অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଗ

ରୋଗ

  • ଅଜଣା ମୃତ୍ୟୁଦୂତ ଇବୋଲା
  • ଏଭଳି ଏକ ଭାଇରସ ଜନିତ ରୋଗର ପ୍ରମୁଖ ବାହକ ବାଦୁଡ଼ି ବୋଲି ଡାକ୍ତର ଓ ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି।

  • ଅଧକପାଳି
  • ଅଧକପାଳି ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମଧ୍ୟମ ବା ତୀବ୍ର ମୁଣ୍ଡବଥା ହୁଏ

  • ଅଷ୍ଟିଓଆର୍ଥ୍ରାଇଟିସ
  • ଅଷ୍ଟିଓଆର୍ଥ୍ରାଇଟିସ୍‌ର ପ୍ରଭାବରେ ଶରୀରର ସମସ୍ତ ଗଣ୍ଠିସ୍ଥାନ

  • ଅସ୍ଥି ଭଗ୍ନ
  • ଅସ୍ଥି ଭଗ୍ନ ଶବ୍ଦଟିକୁ କଥିତ ଓଡ଼ିଆରେ ହାଡ ଭଙ୍ଗା କୁହାଯାଏ ।

  • ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍
  • ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକ ପ୍ରକାର ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ଯାହାକି ମେରୁଦଣ୍ଡ ହାଡ ଓ ଏହାର ପାଖାପାଖି ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ ।

  • ଆଜ୍‌ମା
  • ଆଜମା ରୋଗ ଶ୍ଵାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ଵାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ ।

  • ଆନ୍ଥ୍ରାକ୍ସ
  • ଆନ୍ଥ୍ରାକ୍ସ ରୋଗ ବ୍ୟାସିଲସ୍ ଅନନ୍ଥ୍ରାସିସ୍ (Bacillus anthracis) ନାମକ ଏକ ଜୀବାଣୁଦ୍ୱାରା ହୁଏ ।

  • ଆପେଣ୍ଡିସାଇଟିସ
  • ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ‘ଆପେଣ୍ଡିକ୍ସ’ର ପ୍ରଦାହ ରୋଗକୁ ବୁଝାଏ ।

  • ଆର୍ଥୋଇଟିସ
  • ଆର୍ଥୋଇଟିସ ରୋଗ ବିଷୟରେ ସୂଚନା

  • ଉଚ୍ଚ ରକ୍ତଚାପ
  • ଉଚ୍ଚ ରକ୍ତ ଚାପ ଏକ ପ୍ରାଣଘାତି ରୋଗ ଏଥି ପାଇଁ ପ୍ରତିକାର ବ୍ୟବସ୍ଥା ସହ ସାବଧାନତା ଅବଲମ୍ବନ ନକଲେ ବ୍ୟକ୍ତି ମୃତ୍ୟ ମୁଖରେ ପଡିବାର ଆଶଙ୍କା ଥାଏ।

  • ଏଡସ୍
  • ଆଧୁନିକ ସମାଜରେ ବହୁ ନୂଆ ରୋଗ ଏବଂ ସଂକ୍ରମଣ ମଧ୍ୟରୁ ପ୍ରଥମଥର ପାଇଁ ଏଚଆଇଭି/ ଏଡସ ସଂକ୍ରମଣ ପ୍ରତି ସାମାଜିକ ସଚେତନାତା ଜରୁରୀ ।

  • କମ୍ପବାତର ଲକ୍ଷଣ ଓ ଚିକିତ୍ସା
  • କମ୍ପବାତର ଲକ୍ଷଣ ଓ ଚିକିତ୍ସା ବିଷୟରେ ସୂଚନା

  • କର୍କଟ ରୋଗ
  • କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ ରୋଗ ଯେଉଁଥିରେ କୋଷ ମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ, ଏଥିପାଇଁ ସଚେତନତା ଆବଶ୍ୟକ ।

  • କର୍କଟ ରୋଗ
  • କର୍କଟ ରୋଗ ସମ୍ବନ୍ଧୀତ ସୂଚନା ।

  • କାଛୁ
  • କାଛୁ ବା ସାତ ବର୍ଷିଆ ଗଲୁ ଏକ ଚର୍ମ ସଂକ୍ରମଣ ଯାହା ସାର୍କୋପ୍ଟେସ ସ୍କାବି ନାମକ ଉକୁଣି ଜାତୀୟ ଜୀବର ସଂକ୍ରମଣ ଯୋଗୁ ହୁଏ ।

  • କାନକୁ ନ ଶୁଭିଲେ
  • ବୟସ୍କ ଲୋକଙ୍କ ମଧ୍ୟରୁ ଶହେରେ ଦଶ ଜଣଙ୍କ କାନକୁ ଭଲ ଶୁଭେ ନାହିଁ।

  • କାଶ, ଶ୍ଵାସ ଓ ଦମା
  • ଫୁସ୍‌ଫୁସ୍ ଜନିତ ରୋଗ ସମ୍ବନ୍ଧରେ ସୂଚନା ।

  • କିଡନି ଷ୍ଟୋନ୍
  • କିଡନି ଷ୍ଟୋନ୍ ବହୁ ପୁରାତନ କାଳରୁ ମଣିଷକୁ ଜାଣିଥିବା ଏକ ରୋଗ ।

  • କିଡନୀ ଖରାପ ହେବାର କାରଣ କ’ଣ?
  • କିଡନୀ ଖରାପ ହେବାର କାରଣ ବିଷୟରେ ପ୍ରଶ୍ନ ଓ ଉତ୍ତର

  • କୁଷ୍ଠ ରୋଗ
  • କୁଷ୍ଠ ରୋଗ ଏକ ସଂକ୍ରମିତ ରୋଗ ଅଟେ । ସେ ସମ୍ବନ୍ଧରେ ସୂଚନା ।

  • କୃମିକଷ୍ଟରୁ ମୁକ୍ତି
  • ପେଟରେ ଥିବା ଆମାଶୟ ଏବଂ ଅନେକ ଦୋଷରେ କୃମିର ଭୂମିକା ରହିଥାଏ ।

  • କୋମା
  • କୋମା ସମ୍ବନ୍ଧୀୟ ସୂଚନା

  • କୋଷ୍ଠବଦ୍ଧତା: ଶହେ ରୋଗର କାରଣ
  • ଆଧୁନିକ ଜୀବନ ଶୈଳୀ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଛି । ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ ।

  • କ୍ଷେତ୍ରୀୟ ନିଶ୍ଚେତକ
  • ଶରୀରର କୌଣସି ଅଂଶକୁ ବଧିରା କରିବା ପାଇଁ ପ୍ରାୟତଃ କ୍ଷେତ୍ରୀୟ ନିଶ୍ଚେତକର ଉପଯୋଗ କରାଯାଏ।

  • ଖାଦ୍ୟନଳୀ ରକ୍ତସ୍ରାବ
  • ଖାଦ୍ୟନଳୀ ରକ୍ତସ୍ରାବ ପାଟିରୁ ଆରମ୍ଭ କରି ମଳାଶୟ ପର୍ଯ୍ୟନ୍ତ ଖାଦ୍ୟନଳୀର ଯେ କୌଣସି ସ୍ଥାନରୁ ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ ।

  • ଗଣ୍ଠିବାତ
  • ଆଣ୍ଠୁଗଣ୍ଠି ବା ଅଣ୍ଟାରେ ଯନ୍ତ୍ରଣା ଏବେ ବହୁଳ ଭାବେ ଦେଖାଯାଉଛି । ଏହାକୁ ସାଧାରଣରେ ଗଣ୍ଠିବାତ ବୋଲି କୁହାଯାଏ

  • ଗଳଗ୍ରନ୍ଥି ରୋଗ
  • ଶରୀର ରୋଗର ଘର । ମୁଣ୍ଡରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ସର୍ବଦା ଯତ୍ନ ନିଆଯିବ ଦରକାର । ତେବେ ନିହାତି ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବେ ଗଳଗ୍ରନ୍ଥୀକୁ ନିଆଯାଇପାରେ ।

  • ଗାଲୁଆ
  • ଗାଲୁଆ ଏକ ଭୂତାଣୁ ଜନିତ ରୋଗ ଯାହା ମମ୍ପ୍‌ସ ଭୁତାଣୁ ଯୋଗୁ ହୁଏ ।

  • ଜଣ୍ଡିସ୍
  • ଜଣ୍ଡିସ୍ ରୋଗର କାରଣ ଲକ୍ଷଣ ଏବଂ ନିରାକରଣ ସମ୍ବନ୍ଧରେ ସୂଚନା।

  • ଜାପାନୀଜ୍ ଏନସେଫାଲାଇଟିସ୍ କାରଣ ଓ ନିରାକରଣ
  • ଜାପାନିଜ୍ ଜ୍ଵର/ ଜାପାନିଜ୍ ଏନସେଫାଲାଇଟିସ୍ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate