অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିରୋତ୍ତର ସଂପତ୍ତି

ଉପକ୍ରମ

ଜଣେ ମୁସଲମାନ ତାର ସଂପତ୍ତିକୁ କୌଣସି ଧର୍ମ ଅନୁଷ୍ଠାନକୁ ସବୁଡ଼ିଏନ ପାଇଁ ଦାନ କରିଥାଏ   । ତାକୁ walkfs ସଂପତ୍ତି କୁହାଯାଏ   ।

ନ୍ୟାୟ ସଙ୍ଗତ wakfs ପାଇଁ କଣ କଣ ଦରକାର ?

  • ଦାନଟି ଚିରସ୍ଥାୟୀ ହେବା ଆବଶ୍ୟକ
  • ଦାନଟି ତତକ୍ଷଣାତ ହେବା ଆବଶ୍ୟକ
  • ଏହା ନିସର୍ତ୍ତ ମୂଳକ ହେବା ଆବଶ୍ୟକ
  • ଏପରି କୌଣସି ନିଧୀଷ୍ଟ ସର୍ତ୍ତ ରହିବ ନାହିଁ କି ଯେ ଉପରୋକଟ ସର୍ତ୍ତ ସମୟ ପୂରଣ ପରେ ହିଁ wakf କାର୍ଯ୍ୟକାରୀ ହେବ   ।
  • ଠାକୁରଙ୍କୁ ଦାନ କରିଦେବା ସଂପତ୍ତି ପକ୍ଷେ ଦାତ୍ତାର ଆଉ ମାଲିକାନା ରହିବ ନାହିଁ  ।
  • ସେ କେଉଁ ଉଦ୍ଦେଶ୍ୟରେ ଦାନ କାଲେ ସେ ଉକ୍ତ ଦତ୍ତପତ୍ରରେ ଉଲ୍ଲେଖ କରିପାରିବେ   ।
  • କୌଣସି ଏକ ପରିବାରର ଅଭିଭାଜ୍ୟ ସଂପତ୍ତି କୌଣସି ମସଜିତ କିମ୍ବା କବର ସ୍ଥାନରୁ ଦାନ କରିହେବ ନାହିଁ  ।

ଫଳାଫଳ

Incidence ( ଫଳାଫଳ)

1)     ଠାକୁରଙ୍କୁ ଦାନ କରିଥିବା ସଂପତ୍ତି ପକ୍ଷେ ଦାତ୍ତାଙ୍କର କୌଣସି ଦାବି ବା ସମ୍ପର୍କ ରହିବ ନାହିଁ  ।

2)     ଏ ସମସ୍ତ ଦତ୍ତାଙ୍କର ଉତ୍ତରାଧିକାରୀ ସୂତ୍ରେ କେହି ପାଇବେ ନାହିଁ   ।

3)     ଏ ସଂପତ୍ତିର ଦାନକୁ ଆଉ revoke ବା ପ୍ରତ୍ୟାହୃତ କରିପାରିବେ  ନାହିଁ   ।

Wakf ର ( ଯୋଗ୍ୟତା)

  • ସେ ଜଣେ ସାବାଳକ ହୋଇଥିବେ   ।
  • ମସ୍ତିଷ୍କ ବିକୃତି ହୋଇନଥିବ   ।
  • ସଂପତ୍ତିରେ ମାଲିକ ଥିବା ସମୟରେ ହିଁ ୱାକଫକୁ ଦାନ କରିପାରିବେ   ।

Wakf ଓ ତାଙ୍କର କ୍ଷମତା

  • ସେ ଜଣେ ସାବାଳକ ହୋଇଥିବ  ।
  • ମସ୍ତିଷ୍କ ବିକୃତ ହୋଇନଥିବ
  • ସଂପତ୍ତିର ମାଲିକ ଥିବା ବେଳେ ୱାକଫ ଦତ୍ତ କରିବେ   ।

(will) ଉଇଲ ଭଳି ଜଣେ ମୁସଲମାନ ତାର ନିଜ ସତ୍ତ୍ଵ ଓ ଦଖଲରେ ଥିବା ସମସ୍ତ ସଂପତ୍ତିକୁ କୌଣସି ଦଲିଲ ଦ୍ଵାରା ୱାକଫକୁ ଦାନ କରିପାରେ  ,।

ୱାକଫ ସଂପତ୍ତିରେ ସେ ମଧ୍ୟ ନିଜର କିଛି Right Reserve ରଖିପାରେ  ।  ଯଥା :-

1)     ୱାକଫ ସଂପତ୍ତି ଆୟରେ ନିଜେ ତା ଜୀବଦଶା ମଧ୍ୟରେ ସେ ଚଳିପାରେ

2)     ୱାକଫ ସଂପତ୍ତି ଆୟରୁ ସେ ଘରଦ୍ଵାର କରି ରହିପାରେ  ।

3)     Wakf ସଂପତ୍ତି ଆୟରେ ସେ ଘରଦାରା କରି ରହିପାରେ  ।

4)     ନିହାତି ଦରକାର ପଡିଲେ ସେ ୱାକଫ ସଂପତ୍ତିରୁ ମଧ୍ୟ କିଛି ସଂପତ୍ତି ବିକ୍ରି କରିପାରେ   ।

5)     ୱାକଫ ସଂପତ୍ତିକୁ ମଧ୍ୟ ସେ ନିଜ Control ରେ ରଖିପାରିବ   ।

6)     Wakf ସଂପତ୍ତିର enificiary ମାନଙ୍କୁ ବଦଳାଇ ପାରିବ   ।

7)     ମାତ୍ର ଠାରେ wakf କୁ ଦାନ କରିଥିବା ସଂପତ୍ତି ଆଉ ଫେରାଇ ଆଣି ପାରିବ ନାହିଁ  ।

ଯେ କୌଣସି ଚଳନ୍ତି ବା ଅଚଳନ୍ତି ସଂପତ୍ତି ୱାକଫକୁ ଦାନ କରିଦିଆଯାଇପାରେ ମାତ୍ର ପରିବାରର ଅବିଭାଜ୍ୟ ସଂପତ୍ତି “ ମୂଷା” ସଂପତ୍ତିରୁ ମସଜିତ କିମ୍ବା କବର ସ୍ଥାନ କରିବାକୁ ଦିଆଯିବ ନାହିଁ   ।

ୱାକଫର ଗଠନ ପ୍ରଣାଳୀ

Constitution of wakf (ୱାକଫର ଗଠନ ପ୍ରଣାଳୀ)

  1. ୱାକଫ ନିମନ୍ତେ ସଂପତ୍ତିକୁ ମୌଖିକ ବା ଲିଖିତ ଆକାରରେ (By will) ଦାନ କରିଦିଆଯାଇପାରେ   ।
  2. ୱାକଫ ଦଲିଲ କରିବା ପାଇଁ କିଛି ନିର୍ଦ୍ଧିଷ୍ଟ ଫର୍ମ ନାହିଁ   । ମାତ୍ର ୱାକଫ କରିଦେବା ପକ୍ଷେ ନିଜେ ସ୍ଵଇଚ୍ଛା ପ୍ରକାଶ କରୁଥିବା ଯଥେଷ୍ଟ
  3. ଇମାମ ମହମ୍ମଦଙ୍କ ଭାଷାରେ ୱାକଫକୁ ଜମି ଦଖଲ ଦେଇ ଜଣେ “ ମୁଟୁୱାଲି” କୁ ନିଯୁକ୍ତ ଦେଇ ସାରିବା ପରେ ୱାକଫ କାର୍ଯ୍ୟ ପୂରଣ ହୁଏ  ।  କିନ୍ତୁ ଆବୁ ଇସୁଫଙ୍କ ମତରେ କେବଳ ଖୋଲାଖୋଲି ପ୍ରଚାର ଦ୍ଵାରା ୱାକଫ ସଂପୂର୍ଣ୍ଣ ହୁଏ ଏବଂ ଏହା ଆଇନ ସିଦ୍ଧ   ।
ଠାରେ ଗୋଟିଏ ୱାକଫ ହୋଇସାରିବା ପରେ ୱାକଫ କାର୍ଯ୍ୟକାରୀ ହୋଇଥାଏ   ।

ଆଧାର- ଦି ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate