କିଏ କିଏ ନାବାଳକ ପୁଅ ଓ ଝିଅ ଘର- ଯୋଗ୍ୟା ହେବା ପରେ ସାବାଳକ ବୋଲି ଧରାଯିବ , କେବଳ ବିବାହ, ଜଣେ ମାହାର ଓ ତାଲାକ ପାଇଁ ମାତ୍ର ନାବାଳକ ସତ୍ଵକୁ କୁ ଉଦ୍ଧାର ପାଇଁ ସେ 21 ବର୍ଷ ହେଲେ ସାବାଳକ ବୋଲି ଧରାଯିବ ଏବଂ ଅନ୍ୟ ସବୁ କ୍ଷେତ୍ରରେ 18 ବର୍ଷରେ ସାବାଳକ ଧରାଯିବ । ଗାର୍ଡିଆନମାନେ କେବଳ ନାବାଳକଙ୍କ ରକ୍ଷଣାବେକ୍ଷଣ, ନାବାଳକ ସଂପତ୍ତି ରକ୍ଷଣବେକ୍ଷଣ ଓ ନାବାଳକମାନଙ୍କ ବିବାହ କ୍ଷେତ୍ରରେ ଦରକାର ହୁଅନ୍ତି । A suni mohamadan has two sons. B dies in the life time of a leaving his son . D A then dies leaving his other son C and D his grandson . The whole of “ A” property will pass to C to the entire exclusion of D . It is not open to D to contend that he is entitled to “ B” s harte as representating B . Vide , maithin seddi of vrs. Mohan kunja punith JJ 1966 S. C 578 mother of Brother ar not lawful guardian. A . 1971 Sc 2184 ରୁ 2187 . ଜଣେ ନାବାଳକ, ଅସୁସ୍ଥ ମସ୍ତିସ୍କ ,ଆଉ ଜଣେ ନାବାଳକ Guardian ହୋଇପାରିବ ନାହିଁ । ଜଣେ ନାବାଳକ କେବଳ ବିବାହ ସଂପର୍କରେ ଯାଏ ଗାର୍ଡିଆନ ହେବ , ସେ ଜଣେ ସୁସ୍ଥ ମସ୍ତିସ୍କ ଲୋକ ହୋଇଥିବା ଦରକାର । କିଏ 2 ଗୋଟାଏ ନାବାଳକ ବିବାହ ନିମନ୍ତେ କେବଳ ଗାର୍ଡିଆନ ହୋଇପାରିବେ । ପିତୃକୂଳର ସମ୍ପର୍କୀୟ ଯେଉଁମାନେକି Residuary ହିସାବରେ ସଂପତ୍ତି ପାଇବେ । ମା ବା ମାତୃକୁଳୀୟ ସମ୍ପର୍କୀୟ । ଉପର 2 ଧାରାର କେହି ନଥିଲେ ଶେଷରେ ଅଦାଲତ ତାଙ୍କର କୋର୍ଟ ଗାଡି ନିଯୁକ୍ତି କରିବେ । ବିବାହ କ୍ଷେତ୍ରରେ ଗାର୍ଡିଅନ କ୍ଷମତା ଜଣେ ଗାର୍ଡିଅନ ଗୋଟିଏ ନାବାଳକ ଏବଂ ମସ୍ତିସ୍କ ବିକୃତି ବା କନ୍ୟାଙ୍କ ବିବାହ କ୍ଷେତ୍ରରେ ଗାର୍ଡିଅନ କାର୍ଯ୍ୟ କରିପାରେ । ମାତ୍ର କୋର୍ଟ ଦ୍ଵାରା ଗାର୍ଡିଅନ କୋର୍ଟଙ୍କ ବିନା ଅନୁମତିରେ ବିବାହ ଦେଇପାରିବେ ନାହିଁ । ଜଣେ ଗାର୍ଡିଅନ ବିବାହ ଦାୱାର ଟଙ୍କା ପାଇଁ ଚୁକ୍ତି ମଧ୍ୟ ସମ୍ପାଦନ କରିବେ । କୌଣସି ନାବାଳକର ପିତା ଓ ମା ଖୁଲା ବିବାହର ଗାର୍ଡିଅନ ହୋଇ କରାଇପାରିବେ । ଜଣେ ବା ବାଳିକା