ହୋମ / ସମାଜ କଲ୍ୟାଣ / ଦର୍ଶନୀୟ ସ୍ଥାନ
ସେଆର କରନ୍ତୁ

ଦର୍ଶନୀୟ ସ୍ଥାନ

ଦର୍ଶନୀୟ ସ୍ଥାନ ବିଷୟରେ ସୂଚନା

ତାରିଣୀ ମନ୍ଦିର
ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର ।
ଚଉଷଠି ଯୋଗିନୀ ମନ୍ଦିର
ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) ।
ବିମଳା ମନ୍ଦିର
ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀ ଙ୍କ ମନ୍ଦିର ।
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ । ଏହା ଇତିହାସ ଓ କିମ୍ବଦନ୍ତୀ ବିଷୟରେ ସୂଚନା ଦିଆଯାଇଛି ।
ଶରଣ ଶ୍ରୀକ୍ଷେତ୍ର
ଶରଣ ଶ୍ରୀକ୍ଷେତ୍ର ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାଠାରେ ଅବସ୍ଥିତ ।ଏହାର ଇତିହାସ ଓ ବିଶେଷତ୍ଵ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ମଙ୍ଗଳା ମନ୍ଦିର
ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁରଠାରେ ପ୍ରାଚୀ ନଦୀ କୂଳରେ ମଙ୍ଗଳା ମନ୍ଦିର ଅବସ୍ଥିତ ।
ଗୁପ୍ତେଶ୍ଵର
କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ଜିଲ୍ଲାର ବିଶେଷତା ଓ ମହତ୍ତ୍ଵ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ମାଧବ ମନ୍ଦିର
ଓଡ଼ିଶାର ପୁରାଣ ବର୍ଣ୍ଣିତ ପ୍ରମୁଖ ସ୍ଥାନ ଓ ମନ୍ଦିର ମଧ୍ୟରେ ନିଆଳି ବ୍ଳକର ମାଧବାନନ୍ଦଜିଉଙ୍କ ମନ୍ଦିର ସମ୍ବନ୍ଧରେ ସୂଚନା ଦିଆଯାଇଛି ।
କେଦାରନାଥ ମନ୍ଦିର
କେଦାରନାଥ ମନ୍ଦିରର କିମ୍ବଦନ୍ତୀ ଓ ଇତିହାସ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
କାମାକ୍ଷା ମନ୍ଦିର
କାମାକ୍ଷା ମନ୍ଦିରର ପୌରାଣିକ ଗାଥା ଓ ପର୍ବପର୍ବାଣୀ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ନେବିଗତିଓଂ
Back to top