ଜିଲ୍ଲା ସମ୍ବନ୍ଧରେ ସମଗ୍ର ପଶ୍ଚିମ ଓଡିଶା ମଧ୍ୟରେ ସମ୍ବଲପୁର ଜିଲ୍ଲା ତାହାର ସମ୍ବଲପୁରୀ ଶାଢୀ ପାଇଁ ବିଶ୍ଵ ପ୍ରସିଦ୍ଧ। ଏହି ଜିଲ୍ଲାର ପୂର୍ବ ଦିଗରେ ଦେବଗଡ, ପଶ୍ଚିମ ଦିଗରେ ବରଗଡ, ଉତ୍ତରରେ ଝାରସୁଗୁଡା, ଦକ୍ଷିଣ ଦିଗରେ ଅନୁଗୁଳ ଏବଂ ସୁବର୍ଣପୁର ଅବସ୍ଥିତ । ସମ୍ବଲପୁର ଜିଲ୍ଲାର ଐତିହାସିକ ପୃଷ୍ଠା ଅନୁଧ୍ୟାନ କଲେ ଏଥିରେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ଥିବା ଆତ୍ମ ବଳିଦାନର କାହାଣୀ ନିହିତ ଅଛି । ପାମ୍ପେ ରଚିତ ପୁସ୍ତକ ରେ ବର୍ତମାନର ସମ୍ବଲପୁର ସହରଟି ମାନଦା ନଦୀ କୁଳସ୍ଥିତ ସମ୍ବଳକ ନାମରେ ପରିଚିତ ଥିଲା । ପରବର୍ତୀ ପର୍ଯାୟରେ ସମ୍ବଲପୁର ଜିଲ୍ଲାଟି ସ୍ଵତନ୍ତ୍ର ଭାବରେ ଚାରି ଗୋଟି ଜିଲ୍ଲା ରେ ବିଭକ୍ତ ହୋଇଛି । ବରଗଡ ଜିଲ୍ଲା ୧୯୯୩ ମସିହାରେ ଏବଂ ଝାରସୁଗୁଡା ଓ ଦେବଗଡ ୧୯୯୪ ରେ ସ୍ଵତନ୍ତ୍ର ଜିଲ୍ଲା ରୂପେ ମାନ୍ୟତା ପାଇଛି । ଭୌଗଳିକ ଦୃଷ୍ଟିକୋଣ ରୁ ସମ୍ବଲପୁର ଜିଲ୍ଲା କ୍ଷେତ୍ରଫଳ ୬୭୦୨ ବର୍ଗ କି.ମି । ଏହା ୨୧.୪୭ ° ଉତ୍ତର ଅକ୍ଷାଂଶ ଏବଂ ୮୩.୯୭ ° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ। ୨୦୧୧ ଜନଗଣନା ଅନୁସାରେ ସର୍ବମୋଟ ଜନସଂଖ୍ୟା ହେଉଛି ୧୦,୪୧,୦୯୯ । ପୁରୁଷ ଜନସଂଖ୍ୟା ୫,୨୬,୮୭୭ ଥିଲା ବେଳେ ମହିଳା ଜନସଂଖ୍ୟା ୫,୧୪,୨୨୨ । ସର୍ବମୋଟ ଜନସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତିଙ୍କ ଜନସଂଖ୍ୟା ୧,୯୧,୮୨୭ ଥିଲା ବେଳେ ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା ୩,୫୫,୨୬୧ । କିଭଳି ପହଁଞ୍ଚିବେ ଆକାଶ ପଥ: ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି । ରେଳପଥ: ସମ୍ବଲପୁର ରେ ପୂର୍ବତଟ ରେଳବାଇ ଡିଭିଜନର ଏକ ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ସମ୍ବଲପୁରରେ ୪ ଟି ରେଳ ଷ୍ଟେସନ ରହିଛି । ସେଗୁଡିକ ହେଲା ସମ୍ବଲପୁର (କ୍ଷେତରାଜପୁର) , ସମ୍ବଲପୁର ରୋଡ (ଫାଟକ), ହୀରାକୁଦ ଏବଂ ସମ୍ବଲପୁର ସିଟି ଷ୍ଟେସନ । ଭାରତର ଅନେକ ପ୍ରମୁଖ ସହରକୁ ପ୍ରତ୍ୟହ ରେଳ ଗମନାଗମନ ଏହି ସବୁ ଷ୍ଟେସନ ମାନଙ୍କ ମାଧ୍ୟମରେ ହୋଇଥାଏ । ସଡକପଥ: ମୁମ୍ବାଇ ଠାରୁ କୋଲକାତା ଜାତୀୟ ରାଜପଥ ନଂ ୬ ପଥରେ ସମ୍ବଲପୁର ସହର ଅବସ୍ଥିତ । ଜାତୀୟ ରାଜପଥ ୪୨ ମାଧ୍ୟମରେ ଭୁବନେଶ୍ଵରକୁ ସଂଯୋଗ କରୁଛି ଏହି ସହର । ସହରରେ ଦୁଇଟି ମୁଖ୍ୟ ବସଷ୍ଟାଣ୍ଡ ରହିଛି । ସରକାରୀ ବସଷ୍ଟାଣ୍ଡ ଲକ୍ଷ୍ମୀ ଟକୀଜ ଛକରେ ଥିବା ବେଳେ ସହରଠାରୁ ୩ କି.ମି. ଦୂରରେ ବେସରକାରୀ ବସଷ୍ଟାଣ୍ଡ ଅଇଣ୍ଠାପାଳିଠାରେ ଅବସ୍ଥିତ । ଏହିଠାରୁ ବିଭିନ୍ନ ସହର କୁ ନିୟମିତ ବସ ଚଳାଚଳ ହୋଇଥାଏ । ଦର୍ଶନିୟ ସ୍ଥାନ ମାନଙ୍କ ପାଇଁ ଏହି ଠାରୁ ଅଟୋ ଏବଂ ଟ୍ୟାକ୍ସି ଉପଲବ୍ଧ ହୋଇଥାଏ। ପର୍ଯ୍ୟଟନ ସ୍ଥଳ ସମ୍ବଲେଶ୍ଵରୀ ମନ୍ଦିର କିଭଳି ପହଁଞ୍ଚିବେ: ବିମାନ ମାର୍ଗରେ ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି । ରେଳଗାଡ଼ିରେ ନିକଟସ୍ଥ ରେଳ ଷ୍ଟେସନ ହେଉଛି ସମ୍ବଲପୁର : ୨ କି.ମି. . ସଡ଼କ ପଥରେ ସମ୍ବଲପୁର ପ୍ରାଇଭେଟ ବସ ଷ୍ଟାଣ୍ଡ ରୁ ଏହାର ଦୁରୋତ୍ଵ ୭ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ । ରୁହନ୍ତୁ ସମ୍ପର୍କ ବ୍ୟକ୍ତି : ରବୀନ୍ଦ୍ର କୁମାର ଦଲାଇ (ଜିଲ୍ଲା ପର୍ଯ୍ୟଟନ ଅଧିକାରୀ) ଫୋନ : 0663-2411118 ମୋବାଇଲ : 9438649129 ଶ୍ରୀ ଶ୍ରୀ ସମ୍ବଲେଶ୍ଵରୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଏବଂ ପଶ୍ଚିମ ଓଡିଶା ତଥା ଛତିଶଗଡ ରାଜ୍ୟର ମୁଖ୍ୟ ଧାର୍ମିକ ଶକ୍ତି ପୀଠ । ପୁରାତନକାଳରୁ ଦେବୀ ମାଁ ସମ୍ବଲେଶ୍ଵରୀ ମହାନଦୀର କୂଳେ ଜଗତଜନନୀ, ଆଦିଶକ୍ତି, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପେ ପୂଜା ପାଇ ଆସୁଛନ୍ତି । ଏହି ଅଞ୍ଚଳ ଏକ ଉତ୍କୃଷ୍ଠ ସଂସ୍କୃତି ଓ ଐତିହ୍ୟ ପାଇଁ ଜଣାଶୁଣା । ସମ୍ବଲପୁର ପ୍ରାଚୀନ କାଳରେ ହିରାଖଣ୍ଡ ନାମରେ ଜଣା ଯାଉଥିଲା । ଟୋଲେମି ଏହି ଅଞ୍ଚଳକୁ ସମ୍ବାଳକ ରୂପେ ବର୍ଣନା କରିଛନ୍ତି । ଇଂରାଜୀ ଇତିହାସକାର ଏଡୱାର୍ଡ ଗିବ୍ସନ ଓ ଫ୍ରେଞ୍ଚ ଯାତ୍ରୀ ତାଭେରନୀରଙ୍କ ଅନୁସାରେ ସମ୍ବଲପୁର ରୁ ରୋମ କୁ ହୀରା ରପ୍ତାନି କରାଯାଉଥିଲା । ହୁମା, ଶିବ ଭଗବାନଙ୍କ ବକ୍ର ମନ୍ଦିର କିଭଳି ପହଁଞ୍ଚିବେ: ବିମାନ ମାର୍ଗରେ ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି । ରେଳଗାଡ଼ିରେ ନିକଟତମ ରେଳ ସ୍ଟେଶନ ହେଉଛି ମାନେଶ୍ଵର । ଯାହା ହୁମା ମନ୍ଦିରରୁ ୨୫ କି.ମି. ଦୂରରେ ଅଛି। ସଡ଼କ ପଥରେ ସମ୍ବଲପୁର କିଂବା ମାନେଶ୍ଵର ସ୍ଟେଶନ ରୁ ଯାତ୍ରା ଆରମ୍ଭ କାଲେ ସୁବର୍ଣ୍ଣପୁର-ସମ୍ବଲପୁର ରୋଡ ଦେଇ ମହାନଦୀ କୂଳେ ଥିବା ହୁମା ଗ୍ରାମ କୁ ପହଞ୍ଚିବାକୁ ପଡେ । ଏହି ଗ୍ରାମ ନିକଟେରେ ହି ଶିବ ଭଗବାନଙ୍କ ବକ୍ର ମନ୍ଦିର ଅବସ୍ଥିତ । ସମ୍ବଲପୁରରୁ ହୁମା ମନ୍ଦିରର ଦୂରତା ୨୫ କି. ମି. । ରୁହନ୍ତୁ ସମ୍ପର୍କ ବ୍ୟକ୍ତି : ରବୀନ୍ଦ୍ର କୁମାର ଦଲାଇ (ଜିଲ୍ଲା ପର୍ଯ୍ୟଟନ ଅଧିକାରୀ) ଫୋନ : 0663-2411118 ମୋବାଇଲ : 9438649129 ସମ୍ବଲପୁରର ସହରରୁ ୨୩ କି.ମି. ଦୂରରେ ଭଗବାନ ଶିବଙ୍କ ଏହି ବକ୍ର ମନ୍ଦିରଟି ଅବସ୍ଥିତ । ସମ୍ବଲପୁରର ପଞ୍ଚମ ରାଜା ବଳିଆର ସିଂହଙ୍କ ରାଜତ୍ଵ କାଳରେ ଏହି ମନ୍ଦିରଟି ନିର୍ମାଣ କରଯାଇଥିଲା । ‘ବିମଲେଶ୍ଵର’ ବାବଙ୍କ ଦର୍ଶନ ସମେତ ସନ୍ନିକଟସ୍ଥ ମହାନଦୀରେ ଥିବା ଏକ ବିଶେଷ ଧରଣର ମାଛ ‘କୁଡ଼ୋ’ ଏହି ସ୍ଥାନ ର ଆକର୍ଷଣ ର କେନ୍ଦ୍ରବିନ୍ଦୁ । ଗୁଦଗୁଦା ଝରଣା କିଭଳି ପହଁଞ୍ଚିବେ: ବିମାନ ମାର୍ଗରେ ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି । ରେଳଗାଡ଼ିରେ ନିକଟତମ ରେଳ ସ୍ଟେଶନଟି ଝାରସୁଗୁଡା ଯାହା କି ଜଳପ୍ରପାତ ରୁ ୭୫ କି.