ଆଇନ ସେବା ବିଷୟରେ କିଛି ଜାଣିବା କିଛି ତଥ୍ୟ
ଗରିବ ଲୋକଙ୍କୁ ସରକାରଙ୍କ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ସହ, ମହିଳା, ଦୁର୍ବଳ ଶ୍ରେଣୀଙ୍କ ପାଇଁ ଥିବା ଯୋଜନା ମାନ ନିମ୍ନରେ ପ୍ରଦତ୍ତ କରାଯାଇଛି ।
ଭରତ ଏକ ଜନମଙ୍ଗଳ ରାଷ୍ଟ୍ର । ଏଠି ପ୍ରଣୟନ କରାଯାଉଥିବା ପ୍ରତ୍ୟେକ ଆଇନ, ନିୟମ ଓ ନିର୍ଦ୍ଦେଶନାମା ଜନମଙ୍ଗଳ ତଥ୍ୟ ସାମାଜିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ।
ଓଡିଆ ସଂକ୍ଷିପ୍ତ ମହମଡାନ ଆଇନ ର ସୂଚନା
ଓଡିଶା ରାଜସ୍ଵବୋର୍ଡ କିମ୍ବା ପରିଷଦ ନିୟମାବଳୀ ର ସୂଚନା
ଓଡିଶା "ହୋଲଡିଙ୍ଗ" ଗୁଡିକର ଏକତ୍ରୀକାରଣ କିମ୍ବା ଦୃଢୀକାରଣ ଏବଂ ଜମିର ବିଭକ୍ତିକାରଣ କିମ୍ବା ବିଭାଜନ ନିରୋଧ ମାନୁଏଲ
ଓଡିଶା କ୍ଷୁଦ୍ର ଖଣିଜ ଦ୍ରବ୍ୟ ରିହାତି ନିୟମାବଳୀ ର ସୂଚନା
ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ର ସୂଚନା
ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ର ସୂଚନା
ଓଡିଶା ନାମାନ୍ତରଣ ମାନୁଏଲ, ୧୯୬୨ ର ସୂଚନା
ଓଡିଶା ଭୂ-ସଂସ୍କାର ଆଇନ୍ ର ସୂଚନା
ଓଡିଶା ରାଜସ୍ଵବୋର୍ଡ ଆଇନ୍ , ୧୯୫୧ ର ସୂଚନା
ଓଡିଶା ରାଜସ୍ଵବୋର୍ଡ ନିୟମିତକରଣ, ୧୯୬୩ (ବିଭାଗ -୧) ସମ୍ବନ୍ଧରେ ଆଲୋଚନା ।
ଓଡିଶା ରାଜସ୍ଵବୋର୍ଡ ନିୟମିତକରଣ, ୧୯୬୩ (ବିଭାଗ – ୨) ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଓଡିଶା ରାଜସ୍ଵବୋର୍ଡ ନିୟମିତକରଣ, ୧୯୬୩ (ବିଭାଗ – ୩) ସମ୍ବନ୍ଧରେ ଆଲୋଚନା ।
ଓଡିଶା ସମବାୟ ସମିତି ଆଇନର ସୂଚନା ।
ଓଡିଶା ସେସ୍ ଆଇନ ୧୯୬୨ ର ସୂଚନା
ଖାଉଟି ସୁରକ୍ଷା ଆଇନ ସମ୍ବନ୍ଧରେ ସୂଚନା ।
ହିତାଧିକାରୀନ୍କ ଚୟନ ଓ ନୂଆ ରେସନ କାର୍ଡ଼ ପ୍ରଦାନ ।
ତହସିଲ ଆକାଉଣ୍ଟ ନିୟମାବଳୀ ସମ୍ବନ୍ଧିତ ସୂଚନା ।
ନିଜ ହିତ ପାଇଁ ଆଇନ୍ ର ସୂଚନା ।
କେଉଁ କେଉଁ ଅପରାଧ କେଉଁ କେଉଁ ଧାର ଅନୁସାରେ କି କି ଦଣ୍ଡବିଧାନ ରହିଛି । ତାହା ନିମ୍ନ ଟେବୁଲରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ।
ଭାରତୀୟ ସାକ୍ଷ୍ୟବିଧି ଆଇନ୍ ର ସୂଚନା
ମଧ୍ୟସ୍ଥତା ଦ୍ଵାରା ମାମଲାର ସମାଧାନ ର ସୂଚନା
ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ ର ସୂଚନା
ଯୌନ ସମ୍ପର୍କ ସମ୍ବନ୍ଧୀୟ ଆଇନ୍ ଆଲୋଚନା କରାଯାଇଛି ।
ବ୍ୟକ୍ତିତ୍ଵକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଅତ୍ୟାଚାର କରିବା ବା ବଳପ୍ରୟୋଗ କରିବା ଆଇନଗତ ଅପରାଧ ।
ଭାରତୀୟ ପିଙ୍ଗଳ କୋଡ୍ ଆନୁଯାଇ ଲିଙ୍ଗ ଆଧାରିତ ହିଂସାକୁ ରୋକିବା ନିମନ୍ତେ ଆଇନଗତ ବ୍ୟବସ୍ଥା ରହିଛି ।
୧୪ ନଭେମ୍ବର ୨୦୧୨ରେ ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା (ପ୍ରୋଟେକସନ ଅଫ୍ ଚିଲଡ୍ରେନ ଫ୍ରମ୍ ସେକ୍ସୁଆଲ ଅଫେନସେସ୍ ଆକ୍ଟ) ନାମକ ଏକ ନୂଆ ଆଇନ ପ୍ରଣୟନ ହୋଇଥିଲା ।
1986 ଆଇନରେ ଜଣେ ୧୪ ବର୍ଷ ସମାପ୍ତ ନ କରିଥିଲେ ତାକୁ ଶିଶୁ ବୋଲି ଧରାଯିବ । ବିପଦଜନକ କାର୍ଯ୍ୟରେ ଶିଶୁ କୁ ନିୟୋଜିତ କରିବା ଏକ ଅପରାଧ ।