IGST ନୀତି ଅଧୀନରେ ସମନ୍ଵିତ ବସ୍ତୁ ଓ ସେବାକର ର ଅର୍ଥ ହେଲା ବସ୍ତୁ ଯୋଗାଣ ବା ଅନ୍ତଃରାଜ୍ୟ ସେବା ପ୍ରଦାନ ବା ସମ୍ପର୍କିତ ବ୍ୟବସାୟ ।
ବସ୍ତୁ ଯୋଗାଣ ବା ରାଜ୍ୟ ସୀମା ବାହାରେ ସେବା ଯୋଗାଣ ବା ବ୍ୟବସାୟ ଯେଉଁଠି ଯୋଗାଣକାରୀର ରାଜ୍ୟ ଓ ବସ୍ତୁ ବା ସେବା ଗ୍ରହଣ କରୁଥିବା ରାଜ୍ୟ ଦୁଇଟି ଅଲଗା ବା ଭିନ୍ନ । (ଧାରା୭ (୧) IGST ) ପୁନଃ ବସ୍ତୁ ବା ସେବାର ଆହରଣ SEZ ନିର୍ମାଣକାରୀ ବାତାର ଯୋଗାଣକାରୀ ସମୂହ ଅନ୍ତଃରାଜ୍ୟ ଯୋଗାଣ ନୁହେଁ ।
ସମନ୍ଵିତ ବସ୍ତୁ ଓ ସେବାକର କେନ୍ଦ୍ର ଦ୍ଵାରା ନିୟନ୍ତ୍ରଣ ଓ ପରିଚାଳିତ । IGST ମୂଳତଃ CGST (କେନ୍ଦ୍ରୀୟ ବସ୍ତୁ ବା ସେବାକର ) ଓ SGST (ରାଜ୍ୟ ବସ୍ତୁ ଓ ସେବାକର ) ଏବଂ ଆନ୍ତଃରାଜ୍ୟ ଓ ସେବା ଉପରେ କର ନିର୍ଦ୍ଧାରଣ କରିବା । ଆନ୍ତଃରାଜ୍ୟ ବିକ୍ରେତା CGST , SGST ଓ IGST ଅନୁଯାୟୀ ଯେକୌଣସି କ୍ରୟଠାରେ ଯେଉଁ ବସ୍ତୁ ବା ସେବା ଉପରେ ଯେଉଁ ମୂଲ୍ୟ ଯୋଗ କରନ୍ତି । ସେହି ଯୋଗ ଉପରେ IGST ଅନୁଯାୟୀ ନୀର ବଳକା କର କୁ ଛାଡି , କରପ୍ରଦାନ କରିବେ । ଯୋଗାଣକାରୀ ରାଜ୍ୟ SGST ଅଧିନତାହ ଉତ୍ପାଦିତ କର କୁ କେନ୍ଦ୍ରକୁ ପ୍ରଦାନ କରିବେ । ଗ୍ରହିତ ରାଜ୍ୟର କ୍ରେତା ଅନ୍ତରଣ ଜମା ରାସୀକୁ ଦାବି କରିବେ , କିନ୍ତୁ ନିଜର କର ପ୍ରଦାନ ପରେ । iGST ଅଧୀନରେ କେନ୍ଦ୍ର ଅନ୍ତରଣ କର କୁ ଗ୍ରହିତା ରାଜ୍ୟର କର ବ୍ୟୟ ବାଦ CGST ଦେଲା ପରେ ସ୍ଥାନାତନ୍ତରଣ କରିବେ । ପ୍ରାସଙ୍ଗିକ ତଥ୍ୟ କେନ୍ଦ୍ରକୁ ପ୍ରେରଣ କରିବେ ଯାହା ଏକ ହିସାବ ନିକସି ପ୍ରକ୍ରିୟା ଭାବେ କାମ କରିବ ଓ ରାଜ୍ୟର ଦାବି ଏବଂ ସମ୍ପୃକ୍ତ ସରକାରଙ୍କୁ ପନ୍ଥୀ ଆନ୍ତରଣ କରିବ ।
ଏହି ନୀତିଟିରେ ୩୩ ଟି ଧାରା,୧୧ ଖଣ୍ଡ ବିଷୟରେ ବିଭକ୍ତ ହୋଇଛି । ଚିଠା ଅନ୍ତର୍ନିହିତ ତଥ୍ୟ, ଓ ନିୟମ ସମୂହ ବସ୍ତୁ ଯୋଗାଣର ସ୍ଥାନ ନିର୍ଦ୍ଧାରଣ କରିବ । ଯେଉଁଠି ଯୋଗାଣରେ ଅର୍ଥ ବସ୍ତୁର ସ୍ଥାନାନ୍ତରଣ ହେଉଥିବ , ଯୋଗାଣ ହେବାକୁ ଥିବା ବସ୍ତୁର ସ୍ଥାନାନ୍ତରଣ ଗ୍ରହିତାଙ୍କ ନିକଟରେ ଶେଷ ହେଉଥିବ । ଯେଉଁଠି ଯୋଗାଣ ହେତୁ ବସ୍ତୁର ସ୍ଥାନାନ୍ତରଣ ହେଉନଥିବ , ଯୋଗାଣ ବସ୍ତୁର ସ୍ଥାନ ଓ ସ୍ଥାପନ ହେବାକୁ ଥିବା ପରିସର ସମାନ ଥିବ କିନ୍ତୁ ବିତରକ ଓ ପ୍ରାପ୍ତିକର୍ତ୍ତା ଥିବେ । ଯେଉଁ ସମୟରେ ବସ୍ତୁ ସମାଞ୍ଚିତ ଓ ସଂସ୍ଥାପନ ଗୋଟି ସ୍ଥାନରେ ହେଉଥିବ ଓ ଯୋଗାଣର ସ୍ଥାନ ମଧ୍ୟ ସମାନ ଥିବ । ଶେଷରେ ସୁବିଧା ଅନୁରୂପ ବସ୍ତୁ ଯେଉଁଠି ଯୋଗାଣ ହେବ ସେଇଠି ବସ୍ତୁର ପ୍ରାପ୍ତି କର୍ତ୍ତା ମଧ୍ୟ ଥିବେ ଓ ବସ୍ତୁର ସ୍ଥାନାନ୍ତରଣ ଶେଷ ହେବ । ଘରୋଇ ଓ ଆନ୍ତଃରାଷ୍ଟ୍ରୀୟ ଯୋଗାଣକାରୀ କ୍ଷେତ୍ରରେ ଆଇନରେ ଯୋଗାଣର ସ୍ଥାନ ନିର୍ଦ୍ଧାରଣ ନିମିତ୍ତ ବ୍ୟବସ୍ଥା ରହିଛି (ଯେଉଁଠି ଯୋଗାଣକାରୀ ଓ ଗ୍ରହଣକାରୀ ଥିବେ ) IGST ନୀତି ଅନୁସାରେ ଭାରତରେ ଯୋଗାଣକାରୀର ପାଞ୍ଜିକାରଣ ହିଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ଆଧାରରେ ଇଣ୍ଟରନେଟ ସେବା ଯୋଗାଇବା ତଥ୍ୟ ସଂଗ୍ରହ ପାଇଁ ଅନୁମତି ଦେବା ବ୍ୟବସ୍ଥା କରିହେବ । ଧାରା ୧୪ IGST
ପ୍ରମୁଖ ସୁବିଧା ଗୁଡିକ ହେଲା ।
ପ୍ରତିକୃତିଟି ଆନ୍ତଃବ୍ୟବସାୟିକ ଓ ବ୍ୟବସାୟୀ ଗ୍ରାହକ କାରବାରକୁ ସମ୍ପାଦିତ କରିଥାଏ ।
IGST (ସମନ୍ଵିତ ବସ୍ତୁ ଓ ସେବା କର ) ଅନ୍ତର୍ଗ୍ରହିତା କର ଜମା ଭାବେ ପ୍ରଦତ୍ତ ଓ ନିଷ୍ପାଦିତ ଓ ରୋକଡ ମାଧ୍ୟମରେ ପ୍ରଦାନ କରିହେବ । ଯଦିଓ ଅନ୍ତର୍ଗ୍ରହିତା କର ଜମାର ଦେୟ IGST ର ନିମ୍ନଲିଖିତ ଉପାୟରେ କରିହେବ ।
IGST ର ଅବଶିଷ୍ଟନ୍ସ ପ୍ରାପ୍ୟ , ରୋକଡ ପ୍ରଦାନ କରି ନିର୍ବାହ କରିହେବ । ଦେୟର କ୍ରମୋଛ ବ୍ୟବସ୍ଥା, GST ମହୟମରେ ସୁନିଶ୍ଚିତ କରାଯାଇପାରିଛି ।
SEZ ନିର୍ମାଣକାରୀ କୌଣସି ଭୌତିକ ବସ୍ତୁ ଯୋଗାଣ କରୁଣଥିବାରୁ ସେଥିପାଇଁ ବିଧି ନାହିଁ । ଯୋଗାଣକାରୀ SEZ ନିର୍ମାଣକାରୀବଙ୍କୁ କର ଦେୟ ବିନା ଯୋଗାଣ କରିପାରିବେ ଏବଂ ଅନ୍ତଃଗ୍ରହିତା କରର ଦାବି କରିପାରିବେ (ଧାରା ୧୬ IGST ) ।
ପ୍ରକ୍ରିୟା ଓ ଅନୁପାଳନ ହେତୁ ପାଞ୍ଜିକାରଣ , ରିଟର୍ଣ୍ଣ ପ୍ରଦାନ , କର ଦେୟ ଇତ୍ୟାଦି ପୂର୍ବପରି ହେବ । ପୁନଃ IGST ବ୍ୟବସ୍ଥାରେ CGST ର କିଛି ବିଧି ଆହରଣ ହୋଇଛି , ଯଥା – କର ନିର୍ଦ୍ଧାରଣ, ପୁନଃ ଅବଲୋକ , ମୂଲ୍ୟାୟନ , ଯୋଗାଣ ସମୂହ, ରସିଦ , ହିସାବ ,ନ୍ୟାୟ ନିର୍ଣ୍ଣୟ ଆବେଦନ ଇତ୍ୟାଦି ଧାରା ୨୦ IGST ।
ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼
Last Modified : 4/19/2022