অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭିନ୍ନକ୍ଷମ କଲ୍ୟାଣ 

ଭାରତରେ ଭିନ୍ନକ୍ଷମ ମାନଙ୍କର ଜନସଂଖ୍ୟlର ପରିସଂଖ୍ୟlନ

  • ୨୦୧୧ ଜନ ଗଣନା ଅନୁସାରେ ଭାରତରେ ଭିନ୍ନକ୍ଷମ ମାନଙ୍କର ଜନସଂଖ୍ୟl ପାଖାପାଖି ୨୬.୮ମିଲିୟନ ପ୍ରତିଶତ ହିସାବରେଦେଖିବାକୁ ଗଲେ ଏହା ମୋଟ ଜନସଂଖ୍ୟlର ୨.୨୧ ପ୍ରତିଶତ. ଭାରତରେ ଭିନ୍ନକ୍ଷମ ମାନଙ୍କ ସଂଖ୍ୟlରେ ସାମାନ୍ୟ ବୃଦ୍ଧି ହୋଇଛି . ଏମାନଙ୍କର ସଂଖ୍ୟl ୨୦୦୧ରେ ୨୧.୯ ମିଲିୟନ ଥିବା ବେଳେ ଦଶ ବର୍ଷ ପରେ ୨୦୧୧ରେ ୨୬.୮ ମିଲିୟନ ହୋଇଛି, ପୁରୁଷ ଭିନ୍ନକ୍ଷମ ମାନଙ୍କର ସଂଖ୍ୟl ୧୪.୯ ମିଲିୟନ ଥିବା ବେଳେ ୧୧.୮ ମିଲିୟନ ଭିନ୍ନକ୍ଷମ ମହିଳା ଅଛନ୍ତି. ଗ୍ରାମୀଣ ଅଞ୍ଚଳରେ ୧୮ ମିଲିୟନ ଭିନ୍ନକ୍ଷମ ରହୁଥିବା ବେଳେ ସହରାଞ୍ଚଳରେ ୮୧. ମିଲିୟନ ଭିନ୍ନକ୍ଷମ ରହୁଛନ୍ତି.. ରେ ପୁରୁଷ ମାନଙ୍କ ମଧ୍ୟ. ଭିନ୍ନକ୍ଷମ ପ୍ରତିଶତ ୨.୪୧ପ୍ରତିଶତ ଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ଏହାର ପ୍ରତିଶତ ୨.୧ପ୍ରତିଶତ ରହିଛି.ସାମାଜିକ ବର୍ଗ ଅନୁଯ଼ାୟୀ ବିଶ୍ଲେଷଣରୁ ଜଣା ପଡେ ଯ଼େ ଭିନ୍ନକ୍ଷମ ମାନଙ୍କର ମୋଟ ସଂଖ୍ୟlର ୨.୪୫ ପ୍ରତିଶତ ଅନୁସୂଚିତ ଜାତି, ୨.୦୫ ପ୍ରତିଶତ ଅନୁସୂଚିତ ଜନଜାତି, ୨.୧୮ପ୍ରତିଶତ ଅଣ ଅନୁସୂଚିତ ଜାତି ଓ ଜନଜାତି ରହିଛନ୍ତି ଏହି ଦୁଇ ସାମାଜିକ ବର୍ଗରେ ମଧ୍ୟ ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କର ଭିନ୍ନକ୍ଷମତା ଅଧିକ ରହିଛି ।
  • ରାଜ୍ୟ ବାହାର ତଥ୍ୟରୁ ଜଣା ପଡେ ଯ଼େ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଜାମ୍ମୁ କାଶ୍ମୀରରେ ମୋଟ ଜନସଂଖ୍ୟlର ୨.୫୧ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ରହିଥିବା ବେଳେ ତାମିଲନାଡୁ, ଆସାମ, ମେଘାଳୟ, ନାଗାଲ୍ୟlଣ୍ଡରେ ଏହି ପ୍ରତିଶତ ୧.୭୫ ପ୍ରତିଶତରୁ କମ ରହିଛି । ୧୮୭୨ରୁ ୧୯୩୧ ପର୍ଯ୍ୟନ୍ତ ସମସ୍ତ ଜନସଂଖ୍ୟlରେ ଭିନ୍ନକ୍ଷମ ମାନଙ୍କ ସମ୍ପର୍କରେ ପଚାରାଯ଼ାଇଥିବା ବେଳେ ୧୯୪୧ରୁ ୧୯୭୧ପର୍ଯ୍ୟନ୍ତ ଏ ସମ୍ପର୍କରେ ପଚରାଯାଇ ନ ଥିଲା ୧୯୯୧ ରେ ତିନି ପ୍ରକାର ଭିନ୍ନକ୍ଷମତା ସମ୍ପର୍କରେ ସୂଚନା ଏକତ୍ରିତ କରାଯ଼ାଇଥିବା ବେଳେ ୧୯୯୧ରେ ଏହା ପୁଣି ବାଦ ପଡିଥିଲା ୨୦୦୧ ରେ ଏହାକୁ ପୁଣି ସାମିଲ କରି ପାଞ୍ଚ ପ୍ରକାର ଭିନ୍ନକ୍ଷମତା ସମ୍ପର୍କରେ ସୂଚନା ହାସଲ କରାଯ଼ାଇଥିବା ବେଳେ ୨୦୧୧ରେ ମାନସିକ ଭିନ୍ନକ୍ଷମତା ସହିତ ୮ ପ୍ରକାର ଭିନ୍ନକ୍ଷମତା ସମ୍ପର୍କରେ ସୂଚନା ହାସଲ କରାଯ଼ାଇଥିଲା ।

  • ୫.୪ ମିଲିୟନ ଲୋକଙ୍କର କୌଣସି ପ୍ରକାର ଶାରୀରିକ ଭିନ୍ନକ୍ଷମତା ଥିବାବେଳେ ୫.୦୭ ପ୍ରତିଶତଙ୍କ ଶୁଣିବା ସମ୍ପର୍କିତ ଭିନ୍ନକ୍ଷମତା, ୫.୦୩ ପ୍ରତିଶତ ଲୋକଙ୍କର ଦେଖିବା ସମ୍ପର୍କିତ ଭିନ୍ନକ୍ଷମତା ରହିଛି । ୨ ମିଲିୟନରୁ ଉର୍ଦ୍ଧ ଲୋକଙ୍କର କହିବ ସମ୍ପର୍କିତ ଭିନ୍ନକ୍ଷମତା ଥିବା ବେଳେ ୨ ମିଲିୟନ ମାନସିକ ରୋଗ ସମ୍ପର୍କିତ ଭିନ୍ନକ୍ଷମତା ସ୍ଵୀକାର ହୋଇଛନ୍ତି । ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କର ଦେଖିବା, ଶୁଣିବା ଏବଂ ବହୁଗୁଣ ଭିନ୍ନକ୍ଷମତା ପ୍ରତିଶତ ଅଧିକ ସେହି ପରି ଭାବେ ଅନୁସୂଚିତ ଜାତି ଓ ସାଧାରଣ ଲୋକଙ୍କ ତୁଳନାରେ ଅନୁସୂଚିତ ଜନଜାତି ମାନଙ୍କ ମଧ୍ୟରେ ଦେଖିବା,ଶୁଣିବା ଏବଂ ବହୁଗୁଣ ଭିନ୍ନକ୍ଷମତାର ପ୍ରତିଶତ ଅଧିକ ଓ କହିବା ଓ ମାନସିକ ରୋଗ ସମ୍ପର୍କିତ ଭିନ୍ନକ୍ଷମତା ମାମଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ତୁଳନାରେ ଅନ୍ୟ ଲୋକ ମାନଙ୍କ ମଧ୍ୟରେ ଭିନ୍ନକ୍ଷମତା ଅଧିକ । ବୟସ ଅନୁସାରେ ଥିବା ତଥ୍ୟ ଅନୁଯାୟୀ ୮୦ ବର୍ଷରୁ ଉର୍ଦ୍ଧ ଲୋକ ମାନଙ୍କ ମଧ୍ୟରେ ଭିନ୍ନକ୍ଷମତା ଅଧିକ ରହିଛି ଓ ଚାରିବର୍ଷରୁ କମ ପିଲାଙ୍କ ମଧ୍ୟରେ ଏହା ସବୁଠାରୁ କମ ରହିଛି ସେହିଭଳି ଅନୁସୂଚିତ ଜନଜାତି ମଧ୍ୟରେ କମ ବଯସରୁ ୪୦ ରୁ ୪୯ ପର୍ଯ୍ୟନ୍ତ ଭିନ୍ନକ୍ଷମତା ଅନ୍ୟ ବର୍ଗର ଲୋକମାନଙ୍କ ଠାରୁ କମ ରହିଥିବା ବେଳେ ୬୦ ବର୍ଷରୁ ଉର୍ଦ୍ଧ ଲୋକ ମାନଙ୍କ କ୍ଷେତ୍ରରେ ଏହା ଅଧିକ ରହିଛି ।

