অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲକ୍ଷଣ ଏବଂ ରୋଗ ନିର୍ଣୟ

କ୍ରନିକ ବ୍ଲକକ ରୋଗ ଓ ତା'ର ଚିକିତ୍ସା

କ୍ରନିକ ବୃକକ ରୋଗର ତିନିପ୍ରକାର ଚିକିତ୍ସା ପଦ୍ଧତି ରହିଛି । ସେଗୁଡିକ ହେଲା - ୧୬ ଡ଼ାକ୍ତରୀ

ପରିଚାଳନା, ୨୬ ଡାୟାଲିସିସ୍, ୩୬ ବୃକକ ପ୍ରତିରୋପଣ ।

o ପ୍ରତ୍ୟେକ କ୍ରନିକ ବୃକକ ରୋଗୀ ପ୍ରଥମେ ଡାକ୍ତରୀ ପରିଚାଳନା ପଦ୍ଧତିରେ ଚିକିସ୍ଥିତ ହୁଅଁ । ଔଷଧ, ଖାଦ୍ୟ ନିୟନ୍ତ୍ରଣ ପାଇଁ ପରାମର୍ଶ ଏବଂ ଦେଖାରଖା ହେଉଛି ଡାକ୍ତରୀ ପରିଚାଳନା ପଦ୍ଧତିର ଅ’ର୍ଭୁକ୍ତ ।

o କ୍ରନିକ ବୃକକ ରୋଗରେ ମାତ୍ରାଧୁକ କ୍ଷତି ହୋଇଯାଇଥଲେ (ବୃକକ ରୋଗର ଶେଷ ପର୍ଯ୍ୟାୟ ହୋଇଯାଇଥଲେ, ଡାୟାଲିସିସ୍ ମାଧ୍ୟମରେ ବୃକକ ସ୍ଥାନା’ରିତ କରାଯାଏ କିମ୍ବା ବୃକକ ପ୍ରତିରୋପଣ କରାଯାଏ ।

ଡ଼ାକ୍ତରୀ ପରିଚାଳନା : ସିକେତି ପାଇଁ କାହିଁକି ଡାକ୍ତରୀ ପରିଚାଳନା ଅତ୍ୟାବଶ୍ୟକ ହୋଇଥାଏ ?

ସର୍ବଦା ଡାୟାଲିସିସ୍ କିସା ବୃକକ ପ୍ରତିରୋପଣ କରି ଜୀବନ ବOଇଥାଏ । ଅତ୍ୟ ବ୍ୟୟବହୁଳ ଚିକିତ୍ସା ଏବଂ ବୃକକ ଉପଲକ୍ତରେ ଅସୁବିଧା କାରଣରୁ ଭାରତରେ ୫-୧୦% ବୃକକ ରୋଗୀ ଡାୟଲିସିସ୍ ଏବଂ ବୃକକ ପ୍ରତିରୋପଣ ପରି ଚିକିତ୍ସା କରିପାର୍ଲ’, ବା ସମସ୍ତେ କୌଣସି ସ୍ନାୟୀ ଚିକିତ୍ସା ନପାଇ ମୃତ୍ୟୁବରଣ କରିଥାଆଁ’ । ତେଣୁ ଅନୁସନ୍ଧାନ ଓ ଡ଼ାକ୍ତରୀ ପରିଚାଳନା ହେଉଛି ଏକ ସ୍ଵଳ୍ପ ଖର୍ଜର ବ୍ୟବସ୍ଥା ଯାହାକି ଅଳ୍ପ ଖର୍କରେ ସିକେଡିକୁ ଚିକିତ୍ସା କରି ଡାୟଲିସିସ୍ ଓ ବୃକକ ପ୍ରତିରୋପଣ କରିବାର ସମୟକୁ ବିଳମ୍ବିତ କରାଇଥାଏ । ଅଧକାଶ ସିକେଡି ଆକ୍ରା’ ବ୍ୟକ୍ତି ସିକେଡି ପାଇଁ କରାଯାଇଥୁବା ଡାକ୍ତରୀ ପରିଚାଳନାରେ ସୁଯୋଗ ନେବାରୁ କାହିଁକି ବCତ ହୁଅଁ ? କ୍ରନିକ ବୃକକ ରୋଗର ଆରମ୍ଭ ସମୟରୁ ତାହାର ପ୍ରକୃତ ଚିକିତ୍ସା ଆରମ୍ଭ କରିବା ହେଉଛି ସ୍ବାଗତଯୋଗ୍ୟ ପଦକ୍ଷେପ । ଅଧୁକାଂଶ କ୍ରନିକ ବୃକକ ରୋଗୀ ଆରମ୍ଭରୁ ଚିକିତ୍ସା କରି ସଂପୂର୍ଣ୍ଣ ସୁସୁତା ଅନୁଭବ କଇଁ । କି ଅନେକ କ୍ରନିକ ବ୍ଲକକ ରୋଗୀ ଲକ୍ଷଣ ଅଭାବରୁ ରୋଗର ଗୁରୁତ୍ବ ଉପଲବ୍ଧି କରିପାଇଁ ନାହିଁ । ତାଛଡା ଔଷଧ ବନ୍ଦ କରିଦେବା, ଖାଦ୍ୟ ଉପରେ ନିୟଣୀ ନରଖୁବା ଓ ଚିକିସ୍ଥାରେ ଅବହେଳା କରିବା ଦ୍ବାରା ଅତିଶିଘ୍ର ବୃକକ ହାନି ହୋଇଥାଏ ।

