অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଂଶୀଦାର

ଅସାବତ

ସେୟାରରମାନେ ପ୍ରଥମେ ତାଙ୍କର Fixed ବା ନିଧାର୍ଯ୍ୟ  ଅଂଶ ପାଆନ୍ତି   ।  Ashab –ul- Fariz ।

Residuaris ବା ଅସାବତ

ଏମାନେ fixed ସେୟାର ପାଆନ୍ତି ନାହିଁ  । ସେୟାରମାନେ ସେମାନଙ୍କର ଭାଗ ନେଇ ସାରିବା ପରେ ଯାହା ରହେ , ରେସିଡୁଆରୀମାନେ ଯାହାର ଯାହା ଭାଗ କରି ନିଅନ୍ତି   ।

ଯେଉଁଠାରେ ରେସିଡୁଆରିମାନେ  ନଥିବେ ତାହା ସେୟାରର ମାନଙ୍କ ପାଖୁ ଫେରିଯିବ   । କିନ୍ତୁ ସ୍ତ୍ରୀ ଲୋକମାନଙ୍କ ପାଖକୁ ନୁହେଁ  ।

Distant-kindered :- Zavil arham  ।

ଦୂର ରକ୍ତ ସମ୍ପର୍କୀୟ କିନ୍ତୁ ସେୟାରର ବା ରେସିଡୁଆରୀ ହୋଇନଥିବେ   ।

ସ୍ଵାମୀ କିମ୍ବା ସ୍ତ୍ରୀ

ଜଣେ କେହି ମଲେ ଅନ୍ୟ ଜଣକ ସେୟାରର ହିସାବରେ ମଲାଲୋକର ସଂପତ୍ତିରେ ପ୍ରଥମେ Fixed  ଅଂଶ ପାଇବ  । ଯଦି ଅନ୍ୟ କେହି ଅଂଶୀଦାର ବା ରେସିଡୁଆରି ନ ଥାନ୍ତି ତେବେ ଜଣେ ଅନ୍ୟର ସଂପତ୍ତିକୁ ରେସିଡୁଆରୀ ଭାବରେ ପାଇବ   ।

ମୃତ୍ୟୁବ୍ୟକ୍ତି କାହାକୁ ଯଦି ନିଜର ପୁଅ ବା ଝିଅ ବୋଲି ସ୍ଵୀକାର କରେ   । ସେ ମଧ୍ୟ ପାଇବ   ।

ସମ୍ଭାବ୍ୟ ଅଂଶୀଦାର

( 1 ) ବାପା,  (2) ବାପାଙ୍କ ବାପା(3) ମା (4)ମାଙ୍କ ମା (5) ଝିଅ (6)ର ଝିଅ (7) ନିଜ ଭଉଣୀ (8) ରକ୍ତ ସମ୍ପର୍କୀୟ ଭଉଣୀ (9) ଏକା ମା ପେଟରେ (10) ଏକା ମା ପେଟର ଭଉଣୀ (11) ସ୍ଵାମୀ (12) ସ୍ତ୍ରୀ  ।

ପ୍ରକୃତ ଅଂଶୀଦାର : - ସବୁ ଅଂଶୀଦାରମାନେ ଏକ ସମୟରେ ସଂପତ୍ତି ପାଇବେ କେତେକ ଅଂଶୀଦାର ଅନ୍ୟ ଥିବା ସତ୍ତ୍ୱେ ସେମାନେ ଭାଗ ପାଆନ୍ତି ଟେବୁଲରେ ଦର୍ଶାଯାଇଛି   ।

କେଉଁ ଅଂଶୀଦାର ନଥିଲେ ଅନ୍ୟ ଅଂଶୀଦାର ସେ ସଂପତ୍ତିକୁ ପାଆନ୍ତି Table- B ଦର୍ଶାଯାଇଛି   ।

ସମ୍ଭାବ୍ୟ ରେସିଡୁଆରୀ

( 1) ମୃତ ବ୍ୟକ୍ତିର ପୁଅ ଝିଅମାନେ(2) ପୁଅର ପୁଅ ଓ ପୁଅର ଝିଅ(3) ମୃତ ବ୍ୟକ୍ତିର ଭାଇମାନେ ଓ ଭଉଣୀମାନେ (4) ଜେଜେ (ଦାଦା) ଇ ତାର ଅନ୍ୟ ପୁଅମାନେ   ।

ଏମାନଙ୍କ ମଧ୍ୟରୁ ପ୍ରଥମ ଭାଗର ଉତ୍ତରାଧିକାରୀ ଥିଲେ 2 ୟ ଭାଗର ଉତ୍ତରାଧିକାରୀ ସେହିପରି  2 ୟ ଥିଲେ 3 ୟ ଓ 4ର୍ଥ ପାଏ ନାହିଁ  ।

ପୁଣି ଉତ୍ତରାଧିକାରୀ  ମାନେ ଜଣକରୁ ଅଧିକ ଥିଲେ ଓ ସମସ୍ତେ ଲିଙ୍ଗ  ବିଶିଷ୍ଟ ଥିଲେ ତେବେ ସମସ୍ତେ ସମାନ ଭାବରେ ପାଆନ୍ତି   ।

କେଉଁମାନେ Distant kindered : ଏମାନେ ଦୂର ସମ୍ପର୍କୀୟ ପୂଳିଙ୍ଗ ସ୍ତ୍ରୀ ଲିଙ୍ଗ ଥାନ୍ତୁ ଏମାନେ share ବା residuary ହୋଇନଥିବେ   ।

ସବୁବେଳେ କର୍ତ୍ତାର ନିକଟ ସମ୍ପର୍କୀୟ ଦୂର ସମ୍ପର୍କୀୟଙ୍କୁ ଦୂରେଇ ରଖେ   ।

ଆଧାର- ଦି ଲ ହାଉସ

Last Modified : 9/3/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate