অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୟସ୍କ ବ୍ୟକ୍ତିଏନକେ ପାଇଁ ବାଇପାସ୍ ସର୍ଜରୀ

ବୟସ୍କ ବ୍ୟକ୍ତିଏନକେ ପାଇଁ ବାଇପାସ୍ ସର୍ଜରୀ

ବାଇପାସ୍ ସର୍ଜରୀ

ଗଣନାରୁ ଜଣାଯାଏ ଯେ, ସାରା ବିଶ୍ଵର ପ୍ରାୟ ୮୦ ପ୍ରତିଶତ ବ୍ୟକ୍ତି ୭୦ରୁ ୮୦ ବର୍ଷ ମଧ୍ୟରେ ହାର୍ଟକରୋନାରୀ ଆର୍ଟୋରୀ ରୋଗରେ ପୀଡିତ, ଯାହା ଆନ୍ତର୍ଜାତିକ ବୟସ୍କ କାର୍ଡିଆକ୍ ସର୍ଜରୀ ଡାଟାବେସ୍ ଆଟେ । ଏହାପରେ ଧୀରେ ଧୀରେ ବୟସ ସୀମା ୬୫ ରୁ ୮୦ ଭିତରେ ସୀମିତ ରହେ । ୟୁକେରବ ୨୫୦୦୦ କରୋନାରୀ ଆର୍ଟୋରୀ ବାଇପାସ୍ ସର୍ଜରୀ ପ୍ରାୟ ୭୦ ବର୍ଷ ବୟସ ଲୋକଙ୍କାଠାରେ ଦେଖାଯାଇଛି । ଏହି ଆକଳନରୁ ସର୍ଜରୀ ବ୍ୟକ୍ତିବିଶେଷଷଙ୍କଠାରେ ଡାଇବେଟିସ୍ ମେଲିଟିଅସ୍ କ୍ରାନିକ ଅବଷ୍ଟ୍ରକଟିଭି ପଲମୋନାରୀ ରୋଗ ରେନାଲ ( କିଡନୀ) ରୋଗ କିମ୍ବା ଲେଫ୍ଟ ଭେଣ୍ଟିକୁଲାର ଡିସଫଙ୍କଶନ୍ ( ଏଲଭି) ଏବଂ ବଂଶାନୁକ୍ରମିକ ରୋଗରୁ ହିଁ ଦେଖାଦେଇଥାଏ ।

ରକ୍ତନଳୀ ବା ଧମନୀରେ ପ୍ରବାହିତ ରକ୍ତ କିମ୍ବା ଏହା ଭିତର ପାର୍ଶ୍ଵ ବିଭିନ୍ନ ଲିପିଡ଼ ଓ କ୍ୟାଲସିୟମ ଜମା ହେବା ଫଳରେ ଆର୍ଟେରୀଗୁଡିକ କ୍ଷୀଣ ଓ ପତଳା ହୋଇଯାଏ ଏବଂ ହାର୍ଟକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇ ହାର୍ଟ ଆଟାକ୍ କରାଇଥାଏ । ଏଥିରେ ରୋଗୀର ଷ୍ଟେଣ୍ଟିଙ୍ଗ କିମ୍ବା ସର୍ଜରୀ କରାଯାଇଥାଏ । ସର୍ଜରୀ କରିବା ପୂର୍ବରୁ କେତେଗୁଡିକ ଟେଷ୍ଟ ଯଥା – ରୋଗୀର ବ୍ଲଡ୍ ସୁଗାରବ୍ଲଡ୍ ପ୍ରେସର, ଇଏଫ ( ହୃତପିଣ୍ଡର ଗତି/ ବିଟ୍) ଇତ୍ୟାଦି ଦେଖାଯାଇଥାଏ । ଯେତେବେଳେ ପରୁକ୍ୟଟାନିୟାନ୍ସ କରାନାରୀ ଇଣ୍ଟରଭେନସନ୍ ଫେଲ ମାରେ ବା ରୋଗୀରେ ଷ୍ଟେଣ୍ଡିଙ୍ଗ ସମ୍ଭବ ନ ହେଲେ ବାଇପାସ୍ ସର୍ଜରୀ ପାଇଁ ଧାର୍ଯ୍ୟ କରାଯାଇଥାଏ । ତାହା ପରେ ଏହି ପ୍ରାଇଲାସ୍ ଶ୍ରାଫ୍ ଟିନୀ ସର୍ଜରୀ କରାଯାଏ ।

