ବନ୍ୟ ପଶୁମାନଙ୍କର ବିନାଶ ପାଇଁ ପାରିତୋଷିକ ପାରିତୋଷିକ ହାର ( ନିୟମ ୨୫ (କ )) :- ପ୍ରତ୍ୟେକ ବନ୍ୟ ପଶୁ ବିପକ୍ଷରେ ଏତଦନୁଯାୟୀ ବିନିର୍ଦ୍ଧିଷ୍ଟ ରୂପେ ଅଧିକତମ ଅତିକ୍ରମ କରିନଥିବା ସେହି ହାରରେ ମନୁଷ୍ୟ ଜୀବନ ଏପରି ସମ୍ପତ୍ତି ପ୍ରତି ବିପଦଜନକ ହୋଇଥିବା ଅକୌଣସି ବନ୍ୟପଶୁଙ୍କ ବିନାଶ ପାଇଁ ପାରିତୋଷିକ ମଞ୍ଜୁର ହେବ । (i) ହାତୀ ୨୦୦୦ ଟଙ୍କା (II) ବାଘ/ଚିତାବାଘ (ମନୁଷ୍ୟ ଖାଦକ ) ୫୦ ଟଙ୍କା (III) ଭାଲୁ ୫୦ ଟଙ୍କା (IV) ବଣୁଆ କୁକୁର କିମ୍ବା ହେଟାବାଘ ୫୦ ଟଙ୍କା ଦଫା ୧୧ ଅନୁଯାୟୀ ଘୋଷଣା ନିମନ୍ତେ କାର୍ଯ୍ୟପଦ୍ଧତି (ନିୟମ ୨୫ (ଖ)) :- ମୁଖ୍ୟ ବନ୍ୟ ଜୀବନ ରକ୍ଷକ ଆଇନର ଦଫା ୧୧ ର ଉପ-ଦଫା (୧) ର ପ୍ରକରଣ (କ) ଅନୁଯାୟୀ ସେପରି ତଦନ୍ତ କରିବା ପରେ କୌଣସି ପଶୁକୁ ବିପଦଜ୍ଜନକ ଘୋଷଣା କରିବେ ଯେପରି ସେ ଉପଯୁକ୍ତ ବିବେଚନା କରିବେ । ବନ୍ୟ ନିବନ ରକ୍ଷକ ଯେତେବେଳେ ଡେପୁଟି – ସଂରକ୍ଷକ ପାହ୍ୟାରୁ କମ ହୋଇନଥିବା କ୍ଷମତାପନ୍ନ ପ୍ରାଧିକାରୀଙ୍କ ଦ୍ଵାରା ଯଥାର୍ଥଭାବେ କ୍ଷମତାପନ୍ନ ପ୍ରାଧିକାରୀଙ୍କ ଦ୍ଵାରା ଯଥାର୍ଥଭାବେ କ୍ଷମତାୟିତ ହୋଇଥାନ୍ତି , ସେତେବେଳେ ଆବଶ୍ୟକ ତଦନ୍ତ କରିବା ପରେ ଆଇନର ଦଫା ୧୧ ର ଉପ- ଦଫା (୧) ର ପ୍ରକରଣ (ଖ) ଅନୁଯାୟୀ ଏକ ପଶୁକୁ ବିପଦଜନକ ଘୋଷଣା କରିବେ, ଉଲ୍ଲେଖ ଥାଉ ଯେ କେବଳ ମାତ୍ର ଜିଲା କଲେକ୍ଟର ବିପଦଜ୍ଜନକ ହୋଇଥିବା ଏକ ନିର୍ଦ୍ଧିଷ୍ଟ ପଶୁ ସମ୍ବନ୍ଧରେ ରିପୋର୍ଟ ପ୍ରଦାନ କରିବା ପରେ ସେପରି ଘୋଷଣା ହେବ । ଦଫା ୧୧ ଅନୁଯାୟୀ ଘୋଷିତ ଶିକାର ହୋଇଥିବା ପଶୁମାନଙ୍କର ଦରଖାସ୍ତ (ନିୟମ ୨୫ (ଗ)) :- ଆଇନର ଦଫା ୧୧ ଅନୁଯାୟୀ ବିପଦଜ୍ଜନକ ଘୋଷିତ ପଶୁମାନଙ୍କ ଶିକାର ପାଇଁ ଏକ ଦରଖାସ୍ତ ନିଯମାନୁଯଯାଇ ଆବଶ୍ୟକ ହେଉଥିବା ଆବଶ୍ୟକୀୟ ସୂଚନା ସହ ପୂର୍ବ ଘଟନାରେ ସେପରି ବିପଦଜନକ ପଶୁ ଶିକାର କରିବା ଅଭିଜ୍ଞତା ଏକ ଟିପ୍ପଣୀ ସହ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ନିକଟରେ ପଡି ରହିବ । କୌଣସି ଲାଇସେନସ ଫିସ ବା ଦେ, ଉପ- ନିୟମ (୧) ଅନୁଯାୟୀ ଏକ ଦରଖାସ୍ତ ପାଇଁ ଜମା ହେବ । ଲାଇସେନସ ନିର୍ଗମନ ଓ ପାରିତୋଷିକ ଲାଇସେନସ ନିର୍ଗମନ ( ନିୟମ ୨୫ (ଘ)) : - ଆଇନର ଦଫା ୧୧ ର ଉପ-ଦଫା (୧) ର ପ୍ରକରଣ (କ) ଏବଂ (ଖ) ଅନୁଯାୟୀ ବିପଦଜନକ ଘୋଷିତ ସମସ୍ତ ପଶୁମାନଙ୍କ କ୍ଷେତ୍ରରେ ଲାଇସେନସ କେବଳ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ଦ୍ଵାରା ନିର୍ଗମିତ ହେବ । ପାରିତୋଷିକ ପ୍ରଦାନ (ନିୟମ ୨୫ (ଙ)) :- ଯେତେବଳେ କୌଣସି ପଶୁ ପାରିତୋଷିକର ଅର୍ପଣ ସହ ବିନାଶ ନିମନ୍ତେ ଘୋଷିତ ହୋଇଥାନ୍ତି ସେତେବେଳେ ଉପଯୁକ୍ତ ଏବଂ ସନ୍ତୋଷଜଙ୍କ ପ୍ରମାଣ ସେହି ମର୍ମରେ ଉପସ୍ଥାପିତ ହେବ ଯେ ହତ୍ୟା କରାଯାଇଥିବା ପଶୁ ଘୋଷିତ ପଶୁ ଅଟନ୍ତି ଏବଂ ଘୋଷିତ ପରିତୋଷିକ ପ୍ରଦାନ କରିବାକୁ ଏକ ପ୍ରକୃତରେ ନିର୍ଣ୍ଣୟ ହେବା ପୂର୍ବରୁ ଏହାର ପୁନଃ – ଉପସ୍ଥିତି ପାଇଁ କିମ୍ବା ପ୍ରଦାନ କରିବାକୁ ଏହା ପ୍ରକୃତରେ ନିର୍ଣ୍ଣୟ ହେବ ପୂର୍ବରୁ ଏହାର ପୁନଃ – ଉପସ୍ଥିତି ପାଇଁ କିମ୍ବା ପଶୁର ଧ୍ଵଂସର କୌଣସି ପୁନରାବର୍ତ୍ତନ ପାଇଁ ତିନିମାସ ନିମନ୍ତେ ଅଞ୍ଚଳଟିକୁ ଦୃଷ୍ଟିରେ ରଖାଯିବ । ହତ୍ୟା ବୋଲି ଘୋଷିତ କୌଣସି ପଶୁ ବ୍ୟତୀତ ସେହି ପ୍ରକାରର ପଶୁର ବିନାଶ ଘଟନାରେ କୌଣସି ପାରିତୋଷିକ ପ୍ରଦାନ ହେବ ନାହିଁ । ଯଦି ମଞ୍ଜୁର କରିବା ପ୍ରାଧିକାରୀ ଯଥାର୍ଥ ତଦନ୍ତ ପରେ ହୃଦରୋଗ କରନ୍ତି ଯେ ସେପରି ହତ୍ୟା , ଲିଖିତାକାରରେ ଲିପିବଦ୍ଧ ହୋଇଥିବା ଆଭ୍ୟନ୍ତରୀଣ କାରସାଦିର ଆଶାବଧାନତା ଫଳରେ ହୋଇଥିବା ତେବେ ବଇନା ଧନ ବ୍ୟାଜ୍ୟାପ୍ତ ହେବ ଏବଂ ହତ୍ୟା କରାଯାଇଥିବା ପଶୁ ପାଇଁ ରୟାଲିଟି ଉପଲ୍ଲବ୍ଧ ହେବା ସହିତ ଆଇନର ବ୍ୟବସ୍ଥାନୁଯାୟୀ ସଂପୃକ୍ତ ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ବିପକ୍ଷରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣୀୟ ହେବ । ପାରିତୋଷିକ ମଞ୍ଜୁର ପାଇଁ ପଶୁ ଉପସ୍ଥାପନ (ନିୟମ ୨୫ ( ଚ)) :- ପାରିତୋଷିକ ପାଇଁ ଦାବିଦର ହାତୀ କ୍ଷେତ୍ରରେ ବ୍ୟତୀତ ହତ୍ୟା କରାଯାଇଥିବା ପଶୁଙ୍କୁ ସମ୍ପୃକ୍ତ ବନ୍ୟ ଜୀବନ ରକ୍ଷକଙ୍କ ସମକ୍ଷରେ ଉପସ୍ଥାପନ କରିବେ । ହାତୀ କ୍ଷେତ୍ରରେ ମଞ୍ଜୁର କରିଥିବା ପ୍ରାଧିକାରୀ , ବିପଜ୍ଜନକ ଘୋଷିତ ହାତୀର ହତ୍ୟା ସମ୍ବନ୍ଧରେ କିମ୍ବା ଅନ୍ୟଥା ଲାଇସେନସ – ଧାରକଙ୍କ ଠାରୁ ଆବଶ୍ୟକତା ଅନୁଯାୟୀ ସେପରି ପ୍ରମାଣ ପାଇବା ଦ୍ଵାରା ନିଜକୁ ସନ୍ତୁଷ୍ଟ କରିବେ । ସେ ପରି ହତ୍ୟା କରାଯାଇଥିବା ହାତୀର ହାତୀଦାନ୍ତ ଲାଇସେନସ ପ୍ରାପ୍ତ ବ୍ୟକ୍ତି ତାଙ୍କ ନିଜ ରିସ୍କରେ ନିକଟସ୍ଥ ଥାନାରେ ଜମା କରିବେ ଏବଂ ଏହି ମର୍ମର୍ରେ ହାତୀଦାନ୍ତର ଆକାର ଏବଂ ଓଜନ ସୂଚିତ କରି ଆବଶ୍ୟକ ରସିଦ ମଞ୍ଜୁର କରିଥିବା ପ୍ରାଧିକାରୀଙ୍କ ସମ୍ମୁଖରେ ଉପସ୍ଥାପିତ ହେବ । ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା କ୍ଷମତାୟିତ ବନ୍ୟଜୀବନ ରକ୍ଷକ, ସୂଚନା ପାଇବା ପରେ ଥାନାରୁ ହାତୀଦାନ୍ତ ଆଣିବା ବ୍ୟବସ୍ଥା କରିବେ ଏବଂ ଆଇନରେ ବ୍ୟବସ୍ଥିତ ପ୍ରଣାଳୀରେ ଏହାର ନିକାସ ପର୍ଯ୍ୟନ୍ତ ପରିରକ୍ଷଣ ପାଇଁ ଟ୍ରେଜେରୀ କିମ୍ବା ସବ – ଟ୍ରେଜେରୀରେ ଜମା କରିବେ । ଚମଡା ରଖିପାରିବେ ନାହିଁ ଓ ନିକାଶ ଚମଡା ରଖିପାରିବେ ନାହିଁ (ନିୟମ ୨୫ (ଛ)) :- ହତ୍ୟା କରାଯାଇଥିବା ବାଘ ଏବଂ ଚିତବାଘର ଚମଡା ବନ୍ୟ ଜୀବନ ରକ୍ଷକଙ୍କ ଦ୍ଵାରା ସଂରୁହିତ ହେବ ଏବଂ ଲାଇସେନସ ପ୍ରାପ୍ତ ବ୍ୟକ୍ତି ରଖିବାକୁ ଅନୁମତି ପ୍ରଦାନ ହେବ ନାହିଁ । ଚମଡାଗୁଡିକର ନିକାଶ (ନିୟମ ୨୫ (ଜ)) :- ନିୟମ ୨୫- ଝ ଅନୁଯାୟୀ ସଂଗୃହିତ ବାଘ ଏବଂ ଚିତାବାଘର ଚମଡା ସରକାରଙ୍କ ସଂପତ୍ତି ହେବ । ବନ୍ୟ ଜୀବନ ରକ୍ଷକ ରୋଗଯୁକ୍ତ ଚମଡା ପାଇବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ଏବଂ ନିୟମ ୪୬ ଅନୁଯାୟୀ ସେମାନଙ୍କ ନିକାଶ ନିର୍ଣ୍ଣୟ ହେବା ସମୟ ପର୍ଯ୍ୟନ୍ତ ଟ୍ରେଜେରୀରେ ଜମା କରିବେ । ମଞ୍ଜୁର କରିବା ପ୍ରାଧିକାରୀ (ନିୟମ ୨୫ (ଝ)) :- ଆଇନର ଅନୁସୂଚି ୧ ଏବଂ ୨ ରେ ଅନ୍ତର୍ଭୁକ୍ତ ପଶୁମାନଙ୍କର ବିନାଶ ପାଇଁ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ମଞ୍ଜୁର କରିବା ପ୍ରାଧିକାରୀ ହେବେ ଏବଂ ଅନୁସୂଚି ୩ ଏବଂ ୪ ରେ ଅନ୍ତର୍ଭୁକ୍ତ ସମସ୍ତ ପଶୁମାନଙ୍କ ପାଇଁ ସମ୍ପୃକ୍ତ ଅଞ୍ଚଳର ବନ୍ୟ ଜୀବନ ରକ୍ଷକ ମଞ୍ଜୁର କରିବା ପ୍ରାଧିକାରୀ ହେବେ । ପାରିତୋଷିକ ପ୍ରଦାନ (ନିୟମ ୨୫ (ଞ)) : - ନିର୍ଣ୍ଣୟ ହୋଇଥିବା ପ୍ରକାରେ ପାରିତୋଷିକ ସଂପୃକ୍ତ ଅଞ୍ଚଳର ବନ୍ୟ ଜୀବନ ରକ୍ଷକଙ୍କ ଦ୍ଵାରା ପ୍ରଦାନ ହେବ ଏବଂ ଏହି ହିସାବ ଉପରେ ଖର୍ଚ୍ଚ ଜଙ୍ଗଲ ବିଭାଗ ବଜେଟରୁ ଭରଣା ହେବ । ଆଧାର – ଲଅ ହାଉସ