ସେଆର କରନ୍ତୁ

ରୋଗ

ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।

ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ
ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ କେତୋଟି ପ୍ରଶ୍ନ ଓ ଉତ୍ତର ସୂଚନା ।
କୋଷ୍ଠବଦ୍ଧତା: ଶହେ ରୋଗର କାରଣ
ଆଧୁନିକ ଜୀବନ ଶୈଳୀ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଛି । ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ ।
ଖାଦ୍ୟନଳୀ ରକ୍ତସ୍ରାବ
ଖାଦ୍ୟନଳୀ ରକ୍ତସ୍ରାବ ପାଟିରୁ ଆରମ୍ଭ କରି ମଳାଶୟ ପର୍ଯ୍ୟନ୍ତ ଖାଦ୍ୟନଳୀର ଯେ କୌଣସି ସ୍ଥାନରୁ ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ ।
ସ୍ଵାଇନ୍ ଫ୍ଲୁ ସତର୍କତା
ସ୍ୱାଇନ୍ ସାଧାରଣତଃ ଇନ୍‌ଫ୍ଲୁଏଞ୍ଜା ପରି ଏକ ସାଧାରଣ ଥଣ୍ଡା ରୋଗ ସେ ସମ୍ବନ୍ଧରେ ସୂଚନା ।
ମାଇଗ୍ରେନ
ମାଇଗ୍ରେନଜନିତ ମୁଣ୍ଡବିନ୍ଧା ସମ୍ବନ୍ଧରେ ସୂଚନା ।
ଗାଉଟ୍ ରୋଗ
ଗାଉଟ୍ ରୋଗ କଣ ଏବଂ ଚିକିତ୍ସା ବିଷୟରେ ସୂଚନା ।
କଣନଖା
କଣନଖା ହେଉଛି ହାତ ଓ ଗୋଡ ନଖର ଏକ ଅତି ସାଧାରଣ ରୋଗ । ବିଷୟରେ ସୂଚନା ।
କରୋନା ଭୂତାଣୁ
କାର୍ଯ୍ୟସ୍ଥଳୀରେ କରୋନା ଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ମାର୍ଗଦର୍ଶିକା
ନୋଭେଲ କରୋନା ଭାଇରସ (କୋଭିଡ଼-୧୯)
ନୋଭେଲ କରୋନା ଭାଇରସ (କୋଭିଡ଼-୧୯) କିପରି ବ୍ୟାପେ, ମାସ୍କର ବ୍ୟବହାର ଏବଂ ସାବଧାନତା ବିଷୟରେ ସୂଚନା ।
ନେବିଗତିଓଂ
Back to top