ପୁଅ ଓ ଝିଅ ଘର- ଯୋଗ୍ୟା ହେବା ପରେ ସାବାଳକ ବୋଲି ଧରାଯିବ , କେବଳ ବିବାହ, ଜଣେ ମାହାର ଓ ତାଲାକ ପାଇଁ ମାତ୍ର ନାବାଳକ ସତ୍ଵକୁ କୁ ଉଦ୍ଧାର ପାଇଁ ସେ 21 ବର୍ଷ ହେଲେ ସାବାଳକ ବୋଲି ଧରାଯିବ ଏବଂ ଅନ୍ୟ ସବୁ କ୍ଷେତ୍ରରେ 18 ବର୍ଷରେ ସାବାଳକ ଧରାଯିବ ।
ଗାର୍ଡିଆନମାନେ କେବଳ ନାବାଳକଙ୍କ ରକ୍ଷଣାବେକ୍ଷଣ, ନାବାଳକ ସଂପତ୍ତି ରକ୍ଷଣବେକ୍ଷଣ ଓ ନାବାଳକମାନଙ୍କ ବିବାହ କ୍ଷେତ୍ରରେ ଦରକାର ହୁଅନ୍ତି ।
A suni mohamadan has two sons. B dies in the life time of a leaving his son . D A then dies leaving his other son C and D his grandson . The whole of “ A” property will pass to C to the entire exclusion of D . It is not open to D to contend that he is entitled to “ B” s harte as representating B .
.
Vide , maithin seddi of vrs . Mohan kunja punith JJ 1966 S. C 578 mother of Brother ar not lawful guardian . A . 1971 Sc 2184 ରୁ 2187 .
ଉପର 2 ଧାରାର କେହି ନଥିଲେ ଶେଷରେ ଅଦାଲତ ତାଙ୍କର କୋର୍ଟ ଗାଡି ନିଯୁକ୍ତି କରିବେ ।
ଜଣେ ଗାର୍ଡିଅନ ବିବାହ ଦାୱାର ଟଙ୍କା ପାଇଁ ଚୁକ୍ତି ମଧ୍ୟ ସମ୍ପାଦନ କରିବେ ।
କୌଣସି ନାବାଳକର ପିତା ଓ ମା ଖୁଲା ବିବାହର ଗାର୍ଡିଅନ ହୋଇ କରାଇପାରିବେ ।
Right to the custody of the person 1890 ମସିହାରେ ଗାର୍ଡିଅନ ଓ ୱାର୍ଡ Act ନିର୍ଦ୍ଦେଶ ମୁତାବକ ନାବାଳକର guardian ସାବ୍ୟସ୍ତ ହୁଏ ।
ପୁତ୍ର କ୍ଷେତ୍ରରେ 7 ବର୍ଷ ପର୍ଯ୍ୟନ୍ତ ନାବାଳକ ରହେ । କନ୍ୟା କ୍ଷେତ୍ରରେ ବିବାହିତ ବା ଅବିବାହିତ ଥାଇ ତାର ପ୍ରଥମ ମେନ୍ସ ଦିବସ ପର୍ଯ୍ୟନ୍ତ ନାବାଳିକା ରହେ ।
ମା, ଜେଜେମା, ଭଉଣୀ, ମାଉସୀ, ମାଙ୍କ ବାପା , ଅଜା ଚାଚା ନଥିଲେ , ପିତା, ବାପାଙ୍କ ବାପା, ବାପାଙ୍କର ଭାଇମାନେ ନା ବାଳିକାର
Guardian ହୁଅନ୍ତି ।
ମାତ୍ର କୌଣସି କ୍ଷେତ୍ରରେ Prohibited degree ଭିତରେ ଆସୁନଥିବା ପୁରୁଷ କୌଣସି କନ୍ୟାର ସନ୍ତାନର ଗାର୍ଡିଅନ ହୋଇପାରିବ ନାହିଁ ।
A 1996 SC 1003 (Mother guardian can not sell the minors property )
A 1979 Bombay 156, 1986 Cr L. J 231 (CLJ)
1966 Bombay 134
କେଉଁ 2 ଜଣ କ୍ଷେତ୍ରରେ ଜଣେ ସ୍ତ୍ରୀ ଲୋକ ଗାର୍ଡିଅନ ହେବା ପାଇଁ ଅଯୋଗ୍ୟ :-
କେଉଁ 2 କ୍ଷେତ୍ରରେ ଜଣେ ପୁରୁଷ ଲୋକ ଗାର୍ଡିଅନ ହେବା ପାଇଁ ଅଯୋଗ୍ୟ :-
The father is entitled to custody of his sons above 7 days and daughters after puberty & unmarried .
ILR 8 ALL 322, 1972(2) PLD page 10.
A 1955 Pat 475 ।
Legal guardian :-
ବାପା, ବାପାଙ୍କ କ୍ଷମତାପ୍ରାପ୍ତ ଅଧିକାରୀ, ବାପାଙ୍କ କ୍ଷମତାପ୍ରାପ୍ତ ଅଧିକାରୀ ଠାରୁ କ୍ଷମତା ଗ୍ରହଣ କରିଥିବା ଲୋକ , ଜେଜେ ବାପା ବା ଜେଜେବାପାଙ୍କ ଠାରୁ କ୍ଷମତାପ୍ରାପ୍ତ କରିଥିବା ଅଧିକାରୀ ।
ମହମଦ ଅମିନ Vrs ଭୋକିଲ ଅହମଦ । A 1952 SC 258 ।
ଅବଦୁଲ କରିମ Vrs ମେତ ୟାସରଫ । A 1954 Pat 6. ।
A 1967 Raj 258, A 1932 P.C 76, A 1955 pat 193 ।
A 1973 Cal 64.
କୋର୍ଟ ଦ୍ଵାରା ନିଯୁକ୍ତି ଗାର୍ଡିଅନ କେବଳ କୋର୍ଟର ପରିମିସନ ନେଇ 108 ଦଫାରେ ବର୍ଣ୍ଣିତ ବିକ୍ରିବଟା କରିପାରିବେ ।
ଜଣେ De Facto Guardian ନାବାଳକର ସଂପତ୍ତିକୁ କୌଣସି ମତେ , ବିକ୍ରି ବନ୍ଧକ ବା ଅନ୍ୟାନ୍ୟ ପ୍ରକାର ହସ୍ତାନ୍ତର କରିବାର କ୍ଷମତା ନାହିଁ ।
A . 1918 P.C A 1966 mad 468 ।
A minor can challenge the transfer made by De facto guardian within 12 years .
Guardianship of lunatics ( ପାଗଳ)
ନାବାଳକ ରକ୍ଷଣାବେକ୍ଷଣା ଓ ତାର ସମ୍ପତ୍ତି ଯେଉଁ ଆଇନ ବ୍ୟବସ୍ଥା ଅଛି । ପାଗଳର ରକ୍ଷଣାବେକ୍ଷଣ ଓ ତାର ସମ୍ପତ୍ତି ପାଇଁ ମଧ୍ୟ ସେହି ବ୍ୟବସ୍ଥା A. 1932 P.C 92,94,
ଆଧାର- ଦି ଲ ହାଉସ
Last Modified : 12/25/2019