ଭାରତରେ ଭିନ୍ନକ୍ଷମଙ୍କ ପାଇଁ କଲ୍ୟାଣ

  • • ଭାରତୀୟ ସମ୍ଵିଧାନ ପ୍ରତ୍ୟେକ ବ୍ୟକ୍ତିର ସମାନତା, ସ୍ଵାଧୀନତା ଓ ମର୍ଯ୍ୟାଦା ସୁନିଶ୍ଚିତ କରେ ଓ ଭିନ୍ନକ୍ଷମ ମାନଙ୍କ ଓ ଅନ୍ୟ ସମସ୍ତ ବର୍ଗର ଲୋକଙ୍କ ସହିତ ଏକ ସମବେଶୀ ସମାଜ ଗଠନ କଥା କହେ । ସମ୍ବିଧାନରେ ଥିବା ଅନୁସୂଚୀ ବିଷୟ ଭିନ୍ନକ୍ଷମ ମାନଙ୍କର ସଶକ୍ତିକରଣର ଦାୟିତ୍ଵ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ତେଣୁ ଭିନ୍ନକ୍ଷମ ମାନଙ୍କର ସଶକ୍ତିକରନର ପ୍ରାଥମିକ ଦାୟିତ୍ଵ ରାଜ୍ୟ ସରକାରଙ୍କର ।
  • ସମ୍ବିଧାନର ଧାରା ୨୫୩ସହିତ ୟୁନିଅନ ତାଲିକାର ଆଇଟମ ନମ୍ବର ୩ ପଢେ ଯ଼େ ଭାରତ ସରକାର ଦି ପର୍ସନ ବିଥ ଡିସାବିଲିଟି (ଇକ୍ବାଲ ଅପର୍ଚୁନିଟିଜ, ପ୍ରୋଟେକ୍ସନ ଅଫ ରାଇଟ୍ସ ଏଣ୍ଡ ଫୁଲ ପାର୍ଟିସିପେସନ) ଆକ୍ଟ ୧୯୯୫ ପ୍ରଣୟନ କରିଛନ୍ତି ଭିନ୍ନକ୍ଷମ ଲୋକ ମାନଙ୍କୁ ସମାନ ସୁଯ଼ୋଗ ପ୍ରଦାନ କରିବା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ପୂର୍ଣ ସହଭାଗିତା ସୁନିଶ୍ଚିତ କରିବା ଦିଗରେ ଏହା ଏକ ପ୍ରୟାସ ଏହି ଆଇନ ଜାମ୍ମୁ କାଶ୍ମୀର ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଲାଗୁ ହୋଇଛି । ଜାମ୍ମୁ କାଶ୍ମୀର ସରକାର ଅଲଗା ଭାବେ ଶାରୀରିକ ଭିନ୍ନକ୍ଷମ ଆଇନ ୧୯୯୮ ଗୃହିତ କରାଇଛି ।
  • ଆଇନର ବିଭିନ୍ନ ଧାରାର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର, ରାଜ୍ୟ ର ସ୍ଥାନୀୟ ପ୍ରଶାସନ ଓ ଅନ୍ୟ ସଠିକ ପ୍ରଶାସନକୁ ନେଇ, ଏକ ବହୁ କ୍ଷେତ୍ରୀୟ .ମିଳିତ ଦୃଷ୍ଟିକୋଣ ଆଧାରରେ ଆପଣାଯ଼ାଉଛି । ଫୁଲ ପାର୍ଟିସିପେସନ ଏଣ୍ଡ ଇକ୍ବାଲିଟି ଅଫ ପିପୁଲ ବିଦ ଡିସେବିଲିଟିଜ ଇନ ଏସିଆ ପାସିଫିକ ରିଜନ ସମ୍ପର୍କିତ ଘୋଷଣାପତ୍ରରେ ଭାରତ ହସ୍ତାକ୍ଷର କରିଛି , ଏକ ସମନ୍ଵିତ ପ୍ରତିବନ୍ଧକ ଶୂନ୍ୟ ଓ ଅଧିକାର ଆଧାରିତ ସମାଜ ଗଠନ ପାଇଁ କାମ କରୁଥିବା ବିବାକୋ ମିଲେନିୟମ ଫ୍ରେମବାର୍କରେ ମଧ୍ୟ ଭାରତ ହସ୍ତାକ୍ଷର କରିଛି ଭାରତୟୁଏନ କନଭେନସନ ଅନ ପ୍ରଟେକ୍ସନ ଏଣ୍ଡ ପ୍ରମୋସନ ଅଫ ଦି ରାଇଟ୍ସ ଏଣ୍ଡ ଡିଗ୍ନିଟି ଅଫ ପର୍ସନ ବିଦ ଡିସେବିଲିଟି ରେ ୨୦୦୭ ମସିହା ୩୦ ମାର୍ଚରେ ହସ୍ତାକ୍ଷର କରିଥିବା ବେଳେ ୨୦୦୧ ଅକ୍ଟୋବର ୧ରେ ଏହାକୁ ଅନୁମୋଦନ କରିଛି ।

ଭିନ୍ନକ୍ଷମ ମାନଙ୍କର ସଶକ୍ତିକରଣ – ଡିଭିଜନ ସମ୍ପର୍କରେ

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ରେ ଥିବା ଭିନ୍ନକ୍ଷମତା ବିଭାଗ ଭିନ୍ନକ୍ଷମ ମାନଙ୍କର ସଶକ୍ତିକରଣ ପାଇଁ ସୁବିଧା କରେ, ଯ଼ାହାଙ୍କ ସଂଖ୍ୟl ୨୦୦୧ ଜନଗଣନା ଅନୁସାରେ ୨.୧୯ କୋଟି ଓ ଦେଶର ମୋଟ ଜନସଂଖ୍ୟlର ୨.୧୩ ପ୍ରତିଶତ . ଏମାନଙ୍କ ମଧ୍ୟରେ ଦେଖିବା, ଶୁଣିବା, କହିବା ଏବଂ ମାନସିକ ରୋଗ ସମ୍ପର୍କିତ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତ ।

ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଜନସଂଖ୍ୟl
  • ୨୦୦୨ ନ୍ୟାସନାଲ ସାମ୍ପଲ ସର୍ଭେ ର ୫୮ ତମ ରାଉଣ୍ଡ ଅନୁସାରେ ଯାହା ଜଣାପଡେ ତାହା ଅନୁସାରେ ୨୦୮ ଲକ୍ଷ ଭିନ୍ନକ୍ଷମ ୨୦୦୨ ରେ ଥିଲେ (ରିପୋର୍ଟ ନମ୍ୱର ୪୮୫, କ୍ରମାଙ୍କ ନମ୍ୱର ୮୮ ) ଏହି ସର୍ଭେରେ କୁହାଯାଇଛି ଯେ ଭିନକ୍ଷମ ମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଗ୍ରାମୀଣ ଅଞ୍ଚଳରେ ଅଛନ୍ତି, ୪୯ ପ୍ରତିଶତ ଭିନ୍ନକ୍ଷମ ସ୍ଵାକ୍ଷର ହୋଇଥିବା ବେଳେ ୩୪ ପ୍ରତିଶତ ଭିନ୍ନକ୍ଷମ ରୋଜଗାରକ୍ଷମ ଅଛନ୍ତି ।
  • ଜନଗଣନା ଓ ଏନ.ଏସ.ଏସ.ର ଅଲଗା ଅଲଗା ପରିକଳ୍ପନା ରହିଛି । ଜନଗଣନା ଭାରତର ସମଗ୍ର ଜନସଙ୍ଖ୍ୟାର ତାଳିକାକାରଣ ହୋଇଥିବା ବେଳେ ଏନ.ଏସ.ଏସ. ରାଷ୍ଟ୍ରୀୟ ପ୍ରତିନିଧିତ୍ଵ ନମୁନା ରହିଛି । ଉଭୟ ଉତ୍ସାରେ ଭିନ୍ନକ୍ଷମ ମାନେ ନିଜେ ରିପୋର୍ଟ କରିଛନ୍ତି । ମୋଟ ଉପରେ ଭିନ୍ନକ୍ଷମତା ଓ ଭିନ୍ନକ୍ଷମତା ର ସମ୍ପର୍କରେ ପାରମ୍ପାରିକ ଦୃଷ୍ଚିକୋଣ ଆଧାରରେ ପଚରାଯ଼ିବା ପରିବର୍ତ୍ତେ ଅନ୍ତରାଷ୍ଟ୍ରୀୟ କ୍ଲାସିଫିକେସନ ଅଫ ଫଙ୍କସନିଂ ବିଶିଷ୍ଟ ଫଙ୍କସନର ଦୃଷ୍ଟିକୋଣ ଅନୁସାରେ ପ୍ରଶ୍ନ କରାଯିବାର ପ୍ରସ୍ତାବ ରହିଛି ।
  • ଭାରତୀୟ ସମ୍ଵିଧାନ ପ୍ରତ୍ୟେକ ବ୍ୟକ୍ତିର ସମାନତା, ସ୍ଵାଧୀନତା ଓ ମର୍ଯ୍ୟାଦା ସୁନିଶ୍ଚିତ କରେ ଓ ଭିନ୍ନକ୍ଷମ ମାନଙ୍କ ଓ ଅନ୍ୟ ସମସ୍ତ ବର୍ଗର ଲୋକଙ୍କ ସହିତ ଏକ ସମବେଶୀ ସମାଜ ଗଠନ କଥା କହେ । ସମ୍ବିଧାନରେ ଥିବା ଅନୁସୂଚୀ ବିଷୟ ଭିନ୍ନକ୍ଷମ ମାନଙ୍କର ସଶକ୍ତିକରଣର ଦାୟିତ୍ଵ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ତେଣୁ ଭିନ୍ନକ୍ଷମ ମାନଙ୍କର ସଶକ୍ତିକରନର ପ୍ରାଥମିକ ଦାୟିତ୍ଵ ରାଜ୍ୟ ସରକାରଙ୍କର ।
  • ସମ୍ବିଧାନର ଧାରା ୨୫୩ସହିତ ୟୁନିଅନ ତାଲିକାର ଆଇଟମ ନମ୍ବର ୩ ପଢେ ଯ଼େ ଭାରତ ସରକାର ଦି ପର୍ସନ ବିଥ ଡିସାବିଲିଟି (ଇକ୍ବାଲ ଅପର୍ଚୁନିଟିଜ, ପ୍ରୋଟେକ୍ସନ ଅଫ ରାଇଟ୍ସ ଏଣ୍ଡ ଫୁଲ ପାର୍ଟିସିପେସନ) ଆକ୍ଟ ୧୯୯୫ ପ୍ରଣୟନ କରିଛନ୍ତି ଭିନ୍ନକ୍ଷମ ଲୋକ ମାନଙ୍କୁ ସମାନ ସୁଯ଼ୋଗ ପ୍ରଦାନ କରିବା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ପୂର୍ଣ ସହଭାଗିତା ସୁନିଶ୍ଚିତ କରିବା ଦିଗରେ ଏହା ଏକ ପ୍ରୟାସ ଏହି ଆଇନ ଜାମ୍ମୁ କାଶ୍ମୀର ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଲାଗୁ ହୋଇଛି । ଜାମ୍ମୁ କାଶ୍ମୀର ସରକାର ଅଲଗା ଭାବେ ଶାରୀରିକ ଭିନ୍ନକ୍ଷମ ଆଇନ ୧୯୯୮ ଗୃହିତ କରାଇଛି ।
  • ଆଇନର ବିଭିନ୍ନ ଧାରାର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର, ରାଜ୍ୟ ର ସ୍ଥାନୀୟ ପ୍ରଶାସନ ଓ ଅନ୍ୟ ସଠିକ ପ୍ରଶାସନକୁ ନେଇ, ଏକ ବହୁ କ୍ଷେତ୍ରୀୟ ମିଳିତ ଦୃଷ୍ଟିକୋଣ ଆଧାରରେ ଆପଣାଯ଼ାଉଛି । ଫୁଲ ପାର୍ଟିସିପେସନ ଏଣ୍ଡ ଇକ୍ବାଲିଟି ଅଫ ପିପୁଲ ବିଦ ଡିସେବିଲିଟିଜ ଇନ ଏସିଆ ପାସିଫିକ ରିଜନ ସମ୍ପର୍କିତ ଘୋଷଣାପତ୍ରରେ ଭାରତ ହସ୍ତାକ୍ଷର କରିଛି , ଏକ ସମନ୍ଵିତ ପ୍ରତିବନ୍ଧକ ଶୂନ୍ୟ ଓ ଅଧିକାର ଆଧାରିତ ସମାଜ ଗଠନ ପାଇଁ କାମ କରୁଥିବା ବିବାକୋ ମିଲେନିୟମ ଫ୍ରେମବାର୍କରେ ମଧ୍ୟ ଭାରତ ହସ୍ତାକ୍ଷର କରିଛି ଭାରତୟୁଏନ କନଭେନସନ ଅନ ପ୍ରଟେକ୍ସନ ଏଣ୍ଡ ପ୍ରମୋସନ ଅଫ ଦି ରାଇଟ୍ସ ଏଣ୍ଡ ଡିଗ୍ନିଟି ଅଫ ପର୍ସନ ବିଦ ଡିସେବିଲିଟି ରେ ୨୦୦୭ ମସିହା ୩୦ ମାର୍ଚରେ ହସ୍ତାକ୍ଷର କରିଥିବା ବେଳେ ୨୦୦୧ ଅକ୍ଟୋବର ୧ରେ ଏହାକୁ ଅନୁମୋଦନ କରିଛି ।

ସ୍ରୋତ: ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate