ଉପକ୍ରମ ଓଡ଼ିଶାରେ ୯୫ପ୍ରକାର ଅନୁସୂଚୀତ ଜାତି ବସବାସ କରନ୍ତି । ଏମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରାଗଲା । ଅନୁସୂଚୀତ ଜାତିମାନଙ୍କ ତାଲିକା ଆଦି ଆନ୍ଧ୍ର ଚନ୍ଦାଇ ମାରୁ ଜଗ୍ଗଲୀ ମେୱାର ସନେଇ ଅମାନ୍ତ, ଅମାତ, ଦଣ୍ଡଛତ୍ରମାଝୀ (୨୦୦୨ ଆଦେଶ ନଂ ୨୫ଟିଆର ସଂଶୋଧିତ) କଣ୍ଡ୍ରା, କଣ୍ଡରା, କଦମା ମୁଣ୍ଡପୋତା ସପାରୀ ଉଧେଲିଆ ୨ଦଣ୍ଡାସି କରୁଆ ମୁସାହାର ସାଉଁଣ୍ଟିଆ, ସାନ୍ତିଆ ବଦିଆକ୍(ବଡାଇକ) ଦିୱାର,ଧୀବର କୈବର୍ତ୍ତ, କେଉଟ କାଟିଆ ନଗାର୍ଚ୍ଚି ସିଦ୍ଧିରିଆ ବଘେତି, ବଘୁତୀ ଧନୱାର କେଳା, ସାପୁଆକେଳା, ନଳୁଆକେଳା,ସବାଖିଆ କେଳା, ମାଟିଆ କେଳା ନମଶୁଦ୍ର ସିନ୍ଦୁରିଆ ବାଜିକର ଧୋବା, ଧୋବୀ ଖଦାଳ ପାଇଡି ଶିୟାଲ୍, ଖଜୁରୀଆ ବାରି ଡମ, ଡମ୍ବ, ଦୁରିଆ ଡମ କଦାଳୋ, ଖଦାଳୋ ପୈଣ୍ଡା ତମାଡିଆ ବାରୀକି ଦୋସାଧ କୋରୀ ପାମିଡ଼ି ତାମୁଡିଆ ବାସର, ବୁରୁଦ ଗଣ୍ଡା କୁମ୍ମାରୀ ପାଣ, ପାଣୋ, ବୁଣାପାଣ, ଦେସୁଆ ପାଣି, ପାତିରିଆ ପାଣ ତଅଁଳା ବାଉରୀ, ବୁଣା ବାଉରୀ, ଦାସିଆ ବାଉରୀ ଘଣ୍ଟରଘଡା, ଘଣ୍ଟ୍ରା କୁରୁଙ୍ଗା ପଂଚମା (୨୦୦୨ ଆଦେଶ ନଂ ୨୫ରେ ସଂଶୋଧିତ) ବାଉତି ଘାସି, ଘାସିଆ ଲବାନ ପାନିକା ତୁରୀ ବାଭୁରୀ ଘୋଗିଆ ଲାହେରି ପାଣକା ଉଜୀଆ ବେଡିଆ, ବେଜିଆ ଘୁଷୁରିଆ ମଡ଼ାରୀ ପାଣତନ୍ତୀ ବାଲମିକି, ବାଲ୍ମିକୀ ବେଲଦାର ଗୋଡାଗଳି ମାଡ଼ିଗା ପାପ୍ ମଙ୍ଗାଳି (କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲା) ସଂମ୍ବିଧାନ ୨୦୦୨ ଆଦେଶନଂ ୨୫/୨୦୦୨ରେ ସଂଶୋଧନ କରାଯାଇ ଯୋଗ କରାଯାଇଛି । ଭାଟ ଗୋଡାରୀ ମହୁରିଆ ପାସୀ ମିର୍ଗାନ୍(ନବରଙ୍ଗ ପୁର ଜିଲ୍ଲା) ସଂମ୍ବିଧାନ ୨୦୦୨ ଆଦେଶନଂ ୨୫/୨୦୦୨ରେ ସଂଶୋଧନ କରାଯାଇ ଯୋଗ କରାଯାଇଛି । ଭୋଇ ଗୋଡରା ମାଳ, ଝାଲା ମାଳୋ, ଜଳା (ଜାଳା)ମାଲ୍ଲା, ଝୋଲା ପାଟିଆଲ, ପତିକାର ପାତ୍ରତନ୍ତୀ, ପଟୁଆ ଚଚାତୀ ଗୋଖା ମାଂଗ୍ ରଜନା ଚକାଲୀ ଗୋରୈତ, କୋରୈତ ମଂଗନ ରେଲୀ ଚମାର, ମୋଚି ମୁଛି, ସତନାମୀ ହାଡି, ହାଡି,ହରି ମେହେରା, ମାହାର ସବାଖିଆ ଚଣ୍ଡାଳ ଇରିକା ମେହତର, ଭଙ୍ଗୀ ସମାସୀ ଲେଖା ଓ ପ୍ରାପ୍ତ - ମାନସ ଜେନା