ମହିଳାମାନଙ୍କୁ ଘରୋଇ କାମରେ ସାହାଯ୍ୟ ଏବଂ ଯତ୍ନ ନେବା ପାଇଁ କାମ ପାଇଁ ଚାକିରୀ ଦେବାକୁ ଆଗେଇ ଆସିଲେ ରଥୀ ।
ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଲେ, ବନ୍ଧୁ, ପରିଜନମାନଙ୍କ ନିକଟରୁ ଆର୍ଥିକ ସହାୟତା ଆଣି ନିଜର ସ୍ୱପ୍ନର ରେଷ୍ଟୁରାଣ୍ଟ The Flour Worksକୁ ବାସ୍ତବ ରୂପଦେଲେ ।
ନୂଆ ବ୍ୟବସାୟ ଆରମ୍ଭ କରିଥିବା ସଂସ୍ଥାମାନେ, କେବଳ ଅଧିକ ଗ୍ରାହକ ପାଇବାକୁ ନୁହେଁ, ବରଂ ସବୁଦିନିଆ ଓ ଭରସାଯୋଗ୍ୟ ଗ୍ରାହକଙ୍କୁ କିପରି ନିଜ ଆଡକୁ ଟାଣି ପାରିବେ ସେ ଦିଗରେ ଷ୍ଟ୍ରାଟେଜି କରିବା କଥା ।
ମୟୂରଭଞ୍ଜ ସଦର ମହକୁମାରେ ଅଟୋ ଚଳାଉଥିବା ସମ୍ଭବତଃ ଓଡ଼ିଶାର ଏକମାତ୍ର ଅଟୋଚାଳିକା ୨୧ ବର୍ଷୀୟ ତରୁଣୀ ଝାନ୍ସୀରାଣୀ ପଣ୍ଡା ।
ଅଟୋ ଚଳାଉଛନ୍ତି ରାଣୀ ର କାହାଣୀ
ସହରରେ କାମ କରି ପାଠ ପଢିଲେ, ଗାଁକୁ ଫେରି ପାଲଟିଲେ ଅନାଥଙ୍କ ସାହାରା ଅଶୋକ ।
ଜଣେ ଦିବ୍ୟାଙ୍ଗ ହେଉଛନ୍ତି ଭକ୍ତି ।ପ୍ରତିକୂଳ ପରିବେଶ ଓ ପରିସ୍ଥିତିରେ ନିଜକୁ ଠିଆ କରାଇ ପାରଦର୍ଶିତା ହାସଲ କରିବା, କୃତ୍ତିତ୍ୱ ଅର୍ଜନ କରିଛନ୍ତି ।
ବୟସ ୨୯ ବର୍ଷ। ନବମ ଶ୍ରେଣୀ ପରେ ଆଉ ଆଗକୁ ପଢ଼ି ପାରି ନ ଥିଲେ ଯମୁନାମଣି । କିନ୍ତୁ ପିଲାଟିବେଳୁ ସେବା କରିବାର ମନୋବୃତ୍ତି ତାଙ୍କୁ ଆଜି ଦେଶବ୍ୟାପୀ ପରିଚିତି ଆଣିଦେଇଛି ।
ଗଙ୍ଗୁବାଇ ୯୪ବୟସରେ ସରପଞ୍ଚ ଅନ୍ୟ ବୟସ୍କ ପାଇଁ ପ୍ରେରଣା ।
ଗାଁ ମହିଳାଙ୍କ ଅଭିନବ ପ୍ରକଳ୍ପ ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’ ।
ସମାଜର କେତେଜଣ ନିଆରା ମଣିଷଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ରାଧିକାଅସହାୟଙ୍କୁ ଶସ୍ତାରେ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ।
ମେଘନା ଘାଇ ପୁରିଙ୍କ ବାପା ତଥା ବିଶିଷ୍ଟ ଫିଲ୍ମ ନିର୍ଦ୍ଧେଶକ ସୁଭାଷ ଘାଇ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସୋ ମ୍ୟାନ୍ ଭାବେ ପରିଚିତ । ଖଳନାୟକ, କର୍ଜ, ହିରୋ ଓ ରାମ ଲକ୍ଷ୍ମଣ ଭଳି ବହୁ ସଫଳ ଫିଲ୍ମ କରି ସେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଛନ୍ତି ।
କିଶୋରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ଲକ୍ଷ୍ୟରେ ମୟୁରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷାସନ୍ଧାନ ପକ୍ଷରୁ ଉଡ଼ାଣ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି ।
ଆଦିବାସୀ ମହିଳା ସଶକ୍ତିକରଣ ଗଜପତି ଓ କନ୍ଧମାଳ ଜିଲ୍ଲାରେ ରାହା ଦେଖାଇଛି ପଣସକଠା ।
ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜରୁରୀ ଚିକିତ୍ସାସେବା ଅଭାବରୁ ଅନେକ ଆଦିବାସୀ ଅକାଳରେ ଆଖି ବୁଜିଦିଅନ୍ତି। କିନ୍ତୁ ଏହି ଆଦିବାସୀ ମାନଙ୍କ ଲାଗି ଦେବଦୂତ ସାଜିଛନ୍ତି ଜଣେ ଆଶା କର୍ମୀ ସରସ୍ଵତୀ ପରିଡ଼ା।
ବସ୍ତିରୁ ତାଜିକ୍ ସ୍ତାନ
ସୁଭାଷ ନିଜ ଆବଶ୍ୟକତା ପୂରଣ ପାଇଁ ଆରମ୍ଭ କଲେ ବଂଶୀ ତିଆରି ଆଉ ସେହି ଠାରୁ ହିଁ ମୂଳଦୁଆ ପଡିଲା ଅଭିନବ ବ୍ୟବସାୟିକ ପ୍ରୟାସ Punam Flutes
ଦିନ ଥିଲା ନାରୀର ସୀମା ଥିଲା ଚାରିକାନ୍ଥ ଭିତରେ । ବର୍ତ୍ତମାନ ନାରୀ ଆଜି ପୁରୁଷଙ୍କ ସମକକ୍ଷ ହୋଇ ହାତରେ ହାତ ମିଳାଇ ଚାଲିଛି ଆଗକୁ ।
ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା’ ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା। ଏହା ପ୍ରମାଣିତ କରିଛନ୍ତି ପ୍ରତିମା ସାହୁ ।
କଠିନ ପରିଶ୍ରମ ବଳରେ ମଧୁସୂଦନ ରାଓ ଲେଖିଛନ୍ତି ସଫଳତାର ଚମତ୍କାର କାହାଣୀ ଇଟା, ବାଲି ଓ ସିମେଣ୍ଟ ବୋହୁଥିବା ମୁଲିଆ ଆଜି ୨୦ଟି କମ୍ପାନୀର ମାଲିକ ।
ଇତିହାସରେ ଜୀବନର ସାକ୍ଷୀ ଆତ୍ମଜୀବନୀ ର ସୂଚନା
ରେଳ ଷ୍ଟେସନଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ରାସ୍ତାରେ ଏଭଳି ବେସାହାରା ଶହ ଶହ ପିଲାଙ୍କୁ ଦେଖିବାକୁ ମିଳେ । ସେମାନଙ୍କୁ ଜୀବନର କଳା ଶିଖାଇବା ପାଇଁ ମନସ୍ଥ କରିଥିବା କିଛି ଯୁବକ ଏକାମ୍ର ହାଟରେ ଆୟୋଜନ କରିଥିଲେ କାର୍ଯ୍ୟକ୍ରମ ଆଶାଏଁ ।
ଦୁର୍ଗାବତୀ ବୟସ ୯୦ ବର୍ଷ ଛୁଇଁଲାଣି । ଅଣ୍ଟା ନଇଁ ଯାଇଛି ଓ ଶରୀର ସଙ୍କୁଚିତ ହୋଇଯିବା ସହ ଚର୍ମ ଓହଳି ପଡିଲାଣି । ଏ ଅବସ୍ଥାରେ ବି ସେ ପ୍ରତ୍ୟହ ପାଖାପାଖି ୧୦ କିଲୋମିଟର ବାଟ ଖାଲି ପାଦରେ ଚାଲିବାକୁ ସକ୍ଷମ ।
ଏଚଆଇଭି ପୀଡିତ ପିଲାଙ୍କ ସେବାରେ ଦିନ କାଟୁଛନ୍ତି ମହେଶ ଓ ତାଙ୍କ ପତ୍ନୀ ସୁଜାତା ।
ଭାରତୀୟ ସମାଜରେ ନାରୀମାନଙ୍କୁ ପୁରୁଷମାନଙ୍କଠାରୁ ଦୁର୍ବଳ ମନେ କରାଯାଏ । ଏହି ଧାରଣାକୁ ଅନେକ ସମୟରେ ଦେଶର କିଛି ତୁଙ୍ଗ ନାରୀ ଭୁଲ ପ୍ରମାଣିତ କରିପାରିଛନ୍ତି । ସେଭଳି ଜଣେ ମହିଳା ହେଉଛନ୍ତି ଏମ୍ ବସନ୍ତ କୁମାରୀ ।
ରୂପାଙ୍କ ଏସିଡ୍ ମାଡରେ ହରିନାହାନ୍ତି ବରଂ ଫାଇଟର ରୂପ ନେଇଛନ୍ତି । ଅନ୍ୟ ପାଇଁ ସେ ଏକ ଉଦାହରଣ ।
ଫୁଲ୍ବ୍ରାଇଟ୍ ନେହେରୁ ପ୍ରାଣୀବିଜ୍ଞାନୀ ପ୍ରସିଦ୍ଧ ବୈଜ୍ଞାନିକଙ୍କ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଅନାଥାଶ୍ରମରୁ ବଲିଉଡ୍ ଯାତ୍ରା ବିକ୍ରମ ସ୍ଵାଇଁ ।
ଆଦିବାସୀ ବହୁଳ କୋରାପୁଟ ଜିଲ୍ଳାରେ ରହିଛି ତାଙ୍କର ସିଲାଇ କାରଖାନା । ଲୋକପ୍ରିୟ କୋଟପାଡ ଡିଜାଇନକୁ କପଡ଼ା ଉପରେ ଫ୍ୟାଶନର ରୂପ ଦେବାରେ ଲାଗିଛନ୍ତି । ଲୋକମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଛନ୍ତି ଓଡ଼ିଶାର ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ପଟ୍ଟନାୟକ।
ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ୮୯ ଜଣଙ୍କୁ ଦେଶର ସର୍ବୋଚ୍ଚ ଦ୍ୱିତୀୟ ବେସାମରିକ ସମ୍ମାନ ‘ପଦ୍ମ ପୁରସ୍କାର’ ପାଇଁ ମନୋନୀତ କରାଯାଇଛି।