ଲାଇସେନସ ମଞ୍ଜୁର ଏହି ଅଧ୍ୟାୟ ଅନୁଯାୟୀ ଏକ ଲାଇସେନସ ପାଇଁ କୌଣସି ଦରଖାସ୍ତ ପାଇବା ପରେ ନିର୍ଗମକାରିଆଫ ଅଫିସର ସେପରି ତଦନ୍ତ ପରେ, ଯେପରି ସେ ଉପଯୁକ୍ତତା ସମ୍ବନ୍ଧରେ କିମ୍ବା ଆବେଦନକାରୀଙ୍କ ଅନ୍ୟଥା ସମ୍ବନ୍ଧରେ ଏକ ଲାଇସେନସ ପାଇବାକୁ ଉପଯୁକ୍ତ ବିବେଚନା କରନ୍ତି କିମ୍ବା ଦରଖାସ୍ତ ମଞ୍ଜୁର ଖାରଜ କରନ୍ତି । ଯେଉଁ କ୍ଷେତ୍ରରେ ଦରଖାସ୍ତ ଖାରଜ ହୋଇଥାଏ ସେହି କ୍ଷେତ୍ରରେ ଲାଇସେନସ ଫିସ ବା ଦେୟ ଆବେଦନକାରୀଙ୍କୁ ତ୍ଵରାନ୍ୱିତ୍ଵ ଭାବରେ ଫେରସ୍ତ ହେବ । ଯେଉଁ କ୍ଷେତ୍ରରେ ନିର୍ଗମକାରୀ ଅଫିସର ଆବେଦନ କରାଯାଇଥିବା ଲାଇସେନସ ମଞ୍ଜୁର କରିବା ପାଇଁ ସ୍ଥିର କରନ୍ତି ସେହି କ୍ଷେତ୍ରରେ ସେ ଆବେଦନକାରୀଙ୍କୁ ସେହି ସମସ୍ତ ମଧ୍ୟରେ ଦାଖଲ କରିବାକୁ ଆବଶ୍ୟକ କରିବେ, ଯାହା ନିୟମ 14 ଏବଂ ନିୟମ 15 ରେ ବିନିର୍ଦ୍ଧିଷ୍ଟ ଯଦି କିଛି ଜମା, କୌଣସି ରୟାଲିଟି ପ୍ରଦାନ କରିବାର ଥାଏ ତାହା ଦର୍ଶାଇ ଆବଶ୍ୟକ ଟ୍ରେଜେରୀ ଚାଲାଣ କିମ୍ବା ବ୍ୟାଙ୍କ ରସିଦ ଉଲ୍ଲେଖିତ କରିବେ । ଜମା ଏବଂ ରୟାଲିଟି, ଯଦି କିଛି ଥାଏ, ତାହାର ପ୍ରଦାନ ଦର୍ଶାଇ ଟ୍ରେଜେରୀ ଚାଲାଣ କିମ୍ବା ବ୍ୟାଙ୍କ ରସିଦ ପାଇବା ପରେ ନିର୍ଗମକାରୀ ଅଫିସର ଉପ- ନିୟମ (5) ରେ ବିନିର୍ଦ୍ଧିଷ୍ଟ ଉପଯୁକ୍ତ ଫର୍ମରେ ଆବେଦନକାରୀ ଯାଇଥିବା ଲାଇସେନସ ମଞ୍ଜୁର କରିବେ । ଏକ ସ୍ଵତନ୍ତ୍ର ଶିକାର ବା ( ସ୍ପେଶିଆଲ ଗେମ ) ଶିକାର କରିବା ଲାଇସେନସ ଫର୍ମ ନଂ 4 ରେ ମଞ୍ଜୁର ହେବ । ଏକ ବଡ ଶିକାର ବା (ବିଗ ଗେମ) ଶିକାର କରିବା ଲାଇସେନସ ଫର୍ମ ନଂ 4 ରେ ମଞ୍ଜୁର ହେବ । ଏକ ଛୋଟ ଶିକାର ବା (ସ୍ମଲ ଗେମ ) ଶିକାର କରିବା ଲାଇସେନସ ଫର୍ମ ନଂ ୫ ରେ ହେବ । ଏକ ବନ୍ୟ ପଶୁ ଫାନ୍ଦରେ ପକାଇବା ଲାଇସେନସ ଫର୍ମ ୬ ରେ ମଞ୍ଜୁର ହେବ । ଜମା ଯେଉଁ ବ୍ୟକ୍ତିଙ୍କୁ ଏହି ଅଧ୍ୟାୟ ଅନୁଯାୟୀ ଏକ ଲାଇସେନ୍ସ ମଞ୍ଜୁର ହୋଇଥାଏ, ତାଙ୍କୁ ନିମ୍ନରେ ଉଲ୍ଲେଖିତ ରୂପେ ଏକ ଫେରସ୍ତଯୋଗ୍ୟ ଜମା ସାଧାରଣତଃ ପ୍ରଦାନ ହେବ । କ ସ୍ଵତନ୍ତ୍ର ଶିକାର ବା (ସ୍ପେଶିଆଲ ଗେମ) ଶିକାର କରିବା ଲାଇସେନ୍ସ ୩୦୦ ଟଙ୍କା ଖ ବଡ ଶିକାର ବା ( ବିଗ ଗେମ ) ଶିକାର କରିବା ଲାଇସେନସ ୨୦୦ ଟଙ୍କା ଗ ଛୋଟ ଶିକାର ବା ସ୍ମଲ ଗେମ ଶିକାର କରିବା ଲାଇସେନସ ୧୦୦ ଟଙ୍କା ଘ ବନ୍ୟ ପଶୁ ଫାନ୍ଦରେ ପକାଇବା ଲାଇସେନସ ୩୦୦ ଟଙ୍କା ରୟାଲିଟି ନିମ୍ନ ସାରଣୀର ସ୍ତମ୍ଭ (୨) ରେ ବିନିର୍ଦ୍ଧିଷ୍ଟ ବ୍ୟକ୍ତି ଉକ୍ତ ସାରଣୀର ସ୍ତମ୍ଭ (୩) ରେ ଅନୁରୂପ ଦରଜ ରେ ଉଲ୍ଲିଖିତ ହାରରେ ସାରଣୀର ସ୍ତମ୍ଭ (୧) ରେ ଅନୁରୂପ ଦରଜ ରେ ଉଲ୍ଲେଖିତ ପଶୁମାନଙ୍କ ସମ୍ବନ୍ଧରେ ରୟାଲିଟି ପ୍ରଦାନ କରିବା ପାଇଁ ଯେତେବଳେ ନିର୍ଗମକାରୀ ଅଫିସର ଆବଶ୍ୟକ କରନ୍ତି । ଉଲ୍ଲେଖଥାଉ ଯେ ହାତୀ କ୍ଷେତ୍ରରେ ହାତୀଦନ୍ତର ମୂଲ୍ୟ ସ୍ତମ୍ଭ (୩) ରେ ବିନିର୍ଦ୍ଧିଷ୍ଟ ରୟାଲିଟି ଏହି କିଲୋଗ୍ରାମ ପ୍ରତି ଟ ୨୫୦,୦୦ ହାରରେ ଦାବି ହେବ । ପଶୁଙ୍କ ନାମ ବ୍ୟକ୍ତିଙ୍କର ଶ୍ରେଣୀ ରୟାଲିଟି ପରିମାଣ (୧) (୨) (୩) ଆମେରିକାର ଏକ ଜାତୀୟ ବନ୍ୟ ମହିଷ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୫୦୦,୦୦ ୧,୦୦୦,୦୦ ହାତୀ ( ହାତୀଦାନ୍ତର ମୂଲ୍ୟ ବ୍ୟତୀତ) ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧,୫୦୦,୦୦ ୩,୦୦୦,୦୦ ଚିତାବାଘ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧,୦୦୦,୦୦ ୨,୦୦୦,୦୦ ଦକ୍ଷିଣ ଆମେରିକୀୟ ଭାଲୁ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦୦,୦୦ ୨୦୦,୦୦ ସମ୍ବର ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୦୦,୦୦ ୪୦୦,୦୦ ଚିତ୍ରିତ ହରିଣ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୫୦,୦୦ ୩୦୦,୦୦ ବାର୍କିଂ ହରିଣ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦୦,୦୦ ୨୦୦,୦୦ ଚାରି ଶିଙ୍ଘ ବିଶିଷ୍ଟ କୃଷ୍ଣସାର ମୃଗ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୦୦,୦୦ ୪୦୦,୦୦ ମାଉସ ଡିଅର ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦,୦୦ ୨୦,୦୦ ନୀଳ ଗାଈ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୦୦,୦୦ ୪୦୦,୦୦ ବନ୍ୟ ବାର୍ହୀ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୦୦,୦୦ ୪୦୦,୦୦ ମନିଟର ଝିଟିପିଟି ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୫୦,୦୦ ୧୦୦,୦୦ ଝିଙ୍କ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୫.୦୦ ୫୦.୦୦ ମାଙ୍କଡ ଏବଂ ଲାଙ୍ଗୁର ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୫.୦୦ ୧୦.୦୦ ଡଲଫିନ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୫.୦୦ ୫୦.୦୦ ଉଡନ୍ତା ଗୁଣ୍ଡୁଚି ମୂଷା ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୫୦.୦୦ ୧୦୦.୦୦ ଅତିକାୟ ଗୁଣ୍ଡୁଚି ମୂଷା ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୫୦.୦୦ ୧୦୦.୦୦ ଅଜଗର ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୫୦.୦୦ ୩୦୦.୦୦ ବଣୁଆ କୁକୁର ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୫୦.୦୦ ୧୦୦.୦୦ ହେଟାବାଘ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୫.୦୦ ୫୦.୦୦ ମୂଷା ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦୦.୦୦ ୨୦୦.୦୦ ଠେକୁଆ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୫.୦୦ ୧୦.୦୦ ଓଧ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୫.୦୦ ୫୦.୦୦ ପକ୍ଷୀ ବାଗ ବା ସାରସ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨.୦୦ ୪.୦୦ ବତକ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୪.୦୦ ୮.୦୦ ଫ୍ଲାମିଂଗୋ ବା ଏକ ଜଳଚର ପକ୍ଷୀ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦.୦୦ ୨୦.୦୦ ରାଜହଂସ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦.୦୦ ୨୦.୦୦ ଲମ୍ବା ଲାଲ ଥଣ୍ଟ ଥିବା ପକ୍ଷୀ ବା ହର୍ଣ୍ଣବିଲ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୫.୦୦ ୫୦.୦୦ ଜଙ୍ଗଲ ଫୋଏ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୪.୦୦ ୮.୦୦ ପାଟ୍ରିଜ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨.୦୦ ୪.୦୦ ଦୀର୍ଘ ଚଞ୍ଚୁ ବିଶିଷ୍ଟ ଜଳଚର ପକ୍ଷୀ ବା ପେଲିକାନ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦.୦୦ ୨୦,୦୦ ଦୀର୍ଘ ପୁଚ୍ଛ ବିଶିଷ୍ଟ ପକ୍ଷୀ ବା ଫିଜାଣ୍ଟସ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦,୦୦ ୨୦.୦୦ ପାରା ବା ଫିଜିଅନ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୦.୫୦ ୧.୦୦ ତିତ୍ତିରଜାତୀୟ ପକ୍ଷୀ ବା କୁଏଲ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୦.୫୦ ୧.୦୦ ସିପ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୦.୫୦ ୧.୦୦ ହଂସ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦.୦୦ ୨୦.୦୦ ପାହାଡ ସାରୀ ପକ୍ଷୀ ବା ଦିଲ ମୈନା ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୫.୦୦ ୩୦.୦୦ ଅନୁସୂଚି ୪ ରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ କୌଣସି ପକ୍ଷୀ ଭାରତର ନାଗରିକ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୦.୫୦ ୧.