ଜଣେ ମୁସଲମାନ ତାର ସଂପତ୍ତିକୁ କୌଣସି ଧର୍ମ ଅନୁଷ୍ଠାନକୁ ସବୁଡ଼ିଏନ ପାଇଁ ଦାନ କରିଥାଏ । ତାକୁ walkfs ସଂପତ୍ତି କୁହାଯାଏ ।
ନ୍ୟାୟ ସଙ୍ଗତ wakfs ପାଇଁ କଣ କଣ ଦରକାର ?
Incidence ( ଫଳାଫଳ)
1) ଠାକୁରଙ୍କୁ ଦାନ କରିଥିବା ସଂପତ୍ତି ପକ୍ଷେ ଦାତ୍ତାଙ୍କର କୌଣସି ଦାବି ବା ସମ୍ପର୍କ ରହିବ ନାହିଁ ।
2) ଏ ସମସ୍ତ ଦତ୍ତାଙ୍କର ଉତ୍ତରାଧିକାରୀ ସୂତ୍ରେ କେହି ପାଇବେ ନାହିଁ ।
3) ଏ ସଂପତ୍ତିର ଦାନକୁ ଆଉ revoke ବା ପ୍ରତ୍ୟାହୃତ କରିପାରିବେ ନାହିଁ ।
Wakf ର ( ଯୋଗ୍ୟତା)
Wakf ଓ ତାଙ୍କର କ୍ଷମତା
(will) ଉଇଲ ଭଳି ଜଣେ ମୁସଲମାନ ତାର ନିଜ ସତ୍ତ୍ଵ ଓ ଦଖଲରେ ଥିବା ସମସ୍ତ ସଂପତ୍ତିକୁ କୌଣସି ଦଲିଲ ଦ୍ଵାରା ୱାକଫକୁ ଦାନ କରିପାରେ ,।
ୱାକଫ ସଂପତ୍ତିରେ ସେ ମଧ୍ୟ ନିଜର କିଛି Right Reserve ରଖିପାରେ । ଯଥା :-
1) ୱାକଫ ସଂପତ୍ତି ଆୟରେ ନିଜେ ତା ଜୀବଦଶା ମଧ୍ୟରେ ସେ ଚଳିପାରେ
2) ୱାକଫ ସଂପତ୍ତି ଆୟରୁ ସେ ଘରଦ୍ଵାର କରି ରହିପାରେ ।
3) Wakf ସଂପତ୍ତି ଆୟରେ ସେ ଘରଦାରା କରି ରହିପାରେ ।
4) ନିହାତି ଦରକାର ପଡିଲେ ସେ ୱାକଫ ସଂପତ୍ତିରୁ ମଧ୍ୟ କିଛି ସଂପତ୍ତି ବିକ୍ରି କରିପାରେ ।
5) ୱାକଫ ସଂପତ୍ତିକୁ ମଧ୍ୟ ସେ ନିଜ Control ରେ ରଖିପାରିବ ।
6) Wakf ସଂପତ୍ତିର enificiary ମାନଙ୍କୁ ବଦଳାଇ ପାରିବ ।
7) ମାତ୍ର ଠାରେ wakf କୁ ଦାନ କରିଥିବା ସଂପତ୍ତି ଆଉ ଫେରାଇ ଆଣି ପାରିବ ନାହିଁ ।
ଯେ କୌଣସି ଚଳନ୍ତି ବା ଅଚଳନ୍ତି ସଂପତ୍ତି ୱାକଫକୁ ଦାନ କରିଦିଆଯାଇପାରେ ମାତ୍ର ପରିବାରର ଅବିଭାଜ୍ୟ ସଂପତ୍ତି “ ମୂଷା” ସଂପତ୍ତିରୁ ମସଜିତ କିମ୍ବା କବର ସ୍ଥାନ କରିବାକୁ ଦିଆଯିବ ନାହିଁ ।
Constitution of wakf (ୱାକଫର ଗଠନ ପ୍ରଣାଳୀ)
ଆଧାର- ଦି ଲ ହାଉସ
Last Modified : 1/28/2020