ଏହିପରି ରୋଗୀମାନେ ଅବହେଳା କାରଣରୁ ଅତି ଅଳ୍ପ ସମୟରେ ଡାୟଲିସିସ୍ ଏବଂ ବୃକକ ପ୍ରତିରୋପଣ ପରି ବ୍ୟୟ ବହୁଳ ଚିକିତ୍ସା ଆବଶ୍ୟକ କର୍ଗ' ।

ସିଜେତିର ଡ଼ାକ୍ତରୀ ପରିଚାଳନାର ଲକ୍ଷକ'ଣ ?

କ୍ରନିକ ବୃକକ ରୋଗ ହେଉଛି କ୍ରମବନ୍ଧିତ ଖରାପ ଅବସ୍ଥା, ଯାହାର କୌଣସି ସୁସୁତା ନାହିଁ ଏବଂ ଡ଼ାକ୍ତରୀ ପରିଚାଳନାର ଲକ୍ଷ୍ୟ ଗୁଡିକ ହେଲା -

୧. କ୍ରମବନ୍ଧିତ ରୋଗର ମନୁରତା ରକ୍ଷାକରିବା । ୨. ରୋଗର କାରଣ ଜାଣିବା ଏବଂ ତା'ର ଚିକିତ୍ସା କରିବା । ୩. ବନ୍ଧିତ କାର୍ଡିଓଭାସ୍କୁଲାର ରୋଗପାଇଁ ଅବା ସଂକଟକୁ କମାଇଦେବା ।

୪. ଡାୟାଲିସିସ୍ ଓ ବୃକକ ପ୍ରତିରୋପଣର ସମୟସୀମାକୁ ବିଳମ୍ବ କରିବା ।

ବିଭିନ୍ନ ସ୍ତରରେ ସିକେଡି ପାଇଁ କରାଯାଇଥୁବା ଚିକିତ୍ସା ଗଡିକ କ’ଣ ?

ପ୍ରଥମ ସ୍ତର :

ପ୍ରଥମତଃ ରୋଗ ନିର୍ଣ୍ଣୟ କରିବା ଓ ବଚ୍ଚିଯାଇଥବା ରୋଗକୁ ଚିକିତ୍ସା ମାଧ୍ୟମରେ ଧୀର କରିବା ।

  • ରୋଗୀକୁ ଶିକ୍ଷିତ କରି ରୋଗର ପରିଚାଳନା ପାଇଁ ଉପଯୁକ୍ତ କରାଇବା ।
  • କମରବିଡ୍ ଅବସ୍ଥାର ଚିକିୟା କରିବା ଓ କାର୍ଡିଓଭାସ୍କୁଲାର ରୋଗରୁ ମୁକ୍ତି ପ୍ରଦାନ କରିବା ।

 

ଦ୍ଵିତୀୟ ସ୍ତର :

ରୋଗର କ୍ରମାଗତ ବୃଦ୍ଧିକୁ ସ୍ଥିରୀକୃତ କରିବା ।

କୋ-ପରାବିତ ଅବସ୍ଥାକୁ ଚିକିତ୍ସା କରିବା ।

ତୃତୀୟ ସ୍ତର :

ରୋଗକୁ ସ୍ଥିର କରି ଜଟିଳତାର ଚିକିୟା କରିବା ଏବଂ ବୃକକ ବିଶେଷଜ୍ଞଙ୍କ ପାଖକୁ ଯିବାକୁ ଅନୁମୋଦନ କରିବା ।

ଚତୁର୍ଥ ସ୍ତର :

ବୃକକ ସ୍ଥାନା’ରର ସୁବିଧା ବିଷୟରେ ରୋଗୀକୁ ବୁଝାଇବା ଏବଂ ବୃକକକୁ ଡାୟଲିସିସ୍ ମାଧମରେ ସ୍ନାନା’ର ପାଇଁ ପ୍ରସ୍ତୁତ କରିବା ।

ପଞ୍ଚମ ସ୍ତର

ଡାୟଲିସିସ୍ ମାଧମରେ ବୃକକ ସ୍ନାନା’ର କିମ୍ବା ପ୍ରତିରୋପଣ କରିବା ସିକେଡି ର ଡ଼ାକ୍ତରୀ ପରିଚାଳନାର ନଅ ସ୍ତରୀୟ ଯୋଜନା :

