କୃଷ୍ଣ ଚରିତ ଭଗବତ ସୁଖରେ ଆୟସୀ, ଦୁଃଖରେ କାତର ନ ହୋଇ ଧୀର ପାଦ, ସ୍ଥିର ଚିତ୍ତରେ ଆଗକୁ ଗତି କଲେ ଜୀବନ ଆନନ୍ଦରେ ଭରିଯାଏ ।
ଅବଧୂତ ବାବ ଭାଗବତ ଟୁଙ୍ଗୀ ଓ ବାଣୀ ବିଷୟରେ କହିଛନ୍ତି ।
କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଏହି ମାସର ମହତ୍ତ୍ଵ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଭଗବାନ କୁବେରଙ୍କର ଗ୍ରନ୍ଥ, ବିଶ୍ଵାସବଳି ଧର୍ମ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା ।
କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଦେବତା ସମ୍ବନ୍ଧରେ ସୂଚନା ।
ବିଷ୍ଣୁଙ୍କ ର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ କୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ଇତିହାସ ଓ ମହତ୍ତ୍ଵ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା କୁଆଁରୀ ଓଡ଼ିଆ ଝିଅ ପାଳନ କରିଥାନ୍ତି ।
ଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧିତ । ଏହି ପୂଜା କୁମାର ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ ।
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହିନ୍ଦୁ ଦେବତା ।
ଗୀତଗୋବିନ୍ଦ କବି ଜୟଦେବଙ୍କ ଦ୍ଵାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ ।
(୨୨ ରୁ ୨୮ ଅକ୍ଟୋବର) ପାଳିତ ହେଉଛି ଗୋସମ୍ବର୍ଦ୍ଧନା ସପ୍ତାହ ।ଗୋ-ବର୍ଦ୍ଧନ ପୂଜା ଓ ଗୋଷ୍ଠାଷ୍ଟମୀକୁ ସଂଯୋଗକରି ୧୯୫୨ରୁ ଆମ ରାଜ୍ୟ ତଥା ଦେଶରେ ଏହା ପାଳିତ ହୋଇଆସୁଛି।
ଜହ୍ନି ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହି ଓଷା କୁମାରୀମାନଙ୍କ ଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦ୍ଯାପନ ହୁଏ ।
ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ ଦଣ୍ଡ ନାଟ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ସେ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଦୀପାବଳୀ ଆଲୋକର ପର୍ବ ସମ୍ବନ୍ଧରେ ସୂଚନା ।
ମହାମାୟୀ ଦୁର୍ଗାଙ୍କର ସମ୍ବନ୍ଧୀୟ ତଥ୍ୟ ।
ଦୂତୀ ବାହନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା ଓଡ଼ିଶାରେ ପାଳିତ ଏକ ଓଷା ।
ଦେବୀମାତା ଓ ନବରାତ୍ର ପୂଜା ବିଷୟରେ ସୂଚନା ।
ନମସ୍ତୁଭ୍ୟ ବିଶ୍ୱକର୍ମା ବିଷୟରେ ତଥ୍ୟ ।
ନୂଆଖାଇ ପର୍ବ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ ସମ୍ବନ୍ଧୀୟ ସୂଚନା ।
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ।
ପାତାଳୀ ଶ୍ରୀକ୍ଷେତ୍ର ଇତିହାସ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା) ଏକ ଓଡ଼ିଆ ପର୍ବ ।
ଭାରତୀୟ ସଂସ୍କୃତିରେ ଜନନୀ ଦଶଭୂଜା ଶୁଭାଗମନ ସମ୍ବନ୍ଧରେରେ ସୂଚନା ଦିଆଯାଇଛି ।
ଭାରତୀୟ ସଂସ୍କୃତିରେ ନବବର୍ଷ ଓ ବିଦେଶରେ ନବବର୍ଷ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ମହାଳୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କ ଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ ।
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ ।