ଲାଖ ବା ଜଉର ଚୁଡିର ଏଚ୍ ଏସ୍ ଏନ୍ କୋଡ ଓ ଜିଏସଟି ଦର କ’ଣ ଅଟେ ?
ଲାଖ ବା ଜଉ ଚୁଡି ହେଡିଂ ୭୧୧୭ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟିର ଦର ୩ ପ୍ରତିଶତ ଅଟେ ।
କୁଲଫିର ଏଚ୍ ଏସ୍ ଏନ୍ କୋଡ ଓ ଜିଏସଟି ଦର କ’ଣ ଅଟେ ?
କୁଲଫି ହେଡିଂ ୨୦୧୫ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟିର ଦର ୧୮ ପ୍ରତିଶତ ଅଟେ ।
ସୋଲାର ପ୍ୟାନେଲ ମାଉଣ୍ଟିଂ ଷ୍ଟ୍ରକଚରର ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି ଦର କ’ଣ ଅଟେ ?
ଇଡିଲି ଦୋଷା, ବଟରର ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି ଦର କ’ଣ ଅଟେ ?
ଇଡିଲି , ଦୋଷା , ବଟର, ହେଡିଂ ୨୧୦୬ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟି ଦର ୧୮ ପ୍ରତିଷ୍ଟ ଅଟେ ।
ମକା ଦାନା ଉପରେ ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି ଦର କ’ଣ ଅଟେ ?
ମକା (ବିହନ କ୍ଵାଲିଟି)ହେଡିଂ ୧୦୦୫ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟି ଶୂନ୍ୟ ଅଟେ ।
ଶାଢୀ ଓ ଧୋତିର ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି ଦର କ’ଣ ଅଟେ ?
ଶାଢୀ ଓ ଧୋତି ଏହାର ନିର୍ମାଣ ସାମଗ୍ରୀ ଆଧାରରେ ଅଲଗା ଅଲଗା ହେଡିଂ ରେ ବର୍ଗୀକୃତ ଏବଂ ଏହା ଉପରେ ଜିଏସ୍ ଟି ଦର ନିମ୍ନଲିଖିତ ପ୍ରକାରେ :
ଘଟକରେସା |
ବିବରଣୀ |
ଏଚ୍ ଏସ୍ ଏନ୍ କୋଡ |
ଜିଏସ୍ ଟି ଦର |
ରେଶମ |
ରେଶମର ବବିନ ଫେବ୍ରିକ ଶାଢୀ |
୫୦୦୭ |
୫ ପ୍ରତିଶତ |
କଟନ |
୨୦୦ ଜିଏସ୍ ଏମ୍ ପର୍ଯ୍ୟନ୍ତ ଫେବ୍ରିକ |
୫୨୦୮ |
୫ ପ୍ରତିଶତ |
୨୦୦ ଜିଏସ୍ ଏମ୍ ରୁ ଅଧିକ ଫେବ୍ରିକ |
୫୨୦୯ |
୫ ପ୍ରତିଶତ |
|
ମ୍ୟାନମେଡ ଫିଲାମେଣ୍ଟସ ୟାର୍ନ |
ଯେକୌଣସି ଜିଏସ୍ ଏମ୍ |
୫୪୦୭ ବା ୫୪୦୮ |
୫ ପ୍ରତିଶତ |
ଫିଲଟର ଓ ୱାଟର ପିଉରିଫାୟରର ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି ଦର କ’ଣ ଅଟେ ?
ଫିଲଟର ଓ ପିଉରିଫାୟର ହେଡିଂ ୮୪୨୧ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟି ଦର ୧୮ ପ୍ରତିଶତ ।
ଅର୍ଗାନିକ ସରଫେସ୍ ଆକ୍ଟିଭ ଏଜେଣ୍ଟସ୍ ର ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି ଦର କ’ଣ ଅଟେ ?
ରାକ୍ଷୀ ଉପରେ ଜିଏସ୍ ଟି ଦର କ’ଣ ?
ନେଲ୍ ପଲିସି ଉପରେ ଜିଏସ୍ ଟି ଦର କ’ଣ ?
ନେଲ୍ ପଲିସି (ବଡ ପରିମାଣର ପ୍ୟାକିଂରେ ଯେଉଁଥିରେ ୫୦ ରୁ ୧୦୦ ଲିଟର ପର୍ଯ୍ୟନ୍ତ ବା ରିଟେଲ ପ୍ୟାକରେ ଥିବ), ହେଡିଂ ୩୩୦୪ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟି ଦର ୨୮ ପ୍ରତିଶତ ।
କଞ୍ଚା ଖଜୁରୀ ଉପରେ ଜିଏସ୍ ଟି ଦର ଓ ଏଚ୍ ଏସ୍ ଏନ୍ କୋଡ କ’ଣ ଅଟେ ?
ପାଗ ଖଜୁରୀ ହେଡିଂ ୦୮୦୪ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟି ଦର ୧୨ ପ୍ରତିଶତ ।
ପାଳିତ ଜୀବଙ୍କ ଆହାର ଉପରେ ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି ଦର କ’ଣ ଅଟେ ?
କୁକୁର ବା ବିଲେଇ ଆହାର ହେଡିଂ ୨୩୦୯ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ରେଜିଡୁଆଲ ଏଣ୍ଟ୍ରି କ୍ର.ନଂ୪୫୩ ଅଧୀନରେ ଜିଏସ୍ ଟି ଦର ୧୮ ପ୍ରତିଶତ ଅଟେ ।
ରପ୍ତାନୀ ପ୍ରୋତ୍ସାହନ ଲାଇସେନସ, ଯେପରି ଏମ୍ ଇଆଇଏସ୍, ଏସ୍ଇଆଇଏସ୍ ଏବଂ ଆଇଇଆଇଏସ୍ ର ବିକ୍ରିର ବର୍ଗୀକରଣ ଓ ଜିଏସ୍ ଟି ଦର କ’ଣ ଅଟେ ?
ଏମ୍ ଇଆଇଏସ୍ ଆଦି ହେଡିଂ ୪୯୦୭ର ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟି ଦର ୧୨ ପ୍ରତିଶତ ।
ପ୍ୟାଣ୍ଟ ପାଇଁ କଟାଯାଉଥିବା ୧.୨ ମିଟର ଫେବ୍ରିକ ଏବଂ ସାର୍ଟ ପାଇଁ କଟାଯାଉଥିବା ୨.୫ ଫେବ୍ରିକ ଉପରେ ଏସ୍ ଏନ୍ କୋଡ ଓ ଜିଏସ୍ ଟି ଦର କ’ଣ ଅଟେ ?
ନିର୍ଦ୍ଧିଷ୍ଟ ଫେବ୍ରିକ ଉପରେ ଜିଏସ୍ ଟି ଦର ୫ ପ୍ରତିଶତ ସେ କଟ ପିସ୍ ହେଉ ବା ନ ହେଉ ।
ମାର୍ବଲ ପାଉଡର ଓ ପଥର ଓ ଅନ୍ ସାବୁରେଟେଡ ରେଜିନିରେ ପ୍ରସ୍ତୁତ, ହାତରେ ପ୍ରସ୍ତୁତ ସଜାଇବା ମୂର୍ତ୍ତି ଏବଂ ସଜାଯାଇଥିବା କଳାକୃତି ବର୍ଗୀକରଣ ଓ ଜିଏସ୍ ଟି ଦର କ’ଣ ଅଟେ ?
ମାର୍ବଲ ବସ୍ତୁ ରେଜିନିରେ ପ୍ରସ୍ତୁତ ସାମଗ୍ରୀ ମିଶିଥିବ ହେଡିଂ ୬୮୦୨ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟି ଦର ୨୮ ପ୍ରତିଶତ ।
ଆରୋକା ନଟ/ ଗୁଆ ପାଇଁ ଜିଏସ୍ ଟି ଦର କ’ଣ ଅଟେ ?
କଟନ ସିଡ୍ ଅଏଲରୁ ପ୍ରସ୍ତୁତ ଏଚଏସଏନ କୋଡ ଏବଂ ଜିଏସ୍ ଟି ଦର କ’ଣ ଅଟେ ?
ପୋର୍ଟେବୁଲ ଏବଂ ମୋବାଇଲ ଟଏଲେଟ ଉପରେ ଜିଏସ୍ ଟି ଦର କ’ଣ ଅଟେ ?
ଫ୍ରି – ଫେବ୍ରିକେଟେଡ ଭାବନା, ଯେଉଁଥିରେ ପୋର୍ଟେବୁଲ ଏବଂ ମୋବାଇଲ ଟଏଲେଟ ମଧ୍ୟ ଆସିଥାଏ ହେଡିଂ ୯୪୦୬ ଅନ୍ତର୍ଗତ ବର୍ଗୀକୃତ ଅଟେ ଏବଂ ଏହା ଉପରେ ଜିଏସ୍ ଟି ଦର ୧୮% ଅଟେ ।
ଆମଦାନୀକୃତ କୋଇଲା ଉପରେ ଜିଏସ୍ ଟି କ୍ଷତିପୂରଣ ଉକକରର ଦର କ’ଣ ଅଟେ ?
ଆମଦାନୀକୃତ କୋଇଲା ଉପରେ ଜିଏସ୍ ଟି କ୍ଷତିପୂରଣ ଉକକରର ଦର ୪୦୦ ଟଙ୍କା ପ୍ରତି ଟନ ।
ମୋବାଇଲ ହ୍ୟାଣ୍ଡସେଟର ବ୍ୟାଟେରୀ ପାଇଁ ଏଚଏସଏନ କୋଡ ଏବଂ ଜିଏସ୍ ଟି ଦର କ’ଣ ଅଟେ ?
ମୋବାଇଲ ହ୍ୟାଣ୍ଡସେଟର ବ୍ୟାଟେରୀ , ହେଡିଂ ୮୫୦୬ ଅନ୍ତର୍ଗତ ବର୍ଗୀକୃତ ଅଟେ ଏବଂ ଏହା ଉପରେ ଜିଏସ୍ ଟିର ଦର ୨୮% ପ୍ରତିଶତ ଅଟେ ।
ତେନ୍ତୁଳିର ଏଚଏସଏନ କୋଡ ଏବଂ ଏହା ଉପରେ ଜିଏସ୍ ଟି ଦର କେତେ ?
ତେନ୍ତୁଳି , ହେଡିଂ ୦୮୧୦ ଅନ୍ତର୍ଗତ ବର୍ଗୀକୃତ ଅଟେ ଏବଂ ଏହା ଉପରେ ଜିଏସ୍ ଟି ଶୂନ୍ୟ ଅଟେ ।
ତେନ୍ତୁଳିର କର୍ଣ୍ଣେଲ ପାଇଁ ଏଚଏସଏନ କୋଡ ଏବଂ ଜିଏସ୍ ଟି ଦର କେତେ ଅଟେ ?
ତେନ୍ତୁଳିର କର୍ଣ୍ଣେଲ , ହେଡିଂ ୧୨୦୭ ଅନ୍ତର୍ଗତ ବର୍ଗୀକୃତ ଅଟେ ଏବଂ ଏହାର ଉପରେ ଜିଏସ୍ ଟି ଦର ଶୂନ୍ୟ ଅଟେ ।
ତେନ୍ତୁଳି କର୍ଣ୍ଣେଲ ପାଉଡର ପାଇଁ ଏଚଏସଏନ କୋଡ ଏବଂ ଜିଏସ୍ ଟି ଦର କେତେ ଅଟେ ?
ତେନ୍ତୁଳିର କର୍ଣ୍ଣେଲ ପାଉଡର , ହେଡିଂ ୧୩୦୨ ଅନ୍ତର୍ଗତ ବର୍ଗୀକୃତ ଅଟେ ଏବଂ ଏହାର ଉପରେ ଜିଏସ୍ ଟି ଦର ୧୮% ଅଟେ ।
କେଶର ରବର ବ୍ୟାଣ୍ଡ ପାଇଁ ଏଚଏସଏନ କୋଡ ଏବଂ ଜିଏସ୍ ଟି ଦର କ’ଣ ଅଟେ ?
ହେୟାର ରବର ବ୍ରାଣ୍ଡ, ହେଡିଂ ୪୦୧୬ ଅନ୍ତର୍ଗତ ବର୍ଗୀକୃତ ଅଟେ ଏବଂ ଏହା ଉପରେ ଜିଏସ୍ ଟି ଦର ୨୮ % ଅଟେ ।
ଖାରି ଏବଂ ହାର୍ଡ ବଟର ପାଇଁ ଏଚଏସଏନ କୋଡ ଏବଂ ଜିଏସ୍ ଟି ଦର କେତେ ?
ଖାରି ଏବଂ ହାର୍ଡ ବଟର, ହେଡିଂ ୧୯୦୫ ଅନ୍ତର୍ଗତ ବର୍ଗୀକୃତ ଅଟେ ଏବଂ ଏହା ଉପରେ ଜିଏସ୍ ଟି ଦର ୧୮% ଅଟେ ।
ଖୋୟା/ମାୱା ପାଇଁ ଏଚଏସଏନ କୋଡ ଏବଂ ଜିଏସ୍ ଟି ଦର କେତେ ?
ଖୋୟା/ମାୱା ଦୁଗ୍ଧ ଗାଢ ହୋଇଥିବା କାରଣରୁ ହେଡିଂ ୦୪୦୨ ଅନ୍ତର୍ଗତ ବର୍ଗୀକୃତ ଅଟେ ଏବଂ ଏହା ଉପରେ ଜିଏସ୍ ଟି ଦର ୫% ଅଟେ ।
କୌଣସି ଔଷଧ କମ୍ପାନୀର ପ୍ରିଣ୍ଟେଡ ପେପରବୋର୍ଡ ମନୋ କାର୍ବନ /ଡବା ଉପରେ ଜିଏସ୍ ଟି ଦର କେତେ ଏବଂ ନନ୍ କୋରୁଗେଟେଡ କାର୍ବନ ଏବଂ କୋରୁଗେଟେଡ କାର୍ବନ ପାଇଁ ଜିଏସ୍ ଟି ଦର କେତେ ?
କୌଣସି କୃଷକଙ୍କ ଦ୍ଵାରା ସପ୍ଲାଇ କରାଯାଉଥିବା ହେଡିଂ ୨୪୦୧ ଅନ୍ତର୍ଗତ ଆସୁଥିବା ତମାଖୁ ପତ୍ର ଉପରେ ରିଭର୍ସ ଚାର୍ଜ ଆଧାରରେ ୫ ପ୍ରତିଶତ ଜିଏସଟି ଲାଗିଥାଏ । ତମାଖୁର ପତ୍ରର ଅର୍ଥ କ’ଣ ?
ଜିଏସଟି ୫ ପ୍ରତିଶତ ଦର ବିଶିଷ୍ଟ ତମାଖୁ ପତ୍ରର ଅର୍ଥ ହେଉଛି ତମାଖୁ ପତ୍ର ବା ତମାଖୁ ପତ୍ରକୁ କଟାଯାଇ ବା ତମାଖୁ ଶୂଖାଯାଇ ।
ଇଶବଗୁଲର ମଞ୍ଜି ପାଇଁ ଏଚଏସଏନ କୋଡ ଜିଏସଟି ଦର କ’ଣ ଅଟେ ?
ଇଶବଗୁଲ ଭୁସି ଉପରେ ଏଚଏସଏନ କୋଡ ଏବଂ ଜିଏସଟି ଦର କ’ଣ ଅଟେ ?
ଇଶବଗୁଲ ଭୁସି ହେଡିଂ ୧୨୧୧ ଅନ୍ତର୍ଗତ ବର୍ଗୀକୃତ ଅଟେ ଓ ଏହା ଉପରେ ଜିଏସ୍ ଟି ଦର ୫ ପ୍ରତିଶତ ।
ପଡିଥିବା ଓ ଶୁଖିଲା ନଡିଆର ଏଚଏସଏନ କୋଡ ଏବଂ ଜିଏସଟି ଦର କ’ଣ ଅଟେ ?
ଫୁଟ୍ ୱିୟର ଯାହାର ଖୁଚୁରା ବିକ୍ରୟ ମୂଲ୍ୟ ୫୦୦ ଟଙ୍କାରୁ ଅଧିକ ହୋଇନଥିବ (ସର୍ତ୍ତ ଥିବ ଖୁଚୁରା ବିକ୍ରୟ ମୂଲ୍ୟ ଫୁଟ୍ ୱିୟର ଉପରେ ଏପରି ଅଙ୍କିତ ବା ଏମ୍ବୋଜ କରାଯାଇଥିବ ଯାହା ଲୁଚୁନଥିବ) ତେବେ ଏହା ଉପରେ ୫ ପ୍ରତିଶତ ଜିଏସ୍ ଟି ଲାଗିବ । କ’ଣ ଏହି ଖୁଚୁରା ବିକ୍ରି ମୂଲ୍ୟରେ ଜିଏସ୍ ଟି ସାମିଲ୍ ରହିବ କି ?
ରେଡିମେଡି କପଡାର ବିକ୍ରି ମୂଲ୍ୟ ଯଦି ପ୍ରତି କପଡା ୧୦୦୦ ଟଙ୍କାରୁ ଅଧିକ ହୋଇନଥିବ ତେବେ ୫% ଜିଏସ୍ ଟି ଲାଗିବ । ରେଡିମେଡି କପଡାର ବିକ୍ରି ମୂଲ୍ୟ ଯଦି ପ୍ରତି କପଡା ୧୦୦୦ ଟଙ୍କାରୁ ଅଧିକ ହୋଇଥାଏ ତେବେ ୧୨% ଜିଏସ୍ ଟି ଲାଗିବ । ଜଣେ ସପ୍ଲାୟର କିପରି ନିର୍ଦ୍ଧାରିତ କରିବେଯେ ତେବେ ରେଡିମେଡି କପଡା ଉପରେ କେଉଁ ପ୍ରକାର ଦରରେ ଜିଏସ୍ ଟି ଲାଗିବ ?
ନୋଟିଫିକେସନରେ ବିକ୍ରି ମୂଲ୍ୟର ଅର୍ଥ ସେହି ରେଡିମେଡି କପଡାର ଟ୍ରାଞ୍ଜାକ୍ସନ ମୂଲ୍ୟ ଅଟେ ଖୁଚୁରା ବିକ୍ରି ମୂଲ୍ୟ ନୁହେଁ ।
ଚକୋଲେଟ ‘ସନ୍ଦେଶ’ ବଙ୍ଗାଳି ମିଷ୍ଟାନ୍ନ ଉପରେ ଜିଏସ୍ ଟି ଦର କେତେ ?
ସନ୍ଦେଶରେ ଚକୋଲେଟ ଥାଉ ବା ନଥାଉ, ଜିଏସ୍ ଟିର ଦର ୫% ଅଟେ ।
ଆଧାର - କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବୋର୍ଡ ଓ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ
Last Modified : 12/7/2019