୦୦ ଲାଇସେନସ ସମୟସୀମା ଓ ପରିଚାଳନା ପାଇଁ ସାଧାରଣ ସର୍ତ୍ତାବଳୀ ଲାଇସେନସ ସମୟସୀମା - ଏହି ଅଧ୍ୟାୟ ଅନୁଯାୟୀ ମଞ୍ଜୁର ହୋଇଥିବା ଏକ ଲାଇସେନସ ସେଥିରେ ବିନିର୍ଦ୍ଧିଷ୍ଟ ସମୟ ପାଇଁ ବୈଧ ହେବ ମାତ୍ର ଏକ ବର୍ଷ ଅତିକ୍ରମ କରି ନ ଥିବ । ଲାଇସେନସ ମଧ୍ୟ ଅଞ୍ଚଳ ସୂଚିତ କରିବ, ଯେଉଁଥିରେ ଲାଇସେନସପ୍ରାପ୍ତ ବ୍ୟକ୍ତି ଶିକାର କରିପାରିବେ । ଲାଇସେନସର ମଞ୍ଜୁର ପରିଚାଳନା ପାଇଁ ସାଧାରଣ ସର୍ତ୍ତାବଳୀ - ସ୍ଵତନ୍ତ୍ର ଶିକାର ବା (ସ୍ପେଶିଆଲ ଗେମ) ଶିକାର କରିବା ଲାଇସେନସ ଏବଂ ବଡ ଶିକାର ଆବ (ବିଗ ଗେମ) ଶିକାର କରିବା ଲାଇସେନସ ନିମ୍ନଲିଖିତ ବିଷୟ ବିନିର୍ଦ୍ଧିଷ୍ଟ କରେ - ଯେ କୌଣସି ଜାତିର ପଶୁମାନଙ୍କର ସଂଖ୍ୟା ଲିଙ୍ଗ; ଏବଂ ପ୍ରତ୍ୟେକ ନିଦର୍ଶନର ସର୍ବନିମ୍ନ ଏବଂ ସର୍ବାଧିକ ଆକାର ଯାହା ଶିକାର କରି ହେବ । ଛୋଟ ଶିକାର ବା ସ୍ମଲ ଗେମ ଶିକାର କରିବା ଲାଇସେନସ ପ୍ରତ୍ୟେକ ଜାତିର ସର୍ବାଧିକ ସଂଖ୍ୟା ମଧ୍ୟ ବିନିର୍ଦ୍ଧିଷ୍ଟ କରିବା, ଯାହା ଏକ ଦିନ କ୍ରମରେ ଶିକାର କରିହେବ । ଲାଇସେନସପ୍ରାପ୍ତ ବ୍ୟକ୍ତି ଏକ ଜାତିର ଉଭୟ ଲୀଙ୍ଗ ଶିକାର କରିପାରିବେ ଯଦି ସେ ଲାଇସେନସରେ ବିନିର୍ଦ୍ଧିଷ୍ଟ ପ୍ରତିକୂଳ ରୂପେ କୌଣସି ସର୍ତ୍ତ ଦ୍ଵାରା ନିଷେଧିତ ହୋଇ ନ ଥାନ୍ତି । ବନ୍ୟ ପଶୁ ଫାନ୍ଦରେ ପକାଇବା ଲାଇସେନସ , ପ୍ରଣାଳୀ ବିନିର୍ଦ୍ଧିଷ୍ଟ କରେ ଯାହା , ସେଥିରେ ବିନିର୍ଦ୍ଧିଷ୍ଟ ବନ୍ୟ ପଶୁମାନଙ୍କର ବନ୍ଦୀ ପାଇଁ ଅନୁମୋଦିତ ହେବ ଏବଂ ଯେଉଁ ସର୍ତ୍ତାନୁଯାୟୀ ବନ୍ୟ ପଶୁ ଫାନ୍ଦରେ ପଡି ପାରିବେ ଏବଂ ଦଫା ୧୭ ଦ୍ଵାରା ଧାର୍ଯ୍ୟ କଟକଣା ସାପେକ୍ଷରେ ହେବ । ଏକ ସ୍ଵତନ୍ତ୍ର ଶିକାର ବା (ସ୍ପେଶିଆଲ ଗେମ ) ଶିକାର କରିବା ଲାଇସେନସ ଏକ ବଡ ଶିକାର (ବିଗ ଗେମ) ଶିକାର କରିବା ଲାଇସେନସ କିମ୍ବା ଏକ ଛୋଟ ଶିକାର ବା ଶିକାର କରିବା ଲାଇସେନସ ଜଣେ ଧାରକ ବା ହୋଲଡର , ଗୁଳି କରି ମାରିଥିବା କୌଣସି ପଶୁ କିମ୍ବା ସେଥିରୁ ବାହାର କରିଥିବା କୌଣସି ମାଂସ , ଅନକ୍ୟୁଓର୍ଡ ଟ୍ରଫି , କୌଣସି ବ୍ୟକ୍ତିଙ୍କୁ ବିକ୍ରି କରିବେ ନାହିନ କିମ୍ବା ବଦଳ ବେପାର କରିବେ ନାହିଁ । ଏକ ସ୍ଵତନ୍ତ୍ର ଶିକାର ବା (ସ୍ପେଶିଆଲ ଗେମ) ଶିକାର କରିବା ଲାଇସେନସ କିମ୍ବା ଏକ ବଡ ଶିକାର ବା ( ବିଗ ଗେମ) ଶିକାର କରିବା ଲାଇସେନସ ଅନୁଯାୟୀ ଏକ ବିପଦଜ୍ଜ୍ନନକ ପଶୁ ଶିକାର କରିବାକୁ କୌଣସି ବ୍ୟକ୍ତି ଯେ କି ହକଡାର ଅଟନ୍ତି ଏବଂ ଯିଏ ସେହି ପଶୁକୁ ଆହାତ କରିଥାନ୍ତି, ସେ ଗେମକୁ ହତ୍ୟା କରିବାକୁ ଯଥାସାଧ୍ୟ କାର୍ଯ୍ୟ କରିବେ । ସେ ପରି କରିବାକୁ ତାଙ୍କର ବିଫଳତାରେ, ସେ ନିର୍ଗତକାରୀ ଅଫିସର ଏବଂ ସେହି ଅଞ୍ଚଳର ଡିଭିଜନାଳ ଫରେଷ୍ଟ ଅଫିସରଙ୍କୁ ଲିଖିତାକାରରେ ତତକ୍ଷଣାତ ଜଣାଇବେ ଯେଉଁଠାରେ ସେପରି ଘଟନା ସ୍ଥାନ ପାଇଥିଲା ଏବଂ କାରଣ ଦର୍ଶାଇବେ ଯେ କାହିଁକି ଆହାତ କରିଥିବା ପଶୁଙ୍କ ଗତିପଥ ଅନୁସରଣ ହୋଇ ନ ଥିଲା ଏବଂ ହତ୍ୟା କରାଯାଇନ ଥିଲା ଏବଂ ସେ ମଧ୍ୟ ଆଖପାଖ ଅଞ୍ଚଳରେ ଆହତ ହୋଇଥିବା ପଶୁଙ୍କ ଅସ୍ତିତ୍ଵ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଗ୍ରାମପଞ୍ଚାୟତକୁ ଜଣାଇବେ । ଏକ ସ୍ଵତନ୍ତ୍ର ଶିକାର ବା(ସ୍ପେଶିଆଲ ଗେମ ) ଶିକାର କରିବା ଲାଇସେନସ ଏବଂ ଏକ ବଡ ଶିକାର ବା ( ବିଗ ଗେମ) ଶିକାର କରିବା ଲାଇସେନସ ଉଦ୍ଦେଶ୍ୟରେ ଯେଉଁ ପଶୁଙ୍କର ଆଘାତ ଏବଂ କ୍ଷତି ହୋଇଥାଏ ସେମାନେ ଲାଇସେନସ ଅନୁଯାୟୀ ଶିକାର ହୋଇଛନ୍ତି ବିବେଚିତ ହେବ ଏବଂ ଲାଇସେନସପ୍ରାପ୍ତ ବ୍ୟକ୍ତି , ଆଘାତ ଏବଂ କ୍ଷତି ହୋଇଥିବା ସ୍ଥାନରେ ନିଦର୍ଶନ ଖୋଜିବା ଅଧିକାର ହରାଇବା । ଅନୁସୂଚୀ ୨ ଏବଂ ଅନୁସୂଚୀ ୩ ରେ ବିନିର୍ଦ୍ଧିଷ୍ଟ ବନ୍ୟ ପଶୁମାନଙ୍କୁ ଫାନ୍ଦରେ ପକାଇବା ପାଇଁ ଅନୁମତି ପ୍ରଦାନ ହେବ ନାହିଁ ଯଦି ମୁଖ୍ୟ ବନ୍ୟ ଜୀବନ ରକ୍ଷକ ଲିଖିତାକାରରେ ଲିପିବଦ୍ଧ ହୋଇଥିବା କାରଣଗୁଡିକ ପାଇଁ ସନ୍ତୁଷ୍ଟ ହୋଇ ନ ଥାନ୍ତି ଯେ ସେପରି ଫାନ୍ଦ ପକାଇବା ଦଫା ୧୨ କିମ୍ବା ଦଫା ୧୧ ର ଉପ- ଦଫା (୧) ର ବ୍ୟବସ୍ଥାନୁଯାୟୀ ଆବଶ୍ୟକ ଅଟେ । ବନ୍ୟ ପଶୁ ଫାନ୍ଦ ପକାଇବା ଲାଇସେନସର ଜଣେ ଧାରକ ବା ହୋଲଡର ଯଦି ବିନିର୍ଦ୍ଧିଷ୍ଟଭାବରେ ସେପରି କରିବାକୁ ଅନୁମତି ପ୍ରଦାନ ହୋଇ ନ ଥାଏ ତେବେ ସରକାରୀ ଜଙ୍ଗଲରେ ଏବଂ ନିୟମ ୨୧ ରେ ଉଲ୍ଲିଖିତ ଶିକାର