ସେଆର କରନ୍ତୁ

ରୋଗ

ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।

ଥୈଲାସିମିଆ
ଥୈଲାସିମିଆ ଏକ ବଂଶଗତ ରକ୍ତଜନିତ ରୋଗ ଅଟେ।
ଯୌନ ସ୍ୱାସ୍ଥ୍ୟ
ଯୌନ ସ୍ୱାସ୍ଥ୍ୟ କଣ ସେ ସମ୍ବନ୍ଧିତ ତଥ୍ୟ ।
ଯୌନକ୍ରିୟାର ସମସ୍ୟା
ଯୌନକ୍ରିୟାର ସମସ୍ୟା ସମ୍ବନ୍ଧିତ ତଥ୍ୟ ।
ହେମୋଫିଲିଆ
ହେମୋଫିଲିଆ କାରଣ , ନିରାକରଣ
କମ୍ପବାତର ଲକ୍ଷଣ ଓ ଚିକିତ୍ସା
କମ୍ପବାତର ଲକ୍ଷଣ ଓ ଚିକିତ୍ସା ବିଷୟରେ ସୂଚନା
ଲିଭର ସିରୋସିସ୍
ମଣିଷର ଯକୃତ ଜନିତ ମାରାତ୍ମକ ରୋଗ ଭାବେ ଲିଭର ସିରୋସିସ୍ ପରିଚିତ ।
କାନକୁ ନ ଶୁଭିଲେ
ବୟସ୍କ ଲୋକଙ୍କ ମଧ୍ୟରୁ ଶହେରେ ଦଶ ଜଣଙ୍କ କାନକୁ ଭଲ ଶୁଭେ ନାହିଁ।
କ୍ଷେତ୍ରୀୟ ନିଶ୍ଚେତକ
ଶରୀରର କୌଣସି ଅଂଶକୁ ବଧିରା କରିବା ପାଇଁ ପ୍ରାୟତଃ କ୍ଷେତ୍ରୀୟ ନିଶ୍ଚେତକର ଉପଯୋଗ କରାଯାଏ।
ମୁଣ୍ଡବିନ୍ଧାକୁ ହେଳା କରନ୍ତୁନି
ମୁଣ୍ଡବିନ୍ଧା ଏକ ସାଧାରଣ ଲକ୍ଷଣ ।
କୃମିକଷ୍ଟରୁ ମୁକ୍ତି
ପେଟରେ ଥିବା ଆମାଶୟ ଏବଂ ଅନେକ ଦୋଷରେ କୃମିର ଭୂମିକା ରହିଥାଏ ।
ନେବିଗତିଓଂ
Back to top