ଉପକ୍ରମ “ NAFAQ” ଜଣେ ସ୍ଵାମୀ ଅନ୍ୟ ଆନୁସଙ୍ଗିକ ସହିତ ତାର ସ୍ତ୍ରୀକୁ ଅଲଗା ବାସସ୍ଥାନ ଓ ଖାଦ୍ୟପେୟର ସୁବନ୍ଦୋବସ୍ତ କରିବାକୁ ଦାୟୀ । ଏପରିକି ଜଣେ ଧନୀ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କ ପାଇଁ ସେବିକା ମଧ୍ୟ ଖଞ୍ଜି ଥାଏ । ମାତ୍ର ତା’ର ଅଲଗା ଘରକୁ କେବଳ ସ୍ଵାମୀଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକର ସେଠାକୁ ଅବାଧ ପ୍ରବେଶ ରହିବ ନାହିଁ । ଯେଉଁଠି ସ୍ଵାମୀ ତାର ସ୍ତ୍ରୀକୁ ଖୋରାକ ପୋଷାକ ଯୋଗାଇ ନପାରେ ସେ ଦରିଦ୍ର ତୁଲ୍ୟ ଗଣ୍ୟ ହେବ । ଯେଉଁ ସ୍ଵାମୀ ଶାରୀରିକ ପରିଶରଣ କରି ତାର କୁଟୁମ୍ବ ସମ୍ଭାଳିବା ପାଇଁ ସକ୍ଷମ ହୁଏ ସେ ରୋଜଗାର କ୍ଷମ ସ୍ଵାମୀ ଭାବେ ଧରାଯିବ । ଯେଉଁ ସ୍ଵାମୀ ନିଜକୁ ନିଜେ ସମ୍ଭାଳିବକଉ ସମ୍ବଳ ନଥାଏ । ସେ ନିଜେ ସମ୍ବଳ ଖୋଜୁଥିବା ଲୋକ ବୋଲି ଧରାଯାଏ ସେ ସମ୍ବଳହୀନ ବୋଲି ଧରାଯିବ । A. 1985 S.C page 945 ରେ ମାନ୍ୟବର କୋର୍ଟ ଗୋଟିଏ ମୁସଲିମ ସ୍ତ୍ରୀକୁ 125 Cr. PC ଧରାରେ ଖୋରାକ ପୋଷାକ Maintenance allowance ପାଇବାକୁ ହକଦାର ହୁଏ ବୋଲି ରାଏ ଦେଇଛନ୍ତି । ତାର Muslim Personal (law ସେଥିରେ କୌଣସି ବାଧା ଦେଇପାରିବେ ନାହିଁ ) । Also See A- 1950 cal 465 A 1973 Gouhati 56, A 1959 keral 319 କେଉଁମାନେ ଖୋରାକ ପୋଷାକ ପାଇବାକୁ ହକଦାର ବିବାହିତ ସ୍ତ୍ରୀ (ସେମାନଙ୍କର ସନ୍ତାନ ସନ୍ତତି) ନାତି ନାତୁଣୀମାନେ (4) ପିତାମାତା ଜେଜେ ବାପା ଜେଜେ ମା ପୁଅର ସ୍ତ୍ରୀ (7) ପୋଷ୍ୟ ମାତା ଅନ୍ୟ କେହି ରକ୍ତ ସମ୍ପର୍କୀୟ କିଏ 2 ଖୋରାକପୋଷାକ ଦେବା ପାଇଁ ବା ପାଇବା ପାଇଁ ହକଦାର ନୁହନ୍ତି । ଧରାରେ କହିଥିବା ଦରିଦ୍ର ମୁସଲମାନ ଖୋରାକୀ ପୋଷାକ ଦେବା ହକଦାର ନୁହନ୍ତି ଜଣେ ଯଦି ସମ୍ବଳହୀନ (Have not) ହୋଇନଥିବ । ସେ ଖୋରାକ ପୋଷାକ ପାଇବାକୁ ହକଦାର ହେବ ନାହିଁ । କେଉଁମାନେ ଦେବା ପାଇଁ ବାଧ୍ୟ (1) ସ୍ଵାମୀ (2) ପିତା (3) ମାତା(4) ଜେଜେ ବାପା (5) ଜେଜେ ମା (6) କୌଣସି ସନ୍ତାନ ସନ୍ତତି (7) କୌଣସି ପିତୃକୂଳର କକା ଖୁଡୀ ମାନେ । କିଏ କିଏ କେଉଁ କେଉଁ ଆଇନ ଦ୍ଵାରା ଦାବି କରିପାରିବେ ଜଣେ ବିବାହିତା ସ୍ତ୍ରୀ (1) ତାଙ୍କର personal Law (2) କୌଣସି ଚୁକ୍ତି ବଳରେ (3) 125 Cr P.C ଦ୍ଵାରା ଖୋରାକ ପୋଷାକି ଦାବି କରିପାରିବେ । Husband (impotent) A. 