ପ୍ରାଥମିକ ଇଟିଓଲୋଜିର ପରିଚାଳନା-ନିମ୍ନରେ ଦିଆଯାଇଥବା ପ୍ରାଥମିକ ସ୍ଥିତିକୁ ଚିହ୍ନିବା ଓ ତା’ର ଚିକିତ୍ସା କରିବା । ଏହା ହୁଏତ ସିକେଡିର କ୍ରମୋନ୍ନତିକୁ ବିଳମିତ, ପ୍ରତିଶୋଧକ କିସା ଓଲଟା କରିପାରେ ।

  • ବହୁମୂତ୍ର ଜ୍ଞରକ୍ଷକ୍ଷସଙ୍କଳ୍ପ ଏବଂ ହାଇପରଟେନସନ
  • ୟୁରିନାରୀ ଟ୍ରାକ୍ ଇନଫେକସନ ଅଥବା ଆବଷ୍ଟ୍ରକସନ ।
  • ଗୁମେରୁ ଲୋନେଫ୍ରାଇଟିସ୍, ରେନୋଭାସ୍କୁଲାର ଡିଜିଜ, ଆନାଲଜେସକ ନେଫୋପାଥୁ ଇତ୍ୟାଦି ।

ସିକେଡିର କ୍ରମବନ୍ଧିତାକୁ ଶିଥୁଳ କରିବାର କୌଶଳ :

  • କ୍ରନିକ ବୃକକ ରୋଗରେ କ୍ରମ ବୃଦ୍ଧିଷ୍ଣୁ ବୃକକ ରୋଗର ଗତିକୁ ଶିଅଳ କରିବା ହେଉଛି ଖୁବ ଗୁରୁତ୍ବପୂର୍ଣ୍ଣ ଓ ପ୍ରଭାବଶାଳୀ ।
  • ରକ୍ତଚାପକୁ ନିୟନ୍ତ୍ରଣରେ ରଖୁବାପାଇଁ ଦୃଚ୍ଚତା ଏବଂ ଏସିଇ (ଇଉର) ଇନହିବିଟର କିମ୍ବା ଆଓଟେନସିନ ୨ର ରିସେଫର ବ୍ଳକର ଥେରାପି ।
  • ପ୍ରୋଟିନ ବାରଣ ।
  • ଲିପିଟି ଲୋୟରିଙ୍ଗ ଥେରାପି ଏବଂ ରକ୍ତହୀନତାରେ ସୁଧାର ।

ସରେପାଟିଭ ଏବଂ ଲକ୍ଷଣଗତ ଚିକିତ୍ସା :

  • ସ୍ଟାଟରପିଲ (ଡ଼ାସୟୁରେଟିକସ୍) ଝାଳ ବୋହିବା କମାଇବା ସହ ପରିସ୍ରାର ମାତ୍ରା ବଢାଇବା ପାଇଁ ।
  • ଅରୁଟି କମାଇବା, ବୀ’ କମାଇବା ଓ ଗ୍ୟାସଟିକ ଜନିତ ଅସ୍ଵସ୍ତିକୁ କମାଇବାପାଇଁ ଔଷଧ ସେବନ କରିବା ।
  • କ୍ୟାଲସିୟମ ଗ୍ରହଣ କରିବା, ଫସଫେଟ୍, ବାଇଣ୍ଡରମ - ଭିଟାମିନ ଉ ର «Пstogoseекч3kstarctogC68×Nassastsrosof ସଂପୃକ୍ତ ହାର୍ଟ ରୋଗକୁ ଠିକ କରେ ।
  • କମ୍ ହିମୋଗ୍ଲୋବିନ ବା ରକ୍ତହୀନତା କୁ ଲୌହ ଭିଟାମିନ ଏବଂ ସ୍ଵତନ୍ତ୍ର ଏରିଥ୍ରୋପ୍ରୋଟିନ ଇଞ୍ଜେକ୍‌ସନ ମାଧମରେ ଠିକ କରେ ।
  • କାର୍ଡିଓଭାସ୍କୁଲାର ହେଉଛି ଇଭେନ ର ପୂର୍ବ ସୁରକ୍ଷା । ଯେ ପର୍ଯ୍ୟ' କନଗ୍ରାଡିଟେକ୍ଟ ନହୋଇଛି ସେ ପର୍ଯ୍ୟ' ପ୍ରତ୍ୟେକଦିନ ଆସ୍ପିରିନ୍ ଖାଇବା ପାଇଁ ପରାମର୍ଶ ଦିଆଯାଏ ।

