ENGLISH
हिंदी
मराठी
தமிழ்
বাংলা
অসমীয়া বাংলা बोड़ो डोगरी ગુજરાતી ಕನ್ನಡ كأشُر कोंकणी संथाली মনিপুরি नेपाली ଓରିୟା ਪੰਜਾਬੀ संस्कृत தமிழ் తెలుగు ردو
Register
Login
କୃଷି
ସ୍ଵାସ୍ଥ୍ୟ
ଶିକ୍ଷା
ସମାଜ କଲ୍ୟାଣ
ଶକ୍ତି
ଇ-ଗଭର୍ଣ୍ଣ।ନ୍ସ
Schemes
Aspirational Districts
Register for Webinar
Popular Topics
ମହିଳା କମିଶନ
ମହିଳା ମାନଙ୍କର ସୁରକ୍ଷା ପାଇଁ ବ୍ୟବସ୍ଥା ।
ଜାତୀୟ ଆଜୀବିକା ସେବା
ଏହି ସେବା କର୍ମ ସଂସ୍ଥାନ ଖୋଜୁଥିବା ଲୋକ, ତାଲିମଦାତା ଓ ନିଯୁକ୍ତିଦାତା ସଂସ୍ଥା ଇତ୍ୟାଦିଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଓ ସୂଚନା ସମ୍ମେଳନ ଦ୍ଵାରା ଲୋକଙ୍କ ସଶକ୍ତିକରଣ କରାଇଥାଏ ।
ଜାତୀୟ ଆୟ ଆଧାରିତ ମେଧା ଛାତ୍ରବୃତ୍ତି ଯୋଜନା
ଜାତୀୟ ଆୟ ଆଧାରିତ ମେଧା ଛାତ୍ରବୃତ୍ତି ଯୋଜନା ସମ୍ବନ୍ଧୀୟ ସୂଚନା ।
ଜାତୀୟ ଆୟୁଷ ମିଶନ
ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦ୍ଵାଦଶ ଯୋଜନା ଅନ୍ତର୍ଗତରେ ଭାରତ ସରକାରଙ୍କ ଆୟୁଷ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଆୟୁଷ ମିଶନ ଗଠନ କରାଗଲା ।
ଜାତୀୟ କୌଶଳ ବିକାଶ ନିଯୋଗ
ଜାତୀୟ କୌଶଳ ବିକାଶ ମିଶନ, ଜୁଲାଇ ୧୫, ୨୦୧୫ ଠାରୁ ଆରମ୍ଭ ହୋଇଛି, ଆନ୍ତରାଜ୍ୟ ସ୍ତରରେ, ବିଭାଗ ସ୍ତରରେ ସଂମିଳନ ସୃଷ୍ଟି କରିବାକୁ ଲକ୍ଷ ରଖିଛି ।
ଜାତୀୟ କ୍ରୀଡା ପ୍ରତିଭା ଯୋଜନା
ଜାତୀୟ କ୍ରୀଡା ପ୍ରତିଭା ଯୋଜନା ୮ – ୧୨ ବର୍ଷ ବୟସ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଚୟନ କରିବା ।
ଜାତୀୟ ଡିଜିଟାଲ ସାକ୍ଷରତା ମିଶନ
ଜାତୀୟ ଡିଜିଟାଲ ସାକ୍ଷରତା ମିଶନ ଦ୍ଵାରା ଆଇ.ଟି ଟ୍ରେନିଂ ଦିଆଯିବାର ଲକ୍ଷ୍ୟ ରକ୍ଷାଯାଇଛି ।
ମହିଳା ସଶକ୍ତିକରଣ ଓ ଆମ ସମାଜ
ନାରୀଟିଏ ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ସମାଜର ପ୍ରଗତିର ଯୋଗଦାନ କରିପାରିବ।
ଜାତୀୟ ପ୍ରତିଭା ସନ୍ଧାନ ଯୋଜନା (NTSS)
ଏହି ଯୋଜନା ଯେଉଁ ବିଭାଗ ଗୁଡିକରୁ ପ୍ରତିଭା ସନ୍ଧାନ କରେ ସେଗୁଡିକ ହେଉଛି ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଞ୍ଜିନୟରିଙ୍ଗ, ମେଡ଼ିସିନ, ମ୍ୟାନେଜମେଣ୍ଟ ଏବଂ ଆଇନ ।
ଜାତୀୟ ପ୍ରାଣୀସମ୍ପଦ ନିୟୋଗ
୨୦୧୪-୧୫ ରେ ଆରମ୍ଭ ହୋଇଥିବା ଜାତୀୟ ପ୍ରାଣୀସମ୍ପଦ ନିୟୋଗ ପ୍ରାଣୀସମ୍ପଦ ଉତ୍ପାଦନ ପ୍ରଣାଳୀ ଓ ସମସ୍ତ ହିତାଧିକାରୀଙ୍କ କ୍ଷମତା ବର୍ଦ୍ଧନ କ୍ଷେତ୍ର ରେ ବିକାଶ ପାଇଁ ଉଦ୍ଦିଷ୍ଟ ।
English to Hindi Transliterate