ଉପକ୍ରମ ଲିଙ୍ଗ ନିରୂପଣ ଅର୍ଥ ହେଉଛି ଗର୍ଭରେ ଥିବା ଭ୍ରୁଣକୁ ଚିହ୍ନଟ କରିବା ଏବଂ କନ୍ୟା ଭ୍ରୁଣ ହୋଇଥିଲେ ତାକୁ ନଷ୍ଟ କରିଦେବା । ଆମ ଦେଶରେ ୧୯୯୪ ମସିହାରୁ ଏହାକୁ ଆଇନ ଦ୍ଵାରା ନିଷିଦ୍ଧ କରାଯାଇଛି । ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ପଡିବ । ଏ ସଂପର୍କରେ ଅଭିଯୋଗ କରିବା, ତାହା ଜାଣିବା ନିହାତି ଆବଶ୍ୟକ । ଅଧିକାରୀଙ୍କ ସହିତ ଯୋଗାଯୋଗ ଲିଙ୍ଗ ନିରୂପଣ ସମ୍ପର୍କରେ ଅଧିକ ଜାଣିବା ପାଇଁ କିମ୍ବା ଭୃଣର ଲିଙ୍ଗ ନିରୂପଣ ବିରୁଦ୍ଧରେ ଅଭିଯୋଗ ଜଣାଇବା ନିମନ୍ତେ ନିମ୍ନଲିଖିତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ରାଜ୍ୟସ୍ତରରେ : ପରିବାରର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରାଧିକୃତ ଅଧିକାରୀ, ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଓଡ଼ିଶା । PNDT କାର୍ଯ୍ୟାଳୟର ଇ-ମେଲ-pndtorissa@gmail.com PNDT କାର୍ଯ୍ୟାଳୟର ଟେଲିଫୋନ ନମ୍ବର -୦୬୭୪-୨୩୯୦୬୫୬, PNDT କାର୍ଯ୍ୟାଳୟର ଦେୟମୁକ୍ତ ଟେଲିଫୋନ ନମ୍ବର -୧୮୦୦ ୩୪୫୬୭୪୬ ଜିଲ୍ଲାସ୍ତରରେ : ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାଧିକୃତ ଅଧିକାରୀ, ଜିଲ୍ଲା ଫୋନ ନମ୍ବର ଅନୁଗୁଳ ୦୬୭୬୪-୨୩୦୫୬୭ ବାଲେଶ୍ଵର ୦୬୭୮୨-୨୬୨୦୦୧ ବରଗଡ଼ ୦୬୬୪୬-୨୩୨୩୪୦ ଭଦ୍ରକ ୦୬୭୮୫-୨୫୦୪୩୬ ବଲାଙ୍ଗୀର ୦୬୬୫୨-୨୩୨୨୨୩ ବୌଦ୍ଧ ୦୬୮୪୧-୨୨୨୨୦୩ କଟକ ୦୬୭୧-୨୬୦୮୧୦୦ ଦେଓଗଡ ୦୬୬୪୧-୨୨୬୩୫୪ ଢେଙ୍କାନାଳ ୦୬୭୬୨-୨୨୬୫୦୦ ଗଜପତି ୦୬୮୧୫-୨୨୨୩୯୬ ଗଞ୍ଜାମ ୦୬୮୧୧-୨୬୩୭୦୦ ଜଗତସିଂହପୁର ୦୬୭୨୪-୨୨୦୩୭୯ ଯାଜପୁର ୦୬୭୨୮-୨୨୨୦୦୧ ଝାରସୁଗୁଡା ୦୬୬୪୫-୨୭୦୦୭୦ କଳାହାଣ୍ଡି ୦୬୬୭୦-୨୩୦୨୦୧ କେନ୍ଦ୍ରାପଡା ୦୬୭୨୭-୨୩୨୬୦୨ କେନ୍ଦୁଝର ୦୬୭୬୬-୨୫୫୪୮୨ ଖୋର୍ଦ୍ଧା ୦୬୭୫୫-୨୨୦୦୦୧ କୋରାପୁଟ ୦୬୮୫୨-୨୫୦୭୦୦ ମାଲକାନାଗିରି ୦୬୮୬୧- ୨୩୦୩୨୩ ମୟୂରଭଞ୍ଜ ୦୬୭୯୨-୨୫୨୬୦୬ ନୟାଗଡ଼ ୦୬୭୫୩-୨୫୨୩୩୩ ନବରଙ୍ଗପୁର ୦୬୮୫୮-୨୨୨୦୩୪ ନୂଆପଡ଼ା ୦୬୬୭୮-୨୨୩୪୬୩ ଫୁଲବାଣୀ ୦୬୮୪୨-୨୫୩୬୦୨ ପୁରୀ ୦୬୭୫୨-୨୨୨୦୩୪ ରାୟଗଡା ୦୬୮୫୬-୨୨୨୩୫୪ ସମ୍ବଲପୁର ୦୬୬୩-୨୪୦୦୨୨୨ ସୋନପୁର ୦୬୬୫୪-୨୨୦୨୦୧ ସୁନ୍ଦରଗଡ ୦୬୬୨୨-୨୭୨୨୬୫ ଆଧାର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