ରିଭରସେବଲ ପ୍ୟାକ୍ଟର ପରିଚାଳନା : ରିଭରସେବଲ ପ୍ୟାକ୍ଟର କାରଣ ଗୁଡିକ ଖୋଜିବା ଓ ଚିକିତ୍ସା କରିବା ଉଚିତ ନଚେତ ଏହା ବୃକକ, କନୌହୀନତାର ମାତ୍ରାକୁ ପ୍ରଭାବିତ କରିପାରେ । ରିଭରସେବଲ କ୍ୟାକ୍ଟକୁ ଠିକ କରିବା ଦ୍ବାରା ବୃକକ କାର୍ଯ୍ୟହୀନତା ହେବାରୁ କରେ ଓ ବୃକକ କାର୍ଯ୍ୟ କରିବାରେ ସ୍ଥିରତା ଆସେ ।

ସାଧାରଣ ରିଭରସିବଲ କାରଣ ଗୁଡିକ ହେଲା –

  • ଭଲମ୍ ଡେପ୍ଲେସନ
  • ଅତ୍ୟଧକ ଔଷଧ ସେବନ (ନନ-ଷ୍ଟିରଏଡାଲ ଆoଇବପ୍ନାମେଟାରି, ଆମିନୋ ଗ୍ଲାଇକୋଏସିଡ ଆ0ବାଓଟିକ) ଯୋଗୁ ବୃକକ କାର୍ଯ୍ୟକ୍ଷମତା ଦର|ଏ ।
  • ଇନଟୁ ଫକସନ୍ ବର ସଂକ୍ରମଣ ଏବଂ କଗନିଟିଭ ହାର୍ଚ ଫେଲଖୁଅର ബK)

ସିଜେଡି ଜନିତ ଜଟିଳତାର ଚିହ୍ନଟ ଏବଂ ଚିକିତ୍ସା :

ସିକେଡି ଜନିତ ଜଟିଳତା ଅତି ଶିଘ୍ର ଚିକିତ୍ସା ଆବଶ୍ୟକ କରେ ସାଧାରଣ ଜଟିଳତା ଯାହାକି ଆମ ଦୃଷ୍ଟି ବା ଆଟେନସନ୍ ଦରକାର କରେ ତାହା ହେଉଛି ମାତ୍ରାଧକ ତରଳର ଗୁରୁତର ଅବସ୍ଥା । ରକ୍ତରେ ପୋଟାସିୟମର ମାତ୍ରା ଅଧକ ହୋଇଯିବା ଏବଂ ଆଡଭାନସ୍ ବୃକକ ଅଚଳ ହେବାର ଅତିମାତ୍ରାରେ ଖରାପ ପ୍ରଭାବ ହୃଦୟ, ମସ୍ତିଷ୍କ ଓ ଫୁସ୍‌ଫୁସ୍ ଉପରେ ପଡେ ।

ଜୀବନ ଚର୍ଯ୍ୟାରେ ପରିବା0ନ ଏବଂ ସାଧାରଣ ମାପକ :

  • ମୋଟାମୋଟି ଭାବରେ ଅବା ବିପଦକୁ ଉପଯୁକ୍ତ ମାପକ ଦୃୟ କମାଇବା ଗୁରୁତ୍ବ ବହନ କରେ ।
  • ଧୂମପାନ ବନ୍ଦ କରିବା ଉଚିତ ।
  • ଉତ୍ତମ ସ୍ୱାସ୍ଥ୍ୟ ଓ ଓଜନ ନିୟମିତ ବ୍ୟାୟାମ ଓ ନିୟମିତ କାର୍ଯ୍ୟ କରିବାରେ ଶାରିରୀକ ଚଳତା ରହିବା ଉଚିତ ।
  • ଆଲକୋହଲ କମ ପିଇବା ଉଚିତ ।
  • ସୁସ୍ଥ ଖାଦ୍ୟ ଯୋଜନାକୁ ଅନୁସରଣ କରିବା ଓ ଖାଦ୍ୟରେ ଲୁଣା କମ ଖାଇବ ।
  • ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବ । ବୃକକ ଅଚଳତାର ମାତ୍ରାକୁ ଅନୁଧାନ କରି ଔଷଧର ମାତ୍ରା ସ୍ଥିର କରିବ ।
  • ବୃକକ ବିଶେଷଜ୍ଞଙ୍କ ଦ୍ବାରା ପରିଚାଳନା ହୋଇଥୁବା ଚିକିୟା କୁ ଅନୁସରଣ କରିବା ।

୭. ଖାଦ୍ୟରେ ନିୟନ୍ତ୍ରଣ :