ମି. ରେ ଅବସ୍ଥିତ । ସଡ଼କ ପଥରେ ଝାରସୁଗୁଡା ରୁ ଯାତ୍ରା ଆରମ୍ବ କଲେ ପ୍ରଥମେ କଳାମନ୍ଦିର ସଡକ ପଥ ରେ କୋଲବିରା ପହଞ୍ଚିବାକୁ ପଡେ । ତାପରେ କୋଲବିରାରୁ କୁଛିଣ୍ଡା ରାସ୍ତା ଦେଇ କୁଛିଣ୍ଡା ସହର ପହଞ୍ଚିବେ। ତାପରେ କୁଛିଣ୍ଡାର ଡାହାଣ ପଟ ରାସ୍ତା ଦେଇ କୁସୁମି ପହଚିବାକୁ ପଡେ । କୁସୁମିରୁ ପୁଣି ଡାହାଣ ପଟ ରାସ୍ତା କୁ ଧରି ୧୦ କି.ମି. ଯାତ୍ରା କଲାପରେ ଗୁଦୁଗୁଦା ବଣଭୋଜି ସ୍ଥଳ ଏବଂ ଜଳପ୍ରତାପ ପଡେ । ରୁହନ୍ତୁ ସମ୍ପର୍କ ବ୍ୟକ୍ତି : ରବୀନ୍ଦ୍ର କୁମାର ଦଲାଇ (ଜିଲ୍ଲା ପର୍ଯ୍ୟଟନ ଅଧିକାରୀ) ଫୋନ : 0663-2411118 ମୋବାଇଲ : 9438649129 ଗୁଦଗୁଦା ଗୁଦା ଜିଲ୍ଲାର ପ୍ରମୁଖ ଦର୍ଶନୀୟ ସ୍ଥାନ ମାନଙ୍କରୁ ଅନ୍ୟତମ । ଏହା ଯଦିଓ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ , ପଡୋଶୀ ଦେବଗଡ , ଝାରସୁଗୁଡା ,ତଥା ରାଉରକେଲା ରୁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ଝରୁସୁଗୁଡା ଠାରୁ ପ୍ରାୟ ଘ୧.୩୦ ମି ର ଦୂରତା ରେ ସ୍ଥାନଟି ଅବସ୍ଥିତ । ସ୍ଥାନ ଟି ଘଞ୍ଚ ସବୁଜ ବନାନୀ ରେ ପରିପୂର୍ଣ । ଗୁୁୁଦ୍ ଗୁଦା ରେ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ଵରେ ଆମ୍ବ ଓ ଲିଚୁ ର ବୀସ୍ତିର୍ଣ୍ଣ ବଗିଚା ଦେଖିବାକୁ ପାଇବେ । ହରେକ ରକମର ପକ୍ଷୀଙ୍କ କାକଳୀ ଏବଂ ଜଳ ଜଳପ୍ରପାତ ର କଳକଳ ନାଦ ରେ କେହିବି ବିମୋହିତ ହୋଇପଡିବେ । ଏହି ସ୍ଥାନଟି ପର୍ବତାରୋହଣ ପାଇଁ ମଧ୍ୟ ଉପଯୁକ୍ତ । ନିଜର ବ୍ୟସ୍ତ ବହୁଳ ଜୀବନରୁ ସାମୟିକ ବିରତି ପାଇଁ ସ୍ଥାନଟି ଅତ୍ୟନ୍ତ ମନୋରମ । ଘଣ୍ଟେଶ୍ଵରୀ ମନ୍ଦିର କିଭଳି ପହଁଞ୍ଚିବେ: ବିମାନ ମାର୍ଗରେ ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି । ରେଳଗାଡ଼ିରେ ନିକଟତମ ରେଳ ସ୍ଟେଶନ ହୀରାକୁଦ । ଯାହା ଘଟେଶ୍ଵରୀ ମନ୍ଦିରରୁ ୨୦ କି.ମି. ଦୂରରେ ଅଛି। ସଡ଼କ ପଥରେ ସମ୍ବଲପୁର ସହର କିଂବା ହୀରାକୁଦ ରେଳ ସ୍ଟେଶନ ରୁ ଯାତ୍ରା ଆରମ୍ବ କଲେ ପ୍ରଥମେ ବରଗଡ-ସମ୍ବଲପୁର ସଡକ ପଥ ରେ ଗୋଶାଲା ପହଞ୍ଚିବାକୁ ପଡେ । ତାପରେ ଗୋଶାଳାରୁ ବାମପଟ ରାସ୍ତାରେ ଚିପିଳିମା କୁ ଯିବାକୁ ପଡେ ଯେଉଁ ଜାଗାରେ ଘଟେଶ୍ଵରୀ ମନ୍ଦିର ଅବସ୍ଥିତ । ରୁହନ୍ତୁ ସମ୍ପର୍କ ବ୍ୟକ୍ତି : ରବୀନ୍ଦ୍ର କୁମାର ଦଲାଇ (ଜିଲ୍ଲା ପର୍ଯ୍ୟଟନ ଅଧିକାରୀ) ଫୋନ : 0663-2411118 ମୋବାଇଲ : 9438649129 ଏହା ସମ୍ବଲପୁରର ଏକ ପବିତ୍ର ଏବଂ ମନୋରମ ସ୍ଥାନ । ନାମ ଅନୁସାରେ ଏହି ମନ୍ଦିରର ର ସବୁ ସ୍ଥାନରେ ଘଣ୍ଟି ଝୁଲୁଥାଏ । ଲୋକମାନେ ଏହି ମନ୍ଦିରରେ ନିଜ ମନା ଇଛା ପୂରଣ ପାଇଁ ମାଁଙ୍କୁ ଘଣ୍ଟି ଅର୍ପଣ କରିଥାନ୍ତି । ରାଜ୍ୟର ବିଭିନ୍ନ ଭାଗ ରୁ ଅନେକ ଭକ୍ତ ଏହି ମନ୍ଦିର କୁ ମାଁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ସାରା ଓଡିଶାରେ ଏହି ଜାଗାରେ ଏତେ ମାତ୍ରାରେ ଘଣ୍ଟି ଅର୍ପଣ କରାଯାଏ । ଏହା ସମ୍ବଲପୁରର ଦକ୍ଷିଣ-ପୂର୍ବ ଦିଗରେ ୩୩କି.ମି. ଦୂରରେ ଅବସ୍ଥିତ । ଏହା ଅତୀତରେ ବତୀଘର ତୁଲ୍ୟ କାର୍ଯ୍ୟ କରୁଥିଲା । ପ୍ରାଚୀନ କାଳରେ ଏଠାରେ ଝୁଲା ହୋଇଥିବା ପ୍ରକାଣ୍ଡକାୟ ଘଣ୍ଟି ପବନରେ ସ୍ଵତ ବାଜି ଉଠୁଥିଲା ଏବଂ ସେହି ଶବ୍ଦ କୁ ଲକ୍ଷ କରି ଲୋକେ ଏହି ସ୍ଥାନ ବିଷୟରେ ସଠିକ ସୂଚନା ପାଇପାରୁଥିଲେ । ଏହି ସ୍ଥାନଟି ମହାନଦୀ ର ୩ ଟି ସ୍ରୋତର ସମାହାର ଏଠାରେ ଭଉଁରୀ ସୃଷ୍ଟି କରେ । ଏହି କାରଣରୁ ଏହା ପାଖଦେଇ ଯାଉଥିବା ନୌକାମାନେ ବୁଡି ଯାଉଥିଲା । ହୀରାକୁଦ ବନ୍ଧର ନିର୍ମାଣ ପରେ ଏହି ସ୍ଥାନ ଟି ସୁରକ୍ଷିତ ହୋଇପାରିଛି । ହୀରାକୁଦ ନଦୀବନ୍ଧ କିଭଳି ପହଁଞ୍ଚିବେ: ବିମାନ ମାର୍ଗରେ ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି । ରେଳଗାଡ଼ିରେ ସମ୍ବଲପୁର ରେ ପୂର୍ବତଟ ରେଳବାଇ ଡିଭିଜନର ଏକ ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ସମ୍ବଲପୁରରେ ୪ ଟି ରେଳ ଷ୍ଟେସନ ରହିଛି । ସେଗୁଡିକ ହେଲା ସମ୍ବଲପୁର (କ୍ଷେତରାଜପୁର) , ସମ୍ବଲପୁର ରୋଡ (ଫାଟକ), ହୀରାକୁଦ ଏବଂ ସମ୍ବଲପୁର ସିଟି ଷ୍ଟେସନ । ଭାରତର ଅନେକ ପ୍ରମୁଖ ସହରକୁ ପ୍ରତ୍ୟହ ରେଳ ଗମନାଗମନ ଏହି ସବୁ ଷ୍ଟେସନ ମାନଙ୍କ ମାଧ୍ୟମରେ ହୋଇଥାଏ । ସଡ଼କ ପଥରେ ମୁମ୍ବାଇ ଠାରୁ କୋଲକାତା ଜାତୀୟ ରାଜପଥ ନଂ ୬ ପଥରେ ସମ୍ବଲପୁର ସହର ଅବସ୍ଥିତ । ଜାତୀୟ ରାଜପଥ ନଂ ୪୨ ମାଧ୍ୟମରେ ଭୁବନେଶ୍ବରକୁ ସଂଯୋଗ କରୁଛି ଏହି ସହର । ସହରରେ ଦୁଇଟି ମୁଖ୍ୟ ବସଷ୍ଟାଣ୍ଡ ରହିଛି । ସରକାରୀ ବସଷ୍ଟାଣ୍ଡ ଲକ୍ଷ୍ମୀ ଟକୀଜ ଛକରେ ଥିବା ବେଳେ ସହରଠାରୁ ୩ କି.ମି. ଦୂରରେ ବେସରକାରୀ ବସଷ୍ଟାଣ୍ଡ ଅଇଣ୍ଠାପାଳିଠାରେ ଅବସ୍ଥିତ । ଏହିଠାରୁ ବିଭିନ୍ନ ସହର କୁ ନିୟମିତ ବସ ଚଳାଚଳ ହୋଇଥାଏ । ଦର୍ଶନିୟ ସ୍ଥାନ ମାନଙ୍କ ପାଇଁ ଏହି ଠାରୁ ଅଟୋ ଏବଂ ଟ୍ୟାକ୍ସି ଉପଲବ୍ଧ ହୋଇଥାଏ । ରୁହନ୍ତୁ ସମ୍ପର୍କ ବ୍ୟକ୍ତି : ରବୀନ୍ଦ୍ର କୁମାର ଦଲାଇ (ଜିଲ୍ଲା ପର୍ଯ୍ୟଟନ ଅଧିକାରୀ) ଫୋନ : 0663-2411118 ମୋବାଇଲ : 9438649129 ମହାନଦୀ କୂଳରେ ସମ୍ବଲପୁର ରୁ ମାତ୍ର ୧୫ କି.ମି ଦୂରରେ ଅବସ୍ଥିତ ବିଶ୍ଵର ସବୁଠାରୁ ବଡ ମାଟିରେ ତିଆରି ନଦୀବନ୍ଧ । ଏହାର କ୍ଷେତ୍ରଫଳ ୧୩୩୦୯୦ ବର୍ଗ କି.ମି, ଯାହା ଶ୍ରୀଲଙ୍କାର କ୍ଷେତ୍ରଫଳର ଦୁଇ ଗୁଣରୁ ବି ଅଧିକ । ହୀରାକୁଦ ନଦୀବନ୍ଧ ରେ ବ୍ୟବହାର କରାଯାଇଥିବା ମାଟି, ସିମେଣ୍ଟ ଓ କଂକ୍ରିଟ ସାମଗ୍ରୀ, କାଶ୍ମୀର ଠାରୁ କନ୍ୟାକୁମାରୀ ଏବଂ ପଞ୍ଜାବଠୁ ଆସାମ ଯାଏଁ ୮ ମିଟର ଓସାର ରା ରାସ୍ତା ତିଆରି କରିବାକୁ ପର୍ଯ୍ୟାପ୍ତ । ଏହି ନଦୀବନ୍ଧ ଦ୍ଵାରା ସୃଠ ଜଳାଶୟ ଏସିଆର ସର୍ବ ବୃହତ କୁତ୍ରିମ ସରୋବର, ଯାହାର କ୍ଷେତ୍ରଫଳ ୭୪୬ ବର୍ଗ କି.ମି. । ୨୧ କି. ମି. ଦୀର୍ଘ ଏହି ବନ୍ଧର କୂଳେ କୂଳେ ଯାତ୍ରା କଲେ ପ୍ରକୃତିର ଶାନ୍ତ ଓ ପ୍ରଭାବଶାଳୀ ଅନୁଭୂତି ପ୍ରାପ୍ତ ହୋଇଥାଏ । ହୀରାକୁଦ ନଦୀବନ୍ଧ ର ଗାନ୍ଧୀ ମିନାର ଓ ଜବାହାର ମିନାରରୁ ହୀରାକୁଦ ଜଳାଶୟର ଅଦ୍ଭୁତ ଦୃଶ୍ୟ ଓ ବ୍ୟାପକତା ଦେଖାଯାଏ । ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା) ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପାନ୍ଥନିବାସ ଫୋନ:-0663-2411282,2411296 ଅନ୍ୟ ହୋଟେଲ ହୋଟେଲ ନାମ ନମ୍ବର ଉପହାର ପାଲେସ 2400519 ଶୀଲା ଟାୱାର 2403111-14 ହରଜିତ ରେସିଡେନସି 2520055 ହୋଟେଲ ସାକେତ 2402345 ହୋଟେଲ ସୁଜାତା 2400403 ହୋଟେଲ ଲକ୍ଷ୍ମୀନିବାସ 2400775 ହୋଟେଲ ତ୍ରିବେଣୀ 24521557 ହୋଟେଲ ଲି ନ ଜା 2548401 ହୋଟେଲ ଶୀତଲ 2404717 ହୋଟେଲ ଉପହାର 2403078 ହୋଟେଲ ଚନ୍ଦ୍ରମଣି 2402783 ହୋଟେଲ ଅପସରା 2521366 ହୋଟେଲ ଅଶୋକା 2521010 ହୋଟେଲ ନଟରାଜ 2533720 ହୋଟେଲ କାବେରୀ 2541554 ହୋଟେଲ କ ସି ପାଲେସ 2532511 ହୋଟେଲ ପ୍ରମୋଦ 2303891 ରାନୀ ଲଜ 2522173 ଚନ୍ଦନ ଗେସ୍ଟ ହାଉସ 2533533 ଉନିକ୍କ ଗେସ୍ଟ ହାଉସ 3200659 ନନ୍ଦ ଲଜ 9937382703 ସମ୍ବଲପୁର ଲଜ 2404320 ଇନ୍ଦ୍ରପୁରୀ ଗେସ୍ଟ ହାଉସ 2521712 ନିଉ ବମ୍ବେ ଲଜ 2520422 ମା ବାସନ୍ତୀ ଲଜ 2532376 ଗୁରୁ ହରେକୃଷ୍ଣ ଲଜ 9438120292 ଅର୍ଚନା ଲଜ 2403818 କ୍ରୀଷ୍ଣା ଲଜ 2532376 ହୋଟେଲ ଇନ୍ଦର ଋଜେନସୀ 2548385 ହୋଟେଲ କୋଣାର୍କ 2545845 ହୋଟେଲ G-9 2405299 ହୋଟେଲ ରୋୟାଲ ପାଲେସ 2400340 ସହାୟତା :- ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ସମ୍ବଲପୁର ଫୋନ-2411118 ଆଧାର - "ସମ୍ବଲପୁର ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"