ସେଆର କରନ୍ତୁ

ରୋଗ

ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।

ନିଦ୍ରାହୀନତା
ନିଦ୍ରାହୀନତା ବିଷୟରେ ସୂଚନା
ଦନ୍ତ ଓ ମୁଖଗହ୍ୱର ଯତ୍ନ ପାଇଁ ଉପାୟ
ମୁଖ ଗହ୍ୱର ଯତ୍ନରେ ଅବହେଳା ଯୋଗୁ ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ।
ଲାପାରୋସ୍କୋପିକ ହାର୍ନିଆ ମରାମତି
ଲାପାରୋସେସ୍କାପ ନାମକ ଯନ୍ତ୍ରକୁ ବ୍ୟବହାର କରି ଲାପାରୋସ୍କୋପିକ ଜୀଘସନ୍ଧି ହାର୍ନିଆ ମରାମତି କରାଯାଏ ।
କର୍କଟ ରୋଗ
କର୍କଟ ରୋଗ ସମ୍ବନ୍ଧୀତ ସୂଚନା ।
ଆର୍ଥୋଇଟିସ
ଆର୍ଥୋଇଟିସ ରୋଗ ବିଷୟରେ ସୂଚନା
ଜାପାନୀଜ୍ ଏନସେଫାଲାଇଟିସ୍ କାରଣ ଓ ନିରାକରଣ
ଜାପାନିଜ୍ ଜ୍ଵର/ ଜାପାନିଜ୍ ଏନସେଫାଲାଇଟିସ୍ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ ।
ଏଡସ୍
ଆଧୁନିକ ସମାଜରେ ବହୁ ନୂଆ ରୋଗ ଏବଂ ସଂକ୍ରମଣ ମଧ୍ୟରୁ ପ୍ରଥମଥର ପାଇଁ ଏଚଆଇଭି/ ଏଡସ ସଂକ୍ରମଣ ପ୍ରତି ସାମାଜିକ ସଚେତନାତା ଜରୁରୀ ।
ବାର୍ଡ଼ ଫ୍ଲୁ ସତର୍କତା
କୁକୁଡାଙ୍କଠାରେ ବାର୍ଡ଼ ଫ୍ଲୁ ସତର୍କତା ପାଇଁ ଅଭିଯାନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ରକ୍ତଦାନ ପୂର୍ବରୁ ଓ ପରେ
ରକ୍ତଦାନ କରୁଥିବା ବ୍ୟକ୍ତି ରୋଗୀର ଯଥେଷ୍ଟ ଉପକାର କରିବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ଉପକୃତ ହୋଇଥାଏ ।
କାଶ, ଶ୍ଵାସ ଓ ଦମା
ଫୁସ୍‌ଫୁସ୍ ଜନିତ ରୋଗ ସମ୍ବନ୍ଧରେ ସୂଚନା ।
ନେବିଗତିଓଂ
Back to top