୃକକ BO ଏକ ସ୍ନାୟୀ ଆବଶ୍ୟକତା ନୁହେଁ । ସେଥୁଲାଗି ଡାୟାଲିସିସ୍ ଡେରି କରାଯାଏ କାଣ ସ୍ନାୟୀ ଭାବରେ ଡାୟାଲିସିସ୍ ମଧ୍ୟ ଆକ୍ୟୁଟ ବୃକକ ରୋଗୀଙ୍କ ଜୀବନକ୍ଷେତ୍ରରେ ମଧ୍ୟ କେତେବେଳେ ବିପଦ ସୃଷ୍ଟି କରିଥାଏ ।

ଆକମ୍ପ୍ୟୁଟ୍ ବୃକକ ରୋଗୀଡକ କ୍ଷେତ୍ରରେ ସତର୍କତା

ଆକ୍ୟୁଟ୍ ବୃକକ ଅକ୍ଷମ ରୋଗୀଙ୍କ କ୍ଷେତ୍ରରେ ସମ୍ମାବିତ କାରଣର ପ୍ରାରମ୍ଭିକ ଚିକିତ୍ସା ଓ ନିୟମିତ ବ୍ୟବଧାନରେ ଚିକିତ୍ସା କରାଯିବା ଉଚିତ ।

  • ହାଇପରଟେନସନ ନହେବା ପାଇଁ ସତର୍କତା ଅବଲମ୍ବନ କରିବା ଓ ଏହାକୁ ସୁଧାରି ନେବା ଉଚିତ ।
  • ନେଫ୍ରେଟକ୍ରସିକ ଔଷଧ ସେବନରୁ ନିବୃତ ରହିବା ଏବଂ ସଂକ୍ରମଣକୁ ଠିକ ସମୟରେ ଚିକିତ୍ସା କରିବା ଏବଂ ପରିଶ୍ରାର ପରିମାଣ ଶିଘ୍ର କମ୍ ହେବା ବିଷୟ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ।

ଆଧାର : Kidney Education Foundation

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate