ENGLISH
हिंदी
मराठी
தமிழ்
বাংলা
অসমীয়া বাংলা बोड़ो डोगरी ગુજરાતી ಕನ್ನಡ كأشُر कोंकणी संथाली মনিপুরি नेपाली ଓରିୟା ਪੰਜਾਬੀ संस्कृत தமிழ் తెలుగు ردو
Register
Login
କୃଷି
ସ୍ଵାସ୍ଥ୍ୟ
ଶିକ୍ଷା
ସମାଜ କଲ୍ୟାଣ
ଶକ୍ତି
ଇ-ଗଭର୍ଣ୍ଣ।ନ୍ସ
Schemes
Aspirational Districts
Register for Webinar
Popular Topics
ଶକ୍ତି ଏବଂ ମହିଳା ସଶକ୍ତିକରଣ
ଏଲଇଡି ଆଧାରିକ ଘର ଓ ସଡକ ଆଲୋକୀକରଣ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମ ।
ମହିଳା ସଶକ୍ତିକରଣ ଓ ଆମ ସମାଜ
ନାରୀଟିଏ ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ସମାଜର ପ୍ରଗତିର ଯୋଗଦାନ କରିପାରିବ।
ସ୍ୱାସ୍ଥ୍ୟ ଏବଂ ପୋଷଣ
ବାଳିକା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ସୁସ୍ଥ ସବଳ ପାଇଁ ରାଜ୍ୟର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।
ମହିଳାଙ୍କ ଶ୍ରମ ଲାଘବ ପାଇଁ କୃଷି ଯନ୍ତ୍ରପାତି
କୃଷି କ୍ଷେତ୍ରରେ ଧାନରୁଆ, ଘାସବଛା , ବିହନବଛା, ଫସଲ ଅମଳ ପରବର୍ତ୍ତୀ ଯତ୍ନ ପାଇଁ ମହିଳାମାନେ ବହୁ କଷ୍ଟସାଧ୍ୟ କାମ କରନ୍ତି ସେ ସମ୍ବନ୍ଧିତ ତଥ୍ୟ ।
ପିଲାଙ୍କ ପାଇଁ ପୋକ୍ସୋ ଇ- ବାକ୍ସ
ଭାରତରେ ପିଲାମାନଙ୍କୁ ଯୌନଶୋଷଣରୁ ରକ୍ଷା କରିବା ପାଇଁ ଅନ୍ଲାଇନ ଅଭିଯୋଗ ବାକ୍ସର ବ୍ୟବସ୍ଥା କରାଯାଇଛି ।
ପ୍ରାକ୍ – ବିଦ୍ୟାଳୟ ଶିକ୍ଷା
ପ୍ରାକ୍ ଶୈଶବ ଅବସ୍ଥାରେ ଶିଶୁର ବିକାଶ ବାକି ସମଗ୍ର ଜୀବନକାଳ ପାଇଁ ମୂଳଦୁଆ ସ୍ଥାପନ କରିଥାଏ । ପ୍ରାକ୍ - ବିଦ୍ୟାଳୟ ଶିକ୍ଷା ଶିଶୁ ପାଇଁ ଗୁରୁତ୍ଵପୂର୍ଣ୍ଣ।
ଶିଶୁ ଏବଂ ପିଲାଙ୍କର ଖାଦ୍ୟାଭ୍ୟାସ (ଆଇ. ୱାଇ.ସି. ଏଫ୍)
ଶିଶୁ କନଭେନସନ ଅନୁସାରେ ପ୍ରତ୍ୟେକ ଶିଶୁ ଓ ପିଲା ଉତ୍ତମ ଖାଦ୍ୟ ପାଇବାର ଅଧିକାର ଅଛି ।
ପରାମର୍ଶ କୌଶଳ
ଅଙ୍ଗନୱାଡି କର୍ମୀ ପ୍ରତ୍ୟେକଦିନ ମହିଳା ଓ ଶିଶୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ ସ୍ଥାପନ କରିଥାଏ । ଶରୀର ସୁସ୍ଥତା ପାଇଁ ପରାମର୍ଶ କୌଶଳ ପ୍ରଦାନ କରିବା ।
ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ ) ଅଧିନିୟମ, ୧୯୮୬
ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ ) ଅଧିନିୟମ, ୧୯୮୬ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟି
ଶିଶୁ ନବଜାତ ଶିଶୁ ତଥା ପରବର୍ତ୍ତୀ ଅବସ୍ଥାର ଶିଶୁର ଅପପୁଷ୍ଟି ସୁରକ୍ଷା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ । ଏକ ସୁନ୍ଦର ସ୍ୱାସ୍ଥ୍ୟବାନ ଶିଶୁ ପାଇଁ ଯେଉଁ ସବୁ କାର୍ଯ୍ୟ କର୍ମ କରାଯିବ ନିହାତି ଆବଶ୍ୟକ ସେ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଛି ।
ପରିପୂରକ ପୁଷ୍ଟି
ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଗୁରୁତ୍ଵପୂର୍ଣ୍ଣ ସେବାମାନଙ୍କ ମଧ୍ୟରୁ ପରିପୂରକ ପୁଷ୍ଟିସାଧନ ଅନ୍ୟତମ । ସେ ସମ୍ବନ୍ଧୀୟ ସୂଚନା ।
ଶିଶୁମାନଙ୍କର ଟୀକା କରଣ
ଜନ୍ମ ସମୟରେ ଦିଆଯାଇଥିବା ଟୀକା ବ୍ୟତୀତ ପ୍ରଥମ ବର୍ଷ ବୟସର ଶିଶୁକୁ ଆଉ ୪ଥର ଟୀକା ଦିଆଯାଏ ।
ଶିଶୁର ବିକାଶ ଓ ଶୈଶବ ଶିକ୍ଷା
ଶିଶୁର ବିକାଶ ଓ ଶୈଶବ ଶିକ୍ଷା ସୂଚନା
ଶିଶୁର ବୃଦ୍ଧି ନିରୀକ୍ଷଣ
ଶିଶୁର ଓଜନ ଏବଂ ଉଚ୍ଚତାକୁ ନିରୀକ୍ଷଣ ନିତ୍ୟନ୍ତ ଜରୁରୀ ।
English to Hindi Transliterate