ENGLISH
हिंदी
मराठी
தமிழ்
বাংলা
অসমীয়া বাংলা बोड़ो डोगरी ગુજરાતી ಕನ್ನಡ كأشُر कोंकणी संथाली মনিপুরি नेपाली ଓରିୟା ਪੰਜਾਬੀ संस्कृत தமிழ் తెలుగు ردو
Register
Login
କୃଷି
ସ୍ଵାସ୍ଥ୍ୟ
ଶିକ୍ଷା
ସମାଜ କଲ୍ୟାଣ
ଶକ୍ତି
ଇ-ଗଭର୍ଣ୍ଣ।ନ୍ସ
Schemes
Aspirational Districts
Register for Webinar
Popular Topics
ପ୍ରାକ୍ – ବିଦ୍ୟାଳୟ ଶିକ୍ଷା
ପ୍ରାକ୍ ଶୈଶବ ଅବସ୍ଥାରେ ଶିଶୁର ବିକାଶ ବାକି ସମଗ୍ର ଜୀବନକାଳ ପାଇଁ ମୂଳଦୁଆ ସ୍ଥାପନ କରିଥାଏ । ପ୍ରାକ୍ - ବିଦ୍ୟାଳୟ ଶିକ୍ଷା ଶିଶୁ ପାଇଁ ଗୁରୁତ୍ଵପୂର୍ଣ୍ଣ।
ପରାମର୍ଶ କୌଶଳ
ଅଙ୍ଗନୱାଡି କର୍ମୀ ପ୍ରତ୍ୟେକଦିନ ମହିଳା ଓ ଶିଶୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ ସ୍ଥାପନ କରିଥାଏ । ଶରୀର ସୁସ୍ଥତା ପାଇଁ ପରାମର୍ଶ କୌଶଳ ପ୍ରଦାନ କରିବା ।
ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟି
ଶିଶୁ ନବଜାତ ଶିଶୁ ତଥା ପରବର୍ତ୍ତୀ ଅବସ୍ଥାର ଶିଶୁର ଅପପୁଷ୍ଟି ସୁରକ୍ଷା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ । ଏକ ସୁନ୍ଦର ସ୍ୱାସ୍ଥ୍ୟବାନ ଶିଶୁ ପାଇଁ ଯେଉଁ ସବୁ କାର୍ଯ୍ୟ କର୍ମ କରାଯିବ ନିହାତି ଆବଶ୍ୟକ ସେ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଛି ।
ପରିପୂରକ ପୁଷ୍ଟି
ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଗୁରୁତ୍ଵପୂର୍ଣ୍ଣ ସେବାମାନଙ୍କ ମଧ୍ୟରୁ ପରିପୂରକ ପୁଷ୍ଟିସାଧନ ଅନ୍ୟତମ । ସେ ସମ୍ବନ୍ଧୀୟ ସୂଚନା ।
ଶିଶୁମାନଙ୍କର ଟୀକା କରଣ
ଜନ୍ମ ସମୟରେ ଦିଆଯାଇଥିବା ଟୀକା ବ୍ୟତୀତ ପ୍ରଥମ ବର୍ଷ ବୟସର ଶିଶୁକୁ ଆଉ ୪ଥର ଟୀକା ଦିଆଯାଏ ।
ଶିଶୁର ବୃଦ୍ଧି ନିରୀକ୍ଷଣ
ଶିଶୁର ଓଜନ ଏବଂ ଉଚ୍ଚତାକୁ ନିରୀକ୍ଷଣ ନିତ୍ୟନ୍ତ ଜରୁରୀ ।
ଯାଞ୍ଚ କମିଟି / ମାତୃ କମିଟିର ଭୂମିକା
ମମତା ଯୋଜନା, ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ଉପକରଣର ବ୍ୟବହାର ପ୍ରାକ୍ ବିଦ୍ୟାଳୟ ଏବଂ ବୃଦ୍ଧି ନିରୀକ୍ଷଣ ଇତ୍ୟାଦିର ଉନ୍ନତ ମାନର ଗୋଷ୍ଠୀ ଭିତ୍ତିକ ତଦାରଖକୁ ନିଶ୍ଚିତ କରିବା ହେଉଛି ଯାଞ୍ଚ କମିଟି ଏବଂ ମାତୃ କମିଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ ।
ଗର୍ଭବତୀ ମହିଳାଙ୍କର ପଞ୍ଜୀକରଣ ଓ ଯତ୍ନ
ମହିଳା ଗର୍ଭବତୀ ଚିହ୍ନଟ ହେବା ପରେ ତାଙ୍କୁ କେଉଁସବୁ ସେବା ଯୋଗାଇବା ଉଚିତ୍ ।
ସଂକ୍ରମଣରୁ ରକ୍ଷା ପାଇଁ ପରିଚ୍ଛନ୍ନତାର ଅଭ୍ୟାସ
ରୋଗ ଓ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପରିବେଶର ପରିଚ୍ଛନ୍ନତାର ରଖିବା ଜରୁରୀ ।
ଗର୍ଭାବସ୍ଥା ସମୟରେ ଯତ୍ନ
ମହିଳାମାନଙ୍କ ପାଇଁ ଗର୍ଭାବସ୍ଥା ଏକ ଶାରୀରିକ କଷ୍ଟ ଦାୟକ ଅବସ୍ଥା ଖାଦ୍ୟ ଓ ପୁଷ୍ଟିର ସ୍ଵତନ୍ତ୍ର ଯତ୍ନ ନେବା ଆବଶ୍ୟକ ଠିକ୍ ସମୟରେ ।
English to Hindi Transliterate