1981 SC 1972 1974 Manakichand Vrs Chandra kishor A. 1970 SC 400 . Sayad Nawaz Ali Vrs. Rasida begum 1991 C.L.J 257 କୋର୍ଟ ରହିଲେ 1 ମାସ ଏଜିରୁ ଅଗ୍ରୀମ ଦେବା ପାଇଁ ଆଦେଶ କରିପାରନ୍ତି ଗୋଟିଏ ସ୍ତ୍ରୀ ସ୍ଵାମୀର Standard ଏବଂ status ଅନୁଯାୟୀ Maitenance ପାଇବା ପାଇଁ ହକଦାର ମାତ୍ର କୋର୍ଟ ଚାହିଁଲେ ସ୍ଥଳ ବିଶେଷରେ ପରିବର୍ତ୍ତନ କରିପାରନ୍ତି । Maria munisha Begum Vrs. Noor Mahamad sahib । A .1965 A.P 231 ସ୍ତ୍ରୀ ତା’ର ବକେୟା Maitenance କୋର୍ଟ ଜରିଆରେ ଆଦାୟ କରିପାରିବେ । Md lbrahim Vrs jaitoon A 1951 Mad 831 । Debt Recovery Case ରେ ବିବାହିତ ସ୍ତ୍ରୀ ପ୍ରଥମ ଅଗ୍ରାଧିକାର ପାଇଥାଏ । ଚୁକ୍ତି ବଳରେ ମଧ୍ୟ ବିବାହିତ ସ୍ତ୍ରୀ ଖୋରାକ ପୋଷାକ ପାଏ । ଜଣେ ସ୍ତ୍ରୀ 125 Cr. P.C ବା old 188 Cr. P.C ମଧ୍ୟ ଖୋରାକ ପୋଷାକ ପାଏ । ମାତ୍ର କେବେବେଳେ ପାଏ ନାହିଁ । Vide see A-1971 All 138 । ନାବାଳକ CUSTODY OF MINOR । ନା, ବାଳକ ପୁଅ ଓ ଅବିବାହିତ ଝିଅ , ତାର ବାପା , ମା କିମ୍ବା ଜେଜେ ବାପା, ଜେକେ ମା ଦ୍ଵାରା ପ୍ରତିଫଳନ ହୋଇପାରିବ । ସାବାଳକ ପୁଅ, ଓ ଝିଅ , ଯେଉଁମାନେ ଦରିଦ୍ର ହୋଇ ନଥିବେ ସେମାନେ ତାଙ୍କର ପିତା ଓ ମାତାଙ୍କୁ ପ୍ରତିପାଳନ କରିବେ । ସେହିପରି ଜେଜେ ବାପା ଓ ଜେଜେ ମା ସେମାନଙ୍କର ନୀତି ନାତୁଣୀ ମାନଙ୍କ ଦ୍ଵାରା ପ୍ରତିପାଳିତ ହେବେ । ଯଦି ପୁଅ ଗରିବ,ନାବାଳକ ବା ଅକ୍ଷମ ଥାଏ ତାର ସ୍ତ୍ରୀକୁ ତା ଶ୍ଵଶୁର ପୋଷିବାକୁ ବାଧ୍ୟ ରୁହେ । ପୋଷ୍ୟ ପୁଅ ତାର ପୋଷ୍ୟ ମାକୁ ପ୍ରତିପାଳନ କରିବେ । ଏହା ବ୍ୟତିରେକେ ସମ୍ବଳ ଥିବା ସଂପର୍କୀୟମାନେ ତାଙ୍କର ଦରିଦ୍ର ସଂପର୍କୀୟମାନଙ୍କୁ ପ୍ରତିପାଳନ କରିବାକୁ ବାଧ୍ୟ ରୁହନ୍ତି । କୌଣସି ଧର୍ମ ପରିବର୍ତ୍ତନକାରୀ ବା ଚରିତ୍ରହୀନ ପୁରୁଷ ବା ସ୍ତ୍ରୀ Maitenance ପାଇବାକାଉ ହକଦାର ନୁହେଁ । Reimbursement for Providing maintenance । କୌଣସି ଲୋକ ଆଇନତଃ Maitenance ଦେବାକୁ ବାଧ୍ୟ ନୁହେଁ କି Maitenance ଦେଇ ପୋଷି ଆସୁଛି । ସେ ପରେ Maitenance ଦେବାକୁ ଥିବା ଲୋକଠାରୁ ସେ ଖର୍ଚ୍ଚ କରିବାଥିବା ଧାନ ଆଦାୟ କରିପାରିବ । ଗୋଟିଏ ବିବାହିତ ସ୍ତ୍ରୀ ପ୍ରଥମେ ନିଜ ଧନରେ ଚଳି ପରେ ସ୍ଵାମୀ ଠାରୁ ଆଦାୟ କରିପାରିବ । ଆଧାର- ଦି ଲ ହାଉସ