ବିଭିନ୍ନ ପ୍ରକାରଭେଦ ଓ ବୃକକ ଖରାପ ହେବାର ମାତ୍ରାନୁସାରେ ସିକେଡି ପାଇଁ ଖାଦ୍ୟରେ ନିୟନ୍ତ୍ରଣ ଆବଶ୍ୟକ ହୋଇପଡେ (୨୫ତମ ଅଧାୟରେ ବିସ୍ତୃତଭାବେ ବର୍ଣ୍ଣିତ) । o ଲୁଣ (ସୋଡିୟମ) : ରକ୍ତଚାପର ମାତ୍ରା ଏବଂ ଫୁଲିବାର ମାତ୍ରାକୁ ନିୟନ୍ଧିତ କରିବାପାଇଁ ଲୁଣ କମ୍ ଖାଇବାକୁ ପରାମର୍ଶ ଦିଆଯାଏ । ଖାଉଥବା ପ୍ରତ୍ୟେକ ଖାଦ୍ୟରେ ଲୁଣୀ କମ୍ କରିବା ସହିତ ମାତ୍ରାଧକ ଲୁଣି ଖାଦ୍ୟ ଯଥା - ଫାଷ୍ଟ ଫୁଡ, ପାମ୍ପଡ଼, ଆଚାର ଏବଂ କ୍ୟାନେଡ଼ - ଖାଦ୍ୟର ମାତ୍ରା କମ କରିବା ଉଚିତ । o ତରଳ ପାନୀୟର ଗ୍ରହଣ ମାତ୍ରା : ସିକେତି ରୋଗୀ ମାନଙ୍କ କ୍ଷେତ୍ରରେ ପରିଶ୍ରାର ମାତ୍ରା କମିଯିବା ଯୋଗୁ ରୋଗୀ ଫୁଲିଯାଏ ଏବଂ ଅତିମାତ୍ରାରେ ହେଲେ ରୋଗୀ ନିତ୍ତଶ୍ବାସ ନେବାରେ କଷ୍ଟ ଅନୁଭବ କରେ । ତେଣୁ ଫୁଲିଯାଇଥୁବା ସିକେଡି ରୋଗୀଙ୍କୁ କମ୍ ମାତ୍ରାରେ ତରଳ ପାନୀୟ ଗ୍ରହଣ କରିବାକୁ dদlণী ঐআaখ। ପୋଟାସିୟମ - ଉଚ୍ଚ ମାତ୍ରାର ପୋଟାସିୟମ ସିକେଡି ରୋଗୀ ମାନଙ୍କ ପାଇଁ ଏବଂ ସାଧାରଣ ସମସ୍ୟା । ହୃଦୟର କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି କରେ । ଏଥୁରୁ ସୁରକ୍ଷା ପାଇଁ ପୋଟାସିୟମ ଯୁକ୍ତ ଖାଦ୍ୟ ଉପରେ ନିୟନ୍ତ୍ରଣ ରହିବା ଉଚିତ । (ଯେପରିକି ଶୁଖୁଲା ଫଳ, ପଇଡପାଣି, ଆଳୁ, କଦଳୀ, ଟମାଟୋ ଇତ୍ୟାଦି) ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଇବା ଉଚିତ । ପ୍ରୋଟିନ - ସିକେଡି ପୀଡିତ ରୋଗୀ ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ କମ୍ ଖାଇବା ଉଚିତ କାରଣ ଏହା মূলদ মল দলগsণ ঘlaa #5ণ।

୮. ବ୍ଲକକ ପ୍ରତିରୋପଣ ଅବସୁ ପାଇଁ ପ୍ରସ୍ତୁତି - o ବାମ ବାର୍ଣ୍ଣରେ ବାନ୍ଦୁ ଶିରାର ସୁରକ୍ଷା ଯଥାଶିଘ୍ର ସିକେଡି ରୋଗର ନିର୍ଣ୍ଣୟ କରିବ । o କେବେହେଲେ ବି ବାମ ପାର୍ଶ୍ଵ ମଧସୁ ହାତର ଶିରାକୁ ଆଇଭି ଇନ ଗୁଖୀନନ କିମା ଇନ ସର୍ଜ ଲ‘ଗଲାଇନ କିମ୍ବା ରକ୍ତ ସଂଗ୍ରହ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । o ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ପିଣ୍ଡୁଲା ବିଶେଷରେ ୬ ରୁ ୧୨ ମାସ ପୂର୍ବରୁ ହେମୋଡାୟଲିସିସ୍ କରିବାପାଇଁ ପ୍ରସ୍ତୁତ କରାଇବ । o କ୍ରନିକ୍ ବୃକକ ରୋଗରେ ଖାଦ୍ୟର ନିୟନ୍ତ୍ରଣା ବୃକକ ଖରାପ ହେବାରୁ ସୁରକ୍ଷା ପ୍ରଦାନ କରିବା ସନ୍ଦିତ ରୋଗ ବ୍ୟାପିବାର ଗତିକୁ କମ କରିଥାଏ ।

o ହେପାଟାଇଟିସ୍-ବି ଟୀକାକୁ ଯଦି ସିକେଡି ଆରମ୍ଭ ହେବା ସମୟରେ ଦିଆଯାଏ ତାହାହେଲେ ହେପାଟାଇଟିସ୍ 'ବି' ଜନିତ ସଂକ୍ରମଣରୁ ତାହା ରୋଗୀଙ୍କୁ ରକ୍ଷାକରେ । ରୋଗୀର ବୃକକ ପ୍ରତିରୋପଣ ଓ ଡାୟଲିସିସ୍ ସମୟରେ ଚାରିଟି ମାତ୍ରାର Co, ୧, ୨. ଓ ୬ ମାସ୬ ରିକମ୍ବିନାO ହେପାଟାଇଟିସ୍ ବି' ଟୀକା ପ୍ରତ୍ୟେକର ୨ ଗୁଣୀ ମାତ୍ରା ଟୀକା ଇନଗ୍ରାମସ୍କୁଲାରରେ ଡେଲଟୋଏଡ ରିଜନରେ ଦେବା ଉଚିତ ।

o ରୋଗୀକୁ ଡାୟଲିସିସ୍ ଓ ବୃକକ ପ୍ରତିରୋପଣ ପାଇଁ କରାଯାଇଥବା ଯୋଜନା ବିଷୟରେ ଜଣା.. । ପ୍ରି-ଏମ୍ପଟିଭବ ବୃକକ ପ୍ରତିରୋପଣ ବିଷୟରେ ବୁଝ' ଓ ଗ୍ରହଣ କର । ପ୍ରି-ଏମ୍ପଟିଭ ବୃକକ କୁ ଗ୍ରହଣକାରୀ ଶରୀର ଡ଼ାୟଲିସିସ୍ କଲାବେଳେ ଶରୀର ତାକୁ ଗ୍ରହଣ କରିବାକୁ କୁହାଯାଏ ।

୯. ବୃକକ ବିଶେଷଜ୍ଞଙ୍କ (ନେଫ୍ରେଲୋଜିଷ୍ଟ) ନିକଟକୁ ପଠାଇବା ବା ନିର୍କେଶୀକୃତ ହେବା ।

ନେଫ୍ରେଲୋଜିଷ୍ଟଙ୍କ ପାଖକୁ ପଠାଇବା ଦ୍ବାରା ଏବଂ ଡାୟଲିସିସ୍ ପୂର୍ବଶିକ୍ଷା ଦ୍ବାରା ରୋଗୀର ଅସୁସୁତା ଏବଂ ମୃତ୍ୟୁହାରକୁ କମାଇ ଦିଆଯାଇପାରେ । ସଅଳ ପଠାଇବା ଦ୍ବାରା ଶେଷସ୍ତରକୁ ଯାଉଥବା ବୃକକ ରୋଗୀକୁ ଧୀମା କରାଯାଇପାରେ । ଡେରି ହେଲେ ବୃକକ (ରେନାଲ୬ ରିଫୁସ୍‌ମୋ0 ଚିକିତ୍ସା କରିବାକୁ <lᏮ© !

---

ସିକେଡିକୁ ପ୍ରତିଷେଧ ଜିଘା ଧୀମା (ବିକଳ୍ପ) କରିବା ପାଇଁ କେଉଁ ଚିକିତ୍ସା ଅତ୍ୟ ଜରୁରୀ ?

ସିଜେଡି ପଛରେ କାରଣ ଯାହା ଆଉ ନା କାହିଁକି ରକ୍ତଚାପରେ ଶକ୍ତ ନିୟନ୍ତ୍ରଣା ହେଉଛି ଅତ୍ୟ' ଜରୁରୀ ଯାହା ସିକେଡିକୁ ପ୍ରତିଶୋଧ କିସା ବିଳମ୍ବ କରିଥାଏ । ଅନିୟନ୍ଧିତ ରକ୍ତଚାପ ସିକେଡିର ମାତ୍ରାକୁ ବଢାଇବା ସହିତ ଅବସ୍ଥାକୁ ଅତ୍ୟ ଜଟିଳ କରାଏ ଏବଂ ହୃଦ୍ ରୋଗ ପରି ସମସ୍ୟା ସବୁ ସୃଷ୍ଟି କରେ ।

ଉଚ୍ଚ ରକ୍ତଚାପକୁ ନିୟ'ଣ କରିବାପାଇଁ କେଉଁ ଔଷଧ ବ୍ୟବହାର କରିବା ଉଚିତ୍ ?

ନେଫ୍ରେଲୋଜିଷ୍ଟ ଅଥବା ଡ଼ାକ୍ତର ଉଚ୍ଚ ରକ୍ତଚାପ କୁ ମାପି ତା' ପାଇଁ ଉପଯୁକ୍ତ କାର୍ଯ୍ୟକାରୀ ଔଷଧ ଚୟନ କରିବେ । ମୂଖ୍ୟ ସାଧାରଣ ଔଷଧ ଯାହା ବ୍ୟବହାର କରାଯାଏ ପ୍ରାୟତଃ ସେଗୁଡିକ ହେଲା – ଆନଜିଓଟେନସିନ, କନଭରଟିଙ୍ଗ ଏନଜାଇମ (ଇଉର୬ ଇନହିବିଟରସ୍, ବ୍ଲକରସ୍ (ଇଜଈଝ) କ୍ୟାଲସିୟମ୍ ବ୍ଳକରସ୍, ବେଟା ବ୍ଳକରସ୍ ଏବଂ ନିୟୁରେଟିକସ୍ । (ଇଉର) (ଏସିଇ୬ - ଇନହିବିଟରସ୍ ଏବଂ ଇଜଈଝ (ଏଆରବିଏସ୍) ହେଉଛି ପ୍ରଥମ ସ୍ତରର ଚିକିତ୍ସା ଯାହାକି ରକ୍ତଚାପ କମାଏ ଏବଂ ଅତିରିକ୍ତ ଭାବେ ସ୍ଵତକ ଲାଭ ଦିଏ । କ୍ରନିକ୍ ବୃକକ ରୋଗକୁ ବିଳମ୍ବିତ କରି ବଢିବାକୁ ଦିଏନାହିଁ ଏବଂ ବୃକକ କୁ ମଧ୍ୟ ସୁରକ୍ଷା ପ୍ରଦାନ କରେ ।

ବୃକକ୍ କୁ ରକ୍ଷା କରିବାପାଇଁ ଗୁରୁତ୍ବପୂର୍ଣ୍ଣ ସିକେଡି କ୍ଷେତ୍ରରେ ରକ୍ତଚାପ ନିୟନ୍ତ୍ରଣର ଲକ୍ଷ୍ୟ କ'ଣା ? ଉଚ୍ଚ ରକ୍ତଚାପ ସିକେଡିକୁ ଉଠେଜିତ କରିବାର କାରଣ ହୋଇପାରେ । ଯାହାକି ସିଜେଡିକୁ ବଢାଇଥାଏ । ତେଣୁ ସର୍ବଦା ରକ୍ତଚାପ କୁ ୧୩o/୮୦ ମଧ୍ୟରେ ରଖୁବା ଉଚିତ ।

ସିକେଡି ସମୟରେ କେଉଁ ପ୍ରକ୍ରିୟା ସବୁଠାରୁ ଭଲ ରକ୍ତଚାପ ନିରୂପଣ କରିପାରେ ? ନିର୍ଦିଷ୍ଟ ସମୟାନୁସାରେ ଡାକ୍ତରଙ୍କ ପରାମର୍ଶ –

ରକ୍ତଚାପର ସ୍ଥିତି ଜାଣିବାରେ ସହାୟକ ହୋଇଥାଏ । ADOG 250 exo/To Q OA କି ଏକ ରକ୍ତଚାପ ମାପକ ଯନ୍ତ୍ର କିଣି ଘରେ ରଖ୍ ରହିବା ଉଚିତ । କ୍ରମାଗତ ଭାବେ ବ୍ୟବହାର କରି ରକ୍ତଚାପ ମାପିବା

ସବୁଠାରୁ ଉ0ମ ପ୍ରକ୍ରିୟା । ରକ୍ତଚାପର ଏକ ସୂଚି ତାଲିକା କ୍ରମାଗତ ଭାବେ ଲିଖୁତ କରିବା ଉଚିତ ଯାହାକି ଡାକ୍ତରଙ୍କୁ ଔଷଧର ମାତ୍ରା ଦେବା ସମୟରେ ନିର୍ଣାୟକ ହୋଇପାରିବ ।

ଡାଇୟୁରେଟିକ୍ ଔଷଧ କିପରି ସିକେଡି ରୋଗୀକୁ ସାହାଯ୍ୟ କରେ ?

ସିକେଡି ରୋଗୀଙ୍କର ପରିଶ୍ରାର ମାତ୍ରା କମିଲେ ରୋଗୀ ଫୁଲିବା ସହିତ ଅଣନିଶ୍ବାସୀ ହେବା ପ୍ରକ୍ରିୟାକୁ କମାଇ ଦେଇଥାଏ । ଏହା ମନେ ରଖୁବା ଗୁରୁତ୍ବପୂର୍ଣ ଯେ -ଏହି ଔଷଧ ପରିଶ୍ରାର ପରିମାଣ ବଢାଇଥାଏ କି ବୃକକ୍ ର କାର୍ଯ୍ୟକ୍ଷମତା କୁ ବଢାଇପାରେ ନାହିଁ ।

ସିକେଡି କ୍ଷେତ୍ରରେ ରକ୍ତହୀନତା କାହିଁକି ହୁଏ ଏବଂ ଏହାକୁ କିପରି ଚିକିତ୍ସା କରାଯିବ ?

ଯେତେବେଳେ ବୃକକ ଠିକ୍ ଭାବରେ କାର୍ଯ୍ୟକରେ ସେତେବେଳେ ଏକପ୍ରକାର ହରମୋନ ଉତ୍ପାଦିତ ହୋଇଥାଏ ଯାହାକୁ ଏରିଥ୍ରୋପ୍ରେଏଟିନ ଜୁହାଯାଏ । ଯାହାକି ବୋନ ମ୍ୟାରୋଳୁ ଉଠେଜିତ କରାଏ ଲୋହିତ ରକ୍ତ କଣିକା ତିଆରି କରିବାପାଇଁ । କି ସିକେଡି ସହିତ ବୃକକ କାର୍ଯ୍ୟକ୍ଷମତା କମିଗଲେ ଏରିଥ୍ରୋପ୍ରୋଟିନ୍ ଉତ୍ପାଦନ କମିଯାଏ, ଯାହାକି ରକ୍ତହୀନତା ସୃଷ୍ଟିକରେ ।

ସିକେଡି ସମୟରେ ରକ୍ତହୀନତାକୁ କମାଇବାପାଇଁ ୧ମ ପଦକ୍ଷେପ ହେଉଛି – ଲୋହଯୁକ୍ତ ବଟିକା,

ଭିଟାମିନସ୍ ଏବଂ ଶିରାରେ ଇଂଜେକସନ ନେବା । ମାତ୍ରାଧୁକ ରକ୍ତହୀନତା କିମା ଔଷଧ ଚିକିସ୍ଥାକୁ ଗ୍ରହଣ କରୁନଥୁବା ରକ୍ତହୀନତା, ସିକ୍ଲେଟିକ୍ ଏରିଥ୍ରୋପ୍ରୋଟିନ୍ ଇଞ୍ଜେକସନ୍ ଦରକାର କରେ, ଯାହାକି ବୋନ ମ୍ୟାରୋକୁ ଅମ୍ଳଜାନ ବହନକାରୀ ଲୋହିତ ରକ୍ତ କଣିକା ଉତ୍ପାଦନ କରିବାରେ ସାହାଯ୍ୟ କରେ । ଏରିଥ୍ରୋପ୍ରୋଟିନ ଇକେସନ ଏକ ସୁରକ୍ଷିତ, ପ୍ରଭାବଯୁକ୍ତ ଏବଂ ଅତ୍ୟ ଗ୍ରହଣଯୋଗ୍ୟ ଚିକିତ୍ସା ପଦ୍ଧତି ସିକେଡି କାରଣରୁ ହୋଇଥବା ରକ୍ତହୀନତା କୁ ଚିକିତ୍ସା କରିବା ପାଇଁ । କିନ୍ତୁ ସଂକ୍ରମଣର ବିପଦ ଓ ଆଲର୍ଜି ରିଆକସନ ସମୟରେ ଏହା ଏକ ଗ୍ରହଣଯୋଗ୍ୟ ପଦ୍ଧତି ନୁହେଁ ।

ସିକେଡି ସମୟରେ କାହିଁକି ରକ୍ତହୀନତା ଚିକିତ୍ସାର ଆବଶ୍ୟକତା ପଡେ ?

ଲୋହିତ ରକ୍ତ କଣିକା ଅମ୍ଳଜାନକୁ ଫୁସ୍‌ଫୁସ୍ ରୁ ନେଇ ଶରୀରର ବିଭିନ୍ନ ସ୍ଥାନରେ ପହଁଚାଇଥାଏ । ଯାହାକି ପ୍ରତିଦିନର କାର୍ଯ୍ୟଦକ୍ଷତାକୁ ବଡାଇବା ସନ୍ଦିତ ହୃଦୟକୁ ସୁସ୍ଥ ରଖୁଥାଏ । ରକ୍ତହୀନତା (କମ୍ ହିମୋଗ୍ଲୋବିନ୬ ସିକେଡି କ୍ଷେତ୍ରରେ ଦୁର୍ବଳତା, ଶିଥୁଳତା, କମ ବ୍ୟାୟାମ ଦକ୍ଷତା, ଅଣନିଶ୍ବାସୀ ହେବା, ହୃଦ ସ୍ପନ୍ଦନ ବୃଦ୍ଧି ପାଇବା, ଏକାଗ୍ରତାର ଅଭାବ ଘଟିବା, ଅସହ୍ୟଭାବ, ଥଣ୍ଡା ଧରିବା ଏବଂ ଛାତିରେ ଯନ୍ତ୍ରଣା ହେବାପରି ଅସୁସୁତା ମାନ ସୃଷ୍ଟି କରିଥାଏ । ସେଥଲାଗି ସମୟାନୁସାରେ ଏହାର ଉପଯୁକ୍ତ ଚିକିସ୍ଥା ଆବଶ୍ୟକ ହୋଇପଡିଥାଏ ।

ଆଧାର : Kidney Education Foundation

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate