(1) ପ୍ରଥମରେ – ତାର ମୃତ୍ୟୁ ଓ ମୃତ ପୂର୍ବ ଚିକିତ୍ସା ଖର୍ଚ୍ଚ ।
(2) ପ୍ରୋବେଟ ଓ sucession certificate ଖର୍ଚ୍ଚ
(3) ମୃତ ପୂର୍ବର ଋଣ
(4) ଉପରୋକ୍ତ ଖର୍ଚ୍ଚ ବାବଦ ବଳକା ସଂପତ୍ତିର 1/3 rd କୁ legal will ପାଇଥିବେ ଲୋକ ନେବ ।
(5) ଆଉ ଯାହା ରହିଲା ତାହା ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବାଣ୍ଟ ହେବ ।
ଜଣେ ମୁସଲମାନ ତାର ସମସ୍ତ ସଂପତ୍ତିରୁ ମରଣ ଖର୍ଚ୍ଚ ଓ ଋଣ ଟଙ୍କା ବାବଦକୁ ସଂପତ୍ତି ବାଦ ଦେଇ ବଳକା ସଂପତ୍ତିର 1/3 rd ସେ will କରିଦେଇପାରେ ଓ ବଳକା 2/3 ଦୁଇତୃତୀୟାଂଶ ସଂପତ୍ତିର ଉତ୍ତରାଧିକାରୀମାନେ ପାଇବେ ।
ଆଂଶିକ ବଣ୍ଟନ : An heir can claim partition in respect of one of the properties held in common without seeking partition of all the properties .
A 1971 pat- 386
ମୁସମତ Hihuman Vrs Md. Manir
Sec. 39 ଓ sec 40 ରେ ଯାହା ଥାଉ ନା କାହିଁକି ଜଣେ ଉତ୍ତରାଧିକାରୀ ବା ଅଂଶ ସମ୍ପତ୍ତିକୁ ହସ୍ତାନ୍ତର କରିପାରିବ (ମୃତ ପିତାଙ୍କ କରିଥିବା ଋଣ ସୁଝା ହୋଇଥାଉ ବା ନଥାଉ ) ।
ଜଣେ ମୁସଲମାନ ଉତ୍ତରାଧିକାରୀ ତା ଅଂଶ , ପକ୍ଷେ ନା ଦାବି ଲେଖି ଦେଇପାରିବ ନାହିଁ । ମାତ୍ର ତା ଅଂଶର ମୂଲ୍ୟ ପଇସା ନେଇ , ନା ଦାବି ଲେଖିଥିବାପରେ ।
ଯେଉଁ ଅଂଶୀଦାର ଉତ୍ତରାଧିକାରୀ ଯେତିକି ଅଂଶ ପାଇ, ପିତୃ ଋଣ ମଧ୍ୟ ତାର ଅଂଶର ଅନୁଯାୟୀ ଋଣ ଶୁଝିବ ।
ଯଥା- ବାପା ମଲାବେଳେ ଋଣ ରହିଗଲା ଟ 3200/- । ସେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ 2 ଟି ଝିଅକୁ ଛାଡ ମଳେ । ସ୍ତ୍ରୀର ଅଂଶ = ପୁଅର ଅଂଶ th ଓ ଝିଅଙ୍କର th । ତେଣୁ ମା ଦେବ 3200/-X = 400 /- ଓ ପୁଅ ଦବ 3200 X = Rs 1400/-
ଏପରିକି ଜଣେ ମହାଜନ ତାର ଋଣ ଦେଇଥିବା ଟଙ୍କା ଯାଏ ମୃତ ବ୍ୟକ୍ତିର ସଂପତ୍ତିରେ ଦଖଲକାର ଥିବ ତା ନାଁରେ ମୋକଦ୍ଦମା ଆଣି ଟଙ୍କା ଆଦାୟ କରିପାରିବ (ଅନ୍ୟ ଅଂଶୀଦାର ମାନଙ୍କ ପକ୍ଷ ନ କରି ଥିଲେ ବି , ମୋକଦ୍ଦମା ଅଚଳ ହେବ ନାହିଁ ) ।
ଏହା କଲିକତା ଓ ବମ୍ବେ ହାଇକୋର୍ଟଙ୍କ ମତ 1941 (1941 C 727),1939 Bom 232 ।
ସବୁ ଉତ୍ତରାଧିକାରୀ ଅଂଶୀଦାର ମାନଙ୍କ ପକ୍ଷରୁ ଜଣେ ଉତ୍ତରାଧିକାରୀ ମୃତବ୍ୟକ୍ତିର ସମସ୍ତ ସଂପତ୍ତିକୁ ଦାଖଲ କରୁଥିଲେ , ସେ ପିତୃ ଋଣ ଶୁଝିବା ପାଇଁ କୌଣସି ସଂପତ୍ତିକୁ ସେ ବିକ୍ରି ବା ହସ୍ତାନ୍ତର କରିପାରିବେ ନାହିଁ । ଯଦି କରନ୍ତି ତାହା ତାଙ୍କର ଅଂଶ ବାଧ୍ୟ ରହିବ ।
ବିନା successman certificate ରେ କେହି ମହାଜନ ମୃତବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କ ଠାରୁ କୌଣସି କୋର୍ଟ ଦ୍ଵାରା ଟଙ୍କା ଋଣ ଆଦାୟ କରିପାରିବେ ନାହିଁ ।
ବଣ୍ଟନ ପୂର୍ବରୁ ଜଣେ co-sharer ବା ଅଂଶୀଦାର ବିକ୍ରୟ ବନ୍ଧକ କୌଣସି specific ସଂପତ୍ତି ଦେଇ ପାରିବ ମାତ୍ର ଅନ୍ୟ ଅଂଶୀଦାରମାନେ ଆର ଭାଗକୁ ସେ specific ସଂପତ୍ତି ଦେଇପାରନ୍ତି ।
ଆଧାର- ଦି ଲ ହାଉସ
Last Modified : 1/28/2020