ସାବାଳିକାତ୍ଵ ପାଇବା ପରେDissoluto- marriage Act – 1939 , ଦ୍ଵାରା ବିବାହକୁ ଗ୍ରହଣ କରି ନ ପାରନ୍ତି । ସେହିପାରି ଜଣେ ବାଳକ ସାବାଳକ ହେବା ପରେ କୋରାନ ଅନୁଯାୟୀ ବିବାହକୁ ଗ୍ରହଣ ନକରିପାରନ୍ତି । ମାତ୍ର ଉପରୋକ୍ତ ବିଚ୍ଛେଦ (Challenge) କେବଳ କୋର୍ଟ ରେ ସାବ୍ୟସ୍ତ ହେବ । Right to the custody of the person 1890 ମସିହାରେ ଗାର୍ଡିଅନ ଓ ୱାର୍ଡ Act ନିର୍ଦ୍ଦେଶ ମୁତାବକ ନାବାଳକର guardian ସାବ୍ୟସ୍ତ ହୁଏ । ପୁତ୍ର କ୍ଷେତ୍ରରେ 7 ବର୍ଷ ପର୍ଯ୍ୟନ୍ତ ନାବାଳକ ରହେ । କନ୍ୟା କ୍ଷେତ୍ରରେ ବିବାହିତ ବା ଅବିବାହିତ ଥାଇ ତାର ପ୍ରଥମ ମେନ୍ସ ଦିବସ ପର୍ଯ୍ୟନ୍ତ ନାବାଳିକା ରହେ । ମା, ଜେଜେମା, ଭଉଣୀ, ମାଉସୀ, ମାଙ୍କ ବାପା , ଅଜା ଚାଚା ନଥିଲେ , ପିତା, ବାପାଙ୍କ ବାପା, ବାପାଙ୍କର ଭାଇମାନେ ନା ବାଳିକାର Guardian ହୁଅନ୍ତି । ମାତ୍ର କୌଣସି କ୍ଷେତ୍ରରେ Prohibited degree ଭିତରେ ଆସୁନଥିବା ପୁରୁଷ କୌଣସି କନ୍ୟାର ସନ୍ତାନର ଗାର୍ଡିଅନ ହୋଇପାରିବ ନାହିଁ । A 1996 SC 1003 (Mother guardian can not sell the minors property ) A 1979 Bombay 156, 1986 Cr L. J 231 (CLJ) 1966 Bombay 134 କେଉଁ 2 ଜଣ କ୍ଷେତ୍ରରେ ଜଣେ ସ୍ତ୍ରୀ ଲୋକ ଗାର୍ଡିଅନ ହେବା ପାଇଁ ଅଯୋଗ୍ୟ :- ଜଣେ ସ୍ତ୍ରୀ ଲୋକ ଯଦି ସେ ନାବାଳକ ବା ନାବାଳିକାର ରକ୍ତ ସମ୍ପର୍କୀୟ ନୁହେଁ ସେ ନାବାଳକ ବା ନାବାଳିକାର ଗାର୍ଡିଅନ ହୋଇପାରିବ ନାହିଁ । ସେ ସ୍ତ୍ରୀ ଲୋକ ଦୁଶ୍ଚିରିତ୍ରା ହୋଇଥାଏ । ସେ ତାର ସ୍ଵାମୀ ବା ଶିଶୁ ଠାରୁ ଦୂରରେ ରହୁଥାଏ । କେଉଁ 2 କ୍ଷେତ୍ରରେ ଜଣେ ପୁରୁଷ ଲୋକ ଗାର୍ଡିଅନ ହେବା ପାଇଁ ଅଯୋଗ୍ୟ :- ସେ ଯଦି ନିଷେଧ ସଂକ୍ରାନ୍ତିୟ ନୁହେଁ ସେ ବାଳିକାର ଗାର୍ଡିଅନ ହୋଇପାରିବ ନାହିଁ । The father is entitled to custody of his sons above 7 days and daughters after puberty & unmarried . ILR 8 ALL 322, 1972(2) PLD page 10. ଗାର୍ଡିଅନ 3 ପ୍ରକାର ଲିଗାନ ଗାର୍ଡିଅନ ଗାର୍ଡିଅନ ଯାହାକୁ କୋର୍ଟ ନିଯୁକ୍ତ କରେ । ଡି, ଫା, କ୍ଟୋ (D. Facto) ଗାର୍ଡିଅନ । Who are legal guardian । A 1955 Pat 475 । Legal guardian :- ବାପା, ବାପାଙ୍କ କ୍ଷମତାପ୍ରାପ୍ତ ଅଧିକାରୀ, ବାପାଙ୍କ କ୍ଷମତାପ୍ରାପ୍ତ ଅଧିକାରୀ ଠାରୁ କ୍ଷମତା ଗ୍ରହଣ କରିଥିବା ଲୋକ , ଜେଜେ ବାପା ବା ଜେଜେବାପାଙ୍କ ଠାରୁ କ୍ଷମତାପ୍ରାପ୍ତ କରିଥିବା ଅଧିକାରୀ । ମହମଦ ଅମିନ Vrs ଭୋକିଲ ଅହମଦ । A 1952 SC 258 । ଅବଦୁଲ କରିମ Vrs ମେତ ୟାସରଫ । A 1954 Pat 6. । ଲିଗାଲ ଗାର୍ଡିଅନ ଅଭାବରେ କୋର୍ଟ ଗାର୍ଡିଅନ ନିଯୁକ୍ତ କରେ De facto Guardian :- ଯେଉଁଠାରେ ଲିଗାଲ ଗାର୍ଡିଅନ ଓ କୋର୍ଟ ଗାର୍ଡିଅନ ନଥାଏ । କେହି Voluntarily ନିଜ ଆଡୁ ନାବାଳକର ଓ ତାର ସଂପତ୍ତିର ଦାୟିତ୍ଵ ନିଅନ୍ତି । A 1967 Raj 258, A 1932 P.C 76, A 1955 pat 193 । ଗାର୍ଡିଅନର କ୍ଷମତା ଲିଗାଲ ଗାର୍ଡିଅନ, ନାବାଳକର ସଂପତ୍ତି ବିକ୍ରି, ବନ୍ଧକ କରିପାରନ୍ତି ଯଦି ସଂପତ୍ତିର ଦାମ 2 ଗୁଣରୁ ଅଧିକ ହେବ । ନାବାଳକର ରକ୍ଷଣାବେକ୍ଷଣା ନାବାଳକ ଉତ୍ତରାଧିକାରୀ ସୂତ୍ରେ ପାଇଥିବା ସଂପତ୍ତିରୁ ତାଙ୍କର ପିତାଙ୍କର ଋଣ ସୁଝିବା ନିମନ୍ତେ । ଯେଉଁଠାରେ ସଂପତ୍ତିର ଆୟ ଠାରୁ ବ୍ୟୟ ବେଶୀ ହେଉଥାଏ । ଯେଉଁଠାରେ ସଂପତ୍ତି ନଷ୍ଟ ହୋଇଯାଉଥାଏ । ଯେଉଁଠାରେ ସଂପତ୍ତିର ଆୟ ଆଦାୟ କରିବା ଅସମ୍ଭବ ଥାଏ ନତୁବା ନା ବାଳକର କୌଣସି ଉନ୍ନତି ପକ୍ଷେ ଦରକାର ଥାଏ । ନାବାଳକ ପାଇ ଗାର୍ଡିଅନ ସଂପତ୍ତି ବିକ୍ରି କରିପାରେ । ନାବାଳକର ରକ୍ଷଣାବେକ୍ଷଣା ପାଇଁ କିଛି ବ୍ୟବସାୟ କରିବା ପାଇଁ A 1973 Cal 64. କୋର୍ଟ ଦ୍ଵାରା ନିଯୁକ୍ତି ଗାର୍ଡିଅନ କେବଳ କୋର୍ଟର ପରିମିସନ ନେଇ 108 ଦଫାରେ ବର୍ଣ୍ଣିତ ବିକ୍ରିବଟା କରିପାରିବେ । ଜଣେ De Facto Guardian ନାବାଳକର ସଂପତ୍ତିକୁ କୌଣସି ମତେ , ବିକ୍ରି ବନ୍ଧକ ବା ଅନ୍ୟାନ୍ୟ ପ୍ରକାର ହସ୍ତାନ୍ତର କରିବାର କ୍ଷମତା ନାହିଁ । A . 1918 P.C A 1966 mad 468 । A minor can challenge the transfer made by De facto guardian within 12 years . 1957 pat 213 . Guardianship of lunatics ( ପାଗଳ) ନାବାଳକ ରକ୍ଷଣାବେକ୍ଷଣା ଓ ତାର ସମ୍ପତ୍ତି ଯେଉଁ ଆଇନ ବ୍ୟବସ୍ଥା ଅଛି । ପାଗଳର ରକ୍ଷଣାବେକ୍ଷଣ ଓ ତାର ସମ୍ପତ୍ତି ପାଇଁ ମଧ୍ୟ ସେହି ବ୍ୟବସ୍ଥା A. 1932 P.C 92,94, ଆଧାର- ଦି ଲ ହାଉସ