ଯେପରି – ଅତ୍ୟଧିକ ଷ୍ଟେମ୍ ମେନ୍ ଆର୍ଟେରୀରେ ହେଲେ ( ଏଲଏମଏସ) ଡିଜିଜ୍

  • ୭୦% ଜମାଟ ଯଦି ପ୍ରୋସ୍କିମାଳ ବାମ ଆର୍ଟେରୀରେ ଥିଲେ
  • ୩ଟି ଯାକ ଭେସେଲ ବା ଧମନୀରେ ୮୦-୯୦ ବନ୍ଧ ହୋଇ ଥିଲେ
  • କିମ୍ବା ୨ଟି ଭେସେଲ ରୋଗ ଥାଇ କ୍ୟାଡରେ ଜମାଟ ଥିବା । ଲେଫ୍ଟ ଭେଣ୍ଟିକୁଲାର ଇଜେକସନ୍ ଫ୍ରାକସନ୍ ଯଦି ୫୦% ରୁ କମ୍ ଥିବ ।
  • ଅସହ୍ୟ ଛାତିରେ ପନ୍ତ୍ରଣା ଏବଂ ଶରୀରର ଗୋଟେ ଜାଗାରୁ ଅନ୍ୟ ଏକ ଜାଗାକୁ ବ୍ୟାପିବା ସଙ୍ଗେସଙ୍ଗେ ଏସଟି ଇଲେଭେସନ୍ ଏମଆଇ ସଙ୍ଗେକୁ ଲ୍ୟାଡ୍ ( ସେନ୍ ଆର୍ଟୋରୀ ରୋଗ) ଇତ୍ୟାଦି ଥିଲେ ।

ଉପରୋକ୍ତ ଜଟିଳ ପରିସ୍ଥିତି ଥିଲେ ରୋଗୀକୁ ସମୟ ଧାର୍ଯ୍ୟ କରାଯାଇ ବାଇପାସ୍ ସର୍ଜରୀ କରାଯାଏ । ଅଫ୍ ପମ୍ପ କରୋନାରୀ ଆର୍ଟୋରୀ ସାହାଯ୍ୟରେ ବାଇପାସ୍ ସର୍ଜରୀ- ଅଫ୍ ପମ୍ପ ବାଇପାସ୍ ସର୍ଜରୀ ( ଓପିସିଏବି ) ହେଲା ବର୍ତ୍ତମାନ ପ୍ରଚଳିତ ପଦ୍ଧତି, ଯାହାକି ଶରୀର ଭିତରେ ଥିବା ହାର୍ଟ ଚାଳନା ସମୟରେ ହୋଇଥାଏ । ଏହି ଅଫ୍ ପମ୍ପ ସଜାରି ଦ୍ଵାରା ରୋଗୀର ହାର୍ଟ ବହୁଦିନ ଧରି ସବଳ ରହିଥାଏ । ସାଧାରଣ ବାଇପାସ ସର୍ଜରୀ ପରେ ଗୋରୀର ମାନସିକ ସ୍ମରଣଶକ୍ତି ଚାଲିଯିବାର ଆଶଙ୍କା ଥାଏ । କିନ୍ତୁ ଏହି ସର୍ଜରୀରେ ସେହିପରି ଭୟ କିଛି ନ ଥାଏ । ପୂର୍ବରୁ ଏଥିପାଇଁ ହାର୍ଟ ଲଙ୍ଗ ମେଶିନ୍ ର ଆବଶ୍ୟକତା ରହିଥିଲା । କେତେକ କ୍ଷେତ୍ରରେ ଯେପରି କି ସ୍ତ୍ରୀ ରୋଗ, ବହୁଦିନ ଧରି ମଧୁମେହ ରୋଗରେ ଆକ୍ରାନ୍ତ ଉଚ୍ଚ ରକ୍ତଚାପ ପୀଡିତ ରୋଗୀ ମେଡ ବହୁଳତା ଦେଖାଦେଇଥିବା ବ୍ୟକ୍ତିବିଶେଷ, ବୟସ୍କ ବ୍ୟକ୍ତିବ ବହୁଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଏବଂ ଫୁସ୍ ଫୁସ୍ ରୋଗୀଙ୍କର ଏହି ସର୍ଜରୀ  ରିସ୍କ ବା ଜୀବନ ପ୍ରତି ବିପଦ ଥାଏ । ଅପରେଶନ୍ ପରେ ଏମାନେ ସାଧାରଣତଃ ସ୍ଵାଭାବିକ ବ୍ୟକ୍ତିଙ୍କଠାରୁ ସ୍ୱାସ୍ଥ୍ୟ ଲାଭ ପାଇଁ ଅଧିକ ସମୟ ନେଇଥାନ୍ତି । କାରଣ ଏମାନେ ଅପରେଶନ୍ ପରେ ଅଧିକ କେୟାର ଆବଶ୍ୟକ କରିଥାନ୍ତି ।

ଆପରେଶନ୍ ପରେ ଆରୋଗ୍ୟ ଲାଭ-

ଅପରେଶନ୍ ପରେ ୫ରୁ ୭ଦିନ ହସପିଟାଲରେ ରହିଲା ପରେ ଆଇସିୟୁରେ ରହି ରୋଗୀର ସମସ୍ତ ଗତିବିଧି ଲକ୍ଷ୍ୟ କରି ହସପିଟାଳରୁ ଡିସଚାର୍ଜ କରାଯାଇଥାଏ । ଅପରେଶନ୍ ପରେ ରୋଗୀକୁ କୃତ୍ରିମ ଟ୍ୟୁବ୍ ସାହାଯ୍ୟରେ ନିଃଶ୍ଵାସ ତଥା ଭେଣ୍ଟିଲେଟରେ ନିଃଶ୍ଵାସପ୍ରଶ୍ଵାସ କରାଯାଇଥାଏ । ଏକ ମୁତ୍ର ଟ୍ୟୁବ୍ ( ୟୁରିନାରୀ କ୍ୟାଥେଟର) ସାହାଯ୍ୟରେ ପରିସ୍ରା ନିଷ୍କାସନ କରାଯାଏ ଏବଂ ଇଞ୍ଜେକଶନ୍ ରୋଗୀର ଶରୀରକୁ ପଠାଯାଇଥାଏ । ଯେପରି କି ଥରକୁଥର ପଳାସ୍ ଶରୀରର ଉକ୍ଷ୍ମତା ହାର୍ଟବିଟିଙ୍ଗ ରେଟ୍ ବ୍ଲଡ୍ ପ୍ରେସର ଇତ୍ୟାଦିକୁ ମିନିଟରିଂ କରାଯାଇଥାଏ ।

ଅପରେଶନର ୧୨ରୁ ୨୪ଘଣ୍ଟା ଅତି ଗୁରୁତ୍ଵପୂର୍ଣ୍ଣ ତା’ପରେ ରୋଗୀର ଧୀରେ ଧୀରେ ଚେତା ଆସିଲେ ତାଙ୍କୁ ବିଭିନ୍ନ କାର୍ଯ୍ୟରେ ନିଯୋଜିତ କରାଯାଇଥାଏ । ଯଥା ସ୍ପାଇରୋମେଟ୍ରି । ତିନୋଟି ବଳକୁ ଫୁଙ୍କି ଉପରକୁ ଉଠାଇବାର ବ୍ୟାୟାମ ଫିଜିଓ ଥେରାପି ଆଦି ରୋଗୀକୁ ଦିଆଯାଇଥିବା ଉଚ୍ଚ ଆଣ୍ଟିବାୟୋଟିକ୍ ସାହାଯ୍ୟରେ ଛାତିର କଟିଥିବା କ୍ଷତ ଧୀରେ ଧୀରେ ଶୁଖିଥାଏ । ସର୍ଜରୀ ଦୁଇସପ୍ତାହ ପରେ ହୃଦଶଲ୍ୟ ଚିକିତ୍ସାକଙ୍କ ପରାମର୍ଶରେ ବାକି ଷ୍ଟିଚଗୁଡିକ ଖୋଲିନେଇ ଭଲଭାବରେ ବ୍ୟାଣ୍ଡେଜ୍ କରି ଦିଆଯାଇଥାଏ । ଯାହାଫଳରେ ରୋଗୀ ତା’ର ଛୋଟମୋଟ କାମ କରିବାରେ ସମର୍ଥ ହୋଇଥାଏ ।

ଅପରେଶନ ପରେ ରୋଗୀକୁ ଭୋକ ନ ଲାଗିବା ବା ଖାଦ୍ୟ ଖାଇବାର ଆଗ୍ରହ କମିଯିବା,ଗୋଡ ( ଯେଉଁ ଗୋଡରୁ ଭେନ୍ କଟାହୋଇ ନିଆଯାଇଥାଏ) ଫୁଲିବାର ଆଶଙ୍କା ରହିଥାଏ । ରାତିରେ ନିଦ ନ ଲାଗିବା ବା ବାରମ୍ବାର ନିଦ୍ରା ଭାଙ୍ଗିବା, ଝାଡା ସଫା ନ ହେବା, ମନ ଉଦାସୀନ ଆରଏଏଚଆଇବିଏଏ ଇତ୍ୟାଦି ସମସ୍ୟା ଦେଖାଦେଇଥାଏ ।

ଆଧାର  : ସ୍ଵାସ୍ଥ୍ୟ ବିଭାଗ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate