অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭାବସ୍ଥା ରେ ସ୍ଵାସ୍ଥ୍ୟ

ଗର୍ଭାବସ୍ଥା ରେ ସ୍ଵାସ୍ଥ୍ୟ

  • ଗର୍ଭବତୀ ଓ ସ୍ଵାଇନଫ୍ଲୁ
  • ଗର୍ଭବତ ସମୟରେ ସ୍ଵାଇନଫ୍ଲୁ

  • ଚାପରେ କାମ କରୁଥିବା ମହିଳାଙ୍କୁ ହୃଦଘାତ ଆଶଙ୍କା ଅଧିକ
  • ଅଫିସ ଚାପରେ କାମ କରୁଥିବା ମହିଳାଙ୍କୁ ହୃଦଘାତ ଆଶଙ୍କା ଅଧିକ ।

  • ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ଖାଦ୍ୟ ପ୍ରଦର୍ଶନ ନିର୍ଦ୍ଦେଶାବଳୀ
  • ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ଖାଦ୍ୟ ପ୍ରଦର୍ଶନ ନିମନ୍ତେ ନିର୍ଦ୍ଦେଶାବଳୀ ସମ୍ବନ୍ଧିତ ତଥ୍ୟ ।

  • ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ନିଦାନ କୌଶଳ
  • ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ନିଦାନ କୌଶଳ ସମ୍ବନ୍ଧୀୟ ସୂଚନା ।

  • ଗର୍ଭଧାରଣ ସମୟରେ କ’ଣ ଖାଇବେ?
  • ଗର୍ଭଧାରଣ ସମୟରେ ମହିଳାମାନଙ୍କ ଭୋକ ବଢ଼ିବା ସହ ବିଭିନ୍ନ ଖାଦ୍ୟ ପ୍ରତି ଲାଳସା ବଢ଼େ। ତେବେ ଏହି ସମୟରେ କ’ଣ ଖାଇବେ ଜାଣନ୍ତୁ ।

  • ଗର୍ଭାବସ୍ଥା
  • ଗର୍ଭାବସ୍ଥା ହେଉଛି ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ ।

  • ଗର୍ଭାବସ୍ଥାରେ ଯକ୍ଷ୍ମାରୋଗ
  • ମହିଳାମାନଙ୍କ ଗର୍ଭାବସ୍ଥାରେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇଥାନ୍ତି ବା ଯକ୍ଷ୍ମାରୋଗ ସହ ଗର୍ଭଧାରଣ କରିଥାନ୍ତି ।

  • ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ
  • ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ ରହିବା ଖୁବ୍ ବିପଦ ଜନକ । ଏହା ଉଭୟ ମା’ ଗର୍ଭସ୍ଥ ଶିଶୁର କ୍ଷତି କରିଥାଏ । ସେ ସମ୍ବନ୍ଧିତ ତଥ୍ୟ ।

  • ଗର୍ଭାବସ୍ଥାରେ ଡାଇବେଟିସ୍
  • ଗର୍ଭାବସ୍ଥାରେ ସମୟରେ ଡାଇବେଟିସ୍ ହେଲେ କିପରି ଚିହ୍ନଟ କରିବେ ସେ ସମ୍ବନ୍ଧିତ ସୂଚନା ।

  • ଗର୍ଭାବସ୍ଥାରେ ନବରାତ୍ରି ବ୍ରତ କରୁଛନ୍ତି କି ଜାଣନ୍ତୁ କେମିତି ସାବଧାନତା ଅବଲମ୍ବନ କରିବେ
  • ଗର୍ଭାବସ୍ଥାରେ ନବରାତ୍ରି ବ୍ରତ କରୁଛନ୍ତି କି ଜାଣନ୍ତୁ କେମିତି ସାବଧାନତା ଅବଲମ୍ବନ କରିବେ

  • ଗର୍ଭାବସ୍ଥାରେ ପ୍ରଥମ ତିନି ମାସରେ ଖାଦ୍ୟ ପରାମର୍ଶ
  • ଗର୍ଭାବସ୍ଥା ସମୟରେ ପ୍ରତ୍ୟେକ ମହିଳାଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।

  • ଗର୍ଭାବସ୍ଥାରେ ମ୍ୟାଲେରିଆ
  • ମ୍ୟାଲେରିଆ ବିଶେଷକରି ଗର୍ଭାବସ୍ଥାରେ ଖୁବ୍ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ ।ଗର୍ଭାବସ୍ଥାରେ ମ୍ୟାଲେରିଆର କିପରି ଉପଚାର କରିବେ ସେ ସମ୍ବନ୍ଧିତ ତଥ୍ୟ ।

  • ଗର୍ଭାବସ୍ଥାରେ ଶିଶୁର ବିକାଶ
  • ଗର୍ଭାବସ୍ଥାରେ ଶିଶୁର ବିକାଶ ସମ୍ପର୍କରେ ସୂଚନା ଏଠାରେ ଉପଲବ୍ଧ ।

  • ଗର୍ଭାଶୟରେ ଟ୍ୟୁମର
  • ମହିଳାମାନଙ୍କ ଗର୍ଭାଶୟ ଭିତରେ ଅବା ବାହାରେ ମାଂସପିଣ୍ଡୁଳା ବଢ଼ିବାକୁ କୁହାଯାଏ ଗର୍ଭାଶୟରେ ଟ୍ୟୁମର୍।

  • ଜନ୍ମ ନିରୋଧ
  • ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ଵାରା ଗର୍ଭ ନିରୋଧ କରାଯାଏ । ସେ ସମ୍ବନ୍ଧିତ ସୂଚନା ।

  • ଟେଷ୍ଟଟ୍ୟୁବ୍ ବେବି
  • ଯଦି ସ୍ଵାଭାବିକ ପ୍ରକ୍ରିୟାରେ ମହିଳା ଜଣକ ଗର୍ଭଧରଣ ନ କରିପାରନ୍ତି, ତେବେ ଟେଷ୍ଟଟ୍ୟୁବ୍ ବେବି ତାହାର ସମାଧାନ ବାଟ ହୋଇପାରିଛି ।

  • ତମାଖୁ ସେବନ ଓ ମହିଳାଙ୍କ ସ୍ୱାସ୍ଥ୍ୟ
  • ଧୂମପାନ କରୁଥିବା ମହିଳାମାନେ କ୍ରନିକ୍ ଶ୍ଵାସଜନିତ ରୋଗ ଯଥା ଏଫିସିମା ବ୍ରୋଙ୍କାଇଟିସ୍ ଓ ଫୁସ୍ ଫୁସ୍ ଜନିତ ରୋଗ ବେଶି ଭୋଗିଥାନ୍ତି ।

  • ନିରାପଦ ମାତୃତ୍ଵ
  • ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରସବ ଓ ପ୍ରସବ ପରବର୍ତ୍ତୀ ଚିକିତ୍ସା ସୁବିଧା ପାଇବା ସହିତ ଗର୍ଭବତୀ ନାରୀ ସୁସ୍ଥ ରହିବା ଅର୍ଥ ହେଉଛି ନିରାପଦ ମାତୃତ୍ଵ ।

  • ପ୍ରସବ ପରେ ଘିଅ ଖାଇବା ଜରୁରୀ
  • ଗର୍ଭଧରଣ ବେଳେ ଫଳ, ପୁଷ୍ଟିସାର ଆହାର ଖାଇବା ପାଇଁ କୁହାଯାଇଥାଏ । ଏହାସହ ଡାକ୍ତର ମାନେ ପ୍ରସବ ପରେ ଦେଶୀ ଘିଅ ଖାଇବା ପାଇଁ ମଧ୍ୟ କହିଥାନ୍ତି ।

  • ଫିଟ୍ ରହିବେ ମା’
  • ସ୍ୱାସ୍ଥ୍ୟ ଟିପ୍ ଯାହାକୁ ଆପଣେଇ ଜଣେ ମା’ ନିଜକୁ କେବଳ ଆକ୍ଟିଭ ତଥା ଫିଟ୍ ରହିବେ ।

  • ବର୍ଷାଦିନେ ଗର୍ଭବତୀ ସୁସ୍ଥ ରହିବାର ଉପାୟ
  • ଗ୍ରୀଷ୍ମ ଓ ଶୀତ ଦିନ ଅପେକ୍ଷା ବର୍ଷା ଦିନର ଜଳବାୟୁବହୁତ ଲଭ ଲାଗେ । ହେଲେ ଏହି ଦିନ ଗର୍ଭାବତୀଙ୍କ ପାଇଁ କିଛି ସମସ୍ୟାର କାରଣ ହୋଇଥାଏ ।

  • ବିବାହ ପରେ କାହିଁକି ବଢ଼େ ମହିଳାଙ୍କ ଓଜନ
  • ବିବାହ ପରେ କାହିଁକି ବଢ଼େ ମହିଳାଙ୍କ ଓଜନ ସେ ସମ୍ବନ୍ଧିତ ସୂଚନା ।

  • ବିବାହିତ ଦମ୍ପତିଙ୍କର ସନ୍ତାନ ନ ହେବାର କାରଣ ଓ ନିରାକରଣ
  • ସମସ୍ତ ସୁଖସୁବିଧା ଥାଇ ଯଦି ସନ୍ତାନଟିଏ ନ ହେଲା ତେବେ ବଂଶରକ୍ଷାଠାରୁ ଆରମ୍ଭ କରି ଜୀବନର ପୂର୍ଣ୍ଣତା ଓ ସାମାଜିକ ସ୍ଥିତି ନିନ୍ଦନୀୟ ହୋଇପଡେ ।

  • ମହିଳା ଓ ଧୂମପାନ
  • ମହିଳା ଉପରେ ଧୂମପାନ ର ପ୍ରଭାବ

  • ମହିଳା ଓ ମଧୁମେହ
  • ମହିଳା ଓ ମଧୁମେହ ରୋଗ ଉପରେ ସୂଚନା

  • ମହିଳା ଓ ମାନସିକ ଅବସାଦ
  • ପୁରୁଷମାନଙ୍କ ଲକ୍ଷଣ ଅପେକ୍ଷା ନାରୀମାନଙ୍କର ଲକ୍ଷଣ ଅଲଗା । ଅଳ୍ପ ଚାପରେ, ମହିଳାମାନେ ବେଶି ଶୁଅନ୍ତି, ବେଶି ଖାଆନ୍ତି ଓ ମୋଟା ହୋଇଯାଆନ୍ତି ।

  • ମହିଳା ଓ ହୃଦ ରୋଗ
  • କେବଳ ପୁରୁଷମାନେ ଆକ୍ରାନ୍ତ ହୁଅନ୍ତି ଏବଂ ମହିଳାମାନେ ଏହାର ଶିକାରହୋଇ ଥାନ୍ତି । ସେମାନେ ବି ହୃଦରୋଗରେ ମୃତ୍ୟୁବରଣ କରିଥାନ୍ତି ।

  • ମହିଳାଙ୍କ ପାଇଁ ଉପକାରୀ କଖାରୁ
  • କଖାରୁ ଏଭଳି ପାରିବା ଯେଉଁଥିରେ ଆଇରନ୍, ଜିଙ୍କ୍ ପୋଟାସିଅମ୍, ମାଗ୍ନେସିଅମ୍ ଏବଂ ଫାଇବାର ଭଳି ଅନେକ ପୋଷାକ ତତ୍ତ୍ଵ ଭିରି ରହିଛି ।

  • ମା' ଠାରୁ ସଂକ୍ରମଣ ର ଆଶଙ୍କା
  • ମା’ ଓ ଝିଅର ଅଜାଣତରେ କେତେଗୁଡିଏ ବଂଶାନୁକ୍ରମିକ ରୋଗର ସଂକ୍ରମଣ ।

  • ସୁରକ୍ଷିତ ମାତୃତ୍ଵ
  • ସୁରକ୍ଷିତ ମାତୃତ୍ଵ ପାଇଁ ସମସ୍ତ ଗର୍ଭବତୀ ମହିଳାଙ୍କୁ ବିଶେଷ ସୁଚନା

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate