ହୋମ / ସମାଜ କଲ୍ୟାଣ / ଅସଂଗଠିତ କ୍ଷେତ୍ରର କଲ୍ୟାଣ
ସେଆର କରନ୍ତୁ

ଅସଂଗଠିତ କ୍ଷେତ୍ରର କଲ୍ୟାଣ

ଅସଂଗଠିତ କ୍ଷେତ୍ରର କେନ୍ଦ୍ରୀୟ ଯୋଜନା, ନୀତି, ଅଧିନିୟମ ଓ ରାଜ୍ୟ ଯୋଜନା, ନୀତି, ଅଧିନିୟମ ।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ
ମନ୍ତ୍ରଣାଳୟର ସାଧାରଣ ଭାବେ ଉଦ୍ଦେଶ୍ୟ ହେଲା ଶ୍ରମିକ ମାନଙ୍କୁ ସଂରକ୍ଷଣ ପ୍ରଦାନ କରିବା ଓ ତାଙ୍କର ସ୍ଵାର୍ଥକୁ ରକ୍ଷା କରିବା
ଦାଦନ ଶ୍ରମିକଙ୍କ କଲ୍ୟାଣ
ଦାଦନ ଶ୍ରମିକଙ୍କ ପାଇଁ ନିହାତି ଜାଣିବା କଥା
ଆମ ଆଦମି ବୀମା ଯୋଜନା
ଭାରତ ସରକାର ଆମ ଆଦମି ବୀମା ଯୋଜନା ଓ ଜନଶ୍ରୀ ବୀମା ଯୋଜନାର ବିଲୟର ସ୍ଵୀକୃତି ଦେଇଛନ୍ତି । ଏହା ୦୧/୦୧/୨୦୧୩ ଠାରୁ କାର୍ଯ୍ୟକାରୀ ହେଉଛି ।
ଦୀନ୍ ଦୟାଲ୍ ଅନ୍ତ୍ୟୋଦୟ ଯୋଜନା
ସହରାଞ୍ଚଳରେ ଅଧିକ ସୁବିଧାଯୁକ୍ତ କର୍ମ ନିଯୁକ୍ତି ପାଇଁ କୌଶଳ ବୃଦ୍ଧି କରିବା ଦୀନ୍ ଦୟାଲ୍ ଅନ୍ତ୍ୟୋଦୟ ଯୋଜନା ମୁଖ୍ୟ ଉଦ୍ଦେଶ୍ୟ ।
1930 ଓ ଏନଏଚଏଆଇର ହେଲ୍ପଲାଇନ ନମ୍ବର 1033ରେ କଲ କରିବାକୁ ପରାମର୍ଶ
ଖାଲି ଟ୍ରକ ସମେତ ମାଲବାହୀ ଯାନର ବାଧାମୁକ୍ତ ଯାତ୍ରା ନିମନ୍ତେ ଟ୍ରାନ୍ସପୋର୍ଟର ଏବଂ ଡ୍ରାଇଭରମାନଙ୍କର ଅଭିଯୋଗ ସମାଧାନ ଲାଗି ଉପଯୋଗ ହେବ ଗୃହ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷ
ନେବିଗତିଓଂ
Back to top