କରିବା ବ୍ଲକରେ ସେହି ପଶୁଙ୍କୁ ଫାନ୍ଦରେ ପକାଯିବ ନାହିଁ । ଏହି ଅଧ୍ୟାୟ ଅନୁଯାୟୀ ଜଣେ ଧାରକ ବା ହୋଲଡର କୌଣସି ଆରକ୍ଷଣ ଜଙ୍ଗଲରେ ଅଭିଯାନ ସଂଗଠନ କରିବାକୁ ଇଚ୍ଛା ପ୍ରକାଶ କରନ୍ତି , ତେବେ ସେପରି ଅଭିଯାନ କରିବା ସ୍ଥାନ ଏବଂ ତାରିଖ ପ୍ରଦାନ କରି ସମ୍ପୃକ୍ତ ଡିଭିଜନାଲ ଫରେଷ୍ଟ ଅଫିସରଙ୍କୁ ଆଗୁଆ ଜଣାଇବେ । ଯଦି ଡିଭିଜନାଳ ଫରେଷ୍ଟ ଅଫିସର ମତପୋଷଣ କରନ୍ତି ଯେ ସେହି ଅଭିଯାନ ମଞ୍ଜୁର ହେବ ନାହିଁ ତେବେ ସେ ଲିଖିତାକାରରେ ଲିପିବଦ୍ଧ କାରଣଗୁଡିକ ପାଇଁ ସେପରି ଅଭିଯାନ ନିଷେଧ କରିବେ ଏବଂ ଲାଇସେନସ ଧାରକ ବା ହୋଲଡର ତାହା ଜଣାଇବେ । ଶିକାର ଉଦ୍ଦେଶ୍ୟରେ ନିର୍ମିତ କୌଣସି ମଞ୍ଚ କିମ୍ବା ଗାଡ ତତକ୍ଷଣାତ ଶିକାର ସମ୍ପତି ପରେ ଭଙ୍ଗାଯିବ କିମ୍ବା ପୂରଣ ହେବ। ବିନିର୍ଦ୍ଧିଷ୍ଟ ସର୍ବାଧିକ ସର୍ବାଧିକ ଆୟତନ ଠାରୁ ବଡ କିମ୍ବା ସର୍ବନିମ୍ନ ଠାରୁ ଛୋଟ ନମୁନା ସମେତ ଲାଇସେନସର ସର୍ତ୍ତ ଉଲଂଘନରେ ଯେଉଁ ଟ୍ରଫି ଗୁଡିକ ହତ୍ୟା କରଯାଇଥିଲା କିମ୍ବା ବନ୍ଦୀ କରାଯାଇଥିଲା , ସେଗୁଡିକ ଦଫା ୩୯ ଅନୁଯାୟୀ ସରକାରୀ ସମ୍ପତି ବୋଲି ବିବେଚିତ ହେବ । କୌଣସି ବନ୍ୟ ପଶୁ ଶିକାର ସମୟରେ କିମ୍ବା ଫାନ୍ଦରେ ପକାଇବା ସମୟରେ ଜଣେ ଲାଇସେନସପ୍ରାପ୍ତ ବ୍ୟକ୍ତି ତାଙ୍କର ଲାଇସେନସ ଆଣିବେ ଏବଂ ଦଫା ୪ ର ଉପ-ଦଫା (୧) ଅନୁଯାୟୀ ନିଯୁକ୍ତ ଜଣେ ଅଫିସର କିମ୍ବା ରାଜ୍ୟର ଜଙ୍ଗଲ ବିଭାଗର କୌଣସି କର୍ମଚାରୀଙ୍କ ସମ୍ମୁଖରେ ସେହି ଲାଇସେନସର ନିରୀକ୍ଷଣ ପାଇଁ ଦାବି ହେଲେ ଉପସ୍ଥାପନ କରିବେ । ଏହି ଅଧ୍ୟାୟ ଅନୁଯାୟୀ ମଞ୍ଜୁରୀ ପାଇଥିବା ଜଣେ ଲାଇସେନସପ୍ରାପ୍ତ ବ୍ୟକ୍ତି ଅନ୍ତରଣୀୟ ହେବେ ନାହିଁ । ଏହି ଅଧ୍ୟାୟ ଅନୁଯାୟୀ ଏକ ଲାଇସେନ୍ସ ତାଙ୍କ ଦ୍ଵାରା ହତ୍ୟା କରାଯାଇଥିବା ବନ୍ଦୀ କରାଯାଇଥିବା କିମ୍ବା ଆହତ ହୋଇଥିବା ପଶୁମାନଙ୍କର ଏକ ରେକର୍ଡ ଫର୍ମ ନଂ ୭ ରେ ରକ୍ଷଣାବେକ୍ଷଣା ହେବ ଏବଂ ସେହି ରେକର୍ଡ ଦଫା ୧୦ ଅନୁଯାୟୀ ଆବଶ୍ୟକତା ରୂପେ ନିର୍ଗମିତ ଅଫିସରଙ୍କୁ ସମର୍ପିତ ହେବ । ଏହି ଅଧ୍ୟାୟ ଅନୁଯାୟୀ ମଞ୍ଜୁର ହୋଇଥିବା କୌଣସି ଲାଇସେନଏସଏନ ଦଫା ୧୬ ର ଉପ- ଦଫା (୧) ଅନୁଯାୟୀ ଘୋଷିତ ଶେଷ ସମୟ ମଧ୍ୟରେ ବୈଧ ହେବ ନାହିଁ । ନିୟମ ପାଳନ କରୁଥିବା ଲାଇସେନସପ୍ରାପ୍ତ ବ୍ୟକ୍ତି :- ଏହି ଅଧ୍ୟାୟ ଅନୁଯାୟୀ ଲାଇସେନସ ପ୍ରାପ୍ତ ବ୍ୟକ୍ତି ଲାଇସେନ୍ସରେ ବିନିର୍ଦ୍ଧିଷ୍ଟ ସର୍ତ୍ତାବଳୀ ଏବଂ ଏହି ନିୟମାବଳି ପାଳନ କରିବେ । ଜମାର ସମପହରଣ ଯଦି ଲାଇସେନସର ଧାରକ ବା ହୋଲଡର ନିୟମ ୧୭ ର ବ୍ୟବସ୍ଥା ଉଲ୍ଲଂଘନ କରନ୍ତି ତେବେ ସେ , ତାଙ୍କ ଦ୍ଵାରା ହୋଇଥିବା ଜମାର ସମସ୍ତ ବା କିଛି ଅଂଶ ହରାଇବେ । ଯେଉଁ କ୍ଷେତ୍ରରେ ଏହି ଅଧ୍ୟାୟ ଅନୁଯାୟୀ ମଞ୍ଜୁର ହୋଇଥିବା ଲାଇସେନସ ଦଫା ୧୩ ଅନୁଯାୟୀ ନିର୍ଗମକରି ଅଫିସର ରଦ୍ଦ କରନ୍ତି କିମ୍ବା ସ୍ଥାଗିତ ରଖନ୍ତି ସେହି କ୍ଷେତ୍ରରେ ସେ ଲିଖିତାକାରରେ ଲିପିବଦ୍ଧ ହୋଇଥିବା କାରଣଗୁଡିକ ପାଇଁ ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ହୋଇଥିବା ଜମାର ସଂପୂର୍ଣ୍ଣ ବା କିଛି ଅଂଶ ସମପହରଣ ଆଦେଶ ପ୍ରଦାନ କରିବେ । ଜମା ଏବଂ ରୟାଲଟିର ଫେରସ୍ତ ଲାଇସେନସରେ ବିନିର୍ଦ୍ଧିଷ୍ଟ ସମୟର ଅବସାନ ପରେ ଏବଂ ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ଠାରୁ ଫର୍ମ ନଂ ୭ ରେ ଫେରସ୍ତ ( ରିଟର୍ଣ୍ଣ) ପାଇବା ପରେ ନିର୍ଗମକାରୀ ଅଫିସର ହେବେ ଯେ ଲାଇସେନସର ଧାରକ ବା ହୋଲଡର ଲାଇସେନସ ର ସର୍ତ୍ତାବଳୀର କୌଣସି ଉଲଂଘନ କରି ନ ଥିଲେ ଏବଂ ତା ପରେ ଜମା ତ୍ଵରାନିତ୍ଵଭାବେ ଫେରସ୍ତ କରିବେ । ଯେଉଁ କ୍ଷେତ୍ରରେ ନିଗମକାରୀ ଅଫିସର ସନ୍ତୁଷ୍ଟ ହୁଅନ୍ତି ଯେ ଯେଉଁ ପଶୁ ସମ୍ବନ୍ଧରେ ରୟାଲିଟି ପ୍ରଦାନ ହୋଇଥିଲା ସେହି ପଶୁ ମୃତ , ବନ୍ଦୀ କିମ୍ବା ଆହତ ହୋଇଥିଲା, ସେହି କ୍ଷେତ୍ରରେ ରୟାଲିଟି ରୂପେ ପ୍ରଦତ୍ତ ଅର୍ଥରାସୀ ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କୁ ତ୍ୱରାନିତ୍ଵଭାବରେ ଫେରସ୍ତ ହେବ । ଫର୍ମ ଆଧାର - ଲଅ ହାଉସ