অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତଲାକ

କେଉଁ କ୍ଷେତ୍ରରେ ବିବାହ ବିଚ୍ଛେଦ କରାଯାଇଥାଏ

  • ସ୍ଵାମୀର ଧର୍ମ ପରିବର୍ତ୍ତନ
  • କୌଣସି ଏକ ପକ୍ଷର ମରଣରେ
  • ତଲାକ ଦ୍ଵାରା
  • ନାବାଳିକା କନ୍ୟା ଓ ନାବାଳକ ବର ସେମାନେ ସାବାଳକ ହେବା ପରେ ବିବାହକୁ ଗ୍ରହଣ ବା ପରିତ୍ୟାଗ କରିପାରନ୍ତି   ।
  • By dissolution of marriage Act - 1939
  • ଅନ୍ୟ କୌଣସି ନ୍ୟାଯ୍ୟ କାରଣରୁ ମଧ୍ୟ ବିବାହ ବିଚ୍ଛେଦ ହୋଇପାରେ   ।  John khatun Vrs. Md. Ibrahim  A 1982 sc 1243  ।

ଫସଦା ବିବାହର ବିଚ୍ଛେଦ

  • କୌଣସି ଏକ ପକ୍ଷର ମରଣରେ
  • କୌଣସି ଏକ ପକ୍ଷ ଯଦି ବିବାହକୁ ପରିତ୍ୟାଗ କରେ
  • କୋର୍ଟର ଅର୍ଡର ଫଳରେ
  • ଧର୍ମ ପରିବର୍ତ୍ତନ କିମ୍ବା ଚରିତ୍ର ଦୋଷରୁ ଜଣେ ଜଣଙ୍କୁ ପରିତ୍ୟାଗ କରିପାରେ   ।

Vide abdul kasim vrs. Jamula A 1940 କାଳ 251

କେତେ ପ୍ରକାର ତଲାକ

  • ସ୍ଵାମୀ ସ୍ତ୍ରୀକୁ ବାରମ୍ବାର (llla) କହେ   ।
  • Zihar ( ଜିହାର) ଯେଉଁଠାରେ ବିବାହ ନିଷେଧ ବିବାହ  ।
  • Khulla (ଖୁଲା) ଯେଉଁଠି  ସ୍ତ୍ରୀ ସ୍ଵାମୀ ତଲାକ ଦିଏ  ।
  • ସୁବରାତ (ଯେଉଁଠି ପରସ୍ପର ରାଜିରେ ଜଣେ ଜଣଙ୍କୁ ଛିଡା ଛାଡି ହୁଅନ୍ତି ।
  • Lian (ଦୈବ ଦୁର୍ଘଟଣା ବା ଅଭିଶାପ)
  • (Faskh) ଅଦାଲତର ରାୟ

କେଉଁ 2 ସ୍ଥଳରେ ଜଣେ ମୁସଲମାନ ସ୍ତ୍ରୀ Dissolution of Marriage Act- 1939 ଦ୍ଵାରା ସ୍ଵାମୀକୁ ତଲାକ ହେବ   ।

  • ଯେଉଁଠି ସ୍ଵାମୀ 4 ବର୍ଷ ପର୍ଯ୍ୟନ୍ତ ନିଖୋଜ ରହେ   ।
  • ଯେଉଁଠି ସ୍ଵାମୀ ସ୍ତ୍ରୀକୁ 2 ବର୍ଷ ଧରି ସ୍ତ୍ରୀକୁ ଖୋରାକୀ ପୋଷାକ ଦେବାକୁ ହଇରାଣ କରେ  ।
  • ସ୍ଵାମୀ ଯଦି 7 ବର୍ଷ ବା ତହିଁରୁ ଉର୍ଦ୍ଧ୍ଵ କୌଣସି ଦଣ୍ଡ ପାଇ ଜେଲ ଯାଇଥାଏ   ।
  • ସ୍ଵାମୀ କିଛି କାରଣ ନଥାଇ 3 ବର୍ଷ ପର୍ଯ୍ୟନ୍ତ ସହବାସ ନ କରେ
  • ଯେଉଁଠି ସ୍ଵାମୀ ନପୁଂସକ
  • ସ୍ଵାମୀ ପାଗଳ ବା କୁଷ୍ଠ ରୋଗୀ ହୋଇଥାଏ
  • କନ୍ୟାକୁ 15 ବର୍ଷ ହେଲେ, ତା ର ବାପା ଦେଇଥିବା ବିବାହକୁ ଗ୍ରହଣ କରିପାରେ ବା ନ କରିପାରେ  ।
  • ସ୍ଵାମୀର ନିଷ୍ଠୁରତା ପାଇଁ ସ୍ତ୍ରୀ ତାକୁ ତ୍ୟାଗ କରିପାରେ ।
  • ସ୍ତ୍ରୀ ଆଣିଥିବା ମୋକଦମାରେ ସ୍ଵାମୀ ତାର ଯବାନ (W.S) ଦାଖଲ କରେ ସେ ତା ସ୍ତ୍ରୀକୁ ଆଗକୁ ତଲାକ ଦେଇଛି ବୋଲି ମାନିଥାଏ   ।  ତେବେ ଉକ୍ତ ତାରିଖରୁ Divorce ଦେଇଛି ବୋଲି ଧରାଯିବ   ।

Vide A  1967  pat -344,1993 clt 703,7007,  1938 Cr.L.J 806, 1997 , Cr.L.J 229 ।

 

ସ୍ଵାମୀ ତାର ଗୋଟିଏ ସ୍ତ୍ରୀ ମାଧ୍ୟମରେ ଅନ୍ୟ ଗୋଟିଏ ସ୍ତ୍ରୀକୁ ତଲକ ଦେଇପାରେ   ।

ସାଧାରଣତଃ ସ୍ତ୍ରୀ ଘରଯୋଗ୍ୟା ହୋଇସାରିଲେ ସାବାଳକତ୍ଵ ପାଇବ ବୋଲି ଧରାଯାଏ  ।

ସ୍ଵାମୀ ତାର ଗୋଟିଏ ସ୍ତ୍ରୀ ମାଧ୍ୟମରେ ଅନ୍ୟ ଗୋଟିଏ ସ୍ତ୍ରୀକୁ ତଲକ ଧରାଯାଏ   ।

1968  ker L.T 763 A 1933 cal 27 27 ,A 1932 P.C 25

ଗୋଟିଏ ସାବାଳକ ସ୍ଵାମୀ, ଅନ୍ୟ ଏକ ସାବାଳକ ଦ୍ଵାରା ନିଜ ସ୍ତ୍ରୀକୁ ତଲାକ ଦେଇପାରେ ମାତ୍ର Agent ପାୱାର ଥିବା ଭିତରେ  ।

ଯଦି କ୍ଷମତା ପ୍ରାପ୍ତ ଲୋକ ଜଣକରୁ ଅଧିକ ଥାନ୍ତି ସେମାନଙ୍କ ମଧ୍ୟରୁ ଯେ କେହି ଲୋକ ତଲାକ ଡିକଲର (Declare) କରିପାରେ   ।

ସ୍ଵାମୀ ଜଣେ (ସ୍ତ୍ରୀ,ସ୍ଵାମୀ ଦ୍ଵାରା କ୍ଷମତାପ୍ରାପ୍ତ ପାଇ) ସ୍ଵାମୀର ଅନ୍ୟ ଗୋଟିଏ ସ୍ତ୍ରୀକୁ ତାଳକ ଡିକଲାର କରିପାରେ  ।

(Contingent ବା Conditional Talque)

କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଘଟଣା ପରେ ଯେଉଁ ତଲାକ କାର୍ଯ୍ୟକାରୀ ହୁଏ ତାକୁ ଭବିଷ୍ୟତ ତଲାକ ବୋଲି କୁହାଯାଏ   ।

ତଲକ ଦେବାର ପ୍ରଣାଳୀ

  • ପ୍ରଥମ ତଲକ କହିବା ପାରେ , ସେ ଆଉ ସ୍ତ୍ରୀ ସହାବାସ କରିବ ନାହିଁ   ।  କିନ୍ତୁ ସମ୍ଭୋଗ ବିବାହ କ୍ଷେତ୍ରରେ ଯଦି ସ୍ତ୍ରୀ ରେଗୁଲାର ମେନ ହେଉଥିବ ତେବେ ତାର ମେନସ ସମୟମାନଙ୍କର Gap (ଗ୍ୟାପ) ସମୟକୁ (Tuhr) ରେ ଆଉ ସହବାସ ନ କରି ତଲକ ନ କରି ତଲକ ଦେବାକୁ ପଡିବ (ତଲକ ଆହାସାନ)  ।
  • Unconsumated (ଆଦୌ ସମ୍ଭୋଗ ହୋଇନଥିବା କ୍ଷେତ୍ରରେ ଗୋଟିଏ ତଲକ ଯଥେଷ୍ଟ  ।  ଏହା ମାସକର ଯେକୌଣସି ସମୟରେ ଏପରିକି ମେନସ ସମୟ ମଧ୍ୟରେ ଦେଲେ କି ଚଳିବ   ।
  • ସମ୍ଭୋଗ ହୋଇଥିବା ବିବାହ କ୍ଷେତ୍ରରେ 3 ଟି ତଲାକ ଦରକାର   ।

ମେନସ ହେଉଥିବା ସ୍ତ୍ରୀ ଲୋକ ପକ୍ଷରେ ମେନସ ସମୟକୁ ଛାଡି 3 ମାସରେ 3 ଥର   ।

ମାତ୍ର ଯାହାର ଆଉ ମେନସ ହେଉନଥିବ ସେ ସ୍ତ୍ରୀ ପକ୍ଷରେ ପ୍ରତି 30 ଦିନରେ ତଲକ ଡିକଲର କରିବ ମାତ୍ର ; ତା ସହିତ ସହବାସ କରିବ ନାହିଁ  । ଗର୍ଭବତୀ ହୋଇଥିଲେ ତାର ସନ୍ତାନ ସନ୍ତତି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ   ।

(ତଲକ ହାସାନ)

  • କେଉଁ 2 ଜାଗାରେ ଗୋଟିଏ ତଲାକ ଦେବ   ।
  • ନିଜର ପୂର୍ଣ୍ଣ ଇଚ୍ଛା ପ୍ରକାଶକରି ତଲକ କହିବ
  • ତୁର (Tuhr) ସମୟରେ   ।
  • Consumated ବିବାହ କ୍ଷେତ୍ରରେ ସେ ସ୍ତ୍ରୀ ଲୋକର mense (ମେନ୍ସ) ସମୟରେ   ।
  • 3 ଟି ଏକ ସଙ୍ଗରେ କିମ୍ବା ଅଲଗା 2 ସମୟରେ  (ତଲାକ – ଉଲ – ବିଦାତ)

A 1955 J & K page 1

“ Tuhr “ ମାନେ 2 ଟି ମେନ୍ସ ପିରିଅଡ ର ମଧ୍ୟବର୍ତ୍ତୀ ପବିତ୍ର ସମୟ

Nifa (ନିଫା) ମାନେ ମେନ୍ସ ପିରିଅଡ

ପ୍ରକାର ଭେଦ :- ତଲକ – ଇ – ସୁନାତ :- ପୂର୍ବରୁ ଚଳି ଆସୁଥିବା ପ୍ରଥା ଅନୁଯାୟୀ Divorce ହାସାନମାନେ good (ଭଲ)  ।

ଆହାସାନମାନେ very good (ଅତି ଭଲ)

ତଲକ କିପରି ଦିଆଯାଏ

ନିଜ ମୁହଁରେ  (ii) ଲିଖିତ ଆକାରରେ (iii) ମୂକ ବଧିର ହୋଇଥିବା ଠାର ଦ୍ଵାରା  ।

Oral Talaq (ଲିଖିତ ତଲାକରେ ମଧ୍ୟ ସେପରି  ପ୍ରକୃତ ଇଚ୍ଛା ଥିବା ଜଣା ପଡୁଥିବ  ।

ତଲାକ ସବୁବେଳେ ସ୍ତ୍ରୀର ସମ୍ମୁଖରେ ଦେବା ଦରକାର ନାହିଁ  ।

ତଲାକ ଦେଲା ବେଳେ ସ୍ଵାମୀ ସ୍ପଷ୍ଟ କରି କହିବେ ଯେ ତଲାକ ତା  ସଙ୍ଗେ 2 କାର୍ଯ୍ୟକାରୀ ଦେବ ବା କିଛି ଦିନ ବାଦ  (ଭବିଷ୍ୟତରେ କେବେ ଠାରୁ ହେବ  )

Vide A.1981 SC 1243 johrn Khatun Vrs Md. Ibrahim

Unconsumated ବିବାହ :-

  • ପ୍ରଚଳିତ ପ୍ରଥା ଅନୁଯାୟୀ ବିବାହ କ୍ଷେତ୍ରରେ ବିବାହର ତଲାକକୁ ଆଉ ପ୍ରତ୍ୟାହୃତ କରିହେବ ନାହିଁ   ।
  • ସମ୍ଭୋଗ ଦ୍ଵାରା ବିବାହ ସ୍ଥଳେ ଇଦାତ ସମୟ ପରେ ବା  3 ଥର ତଲାକ କହି ତଲାକ କହି ସାରିବା ପାରେ ପୁଣି ପ୍ରତ୍ୟାହୃତ ହୋଇପାରିବ ନାହିଁ   ।

ରସିଦ ଅହମଦ   Vrs ଅନିଶା ଖାତୁନ୍

A . 1932 P.C 25 A 1929 pat 81  ।

ତଲାକ କିପରି ପ୍ରତ୍ୟାହାର ହୋଇପାରେ

  • ଖୋଲାଖୋଲି ପ୍ରକାଶ କରି ପ୍ରତ୍ୟାହାର କରାଯାଇପାରେ   ।
  • ସ୍ଵାମୀଙ୍କର ବ୍ୟବହାର ଓ କାର୍ଯ୍ୟକଳାପ ଦ୍ଵାରା
  • କୌଣସି ଏଜେଣ୍ଟ ବା ପ୍ରତିନିଧି ଦ୍ଵାରା କୌଣସି ସର୍ତ୍ତ ରଖି ମଧ୍ୟ ତଲାକ ପ୍ରତ୍ୟାହାର କରାଯାଏ   ।

Smt. Marium Vrs। Md.samso

A 1979 all 257

Lla (ଶପଥ) ତଲାକ

ଭଗବାନଙ୍କ ନାମରେ ଶପଥ ନେଇ ଶପଥ ଦିନଠାରୁ  ୪ ମାସ ଭିତରେ ବା କୌଣସି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସହବାସ କରେ ନାହିଁ   ।  ତାକୁ  “ llla” ଇଲା ତଲାକ କୁହାଯାଏ   ।

ଇଲା ତଲାକ ପୁନଃ ସହବାସ ଦ୍ଵାରା , ବା ସହବାସ ଅସମ୍ଭବ ହେଲେ ଅନ୍ୟ ବାଟ ପ୍ରତ୍ୟାହାର କରାଯାଇପାରେ   ।

ମାତ୍ର ଏ କ୍ଷେତ୍ରରେ ୪ ମାସ ପୂରଣ ହୋଇଗଲେ ଏ ତଲାକ ପୂରଣ ହୋଇଥାଏ

A ୧୯୭୩ M.P 207

Llla(ଶପଥ) ତଲାକ

ଭଗବାନଙ୍କ ନାମରେ ଶପଥ ନେଇ ଶପଥ ଦିନଠାରୁ 4 ମାସ ଭିତରେ ବା କୌଣସି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସହବାସ କରେ ନାହିଁ  ।  ତାକୁ” llla” ଇଳା ତଲାକ କୁହାଯାଏ   ।

ଇଲା ତଲାକ ପୁନଃ ସହବାସ ଦ୍ଵାରା , ବା ସହବାସ ଅସମ୍ଭବ ହେଲେ ଅନ୍ୟ ବାଟରେ ପ୍ରତ୍ୟାହାର କରାଯାଇପାରେ   ।

ମାତ୍ର ଏ କ୍ଷେତ୍ରରେ 4 ମାସ ପୂରଣ  ହୋଇଗଲେ ଏ ତଲାକ ପୂରଣ ହୋଇଥାଏ   ।

A 1973 M.P 207

Zihar (Back) ବିଭାଘର ଗ୍ରହଣ ନ କରିବା  , ଯଦି ଜଣେ ମୁସଲିମ ନିଷେଧ ବିବାହ ପରିସରଭୁକ୍ତ ସ୍ତ୍ରୀଟିକୁ ବିବାହ ହୁଏ ମାତ୍ର ସେ ସ୍ତ୍ରୀଟି ସ୍ଵାମୀ ସହିତ  ମିଶିବାକୁ ମନା ଓ ସ୍ଵାମୀ ଠାରୁ ତଲାକ ନେବାକୁ ଚାହେଁ , ସେଠାରେ ତାର ସ୍ଵାମୀ ଦୁଇ ମାସ ପର୍ଯ୍ୟନ୍ତ ଉପାସ ପାଳନ କରି ତପସ୍ୟା କରିବାକୁ ପଡିବ , ବା  ୬୦ ଜଣଙ୍କୁ ଖାଇବା ଦେବ   ।

ସ୍ଵାମୀ ଯଦି ଆପେ ଆପେ ନ କରେ ସେ କ୍ଷେତ୍ରରେ ତାର ସ୍ତ୍ରୀ କୋର୍ଟକୁ ଦରଖାସ୍ତ ଦେଇ ପ୍ରାର୍ଥନା କରିବ  କି କୋର୍ଟ ତା ସ୍ଵାମୀକୁ ଅନୁତାପ କରିବାକୁ  (ତପସ୍ୟା)  କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ନ ତୁବା କୋର୍ଟ ତଲାକ ଅର୍ଡର କରନ୍ତୁ  ।

ଯଦି ସ୍ଵାମୀ ଅନୁତାପ ନ କରେ ବା ତଲାକ ଡିକଳାର ନ କରେ , କୋର୍ଟ Divorce Decress ପାସ କରିବେ   ।

ଖୁଲା ବିବାହର ତଲାକ

ମୁସଲିମ ବିବାହିତ ସ୍ତ୍ରୀ ତା ସ୍ଵାମୀର ବିବାହ ବନ୍ଧନରୁ ମୁକ୍ତ ହେବା  ପାଇଁ କିଛି ଟଙ୍କା ଦେଇ ସ୍ଵାମୀକୁ ଦେଇ   ।  ସ୍ଵାମୀ ଓ ସ୍ତ୍ରୀଙ୍କର ସ୍ଵଇଚ୍ଛାରେ ତଲାକ ନିଅନ୍ତି   ।

ଖୁଲା ବିବାହରେ କେବଳ ସ୍ଵାମୀ ତଲାକ ନେବା ପାଇଁ ପ୍ରଥମେ ପ୍ରସ୍ତାବ ହେବ   । ସ୍ତ୍ରୀ ତାର ଇଚ୍ଛାକୁ  ସ୍ଥଗିତ ରଖେ   ।  ଖୁଲା ତଲାକ ମଧ୍ୟ କୌଣସି କ୍ଷମତାପ୍ରାପ୍ତ ଏଜେଣ୍ଟ ଦ୍ଵାରା ମଧ୍ୟ ହୋଇପାରେ   ।

A 1945 Lahore Page 51, 53

1977 (29) Pakistan Legal Decision 8155 SC) ।

Mubarat (ମୁବାରତ)

ଏ କ୍ଷେତ୍ରରେ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ରାଜିରୁଜା ହୋଇ ତଲାକ ନିଅନ୍ତି   ।

1964 pak- Legal Decision 456 (SC) ।

ତଲକ- ଇ- ତଫଉଇସ

ବିବାହ ସମୟରେ ବା ପରେ ସ୍ଵାମୀ ତା ଆଡୁ ଗୋଟିଏ ପତ୍ର ସଂପାଦାନ କରି ନିଜର ସ୍ତ୍ରୀକୁ ବା ଅନ୍ୟ କୌଣସି ଲୋକଙ୍କୁ ତଲକ ଡକଲାର କରିବା ପାଇଁ କ୍ଷମତା ଦେବ  ।

  1. Choice or option:- ସ୍ଵାମୀ ତା ସ୍ତ୍ରୀକୁ ତଲାକ ଦେବା ପାଇଁ ତାର ମତ ଚାହିଁବ    ।
  2. Liberty : ସ୍ତ୍ରୀକୁ ଭବିଚିନ୍ତି କରିବାକୁ ସ୍ଵାଧୀନ ଦେବ   ।
  3. Will ବା pleasure : ସ୍ଵାମୀ ତାର ସ୍ତ୍ରୀ କୁ ଯଦି ଯଦି ତଲାକ ଦେବାକୁ ଚାହୁଁଚ ତଲାକ ଦେଇପାରୁ ବୋଲି କହିବ   ।

ଜଣେ ମୁସଲିମ ସ୍ତ୍ରୀ Dissolution  of muslim ମ୍ଯାରେଜ Act- 1939 ବଳରେ , ଅଦାଲତରେ ସ୍ଵାମୀକୁ ଛାଡପତ୍ର ଦେଇପାରିବ   ।

A 1966 All 48, A 1971 cal 218

A 1959 kerela 121 A 1971 kerala 261

  • ସ୍ଵାମୀ ଯଦି ସ୍ତ୍ରୀ Adultry (ପର ପୁରୁଷ ସହିତ  ସମ୍ପର୍କ ରଖିଛି ବୋଲି ଆକ୍ଷେପ କରେ  । ସେ ସ୍ତ୍ରୀ ଡାଇଭରସ ପାଇଁ ମୋକଦ୍ଦମା କରିପାରେ  ।
  • ଏ କ୍ଷେତ୍ରରେ ମୋକଦ୍ଦମା ଚାଲୁଥିବା ସମୟରେ ସ୍ଵାମୀ ତା ସ୍ତ୍ରୀ Adultry ଦୋଷରୁ ତାକୁ ମୁକ୍ତ କରିପାରିବେ   ।  କିନ୍ତୁ ମୋକଦ୍ଦମା ପରେ କଲେ ହେବ ନାହିଁ   ।
  • ଯଦି ସ୍ଵାମୀ କୋର୍ଟରେ ସ୍ତ୍ରୀ କୁ  adultery ଦୋଷରୁ  ମୁକ୍ତ ନ  କଲା ତେବେ ସେ କୋର୍ଟରେ ସେ ଶପଥ ନେଇ ସ୍ତ୍ରୀ Adultry କରୁଛି ବୋଲି କହିବ ଓ ସ୍ତ୍ରୀ ମଧ୍ୟ କୋର୍ଟରେ ଶପଥ ନେଇ Adultry କରୁନାହିଁ ବୋଲି କହିବ ଏହା ଉପରେ କୋର୍ଟ ସତ୍ୟାସତ୍ୟ  ପ୍ରମାଣ ନେଇ  Decree ପାସ କରିବେ   । (this comes under lian talaq standard of proof is not strict  ।

A 1996 ker 140 A 1931 Bom 76।

ତଲକର ପ୍ରଭାବ

ତଲାକ ପରେ ସ୍ଵାମୀ ଓ ସ୍ତ୍ରୀ ଅନ୍ୟ ଜାଗାରେ ଉଦତ ସମୟ ପରେ ବିଭା ହୋଇପାରିବେ   ।

ଉକ୍ତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ କେତେକ ନିୟମ ଅବଲମ୍ବନ କରି ପୁନର୍ବିବାହ କରିପାରନ୍ତି ତଲାକ ପରେ ସେମାନେ ଯଦି ସହବାସ କରନ୍ତି ଓ ଉକ୍ତ ସହବାସ ଦ୍ଵାରା ଜାତ ସନ୍ତାନ ସନ୍ତତି ଅବୈଧ ଅଟନ୍ତି   ।  ମାତ୍ର ସେ ସ୍ତ୍ରୀ ତା ଖୋରକ ପୋଷାକ ପାଇବା ପାଇଁ ହକଦାର ହୋଇଥାଏ   ।

Illa , Zihar,  Lian ତଲକ Single irrevocable  talaq ତୁଲ୍ୟ ଗଣ୍ୟ ହୁଏ  ।

Khula ଓ Mubarat -3 (Three) ତଲକ ଉଚ୍ଚାରଣ ଦ୍ଵାରା ସାବ୍ୟସ୍ତ  ହୁଏ   ।

ଆଧାର- ଦି ଲ ହାଉସ

Last Modified : 9/26/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate