ଉପକ୍ରମ ବନ୍ୟ ଜୀବନ (ସୁରକ୍ଷା ) ଓଡ଼ିଶା ନିୟମାବଳୀ, ୧୯୭୪ ଅନୁଯାୟୀ ବନ୍ୟ ପଶୁ ,ପଶୁଦ୍ରବ୍ୟ ଏବଂ ଟ୍ରଫିଗୁଡିକରେ ବ୍ୟାପାର କିମ୍ବା ବାଣିଜ୍ୟ । ଦ୍ରବ୍ୟ ତାଲିକାଗୁଡିକର ତଦନ୍ତ ଏବଂ ପ୍ରସ୍ତୁତିକରଣ, ମାଲିକ ସ୍ଵତ୍ଵର ପ୍ରମାଣପତ୍ର , ଆଇନର ଦଫା ୩୦ କିମ୍ବା ୪୩ ର ଉପ-ଦଫା (୨) ଅନୁଯାୟୀ ସ୍ଥାନାନ୍ତରଣ କିମ୍ବା ପରିବହନ, ପଶୁଦ୍ରବ୍ୟ କିମ୍ବା ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ଇତ୍ୟାଦି ଗୁଡିକ ପାଇଁ ଫର୍ମ ରହିଛି । ଫର୍ମ ଆଧାର – ଲଅ ହାଉ