অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାଡିଆନସିପ

କିଏ କିଏ ନାବାଳକ

ପୁଅ ଓ ଝିଅ ଘର- ଯୋଗ୍ୟା ହେବା ପରେ ସାବାଳକ ବୋଲି ଧରାଯିବ , କେବଳ ବିବାହ, ଜଣେ ମାହାର ଓ ତାଲାକ ପାଇଁ ମାତ୍ର ନାବାଳକ ସତ୍ଵକୁ କୁ ଉଦ୍ଧାର ପାଇଁ ସେ  21 ବର୍ଷ ହେଲେ ସାବାଳକ ବୋଲି ଧରାଯିବ ଏବଂ ଅନ୍ୟ  ସବୁ କ୍ଷେତ୍ରରେ 18 ବର୍ଷରେ ସାବାଳକ ଧରାଯିବ  ।

ଗାର୍ଡିଆନମାନେ କେବଳ ନାବାଳକଙ୍କ ରକ୍ଷଣାବେକ୍ଷଣ, ନାବାଳକ ସଂପତ୍ତି ରକ୍ଷଣବେକ୍ଷଣ ଓ ନାବାଳକମାନଙ୍କ ବିବାହ କ୍ଷେତ୍ରରେ  ଦରକାର  ହୁଅନ୍ତି   ।

A suni mohamadan has two sons.  B dies in the life time of a leaving his son .  D A then dies leaving his other son C  and D his grandson .  The whole of “ A” property will pass to C to the entire exclusion of D  .  It is not open to D to contend that he is entitled to “ B” s harte as representating B  .

.

Vide , maithin seddi of vrs   .  Mohan kunja punith JJ 1966 S. C 578 mother of Brother ar not lawful guardian  .  A . 1971 Sc 2184 ରୁ 2187 .

  • ଜଣେ ନାବାଳକ, ଅସୁସ୍ଥ ମସ୍ତିସ୍କ  ,ଆଉ ଜଣେ ନାବାଳକ Guardian ହୋଇପାରିବ ନାହିଁ  ।
  • ଜଣେ ନାବାଳକ କେବଳ ବିବାହ ସଂପର୍କରେ ଯାଏ ଗାର୍ଡିଆନ  ହେବ   ,  ସେ ଜଣେ ସୁସ୍ଥ ମସ୍ତିସ୍କ ଲୋକ ହୋଇଥିବା ଦରକାର   ।
  • କିଏ 2 ଗୋଟାଏ ନାବାଳକ ବିବାହ ନିମନ୍ତେ କେବଳ ଗାର୍ଡିଆନ ହୋଇପାରିବେ   ।
  • ପିତୃକୂଳର ସମ୍ପର୍କୀୟ ଯେଉଁମାନେକି Residuary ହିସାବରେ ସଂପତ୍ତି ପାଇବେ  ।
  • ମା ବା ମାତୃକୁଳୀୟ ସମ୍ପର୍କୀୟ   ।

ଉପର 2 ଧାରାର କେହି ନଥିଲେ ଶେଷରେ ଅଦାଲତ ତାଙ୍କର କୋର୍ଟ ଗାଡି ନିଯୁକ୍ତି କରିବେ   ।

ବିବାହ କ୍ଷେତ୍ରରେ ଗାର୍ଡିଅନ କ୍ଷମତା

  • ଜଣେ ଗାର୍ଡିଅନ ଗୋଟିଏ ନାବାଳକ ଏବଂ ମସ୍ତିସ୍କ ବିକୃତି ବା କନ୍ୟାଙ୍କ ବିବାହ କ୍ଷେତ୍ରରେ ଗାର୍ଡିଅନ କାର୍ଯ୍ୟ କରିପାରେ   । ମାତ୍ର କୋର୍ଟ ଦ୍ଵାରା ଗାର୍ଡିଅନ କୋର୍ଟଙ୍କ ବିନା ଅନୁମତିରେ ବିବାହ ଦେଇପାରିବେ ନାହିଁ   ।

ଜଣେ ଗାର୍ଡିଅନ ବିବାହ ଦାୱାର ଟଙ୍କା ପାଇଁ ଚୁକ୍ତି ମଧ୍ୟ ସମ୍ପାଦନ କରିବେ   ।

କୌଣସି ନାବାଳକର ପିତା ଓ ମା ଖୁଲା ବିବାହର ଗାର୍ଡିଅନ ହୋଇ କରାଇପାରିବେ   ।

  • ଜଣେ ବା ବାଳିକା ସାବାଳିକାତ୍ଵ ପାଇବା ପରେDissoluto- marriage Act – 1939 , ଦ୍ଵାରା ବିବାହକୁ ଗ୍ରହଣ କରି ନ ପାରନ୍ତି   ।  ସେହିପାରି ଜଣେ ବାଳକ ସାବାଳକ ହେବା ପରେ କୋରାନ ଅନୁଯାୟୀ ବିବାହକୁ ଗ୍ରହଣ ନକରିପାରନ୍ତି   । ମାତ୍ର ଉପରୋକ୍ତ ବିଚ୍ଛେଦ (Challenge) କେବଳ କୋର୍ଟ ରେ ସାବ୍ୟସ୍ତ  ହେବ   ।

Right to the custody of the person 1890 ମସିହାରେ ଗାର୍ଡିଅନ ଓ ୱାର୍ଡ Act  ନିର୍ଦ୍ଦେଶ ମୁତାବକ ନାବାଳକର   guardian ସାବ୍ୟସ୍ତ ହୁଏ  ।

ପୁତ୍ର କ୍ଷେତ୍ରରେ 7 ବର୍ଷ ପର୍ଯ୍ୟନ୍ତ ନାବାଳକ ରହେ   ।  କନ୍ୟା  କ୍ଷେତ୍ରରେ   ବିବାହିତ ବା ଅବିବାହିତ ଥାଇ ତାର ପ୍ରଥମ ମେନ୍ସ ଦିବସ ପର୍ଯ୍ୟନ୍ତ ନାବାଳିକା ରହେ   ।

ମା, ଜେଜେମା,  ଭଉଣୀ,  ମାଉସୀ, ମାଙ୍କ ବାପା , ଅଜା  ଚାଚା ନଥିଲେ , ପିତା,  ବାପାଙ୍କ ବାପା,  ବାପାଙ୍କର ଭାଇମାନେ ନା ବାଳିକାର

Guardian ହୁଅନ୍ତି  ।

ମାତ୍ର କୌଣସି କ୍ଷେତ୍ରରେ Prohibited degree ଭିତରେ ଆସୁନଥିବା ପୁରୁଷ କୌଣସି କନ୍ୟାର ସନ୍ତାନର ଗାର୍ଡିଅନ ହୋଇପାରିବ ନାହିଁ   ।

A 1996 SC 1003 (Mother guardian can not sell the  minors property )

A 1979 Bombay 156, 1986 Cr L. J 231 (CLJ)

1966 Bombay 134

କେଉଁ 2 ଜଣ କ୍ଷେତ୍ରରେ ଜଣେ ସ୍ତ୍ରୀ ଲୋକ ଗାର୍ଡିଅନ ହେବା ପାଇଁ ଅଯୋଗ୍ୟ  :-

  • ଜଣେ ସ୍ତ୍ରୀ ଲୋକ ଯଦି ସେ ନାବାଳକ ବା ନାବାଳିକାର ରକ୍ତ ସମ୍ପର୍କୀୟ ନୁହେଁ ସେ ନାବାଳକ ବା ନାବାଳିକାର ଗାର୍ଡିଅନ ହୋଇପାରିବ ନାହିଁ   ।
  • ସେ ସ୍ତ୍ରୀ ଲୋକ ଦୁଶ୍ଚିରିତ୍ରା ହୋଇଥାଏ   ।
  • ସେ ତାର ସ୍ଵାମୀ ବା ଶିଶୁ ଠାରୁ ଦୂରରେ ରହୁଥାଏ   ।

କେଉଁ 2 କ୍ଷେତ୍ରରେ ଜଣେ ପୁରୁଷ ଲୋକ ଗାର୍ଡିଅନ ହେବା ପାଇଁ ଅଯୋଗ୍ୟ  :-

  • ସେ ଯଦି ନିଷେଧ ସଂକ୍ରାନ୍ତିୟ ନୁହେଁ ସେ ବାଳିକାର ଗାର୍ଡିଅନ ହୋଇପାରିବ ନାହିଁ  ।

The father is entitled to custody of his sons above 7 days and daughters after puberty & unmarried   .

ILR 8 ALL 322, 1972(2) PLD page 10.

ଗାର୍ଡିଅନ 3 ପ୍ରକାର

  • ଲିଗାନ ଗାର୍ଡିଅନ
  • ଗାର୍ଡିଅନ ଯାହାକୁ କୋର୍ଟ ନିଯୁକ୍ତ କରେ  ।
  • ଡି, ଫା, କ୍ଟୋ (D. Facto) ଗାର୍ଡିଅନ   ।
  • Who are legal guardian ।

A 1955 Pat 475  ।

Legal guardian :-

ବାପା,  ବାପାଙ୍କ କ୍ଷମତାପ୍ରାପ୍ତ ଅଧିକାରୀ,  ବାପାଙ୍କ କ୍ଷମତାପ୍ରାପ୍ତ ଅଧିକାରୀ ଠାରୁ କ୍ଷମତା ଗ୍ରହଣ କରିଥିବା ଲୋକ , ଜେଜେ ବାପା ବା ଜେଜେବାପାଙ୍କ ଠାରୁ କ୍ଷମତାପ୍ରାପ୍ତ କରିଥିବା ଅଧିକାରୀ   ।

ମହମଦ ଅମିନ Vrs ଭୋକିଲ ଅହମଦ  ।  A 1952 SC 258  ।

ଅବଦୁଲ କରିମ Vrs  ମେତ ୟାସରଫ  ।  A 1954 Pat 6. ।

  • ଲିଗାଲ ଗାର୍ଡିଅନ ଅଭାବରେ କୋର୍ଟ ଗାର୍ଡିଅନ ନିଯୁକ୍ତ କରେ
  • De facto Guardian :- ଯେଉଁଠାରେ ଲିଗାଲ ଗାର୍ଡିଅନ ଓ କୋର୍ଟ ଗାର୍ଡିଅନ ନଥାଏ   । କେହି Voluntarily ନିଜ ଆଡୁ ନାବାଳକର ଓ ତାର ସଂପତ୍ତିର ଦାୟିତ୍ଵ ନିଅନ୍ତି   ।

A 1967 Raj 258,  A 1932 P.C 76,  A 1955 pat 193 ।

ଗାର୍ଡିଅନର କ୍ଷମତା

  • ଲିଗାଲ ଗାର୍ଡିଅନ, ନାବାଳକର ସଂପତ୍ତି ବିକ୍ରି,  ବନ୍ଧକ କରିପାରନ୍ତି  ଯଦି ସଂପତ୍ତିର ଦାମ  2 ଗୁଣରୁ ଅଧିକ ହେବ   ।
  • ନାବାଳକର ରକ୍ଷଣାବେକ୍ଷଣା
  • ନାବାଳକ ଉତ୍ତରାଧିକାରୀ ସୂତ୍ରେ ପାଇଥିବା ସଂପତ୍ତିରୁ ତାଙ୍କର ପିତାଙ୍କର ଋଣ ସୁଝିବା ନିମନ୍ତେ   ।
  • ଯେଉଁଠାରେ ସଂପତ୍ତିର ଆୟ ଠାରୁ ବ୍ୟୟ ବେଶୀ ହେଉଥାଏ   ।
  • ଯେଉଁଠାରେ ସଂପତ୍ତି ନଷ୍ଟ ହୋଇଯାଉଥାଏ   ।
  • ଯେଉଁଠାରେ ସଂପତ୍ତିର ଆୟ ଆଦାୟ କରିବା ଅସମ୍ଭବ ଥାଏ ନତୁବା  ନା ବାଳକର କୌଣସି ଉନ୍ନତି ପକ୍ଷେ ଦରକାର ଥାଏ   ।
  • ନାବାଳକ ପାଇ ଗାର୍ଡିଅନ ସଂପତ୍ତି ବିକ୍ରି କରିପାରେ   ।

ନାବାଳକର ରକ୍ଷଣାବେକ୍ଷଣା ପାଇଁ କିଛି ବ୍ୟବସାୟ କରିବା ପାଇଁ

A 1973  Cal 64.

କୋର୍ଟ  ଦ୍ଵାରା ନିଯୁକ୍ତି ଗାର୍ଡିଅନ କେବଳ କୋର୍ଟର ପରିମିସନ  ନେଇ 108 ଦଫାରେ ବର୍ଣ୍ଣିତ ବିକ୍ରିବଟା କରିପାରିବେ   ।

ଜଣେ De Facto Guardian ନାବାଳକର ସଂପତ୍ତିକୁ କୌଣସି  ମତେ , ବିକ୍ରି ବନ୍ଧକ ବା ଅନ୍ୟାନ୍ୟ ପ୍ରକାର ହସ୍ତାନ୍ତର କରିବାର କ୍ଷମତା ନାହିଁ   ।

A . 1918 P.C A 1966 mad 468  ।

A  minor can challenge the transfer made by De facto guardian within 12 years   .

  1. 1957 pat 213 .

Guardianship of lunatics ( ପାଗଳ)

ନାବାଳକ ରକ୍ଷଣାବେକ୍ଷଣା ଓ ତାର ସମ୍ପତ୍ତି ଯେଉଁ ଆଇନ  ବ୍ୟବସ୍ଥା ଅଛି   ।  ପାଗଳର ରକ୍ଷଣାବେକ୍ଷଣ ଓ ତାର ସମ୍ପତ୍ତି ପାଇଁ ମଧ୍ୟ ସେହି ବ୍ୟବସ୍ଥା  A. 1932 P.C  92,94,

 

ଆଧାର- ଦି ଲ ହାଉସ

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate