ଅତି କମ/ପ୍ରାକ୍-ଲକ୍ଷଣାତ୍ମକ କୋଭିଡ଼-19 ରୋଗୀଙ୍କ ପାଇଁ ଘରୋଇ ସଙ୍ଗରୋଧ ସଂପର୍କୀତ ସଂଶୋଧିତ ନିର୍ଦ୍ଦେଶାବଳୀ ବିଷୟରେ ସୂଚନା ।
ଅନ୍ତିମ ଆର୍ଥିକ ପ୍ୟାକେଜ ବିଷୟରେ ସୂଚନା ।
ଆତ୍ମନିର୍ଭର ଭାରତ ଅଭିଯାନରେ ଆଉ 7ଟି କ୍ଷେତ୍ର ପାଇଁ ସଂସ୍କାର କାର୍ଯ୍ୟକ୍ରମ ଘୋଷଣା ବିଷୟରେ ସୂଚନା ।
ଆତ୍ମନିର୍ଭର ଭାରତ ପାଇଁ ମାର୍ଗ ପ୍ରଶସ୍ତ ଆଠଟି କ୍ଷେତ୍ର ପାଇଁ ଅଭିବୃଦ୍ଧିର ନୂଆ ଦିଗ ଓ ଢାଞ୍ଚାଗତ ସଂସ୍କାର ଘୋଷଣା କଲେ ଅର୍ଥମନ୍ତ୍ରୀ ।
ଏମଏସଏମଇ ସମେତ ବିଭିନ୍ନ ବ୍ୟବସାୟ ପାଇଁ ରିହାତି ଓ ଋଣ ସହାୟତା ପଦକ୍ଷେପ ଷଣାକଲେ
ଆତ୍ମନିର୍ଭରଶୀଳ ଭାରତ ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ 90 ହଜାର କୋଟି ଟଙ୍କାର ପ୍ୟାକେଜ ବିଷୟରେ ସୂଚନା ।
ଆତ୍ମନିର୍ଭରଶୀଳ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ବିଷୟରେ ସୂଚନା ।
କୃଷି ଭିତ୍ତିଭୂମି ସୁଦୃଢ଼ କରିବା, ସାମର୍ଥ୍ୟ ନିର୍ମାଣ, ପ୍ରଶାସନିକ ଓ ପରିଚାଳନାଗତ ସଂସ୍କାର, ମତ୍ସ୍ୟପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ପଦକ୍ଷେପ ଘୋଷଣା ବିଷୟରେ ସୂଚନା ।
କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ କରିବା ପାଇଁ ଘୋଷଣା ବିଷୟରେ ସୂଚନା ।
ଗରିବ, ପ୍ରବାସୀ, କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀଙ୍କ ପାଇଁ ସ୍ୱଳ୍ପ ଓ ଦୀର୍ଘକାଳୀନ
8 କୋଟି ଦାଦନ ଶ୍ରମିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନରେ ଦିଆଯିବ ମାଗଣା ଖାଦ୍ୟ ସଶ୍ୟ ସୂଚନା ।