ଗରିବ ଲୋକଙ୍କୁ ସରକାରଙ୍କ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ସହ, ମହିଳା, ଦୁର୍ବଳ ଶ୍ରେଣୀଙ୍କ ପାଇଁ ଥିବା ଯୋଜନା ମାନ ନିମ୍ନରେ ପ୍ରଦତ୍ତ କରାଯାଇଛି ।
ଯୋଜନାର ନାମ |
ମିଳୁଥିବା ସୁବିଧା |
କିଏ ପାଇବ |
କ’ଣ ଦରକାର |
କାହାକୁ କହିବେ |
ମଧୁବାବୁ ଆଇନ ସହାୟତା |
ସାମାଜିକ ଏବଂ ଆର୍ଥିକ ସୁଧାର, ନିଜ ଅଧିକାର ପ୍ରତି ସଚେତନତା ଏବଂ ମାଗଣା ଆଇନ ପରାମର୍ଶ |
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମହିଳା, ଶିଶୁ, ବରିଷ୍ଠ ନାଗରିକ |
ଅଭିଯୋଗ ଦରଖାସ୍ତ |
ଜିଲ୍ଲା ସୁରକ୍ଷା ଅଧିକାରୀ (ଆଇ.ସି.ଡି.ଏସ୍ ପ୍ରୋଗ୍ରାମ ଅଫିସର )/ ବ୍ଲକ ଆଇନ ସହାୟତା କେନ୍ଦ୍ର |
ଘରୋଇ ହିଂସାରୁ ସୁରକ୍ଷା |
ମାଗଣା ଆଇନ ସହାୟତା |
ନିର୍ଯ୍ୟାତିତ ମହିଳା |
ଅଭିଯୋଗ ଦରଖାସ୍ତ ଏଫ.ଆଇ.ଆର କପି |
ଜିଲ୍ଲା ଆଇନ ସହାୟତା କେନ୍ଦ୍ର / ରାଜ୍ୟ ଆଇନ ପରାମର୍ଶ କେନ୍ଦ୍ର |
ବିବାହ ପ୍ରମାଣପତ୍ର |
ମହିଳାମାନଙ୍କ ପାଇଁ ବିବାହ ପ୍ରମାଣପାତ୍ର |
ବିବାହିତା ମହିଳା / ପୁରୁଷ |
ବିବାହ ଫଟୋ / ନିମନ୍ତ୍ରଣ ପତ୍ର, ପରିଚୟ ପତ୍ର |
ବ୍ଲକ ଅଫିସ / ମ୍ୟୁନିସିପାଲିଟି ଅଫିସ / ଡେପୁଟି କମିଶନର / ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ |
ଜନ୍ମ – ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ |
ଜନ୍ମ – ମୃତ୍ୟୁ ପ୍ରମାଣପତ୍ର |
ନବଜାତ ଶିଶୁର ପିତାମାତା, ଉତ୍ତରାଧିକାରୀ ପୁତ୍ର ବା କନ୍ୟା |
ମେଡିକାଲ ରିପୋର୍ଟ |
ବ୍ଲକ ଅଫିସ / ମ୍ୟୁନିସିପାଲିଟି ଅଫିସ / ସମ୍ପୃକ୍ତ ନଗରର ସ୍ୱାସ୍ଥ୍ୟ ଅଧିକାରୀ / କାର୍ଯ୍ୟନିର୍ବାହୀ ଅଧିକାରୀ |
ସମ୍ପତ୍ତି ଉପରେ ଆଇନଗତ ଦାବି ପ୍ରମାଣପତ୍ର |
ସମ୍ପତ୍ତି ଉପରେ ଆଇନଗତ ଦାବି (୭ ଦିନ ମଧ୍ୟରେ) |
ମହିଳା |
ବିବାହ ଫଟୋ / ନିମନ୍ତ୍ରଣ ପତ୍ର, ବୟସ ପ୍ରମାଣ ପତ୍ର |
ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ |
ବିଶେଷ ବିବାହ ଅଧିନିୟମ |
ବିଶେଷ ବିବାହ ଅଧିନିୟମ ଅନୁଯାୟୀ ବିବାହ ପଞ୍ଜିକରଣ ସହିତ ବିବାହ ପ୍ରମାଣ ପତ୍ର ଦେବା ୪୦ ଦିନ (କୌଣସି ଆପତ୍ତି ମିଳିନଥିଲା) |
ବିବାହିତା ମହିଳା |
ବିବାହ ଫଟୋ / ନିମନ୍ତ୍ରଣ ପତ୍ର, ବୟସ ପ୍ରମାଣ ପତ୍ର |
ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ |
ବାଲ୍ୟ ଶିଶୁବିବାହ ନିରୋଧ |
୧୮ ବର୍ଷରୁ କଂ ବୟସର ଜବରଦସ୍ତ ବିବାହ କରାଯାଇଥିବା କନ୍ୟାକୁ ଉଦ୍ଧାର |
୧୮ ବର୍ଷରୁ କମ୍ ବୟସର ବାଳିକା |
ଅଭିଯୋଗ |
ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧିକାରୀ ଟୋଲ ଫ୍ରି ୧୦୯୮ / ନିକଟସ୍ଥ ଥାନା |
ଏସିଡ ଆକ୍ରମଣର ଶିକାର ମହିଳାମାନଙ୍କୁ ସହାୟତା |
ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଆର୍ଥିକ ଓ ଆଇନଗତ ସହାୟତା |
ନିର୍ଯ୍ୟାତିତ ମହିଳା |
ମେଡିକାଲ ରିପୋର୍ଟ ଏଫ.ଆଇ.ଆର କପି |
ବ୍ଲକ ଆଇନ ସହାୟତା କେନ୍ଦ୍ର, ଜିଲ୍ଲା ଆଇନ ସହାୟତା କେନ୍ଦ୍ର ମହିଳା ଓ ଶିଶୁ ଡ୍ରେସ୍କ |
ବଳାତ୍କାରର ଶିକାର ମହିଳା ସହାୟତା |
ବଳାତ୍କାର ଶିକାର |
ନିର୍ଯ୍ୟାତିତ ମହିଳା |
ମେଡିକାଲ ରିପୋର୍ଟ ଏଫ.ଆଇ.ଆର କପି |
ବ୍ଲକ ଆଇନ ସହାୟତା କେନ୍ଦ୍ର, ଜିଲ୍ଲା ଆଇନ ସହାୟତା କେନ୍ଦ୍ର ମହିଳା ଓ ଶିଶୁ ଡ୍ରେସ୍କ |
ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼, ଓଡ଼ିଶା
Last Modified : 1/26/2020