ହୋମ / ସମାଜ କଲ୍ୟାଣ / ସଂଖ୍ୟାଲଘୁ ଗୋଷ୍ଠୀର କଲ୍ୟାଣ
ସେଆର କରନ୍ତୁ

ସଂଖ୍ୟାଲଘୁ ଗୋଷ୍ଠୀର କଲ୍ୟାଣ

ଭାରତ ସରକାରଙ୍କ ଦୃଷ୍ଟି ହେଲା ଯ଼େ ସଂଖ୍ୟାଲଘୁ ସମ୍ପ୍ରଦାଯ ଗୁଡିକର ସଶକ୍ତିକରଣ କରିବା ଓ ଦେଶର ବହୁ ଜାତୀଯ, ବହୁ ସାଂସ୍କୃତିକ, ବହୁଭାଷୀ ବହୁ ଧର୍ମୀଯ ସଂସ୍କୃତିକୁ ଶକ୍ତିଶାଳୀ କରିବା ପାଇଁ ପରିବେଶ ତିଆରି କରିବା ସକାରାତ୍ମକ କାର୍ଯ ଜରିଆରେ ସଂଖ୍ୟାଲଘୁ ମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିକୁ ସୁଧାରିବା ଏବଂ ସମନ୍ବିତ ବିକାଶ ହେଉଛି ସରକାରଙ୍କର ମିଶନ ଯ଼ାହା ଫଳରେ ପ୍ରତ୍ଯେକ ନାଗରିକକୁ ଗତିଶୀଳ ରାଷ୍ଚ୍ର ନିର୍ମାଣରେ ସହଭାଗୀ ହେବାକୁ ସମାନ ସୁଯ଼ୋଗ ମିଳିପାରିବ. ସଂଖ୍ୟାଲଘୁ ସମ୍ପ୍ରଦାଯକୁ ଶିକ୍ଷା, ରୋଜଗାର ତଥା ଆର୍ଥିକ ଗତିବିଧିରେ ସଠିକ ଅଂଶ ପ୍ରଦାନ କରିବା ତଥା ତାଙ୍କର ଉତ୍ଥାନ ସୁନିଶ୍ଚିତ କରିବା ହେଉଛି ଲକ୍ଷ୍ଯ .

ସଂଖ୍ୟାଲଘୁ ମାମଲାର ମନ୍ତ୍ରଣାଳୟ
ସଂଖ୍ୟାଲଘୁ ମାମଲାର ମନ୍ତ୍ରଣାଳୟ ସମ୍ବନ୍ଧରେ ସୂଚନା ।
ପ୍ରବାସୀ ଶ୍ରମିକଙ୍କ ପାଇଁ ଏନଡିଏମଏ ପ୍ରସ୍ତୁତ କଲା ଜାତୀୟ ପ୍ରବାସନ ସୂଚନା ବ୍ୟବସ୍ଥା (ଏନଏମଆଇଏସ)
ପ୍ରବାସୀ ଶ୍ରମିକଙ୍କ ପାଇଁ ଏନଡିଏମଏ ପ୍ରସ୍ତୁତ କଲା ଜାତୀୟ ପ୍ରବାସନ ସୂଚନା ବ୍ୟବସ୍ଥା (ଏନଏମଆଇଏସ) ବିଷୟରେ ସୂଚନା ।
Back to top